OR/701221b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ସୁରତ]]
[[Category:OR/ଅମୃତ ବାଣୀ - ସୁରତ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/701221 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701221|OR/701221c ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701221c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/701221LE-SURAT_ND_02.mp3</mp3player>|"'ଯେକେହି', କୃଷ୍ଣ କୁହନ୍ତି, 'ଯିଏ ହୃଦୟରେ ସର୍ବଦା ଭକ୍ତି ଓ ପ୍ରେମ ସହିତ ମୋ ବିଷୟରେ ଚିନ୍ତା କରେ, ସେ ହେଉଛନ୍ତି ସର୍ବୋଚ୍ଚ ଯୋଗୀ ।' ଯୋଗିନାମପି ସର୍ବେଷାଂ। ତେଣୁ ଏହି ହରେ କୃଷ୍ଣ ଆନ୍ଦୋଳନ, ତୁମେ "କୃଷ୍ଣ" ଜପ କରିବା ଏବଂ ଶୁଣିବା ମାତ୍ରେ ତୁମେ ତୁରନ୍ତ ଚିନ୍ତା କର । ଏବଂ ଜପ କରିବା କୌଣସି ସାଧାରଣ ମଣିଷ ଦ୍ୱାରା କରାଯାଇ ନାହିଁ । ଯଦି କୃଷ୍ଣଙ୍କ ପ୍ରତି ପ୍ରେମ ଏବଂ ଭକ୍ତି ନଥାଏ, ତେବେ ସେ ଜପ କରିପାରିବେ ନାହିଁ । ତୁମେ କେବଳ ଏହି ଶ୍ଲୋକଟି ଅଧ୍ୟୟନ କର ଶ୍ରଦ୍ଧାବାନ୍ ଭଜତେ ୟୋ ମାଂ, ଅନ୍ତରାତ୍ମନା: "ଭିତରେ, ସେ ହେଉଛନ୍ତି ସର୍ବୋଚ୍ଚ" । ତେଣୁ ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନର ଅର୍ଥ ହେଉଛି ଯେ ଆମେ ଲୋକମାନଙ୍କୁ ସର୍ବୋଚ୍ଚ ଯୋଗୀ ହେବାକୁ ତାଲିମ ଦେଉଛୁ।"|Vanisource:701221 - Conversation B - Surat|701221 - ବାର୍ତ୍ତାଳାପ B - ସୁରତ}}

Latest revision as of 05:33, 21 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"'ଯେକେହି', କୃଷ୍ଣ କୁହନ୍ତି, 'ଯିଏ ହୃଦୟରେ ସର୍ବଦା ଭକ୍ତି ଓ ପ୍ରେମ ସହିତ ମୋ ବିଷୟରେ ଚିନ୍ତା କରେ, ସେ ହେଉଛନ୍ତି ସର୍ବୋଚ୍ଚ ଯୋଗୀ ।' ଯୋଗିନାମପି ସର୍ବେଷାଂ। ତେଣୁ ଏହି ହରେ କୃଷ୍ଣ ଆନ୍ଦୋଳନ, ତୁମେ "କୃଷ୍ଣ" ଜପ କରିବା ଏବଂ ଶୁଣିବା ମାତ୍ରେ ତୁମେ ତୁରନ୍ତ ଚିନ୍ତା କର । ଏବଂ ଜପ କରିବା କୌଣସି ସାଧାରଣ ମଣିଷ ଦ୍ୱାରା କରାଯାଇ ନାହିଁ । ଯଦି କୃଷ୍ଣଙ୍କ ପ୍ରତି ପ୍ରେମ ଏବଂ ଭକ୍ତି ନଥାଏ, ତେବେ ସେ ଜପ କରିପାରିବେ ନାହିଁ । ତୁମେ କେବଳ ଏହି ଶ୍ଲୋକଟି ଅଧ୍ୟୟନ କର ଶ୍ରଦ୍ଧାବାନ୍ ଭଜତେ ୟୋ ମାଂ, ଅନ୍ତରାତ୍ମନା: "ଭିତରେ, ସେ ହେଉଛନ୍ତି ସର୍ବୋଚ୍ଚ" । ତେଣୁ ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନର ଅର୍ଥ ହେଉଛି ଯେ ଆମେ ଲୋକମାନଙ୍କୁ ସର୍ବୋଚ୍ଚ ଯୋଗୀ ହେବାକୁ ତାଲିମ ଦେଉଛୁ।"
701221 - ବାର୍ତ୍ତାଳାପ B - ସୁରତ