OR/710217b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭାଗବତ କୁହନ୍ତି, ନ ତେ ବିଦୁଃ ସ୍ୱାର୍ଥ-ଗତିଂ ହି ବିଷ୍ଣୁଂ ( ଭା. ୭.୫.୩୧)। ଜ୍ଞାନ, ଜ୍ଞାନର ଲକ୍ଷ୍ୟ କ’ଣ? ବିଷ୍ଣୁଙ୍କ ପାଖକୁ ଯିବା, ବୁଝିବା। ତଦ ବିଷ୍ଣୁଂ ପରମଂ ପଦଂ ସଦା ପଶ୍ୟନ୍ତି ସୁରୟଃ (ଋଗ ବେଦ)। ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ, ସେମାନେ କେବଳ ବିଷ୍ଣୁ ରୂପକୁ ଧ୍ୟାନ କରନ୍ତି । ଏହା ହେଉଛି ବୈଦିକ ମନ୍ତ୍ର। ତେଣୁ ଯଦି ତୁମେ ସେହି ସ୍ଥରକୁ ନ ଯାଅ, ତୁମର ଜ୍ଞାନର କୌଣସି ମୂଲ୍ୟ ନାହିଁ । ଏହା ଅଜ୍ଞତା । ଯୋଗମାୟାସମାବୃତଃ ( ଭ.ଗୀ. ୭.୨୫)। ଯେତେ ଦିନ ପର୍ଯ୍ୟନ୍ତ ଆପଣ କୃଷ୍ଣଙ୍କୁ ବୁଝି ନାହାନ୍ତି, ତା ଅର୍ଥ ଆପଣଙ୍କର ଜ୍ଞାନ ଏପର୍ଯ୍ୟନ୍ତ ଆବୃତ ହୋଇ ରହିଛି । "
710217 - ବାର୍ତ୍ତାଳାପ - ଗୋରଖପୁର