OR/710215 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:02, 17 June 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଠିକ୍ ଯେପରି ଆମେ ଏହି ଶରୀରକୁ ମାତୃ ଗର୍ଭରୁ ବିକଶିତ କରୁ। ପିତା ମଞ୍ଜି ଦିଅନ୍ତି, କିନ୍ତୁ ଶାରୀରିକ ଉପାଦାନ, ଅର୍ଥାତ୍... ଯେପରି ମା ନିଜ ଶରୀରକୁ ବିକାଶ କରୁଛନ୍ତି, ସେହିପରି ଭାବରେ ସେ ଖାଇବା ଦ୍ୱାରା ଶିଶୁର ଶରୀରକୁ ମଧ୍ୟ ବିକାଶ କରୁଛନ୍ତି, ସ୍ରାବ ଦ୍ୱାରା, କ୍ଷରଣ-କ୍ରିୟା ବିକାଶ ଦ୍ୱାରା, ବାୟୁ ସ୍ରାବକୁ ଦୃଢ କରେ। ଏହା ଧୀରେ ଧୀରେ ମାଂସପେଶୀ, ଚର୍ମ, ହାଡ ହୋଇଯାଏ, ଯେହେତୁ ଏହା କଠିନ ହେବାରେ ଲାଗିଛି। ଏକ ସୁନ୍ଦର କାରଖାନା ଚାଲିଛି। ଏହା ମଧ୍ୟ ପ୍ରକୃତି ଦ୍ୱାରା । ଏବଂ ପ୍ରକୃତି କୃଷ୍ଣଙ୍କ ଆଦେଶ ଅନୁଯାୟୀ କାର୍ଯ୍ୟ କରୁଛି। ତେଣୁ ଏହାର ମୂଳ କାରଣ ହେଉଛନ୍ତି କୃଷ୍ଣ।"
Appearance Day, Bhaktisiddhanta Sarasvati - - ଗୋରଖପୁର