OR/690621 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - New Vrindaban‎]]
[[Category:OR/ଅମୃତ ବାଣୀ - New Vrindaban‎]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690619 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690619|OR/690621b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690621b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690621SB-NEW_VRINDAVAN_ND_01.mp3</mp3player>|"ଠିକ୍ ସେଇ ସମାନ ଉଦାହରଣ ପରି, ଯାହା ଆମେ ବାରମ୍ବାର..., ଯେ ପେଟକୁ ଖାଦ୍ୟ ଯୋଗାଇ ତୁମେ ଶରୀରର ସମସ୍ତ ଅଙ୍ଗକୁ ଖାଦ୍ୟ ଯୋଗାଉଛ। ତୁମର ଆବଶ୍ୟକତା ନାହିଁ ... ଏହା ବ୍ୟବହାରିକ ଅଟେ। କିମ୍ବା ପାଣି  ଗଛର ମୂଳରେ ଢାଳିବା, ତୁମେ ସବୁ ଶାଖା, ପତ୍ର, ସବୁ ଜାଗାରେ ଜଳ ଯୋଗାଣ କର । ଆମେ ପ୍ରତିଦିନ ଦେଖୁ । ଏହା ଏକ ବ୍ୟବହାରିକ ଉଦାହରଣ । ସରଳ ... ସେହିପରି, ଏହି ସମସ୍ତ ଅଭିବ୍ୟକ୍ତିର କିଛି କେନ୍ଦ୍ରୀୟ ବିନ୍ଦୁ ରହିବା ଆବଶ୍ୟକ । ତାହା ହେଉଛି କୃଷ୍ଣ । ଯଦି ଆମେ କେବଳ କୃଷ୍ଣଙ୍କୁ ଧରୁ, ତାପରେ ଆମେ ସବୁକିଛି କାବୁ କରୁ । ଏବଂ ବେଦ ମଧ୍ୟ କୁହନ୍ତି, ୟସ୍ମିନ ଵିଜ୍ଞାତେ ସର୍ଵମ ଇଦଂ ଭବତୀ (ମୁଣ୍ଡକ ଉପନିଷଦ ୧.୩)। ଆମେ ବିଭାଗୀୟ ଜ୍ଞାନ ଅନୁସନ୍ଧାନ କରୁଛୁ, କିନ୍ତୁ ଯଦି ଆପଣ କେବଳ କୃଷ୍ଣଙ୍କୁ ବୁଝନ୍ତି, କେନ୍ଦ୍ରୀୟ ବିନ୍ଦୁ ବୁଝନ୍ତି, ତେବେ ଆପଣ ସବୁକିଛି ବୁଝିପାରିବେ । "|Vanisource:690621 - Lecture SB 01.05.17-18 - New Vrindaban, USA|690621 - ପ୍ରବଚନ SB 01.05.17-18 - New Vrindaban, USA}}

Latest revision as of 05:05, 1 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଠିକ୍ ସେଇ ସମାନ ଉଦାହରଣ ପରି, ଯାହା ଆମେ ବାରମ୍ବାର..., ଯେ ପେଟକୁ ଖାଦ୍ୟ ଯୋଗାଇ ତୁମେ ଶରୀରର ସମସ୍ତ ଅଙ୍ଗକୁ ଖାଦ୍ୟ ଯୋଗାଉଛ। ତୁମର ଆବଶ୍ୟକତା ନାହିଁ ... ଏହା ବ୍ୟବହାରିକ ଅଟେ। କିମ୍ବା ପାଣି ଗଛର ମୂଳରେ ଢାଳିବା, ତୁମେ ସବୁ ଶାଖା, ପତ୍ର, ସବୁ ଜାଗାରେ ଜଳ ଯୋଗାଣ କର । ଆମେ ପ୍ରତିଦିନ ଦେଖୁ । ଏହା ଏକ ବ୍ୟବହାରିକ ଉଦାହରଣ । ସରଳ ... ସେହିପରି, ଏହି ସମସ୍ତ ଅଭିବ୍ୟକ୍ତିର କିଛି କେନ୍ଦ୍ରୀୟ ବିନ୍ଦୁ ରହିବା ଆବଶ୍ୟକ । ତାହା ହେଉଛି କୃଷ୍ଣ । ଯଦି ଆମେ କେବଳ କୃଷ୍ଣଙ୍କୁ ଧରୁ, ତାପରେ ଆମେ ସବୁକିଛି କାବୁ କରୁ । ଏବଂ ବେଦ ମଧ୍ୟ କୁହନ୍ତି, ୟସ୍ମିନ ଵିଜ୍ଞାତେ ସର୍ଵମ ଇଦଂ ଭବତୀ (ମୁଣ୍ଡକ ଉପନିଷଦ ୧.୩)। ଆମେ ବିଭାଗୀୟ ଜ୍ଞାନ ଅନୁସନ୍ଧାନ କରୁଛୁ, କିନ୍ତୁ ଯଦି ଆପଣ କେବଳ କୃଷ୍ଣଙ୍କୁ ବୁଝନ୍ତି, କେନ୍ଦ୍ରୀୟ ବିନ୍ଦୁ ବୁଝନ୍ତି, ତେବେ ଆପଣ ସବୁକିଛି ବୁଝିପାରିବେ । "
690621 - ପ୍ରବଚନ SB 01.05.17-18 - New Vrindaban, USA