OR/710217c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଗୋରଖପୁର]]
[[Category:OR/ଅମୃତ ବାଣୀ - ଗୋରଖପୁର]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710217b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710217b|OR/710217d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710217d}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710217SB-GORAKHPUR_ND_01.mp3</mp3player>|"ଅଜାମିଳ, ଶୁଦ୍ଧ ସଂକୀର୍ତନ ନଥିଲା। ଯେପରି ଆମକୁ ପରାମର୍ଶ ଦିଆଯାଇଛି, ମହା-ମନ୍ତ୍ର ଜପ କରିବାବେଳେ, ଦଶ ପ୍ରକାର ଅପରାଧରୁ ଦୂରେଇ ରହିବା ପାଇଁ । ତେଣୁ ଅଜାମିଳଙ୍କର ଏପରି କାର୍ଯ୍ୟକ୍ରମ ନଥିଲା। ସେ କଦାପି ନାରାୟଣଙ୍କ ପବିତ୍ର ନାମ ଜପ କରିବା ଇଛାରେ କରି ନଥିଲେ । ଏହି ବିଷୟ ଶ୍ରୀଧର ସ୍ୱାମୀ ଜୋର ଦେଇ କହିଛନ୍ତି । ସେ କେବଳ ତାଙ୍କ ପୁଅକୁ ଡାକିବାକୁ ଚେଷ୍ଟା କରିଥିଲେ, ଯାହାର ନାମ ନାରାୟଣ ଥିଲା। ଏହା ପ୍ରକୃତରେ କୀର୍ତ୍ତନ ନୁହେଁ, କିନ୍ତୁ ଏହି ନାମ ଜପ, ଦିବ୍ୟ ନାମ ଜପ, ଏତେ ଶକ୍ତିଶାଳୀ  ଯେ ଜପ କରିବାର ନୀତି ଏବଂ ନିୟମକୁ ଅନୁସରଣ ନକରି, ସେ ତୁରନ୍ତ ସମସ୍ତ ପାପପୂର୍ଣ୍ଣ ପ୍ରତିକ୍ରିୟାରୁ ମୁକ୍ତ ହେଲେ। ସେହି ବିଷୟ ଏଠାରେ ଜୋର ଦିଆଯାଇଛି। "|Vanisource:710217 - Lecture - Gorakhpur|710217 - ପ୍ରବଚନ - ଗୋରଖପୁର}}

Latest revision as of 05:21, 21 June 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଅଜାମିଳ, ଶୁଦ୍ଧ ସଂକୀର୍ତନ ନଥିଲା। ଯେପରି ଆମକୁ ପରାମର୍ଶ ଦିଆଯାଇଛି, ମହା-ମନ୍ତ୍ର ଜପ କରିବାବେଳେ, ଦଶ ପ୍ରକାର ଅପରାଧରୁ ଦୂରେଇ ରହିବା ପାଇଁ । ତେଣୁ ଅଜାମିଳଙ୍କର ଏପରି କାର୍ଯ୍ୟକ୍ରମ ନଥିଲା। ସେ କଦାପି ନାରାୟଣଙ୍କ ପବିତ୍ର ନାମ ଜପ କରିବା ଇଛାରେ କରି ନଥିଲେ । ଏହି ବିଷୟ ଶ୍ରୀଧର ସ୍ୱାମୀ ଜୋର ଦେଇ କହିଛନ୍ତି । ସେ କେବଳ ତାଙ୍କ ପୁଅକୁ ଡାକିବାକୁ ଚେଷ୍ଟା କରିଥିଲେ, ଯାହାର ନାମ ନାରାୟଣ ଥିଲା। ଏହା ପ୍ରକୃତରେ କୀର୍ତ୍ତନ ନୁହେଁ, କିନ୍ତୁ ଏହି ନାମ ଜପ, ଦିବ୍ୟ ନାମ ଜପ, ଏତେ ଶକ୍ତିଶାଳୀ ଯେ ଜପ କରିବାର ନୀତି ଏବଂ ନିୟମକୁ ଅନୁସରଣ ନକରି, ସେ ତୁରନ୍ତ ସମସ୍ତ ପାପପୂର୍ଣ୍ଣ ପ୍ରତିକ୍ରିୟାରୁ ମୁକ୍ତ ହେଲେ। ସେହି ବିଷୟ ଏଠାରେ ଜୋର ଦିଆଯାଇଛି। "
710217 - ପ୍ରବଚନ - ଗୋରଖପୁର