OR/710217 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଗୋରଖପୁର]]
[[Category:OR/ଅମୃତ ବାଣୀ - ଗୋରଖପୁର]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710216d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710216d|OR/710217b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710217b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710217SB-GORAKHPUR_ND_02.mp3</mp3player>|"ମୁକ୍ତ ଅର୍ଥ ବର୍ତ୍ତମାନର ଏହି ଭୌତିକ ଅଧୀନରେ ..., ଏହି ଭୌତିକ ଜଗତରେ, ସେ ଭୌତିକ ଶରୀରକୁ ଗ୍ରହଣ କରୁଛନ୍ତି, ଏବଂ ଯେତେବେଳେ ସେ କୃଷ୍ଣଙ୍କର ଜଣେ ପ୍ରାମାଣିକ ସେବକ ହୁଅନ୍ତି, ସେତେବେଳେ ତାଙ୍କୁ ଏକ ଆଧ୍ୟାତ୍ମିକ ଶରୀର ଦିଆଯିବ। ଠିକ୍ ଜଣେ ସୈନିକ ପରି। ଜଣେ ବ୍ୟକ୍ତି, ଯେତେ ଦିନ ପର୍ଯ୍ୟନ୍ତ ସେ ଜଣେ ସୈନିକ ନୁହଁନ୍ତି, ତାଙ୍କର ନାହିଁ..., ତାଙ୍କୁ ୟୁନିଫର୍ମ ପ୍ରଦାନ କରାଯାଇ ନାହିଁ । କିନ୍ତୁ ସେ ଜଣେ ସୈନିକ ଭାବରେ ସେବାକୁ ଗ୍ରହଣ କରିବା ମାତ୍ରେ ତାଙ୍କୁ ତୁରନ୍ତ ୟୁନିଫର୍ମ ଦିଆଯାଏ । ତେଣୁ ତୁମେ ଭୌତିକ ଜଗତରେ ବିଭିନ୍ନ ଶରୀରକୁ ଗ୍ରହଣ କରୁଛ, ଏବଂ ତାହା ହେଉଛି ଭୂତ୍ୱା ଭୂତ୍ୱା ପ୍ରଲୀୟତେ ([[Vanisource: BG 8.19 (1972) | ଭ.ଗୀ. ୮-୧୯]]) ।  ତୁମେ ଏକ ପ୍ରକାର ଶରୀର ଗ୍ରହଣ କରୁଛ, ଯାହା ଅଦୃଶ୍ୟ ହୋଇଯାଉଛି; ପୁନର୍ବାର ତୁମକୁ  ଅନ୍ୟ ଶରୀର ଗ୍ରହଣ କରିବାକୁ ପଡିବ । କିନ୍ତୁ ଯେତେ ଶୀଘ୍ର ତୁମେ ସଂପୂର୍ଣ୍ଣ ରୂପେ କୃଷ୍ଣ ଭାବନାମୃତ ହୋଇଯାଅ, ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ([[Vanisource: BG 4.9 (1972) | ଭ.ଗୀ. ୪.୯]]), ତାପରେ, ଏହି ଶରୀର ଛାଡିବା ପରେ, ସେ ଏହି ଭୌତିକ ଜଗତକୁ ଆସନ୍ତି ନାହିଁ । ସେ ତୁରନ୍ତ ... ମାମ ଇଟି, ସେ ସ୍ଥାନାନ୍ତର କରନ୍ତି। ସେହିପରି ଭାବରେ ସେ ଆଧ୍ୟାତ୍ମିକ ଶରୀରକୁ ଗ୍ରହଣ କରନ୍ତି। "|Vanisource:710217 - Conversation - Gorakhpur|710217 - ବାର୍ତ୍ତାଳାପ - ଗୋରଖପୁର}}

Latest revision as of 05:20, 21 June 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମୁକ୍ତ ଅର୍ଥ ବର୍ତ୍ତମାନର ଏହି ଭୌତିକ ଅଧୀନରେ ..., ଏହି ଭୌତିକ ଜଗତରେ, ସେ ଭୌତିକ ଶରୀରକୁ ଗ୍ରହଣ କରୁଛନ୍ତି, ଏବଂ ଯେତେବେଳେ ସେ କୃଷ୍ଣଙ୍କର ଜଣେ ପ୍ରାମାଣିକ ସେବକ ହୁଅନ୍ତି, ସେତେବେଳେ ତାଙ୍କୁ ଏକ ଆଧ୍ୟାତ୍ମିକ ଶରୀର ଦିଆଯିବ। ଠିକ୍ ଜଣେ ସୈନିକ ପରି। ଜଣେ ବ୍ୟକ୍ତି, ଯେତେ ଦିନ ପର୍ଯ୍ୟନ୍ତ ସେ ଜଣେ ସୈନିକ ନୁହଁନ୍ତି, ତାଙ୍କର ନାହିଁ..., ତାଙ୍କୁ ୟୁନିଫର୍ମ ପ୍ରଦାନ କରାଯାଇ ନାହିଁ । କିନ୍ତୁ ସେ ଜଣେ ସୈନିକ ଭାବରେ ସେବାକୁ ଗ୍ରହଣ କରିବା ମାତ୍ରେ ତାଙ୍କୁ ତୁରନ୍ତ ୟୁନିଫର୍ମ ଦିଆଯାଏ । ତେଣୁ ତୁମେ ଭୌତିକ ଜଗତରେ ବିଭିନ୍ନ ଶରୀରକୁ ଗ୍ରହଣ କରୁଛ, ଏବଂ ତାହା ହେଉଛି ଭୂତ୍ୱା ଭୂତ୍ୱା ପ୍ରଲୀୟତେ ( ଭ.ଗୀ. ୮-୧୯) । ତୁମେ ଏକ ପ୍ରକାର ଶରୀର ଗ୍ରହଣ କରୁଛ, ଯାହା ଅଦୃଶ୍ୟ ହୋଇଯାଉଛି; ପୁନର୍ବାର ତୁମକୁ ଅନ୍ୟ ଶରୀର ଗ୍ରହଣ କରିବାକୁ ପଡିବ । କିନ୍ତୁ ଯେତେ ଶୀଘ୍ର ତୁମେ ସଂପୂର୍ଣ୍ଣ ରୂପେ କୃଷ୍ଣ ଭାବନାମୃତ ହୋଇଯାଅ, ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ( ଭ.ଗୀ. ୪.୯), ତାପରେ, ଏହି ଶରୀର ଛାଡିବା ପରେ, ସେ ଏହି ଭୌତିକ ଜଗତକୁ ଆସନ୍ତି ନାହିଁ । ସେ ତୁରନ୍ତ ... ମାମ ଇଟି, ସେ ସ୍ଥାନାନ୍ତର କରନ୍ତି। ସେହିପରି ଭାବରେ ସେ ଆଧ୍ୟାତ୍ମିକ ଶରୀରକୁ ଗ୍ରହଣ କରନ୍ତି। "
710217 - ବାର୍ତ୍ତାଳାପ - ଗୋରଖପୁର