OR/700426b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:12, 17 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଭାବୁଛୁ ଯେ 'ମୁଁ ଭଗବାନଙ୍କ ସହ ସମାନ। ମୁଁ ଭଗବାନ'। ଏହା ଅସମ୍ପୂର୍ଣ୍ଣ ଜ୍ଞାନ। କିନ୍ତୁ ଯଦି ଆପଣ ଜାଣନ୍ତି ଯେ 'ମୁଁ ଭଗବାନଙ୍କ ଅଂଶବିଶେଷ', ତାହା ସମ୍ପୂର୍ଣ୍ଣ ଜ୍ଞାନ ଅଟେ। ମାୟାବାଦୀ ଦାର୍ଶନିକ, ନାସ୍ତିକ, ସେମାନେ ସେମାନେ ଦାବି କରୁଛନ୍ତି ଯେ "ଭଗବାନ କିଏ? ମୁଁ ଭଗବାନ ' ତାହା ହେଉଛି ଅସମ୍ପୂର୍ଣ୍ଣ ଜ୍ଞାନ । 'ମାନବ ଜୀବନର ରୂପ ହେଉଛି ଚେତନାର ସମ୍ପୂର୍ଣ୍ଣ ରୂପ' । ବର୍ତ୍ତମାନ, ଏହି ସଂପୂର୍ଣ୍ଣ ଚେତନା ଆପଣ ଏହି ମାନବ ଜୀବନର ରୂପରେ ପୁନର୍ଜୀବିତ କରିପାରିବେ । ବିଲେଇ ଏବଂ କୁକୁର, ସେମାନେ ବୁଝିପାରିବେ ନାହିଁ । ତେଣୁ ଯଦି ଆପଣ ଏହି ସୁବିଧା ନ ନିଅନ୍ତି, ତେବେ ଆପଣ ଆତ୍ମ-ହନଃ-ଜନାଃ । ତୁମେ ନିଜକୁ ହତ୍ୟା କରୁଛ, ଆତ୍ମହତ୍ୟା କରୁଛ । ଯେପରି କୁହାଯାଇଛି, ଆତ୍ମା ଅନ୍ଧେନ ତମସାଵୃତାଃ ତାଂସ ତେ ପ୍ରେତ୍ୟାଭିଗଚ୍ଛନ୍ତି ୟେ କେ ଚାତ୍ମ-ହନୋ ଜନାଃ ( ଇଶୋ ୩ ) । ମୃତ୍ୟୁ ପରେ, ପ୍ରେତ୍ୟାଭି... ପ୍ରେତ୍ୟ ଅର୍ଥ ମୃତ୍ୟୁ ପରେ । ତେଣୁ ଆତ୍ମ-ହନୋ-ଜନାଃ ହୁଅନ୍ତୁ ନାହିଁ । ତୁମର ଜୀବନକୁ ସଂପୂର୍ଣ୍ଣ ସୁବିଧାରେ ବ୍ୟବହାର କର । ତାହା ଆମର କାମ ।"
700426 - ପ୍ରବଚନ ISO Invocation Excerpt - ଲସ ଆ଼ଞ୍ଜେଲ୍ସ