OR/710627b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:25, 25 October 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କୁ ଭଗବାନଙ୍କୁ କିପରି ଦେଖିବା, କୃଷ୍ଣଙ୍କୁ କିପରି ଦେଖିବା ଶିଖାଇବା ପାଇଁ ଏକ ପ୍ରୟାସ। ଯଦି ଆମେ ଅଭ୍ୟାସ କରୁ କୃଷ୍ଣଙ୍କୁ ଦେଖିହେବ। ଠିକ୍ ଯେପରି କୃଷ୍ଣ କୁହନ୍ତି, ରସୋଽହମପ୍ସୁ କୌନ୍ତେୟ ( ଭ.ଗୀ. ୭.୮) । କୃଷ୍ଣ କୁହନ୍ତି, ମୁଁ ଜଳର ସ୍ୱାଦ ଅଟେ। ଆମ ସମସ୍ତେ, ଆମେ ପ୍ରତିଦିନ ପାଣି ପିଇଥାଉ, କେବଳ ଥରେ ଦୁଇଥର - ତିନିଥର କିମ୍ବା ତା’ଠାରୁ ଅଧିକ । ତେଣୁ ଆମେ ପାଣି ପିଇବା ମାତ୍ରେ, ଯଦି ଆମେ ଭାବୁ ଯେ ଜଳର ସ୍ୱାଦ କୃଷ୍ଣ, ଆମେ ତୁରନ୍ତ କୃଷ୍ଣ ସଚେତନ ହୋଇଯିବା । କୃଷ୍ଣ ଭାବାନାମୃତ ହେବା ଅତ୍ୟନ୍ତ କଷ୍ଟକର କାମ ନୁହେଁ । କେବଳ ଆମକୁ ଏହା ଅଭ୍ୟାସ କରିବାକୁ ପଡିବ। "
710627b - ପ୍ରବଚନ 1 Festival Ratha-yatra - ସାନ୍ ଫ୍ରାନ୍ସିସ୍କୋ