OR/700503 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
: ସ ବୈ ପୁଂସାଂ ପରୋ ଧର୍ମ ।
ୟତୋ ଭକ୍ତିର ଆଦୋକ୍ଷଜେ
ଅହୈତୁକି ଅପ୍ରତିହତା
ୟୟାତ୍ମା ସୁପ୍ରସୀଦତି
(ଭା. ୧.୨.୬)

"ଏହା ହେଉଛି ଭାଗବତ ଧର୍ମ। ତାହା ହେଉଛି ପ୍ରଥମ ଶ୍ରେଣୀର ଧର୍ମ। ତାହା କ’ଣ? ୟତଃ, ଧାର୍ମିକ ନୀତିକୁ କାର୍ଯ୍ୟକାରୀ କରି, ଯଦି ତୁମେ ପରମଙ୍କ ପ୍ରତି ତୁମର ପ୍ରେମକୁ ବିକଶିତ କର, ଯିଏ ତୁମର ଶବ୍ଦର ଅଭିବ୍ୟକ୍ତି ବାହାରେ ଏବଂ ତୁମର ମନର କାର୍ଯ୍ୟକଳାପ ବାହାରେ.. ଆଦୋକ୍ଷଜା । ଏହି ଶବ୍ଦଟି ବ୍ୟବହୃତ ହୋଇଛି, ଆଦୋକ୍ଷଜା: ଯେଉଁଠାରେ ତୁମର ଭୌତିକ ଇନ୍ଦ୍ରିୟଗୁଡିକ ନିକଟତର ହୋଇପାରିବ ନାହିଁ । ଏବଂ କେଉଁ ପ୍ରକାର ପ୍ରେମ? ଅହୈତୁକି, ବିନା କାରଣରେ । 'ହେ ପ୍ରଭୁ, ମୁଁ ତୁମକୁ ଭଲ ପାଏ, ଭଗବାନ, କାରଣ ତୁମେ ମୋତେ ବହୁତ ସୁନ୍ଦର ଜିନିଷ ଯୋଗାଉଛ । ତୁମେ ଆଦେଶ-ଯୋଗାଣକାରୀ '। ନା। ସେପରି ପ୍ରେମ ନୁହେଁ। କୌଣସି ବିନିମୟ ବିନା। ଏହା ଚୈତନ୍ୟ ମହାପ୍ରଭୂଙ୍କ ଦ୍ଵାରା ଶିଖାଯାଇଛି ଯେ 'ତୁମେ ଯାହା କର...' ଅଶ୍ଲିସ୍ୟ ବା ପଦ-ରତାଂ ପିନସ୍ତୁ ମାଂ ( ଚ.ଚ. ଅନ୍ତ୍ୟ ୨୦.୪୭)। "ତୁମେ ମୋତେ ତୁମର ପାଦ ତଳେ ଦଳିଦିଅ କିମ୍ବା ତୁମେ ମୋତେ ଆଲିଙ୍ଗନ କର ... ତୁମେ ଯାହା ପସନ୍ଦ କର । ତୁମକୁ ନ ଦେଖି ତୁମେ ମୋତେ ହୃଦୟ ବିଦାରକ କର - ସେଥିରେ କିଛି ଫରକ ପଡ଼େ ନାହିଁ । ତଥାପି ତୁମେ ମୋର ଉପାସକ ପ୍ରଭୁ। "ତାହା ହେଉଛି ପ୍ରେମ।"

700503 - ପ୍ରବଚନ ISO 01 - ଲସ ଆ଼ଞ୍ଜେଲ୍ସ