OR/710807 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710806 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710806|OR/710810 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710810}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710807SB-LONDON_ND_01.mp3</mp3player>|"କୃଷ୍ଣଙ୍କର ପ୍ରତ୍ୟକ୍ଷ ବିସ୍ତାର ଏବଂ ବିସ୍ତାରର ବିସ୍ତାର ରହିଛି। ଠିକ୍ କୃଷ୍ଣଙ୍କ ପରି ତାଙ୍କର ତୁରନ୍ତ ବିସ୍ତାର ବଳଦେବ, ବଳରାମ। ତା’ପରେ ବଳରାମଙ୍କ ପରବର୍ତ୍ତୀ ବିସ୍ତାର ହେଉଛି ଚତୁର-ବୁହ୍ୟ: ଶଙ୍କର୍ଷଣ, ବାସୁଦେବ, ଅନିରୁଦ୍ଧ, ପ୍ରଦ୍ୟୁମନ। ପୁନର୍ବାର, ଏହି ଶଙ୍କର୍ଷଣ ଠାରୁ ଅନ୍ୟ ଏକ ବିସ୍ତାର, ନାରାୟଣ । ନାରାୟଣରୁ, ଆଉ ଏକ ବିସ୍ତାର ଅଛି । ପୁନର୍ବାର ଦ୍ୱିତୀୟ ସ୍ଥିତି, ଶଙ୍କର୍ଷଣ, ବାସୁଦେବ, ଅନିରୁଦ୍ଧର... କେବଳ ଗୋଟିଏ ନାରାୟଣ ନୁହଁନ୍ତି, କିନ୍ତୁ ଅସଂଖ୍ୟ ନାରାୟଣ । କାରଣ ବୈକୁଣ୍ଠ, ଆଧ୍ୟାତ୍ମିକ ଆକାଶରେ ଅସଂଖ୍ୟ ଗ୍ରହ ଅଛି । ଅନେକ? ବର୍ତ୍ତମାନ, କଳ୍ପନା କର ଏଠାରେ ଏହି ବ୍ରହ୍ମାଣ୍ଡରେ ଗ୍ରହ ଅଛି । ଏହା ଗୋଟିଏ ବ୍ରହ୍ମାଣ୍ଡ । ଲକ୍ଷ ଲକ୍ଷ ଗ୍ରହ ଅଛି । ତୁମେ ଗଣନା କରିପାରିବ ନାହିଁ । ତୁମେ ଗଣନା କରିପାରିବ ନାହିଁ । ସେହିପରି ଭାବରେ, ଅସଂଖ୍ୟ ବ୍ରହ୍ମାଣ୍ଡ ମଧ୍ୟ ଅଛି । ତାହା ମଧ୍ୟ ତୁମେ ଗଣନା କରିପାରିବ ନାହିଁ । ତଥାପି, ଏହି ସମସ୍ତ ବ୍ରହ୍ମାଣ୍ଡ ଏକାଠି ନେଇ ହେଉଛି କୃଷ୍ଣଙ୍କ ବିସ୍ତାରର ଏକ ଚତୁର୍ଥାଂଶ ମାତ୍ର । "|Vanisource:710807 - Lecture SB 01.01.01 - London|710807 - ପ୍ରବଚନ SB 01.01.01 - ଲଣ୍ଡନ}}

Latest revision as of 05:26, 25 October 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣଙ୍କର ପ୍ରତ୍ୟକ୍ଷ ବିସ୍ତାର ଏବଂ ବିସ୍ତାରର ବିସ୍ତାର ରହିଛି। ଠିକ୍ କୃଷ୍ଣଙ୍କ ପରି ତାଙ୍କର ତୁରନ୍ତ ବିସ୍ତାର ବଳଦେବ, ବଳରାମ। ତା’ପରେ ବଳରାମଙ୍କ ପରବର୍ତ୍ତୀ ବିସ୍ତାର ହେଉଛି ଚତୁର-ବୁହ୍ୟ: ଶଙ୍କର୍ଷଣ, ବାସୁଦେବ, ଅନିରୁଦ୍ଧ, ପ୍ରଦ୍ୟୁମନ। ପୁନର୍ବାର, ଏହି ଶଙ୍କର୍ଷଣ ଠାରୁ ଅନ୍ୟ ଏକ ବିସ୍ତାର, ନାରାୟଣ । ନାରାୟଣରୁ, ଆଉ ଏକ ବିସ୍ତାର ଅଛି । ପୁନର୍ବାର ଦ୍ୱିତୀୟ ସ୍ଥିତି, ଶଙ୍କର୍ଷଣ, ବାସୁଦେବ, ଅନିରୁଦ୍ଧର... କେବଳ ଗୋଟିଏ ନାରାୟଣ ନୁହଁନ୍ତି, କିନ୍ତୁ ଅସଂଖ୍ୟ ନାରାୟଣ । କାରଣ ବୈକୁଣ୍ଠ, ଆଧ୍ୟାତ୍ମିକ ଆକାଶରେ ଅସଂଖ୍ୟ ଗ୍ରହ ଅଛି । ଅନେକ? ବର୍ତ୍ତମାନ, କଳ୍ପନା କର ଏଠାରେ ଏହି ବ୍ରହ୍ମାଣ୍ଡରେ ଗ୍ରହ ଅଛି । ଏହା ଗୋଟିଏ ବ୍ରହ୍ମାଣ୍ଡ । ଲକ୍ଷ ଲକ୍ଷ ଗ୍ରହ ଅଛି । ତୁମେ ଗଣନା କରିପାରିବ ନାହିଁ । ତୁମେ ଗଣନା କରିପାରିବ ନାହିଁ । ସେହିପରି ଭାବରେ, ଅସଂଖ୍ୟ ବ୍ରହ୍ମାଣ୍ଡ ମଧ୍ୟ ଅଛି । ତାହା ମଧ୍ୟ ତୁମେ ଗଣନା କରିପାରିବ ନାହିଁ । ତଥାପି, ଏହି ସମସ୍ତ ବ୍ରହ୍ମାଣ୍ଡ ଏକାଠି ନେଇ ହେଉଛି କୃଷ୍ଣଙ୍କ ବିସ୍ତାରର ଏକ ଚତୁର୍ଥାଂଶ ମାତ୍ର । "
710807 - ପ୍ରବଚନ SB 01.01.01 - ଲଣ୍ଡନ