OR/710628 ପ୍ରବଚନ - ଶ୍ରୀଲ ପ୍ରଭୁପାଦ San Fransisco ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710627b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710627b|OR/710628b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710628b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/full/1971/710628LE-SAN_FRANCISCO_ND_01.mp3</mp3player>|"କୃଷ୍ଣ କୁହନ୍ତି ଯେ ମୁଁ ଏହା ଏବଂ ସେୟା ଅଟେ। ସେ କୁହନ୍ତି, ରସୋଽହମପ୍ସୁ କୌନ୍ତେୟ ([[Vanisource:BG 7.8 (1972)| ଭ.ଗୀ. ୭.୮]]) ଯେଉଁମାନେ ସୌମ୍ୟ, ଯେଉଁମାନେ କୃଷ୍ଣଙ୍କୁ ବୁଝିବାକୁ ଚାହାଁନ୍ତି, ସେମାନେ ଜୀବନର ପ୍ରତ୍ୟେକ ପଦକ୍ଷେପରେ କୃଷ୍ଣଙ୍କୁ ବୁଝିପାରନ୍ତି । ଠିକ୍ ଯେପରି 'ରସୋଽହମପ୍ସୁ କୌନ୍ତେୟ', "ମୁଁ ହେଉଛି ଜଳର ସ୍ୱାଦ"। ତୁମକୁ ପାଣି ପିଇବାକୁ ପଡିବ । ଠିକ୍ ଯେପରି ମୁଁ ମାତ୍ର ଗୋଟିଏ ମିନିଟ୍ ପୂର୍ବରୁ ପିଇଥିଲି ଏବଂ ମୋର ଶୋଷ ମେଣ୍ଟାଇଥିଲି । କିନ୍ତୁ ସେହି ଶୋଷ ମେଣ୍ଟିବା ସକ୍ରିୟ ନୀତି ହେଉଛନ୍ତି କୃଷ୍ଣ । ତେଣୁ ଆମେ ପ୍ରତ୍ୟେକ ଥର ପାଣି ପିଇବା ସମୟରେ କୃଷ୍ଣଙ୍କୁ ଅନୁଭବ କରିପାରିବା । ଏହା ହେଉଛି କୃଷ୍ଣ ଚେତନା । ଶଶୀ... ପ୍ରଭାସ୍ମି ଶଶୀ ସ୍ୱର୍ଯ୍ୟୟୋଃ । କୃଷ୍ଣ ହେଉଛନ୍ତି ସୂର୍ଯ୍ୟକିରଣ, କୃଷ୍ଣ ହେଉଛନ୍ତି ଚନ୍ଦ୍ରକିରଣ। କୃଷ୍ଣ ହେଉଛି ଫୁଲର ସୁଗନ୍ଧ । ତୁମେ ଗୋଟିଏ ଫୁଲ ନେଇ ଶୁଙ୍ଘ, ସୁଗନ୍ଧ ହେଉଛନ୍ତି କୃଷ୍ଣ। "|Vanisource:710628 - Lecture - San Francisco|710628 - ପ୍ରବଚନ - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 05:25, 25 October 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ କୁହନ୍ତି ଯେ ମୁଁ ଏହା ଏବଂ ସେୟା ଅଟେ। ସେ କୁହନ୍ତି, ରସୋଽହମପ୍ସୁ କୌନ୍ତେୟ ( ଭ.ଗୀ. ୭.୮) ଯେଉଁମାନେ ସୌମ୍ୟ, ଯେଉଁମାନେ କୃଷ୍ଣଙ୍କୁ ବୁଝିବାକୁ ଚାହାଁନ୍ତି, ସେମାନେ ଜୀବନର ପ୍ରତ୍ୟେକ ପଦକ୍ଷେପରେ କୃଷ୍ଣଙ୍କୁ ବୁଝିପାରନ୍ତି । ଠିକ୍ ଯେପରି 'ରସୋଽହମପ୍ସୁ କୌନ୍ତେୟ', "ମୁଁ ହେଉଛି ଜଳର ସ୍ୱାଦ"। ତୁମକୁ ପାଣି ପିଇବାକୁ ପଡିବ । ଠିକ୍ ଯେପରି ମୁଁ ମାତ୍ର ଗୋଟିଏ ମିନିଟ୍ ପୂର୍ବରୁ ପିଇଥିଲି ଏବଂ ମୋର ଶୋଷ ମେଣ୍ଟାଇଥିଲି । କିନ୍ତୁ ସେହି ଶୋଷ ମେଣ୍ଟିବା ସକ୍ରିୟ ନୀତି ହେଉଛନ୍ତି କୃଷ୍ଣ । ତେଣୁ ଆମେ ପ୍ରତ୍ୟେକ ଥର ପାଣି ପିଇବା ସମୟରେ କୃଷ୍ଣଙ୍କୁ ଅନୁଭବ କରିପାରିବା । ଏହା ହେଉଛି କୃଷ୍ଣ ଚେତନା । ଶଶୀ... ପ୍ରଭାସ୍ମି ଶଶୀ ସ୍ୱର୍ଯ୍ୟୟୋଃ । କୃଷ୍ଣ ହେଉଛନ୍ତି ସୂର୍ଯ୍ୟକିରଣ, କୃଷ୍ଣ ହେଉଛନ୍ତି ଚନ୍ଦ୍ରକିରଣ। କୃଷ୍ଣ ହେଉଛି ଫୁଲର ସୁଗନ୍ଧ । ତୁମେ ଗୋଟିଏ ଫୁଲ ନେଇ ଶୁଙ୍ଘ, ସୁଗନ୍ଧ ହେଉଛନ୍ତି କୃଷ୍ଣ। "
710628 - ପ୍ରବଚନ - ସାନ୍ ଫ୍ରାନ୍ସିସ୍କୋ