OR/700502 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/700430b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700430b|OR/700503 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700503}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700502LE-LOS_ANGELES_ND_01.mp3</mp3player>|"ଏହି ଜଗତରେ ଦୁଇଟି ଶକ୍ତି କାର୍ଯ୍ୟ କରୁଛି: ଆଧ୍ୟାତ୍ମିକ ଶକ୍ତି ଏବଂ ଭୌତିକ ଶକ୍ତି। ଭୌତିକ ଶକ୍ତିର ଅର୍ଥ ହେଉଛି ଏହି ଆଠ ପ୍ରକାରର ଭୌତିକ ଉପାଦାନ। ଭୂମିରାପୋଽନଲୋ ବାୟୁଃ ([[Vanisource: BG 7.4 (1972) । ଭ.ଗୀ. ୭.୪]] ) ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି, ଏବଂ ଅହଂକାର । ଏଗୁଡ଼ିକ ସବୁ ଭୌତିକ । ଏବଂ ସେହିପରି, ସୂକ୍ଷ୍ମ, ସୂକ୍ଷ୍ମ, ସୂକ୍ଷ୍ମ, ସୂକ୍ଷ୍ମ, ଏବଂ ସ୍ଥୁଳ, ସ୍ଥୁଳ, ସ୍ଥୁଳ । ଯେପରି ଜଳ ପୃଥିବୀ ଅପେକ୍ଷା ସୂକ୍ଷ୍ମ, ତାପରେ ବାୟୁ ଜଳଠାରୁ ସୂକ୍ଷ୍ମ, ତାପରେ ବାୟୁ ଅଗ୍ନିଠାରୁ ସୂକ୍ଷ୍ମ, ତାପରେ ଆକାଶ, କିମ୍ବା ଇଥର, ବାୟୁଠାରୁ ସୂକ୍ଷ୍ମ ଅଟେ । ସେହିଭଳି, ଆକାଶ ଅପେକ୍ଷା ବୁଦ୍ଧି, କିମ୍ବା ଆକାଶ ଅପେକ୍ଷା ମନ ସୂକ୍ଷ୍ମ । ମନ ... ଆପଣ ଜାଣନ୍ତି, ମୁଁ ଅନେକ ଥର ଉଦାହରଣ ଦେଇଛି: ମନର ଗତି । ଏକ ସେକେଣ୍ଡ ମଧ୍ୟରେ ଅନେକ ହଜାରେ ମାଇଲ ଆପଣ ଯାଇପାରିବେ । ତେଣୁ ଏହା ଯେତେ ସୂକ୍ଷ୍ମ ହେବ, ଏହା ଶକ୍ତିଶାଳୀ । ସେହିପରି, ପରିଶେଷରେ, ଯେତେବେଳେ ତୁମେ ଆଧ୍ୟାତ୍ମିକ ଅଂଶକୁ ଆସିବ, ସୂକ୍ଷ୍ମ, ଯେଉଁଠାରୁ ସବୁକିଛି ଉତ୍ପନ୍ନ ହୁଏ, ଓଃ, ତାହା ବହୁତ ଶକ୍ତିଶାଳୀ । ସେହି ଆଧ୍ୟାତ୍ମିକ ଶକ୍ତି। "|Vanisource:700502 - Lecture ISO 01 - Los Angeles|700502 - ପ୍ରବଚନ ISO 01 - ଲସ ଆ଼ଞ୍ଜେଲ୍ସ}}

Latest revision as of 05:13, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଜଗତରେ ଦୁଇଟି ଶକ୍ତି କାର୍ଯ୍ୟ କରୁଛି: ଆଧ୍ୟାତ୍ମିକ ଶକ୍ତି ଏବଂ ଭୌତିକ ଶକ୍ତି। ଭୌତିକ ଶକ୍ତିର ଅର୍ଥ ହେଉଛି ଏହି ଆଠ ପ୍ରକାରର ଭୌତିକ ଉପାଦାନ। ଭୂମିରାପୋଽନଲୋ ବାୟୁଃ (Vanisource: BG 7.4 (1972) । ଭ.ଗୀ. ୭.୪ ) ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି, ଏବଂ ଅହଂକାର । ଏଗୁଡ଼ିକ ସବୁ ଭୌତିକ । ଏବଂ ସେହିପରି, ସୂକ୍ଷ୍ମ, ସୂକ୍ଷ୍ମ, ସୂକ୍ଷ୍ମ, ସୂକ୍ଷ୍ମ, ଏବଂ ସ୍ଥୁଳ, ସ୍ଥୁଳ, ସ୍ଥୁଳ । ଯେପରି ଜଳ ପୃଥିବୀ ଅପେକ୍ଷା ସୂକ୍ଷ୍ମ, ତାପରେ ବାୟୁ ଜଳଠାରୁ ସୂକ୍ଷ୍ମ, ତାପରେ ବାୟୁ ଅଗ୍ନିଠାରୁ ସୂକ୍ଷ୍ମ, ତାପରେ ଆକାଶ, କିମ୍ବା ଇଥର, ବାୟୁଠାରୁ ସୂକ୍ଷ୍ମ ଅଟେ । ସେହିଭଳି, ଆକାଶ ଅପେକ୍ଷା ବୁଦ୍ଧି, କିମ୍ବା ଆକାଶ ଅପେକ୍ଷା ମନ ସୂକ୍ଷ୍ମ । ମନ ... ଆପଣ ଜାଣନ୍ତି, ମୁଁ ଅନେକ ଥର ଉଦାହରଣ ଦେଇଛି: ମନର ଗତି । ଏକ ସେକେଣ୍ଡ ମଧ୍ୟରେ ଅନେକ ହଜାରେ ମାଇଲ ଆପଣ ଯାଇପାରିବେ । ତେଣୁ ଏହା ଯେତେ ସୂକ୍ଷ୍ମ ହେବ, ଏହା ଶକ୍ତିଶାଳୀ । ସେହିପରି, ପରିଶେଷରେ, ଯେତେବେଳେ ତୁମେ ଆଧ୍ୟାତ୍ମିକ ଅଂଶକୁ ଆସିବ, ସୂକ୍ଷ୍ମ, ଯେଉଁଠାରୁ ସବୁକିଛି ଉତ୍ପନ୍ନ ହୁଏ, ଓଃ, ତାହା ବହୁତ ଶକ୍ତିଶାଳୀ । ସେହି ଆଧ୍ୟାତ୍ମିକ ଶକ୍ତି। "
700502 - ପ୍ରବଚନ ISO 01 - ଲସ ଆ଼ଞ୍ଜେଲ୍ସ