OR/710216d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:20, 21 June 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସର୍ବପ୍ରଥମେ, ବ୍ରହ୍ମ-ଜ୍ୟୋତିର୍ ଆସୁଛନ୍ତି। ଏବଂ କୃଷ୍ଣ ଏହା ମଧ୍ୟ କହିଛନ୍ତି, ବ୍ରାହ୍ମଣ ଆହଂ ପ୍ରତିଷ୍ଠା । ବ୍ରହ୍ମ ଚରମ ନୁହଁନ୍ତି। ବ୍ରହ୍ମେତି ପରମାତ୍ମେତି ଭଗବାନ୍ ଇତି ଶବ୍ଦ୍ୟତେ ( ଭା. ୧.୨.୧) । ପ୍ରଥମେ ହୃଦୟଙ୍ଗମ ହେଉଛି ବ୍ରହ୍ମ, ନିରାକାର ବ୍ରହ୍ମ, ତାପରେ ପରମାତ୍ମା, ଏବଂ ପରେ ଭଗବାନ୍ । ତେଣୁ ଭଗବାନ୍ ହେଉଛି ଚରମ । ମତ୍ତଃ ପରତରଂ ନାନ୍ୟତ୍କିଞ୍ଚିଦସ୍ତି ଧନଞ୍ଜୟ (ଭ.ଗୀ. ୭.୭) । ତେଣୁ ବ୍ରହ୍ମ-ତତ୍ତ୍ଵ, ନିରାକାର ବ୍ରହ୍ମ-ତତ୍ତ୍ଵ, ଚରମ ନୁହେଁ । ଚରମ ହେଉଛନ୍ତି କୃଷ୍ଣ, ପରମ ପୁରୁଷ ଭଗବାନ । ତାହା ହେଉଛି ବୈଦିକ ନିର୍ଦେଶ । "
710216 - ପ୍ରବଚନ CC Madhya 06.154 - ଗୋରଖପୁର