OR/700630b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:24, 17 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆପଣ ଉପରକୁ ଆଉ ତଳକୁ ଯିବାକୁ ଚେଷ୍ଟା କରୁଛନ୍ତି। ଆପଣ ଚନ୍ଦ୍ର ଗ୍ରହ, ସୂର୍ଯ୍ୟ ଗ୍ରହ, ବହୁତ ଉଚ୍ଚକୁ ଯିବାକୁ ଚେଷ୍ଟା କରୁଛନ୍ତି, କିମ୍ବା ଆପଣ ତଳକୁ ଯିବାକୁ ଚେଷ୍ଟା କରିପାରନ୍ତି। କିନ୍ତୁ ଗୋଟିଏ ଜିନିଷ ଅଛି ଯାହାକୁ ଆପଣ କେବଳ ଉପର ଏବଂ ତଳକୁ ଯାତ୍ରା କରି ପାଇପାରିବେ ନାହିଁ, ଭ୍ରମତ୍ମା ଉପରି ଅଧଃ । ତୁମେ ସେହି ଜିନିଷ ପାଇଁ ଚେଷ୍ଟା କରିବା ଉଚିତ୍: ତସ୍ୟଇବ ହେତୋଃ ପ୍ରୟତେତ କୋବିଦୋ, ନ ଲଭ୍ୟତେ ୟଦ ଭ୍ରମତ୍ମା ଉପରି ଅଧଃ । କେବଳ ଉପର ଏବଂ ତଳକୁ ଯାତ୍ରା କରି ତୁମେ ତାହା ପାଇପାରିବ ନାହିଁ । ଏବଂ ତାହା କ’ଣ? ନିଃଶ୍ରେୟସାୟ, ସର୍ବାଧିକ ଲାଭ । ଏବଂ ସେଇ ସର୍ବୋଚ୍ଚ ଲାଭ କଣ? ସର୍ବୋଚ୍ଚ ଲାଭ ହେଉଛି ତୁମର ଜନ୍ମ ଏବଂ ମୃତ୍ୟୁକୁ ବନ୍ଦ କରିବା ଏବଂ ଘରକୁ, ଭଗବାନଙ୍କ ନିକଟକୁ ଫେରିବା । ଏହା ଆବଶ୍ୟକ । "
700630 - ପ୍ରବଚନ SB 02.01.01 - ଲସ ଆ଼ଞ୍ଜେଲ୍ସ