OR/Prabhupada 0001 - ଗୋଟେ କୋଟି ଯାଇଁ ବଢ଼ାଓ: Difference between revisions

(Created page with "<!-- BEGIN CATEGORY LIST --> Category:OR-Quotes - 1975 Category:OR-Quotes - Lectures, Caitanya-caritamrta Category:OR-Quotes - in India Category:OR-Quotes - in I...")
 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:Prabhupada 0001 - in all Languages]]
[[Category:OR-Quotes - 1975]]
[[Category:OR-Quotes - 1975]]
[[Category:OR-Quotes - Lectures, Caitanya-caritamrta]]
[[Category:OR-Quotes - Lectures, Caitanya-caritamrta]]
[[Category:OR-Quotes - in India]]
[[Category:OR-Quotes - in India]]
[[Category:OR-Quotes - in India, Mayapur]]
[[Category:OR-Quotes - in India, Mayapur]]
[[Category:1080 Oriya Pages with Videos]]
[[Category:First 11 Pages in all Languages]]
[[Category:Oriya Language]]
[[Category:Oriya Language]]
[[Category:First 11 Pages in all Languages]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1080 - ଭଗବଦ୍ ଗୀତାର ସାରମର୍ମ ହେଉଛି- ଏକ କୃଷ୍ଣ ହିଁ ଭଗବାନ । କୃଷ୍ଣ ସାମ୍ରଦାୟିକ ଭଗବାନ ନୁହଁନ୍ତି|1080|OR/Prabhupada 0002 - ପାଗଳ ସଭ୍ୟତା|0002}}
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
<div class="center">
<div class="center">
Line 16: Line 20:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|TG60mjnVoaw|Expand to Ten Million - Prabhupāda 0001}}
{{youtube_right|2yx-CJ4BAlU|ଗୋଟେ କୋଟି ଯାଇଁ ବଢ଼ାଓ<br />- Prabhupāda 0001}}
<!-- END VIDEO LINK -->
<!-- END VIDEO LINK -->


<!-- BEGIN AUDIO LINK -->
<!-- BEGIN AUDIO LINK -->
<mp3player>http://vaniquotes.org/w/images/750406CC.MAY_clip.mp3</mp3player>
<mp3player>https://s3.amazonaws.com/vanipedia/clip/750406CC.MAY_clip.mp3</mp3player>
<!-- END AUDIO LINK -->
<!-- END AUDIO LINK -->


Line 28: Line 32:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
TRANSLATION
ପ୍ରଭୁପାଦ: ଚୈତନ୍ୟ ମହାପ୍ରଭୁ ସମସ୍ତ ଆଚାର୍ଯମାନଙ୍କୁ କହୁଛନ୍ତି... ନିତ୍ୟାନନ୍ଦ ପ୍ରଭୁ, ଅଦ୍ଵୈତ ପ୍ରଭୁ ଏବଂ ଶ୍ରୀବାସାଦି ଗୌର ଭକ୍ତବୃନ୍ଦ, ସେମାନେ ସମସ୍ତେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଆଦେଶ ବାହକ ଅଟନ୍ତି । ତେଣୁ ଆଚାର୍ଯମାନଙ୍କର ଧାରା ଅନୁସରଣ କରିବା ପାଇଁ ଚେଷ୍ଟା କର । ଏହିପରିଭାବରେ ତୁମର ଜୀବନ ସାର୍ଥକ ହେବ । ଏବଂ ଜଣେ ଆଚାର୍ଯ ହେବା, ଏହା ବହୁତ କଷ୍ଟକର ନୁହେଁ । ପ୍ରଥମେ ଆଚାର୍ଯଙ୍କର ଜଣେ ବିଶ୍ଵସ୍ତ ସେବକ ହେବା ପାଇଁ,ସେ ଯାହା କହୁଛନ୍ତି, ତାକୁ ଦୃଢ ଭାବରେ ଅନୁସରଣ କର । ତାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କର ଏବଂ କୃଷ୍ଣଚେତନାର ପ୍ରଚାର ପ୍ରସାର କର। ଏହା ହିଁ ସବୁକିଛି । ଏହା ଆଦୌ କଷ୍ଟକର ନୁହେଁ । ତୁମର ଗୁରୁମହାରାଜଙ୍କର ଆଦେଶକୁ ପାଳନ କରିବା ପାଇଁ ଚେଷ୍ଟା କର ଓ କୃଷ୍ଣଭାବନାମୃତର ପ୍ରଚାର ପ୍ରସାର କର । ଏହା ହିଁ ଭଗବାନ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ଆଦେଶ ଅଟେ ।
 
:ଆମାର ଆଜ୍ଞାୟ ଗୁରୁ ହୟାଁ ତାର ଏଇ ଦେଶ,
:ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ ।
:([[Vanisource:CC Madhya 7.128|CC Madhya 7.128]])
 
ମୋ ଆଦେଶ ଅନୁସରଣ କରି, ତୁମେ ଗୁରୁ ହୁଅ । ଏବଂ ଯଦି ଆମେ ଆଚାର୍ଯ୍ୟ ପଦ୍ଧତି କୁ ଦୃଢ ଭାବେ ଅନୁସରଣ କରିବା ଏବଂ କୃଷ୍ଣଙ୍କ ଉପଦେଶ କୁ ପ୍ରଚାର ପ୍ରସାର କରିବାକୁ ଉତ୍ତମ ପ୍ରୟତ୍ନ କରିବା ୟାରେ ଦେଖ ତାରେ କହ କୃଷ୍ଣ-ଉପଦେଶ ([[Vanisource:CC Madhya 7.128|CC Madhya 7.128]]) କୃଷ୍ଣ-ଉପଦେଶ ଦୁଇ ପ୍ରକାର ଅଛ । ଉପଦେଶ ମାନେ ପରାମର୍ଶ କୃଷ୍ଣଙ୍କ ଦ୍ଵାରା ଦିଆ ଯାଇଥିବା ଉପଦେଶ,ତାହା ମଧ୍ୟ କୃଷ୍ଣ-ଉପଦେଶ ଏବଂ କୃଷ୍ଣଙ୍କ ବିଷୟରେ ଉପଦେଶ ମିଳିଥିବା କୁ ମଧ୍ୟ କୃଷ୍ଣ-ଉପଦେଶ କୁହଯାଏ କୃଷ୍ଣସ୍ୟ ଉପଦେଶ ଇତି କୃଷ୍ଣ ଉପଦେଶ । ସମାସ, ଷଷ୍ଟି-ତତ୍-ପୁରୁଷ-ସମାସ । ଏବଂ କୃଷ୍ଣ ବିଷୟା ଉପଦେଶ, ତାହା ମଧ୍ୟ କୃଷ୍ଣ-ଉପଦେଶ । ବହୁ ବ୍ରୀହି ସମାସ । ଏହି ପ୍ରକାରେ ସଂସ୍କୃତ ବ୍ୟାକରଣ କୁ ବିଶ୍ଳେଷଣ କରାଯାଏ । ତେଣୁ କୃଷ୍ଣଙ୍କ ଉପଦେଶ ହେଉଛି ଭଗବଦ୍ ଗୀତା । ସେ ପ୍ରତ୍ୟକ୍ଷ ଭାବରେ ଉପଦେଶ ଦେଉଛନ୍ତି । ସେଥିପାଇଁ ଯିଏ କୃଷ୍ଣ-ଚେତନା ବିସ୍ତାର କରୁଛି , କୃଷ୍ଣ ଯାହା କିଛି କହିଛନ୍ତି, ତାକୁ ଖାଲି ପୁନରାବୃତ୍ତି କର, ତେବେ ତୁମେ ଆଚାର୍ଯ୍ୟ ହବ । ଆଦୌ ଭି କଷ୍ଟକର ନୁହେଁ । ସବୁକିଛି ଏଠାରେ ଲେଖା ହୋଇଛି । ଆମମାନଙ୍କୁ ଶୁଆ ଭଳିଆ ପୁନରାବୃତ୍ତି କରିବାର ଅଛି। ପୁରା ଶୁଆ ଭଳିଆ ନୁହେଁ । ଶୁଆ କିଛି ମାନେ ବୁଝେନି। ସେ ଖାଲି ରଟ୍ଟେ । କିନ୍ତୁ ତୁମମାନଙ୍କୁ ମତଲବ ଭି ବୁଝିବାକୁ ପଡିବ ନହଲେ ତୁମେମାନେ ବୁଝେଇବ କେମିତି? ତେଣୁ, ତେଣୁ ଆମେ କୃଷ୍ଣ-ଚୈତନ୍ୟ ବିସ୍ତାର କରିବାକୁ ଚାହୁଞ୍ଚୁ । ଖାଲି ନିଜକୁ ପ୍ରସ୍ତୁତ କର କେମିତି କୃଷ୍ଣଙ୍କ ଉପଦେଶ ଅତି ଭଲ ଭାବରେ ପୁନରାବୃତ୍ତି କରିବ, କୌଣସି ଭୁଲ୍ ବ୍ୟାଖ୍ୟା ନ କରି । ତେବେ, ଭବିଷ୍ୟତ ରେ... ଅନୁମାନ କର, ତୁମେ ଏବେ ଦଶ ହଜାର ଅଛ । ଆମେ ଲକ୍ଷେ କୁ ବଢିବା । ତାହା ଦରକାର । ତାପରେ ଲକ୍ଷ ରୁ ଦଶ ଲକ୍ଷ,
ଏବଂ ଦଶ ଲକ୍ଷ ରୁ ଗୋଟେ କୋଟି ।
 
ଭକ୍ତଗଣ : ହରିବୋଲ ! ଜୟ !
 
ପ୍ରଭୁପାଦ: ତେଣୁ, ଆଚାର୍ଯ୍ୟମାନଙ୍କ ଅପ୍ରଚୁରତା ହବ ନାହିଁ, ଏବଂ ଲୋକୋମାନେ କୃଷ୍ଣ-ଚେତନା କୁ ଅତି ସହଜତାରେ ବୁଝିପାରିବେ । ସେଥିପାଇଁ ସେଇ ସଂସ୍ଥାକୁ ତିଆରି କର । ମିଥ୍ୟାରେ ଗର୍ବିତ ହୁଅ ନାହିଁ । ଆଚାର୍ଯ୍ୟଙ୍କର ଉପଦେଶ ଅନୁସରଣ କର ଏବଂ ନିଜକୁ ପୂର୍ଣ ବିକଶିତ କରିବାକୁ ଚେଷ୍ଟା କର । ତେବେ ଯାଇ ମାୟା କୁ ହରେଇବା ବହୁତ ସହଜ ହେବ ।
ହଁ, ଆଚାର୍ଯ୍ୟମାନେ, ସେମାନେ ମାୟା ର କାର୍ଯ୍ୟକଳାପ ବିପକ୍ଷ ରେ ଯୁଦ୍ଧ ଘୋଷୋଣା କରନ୍ତି ।
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 07:12, 19 June 2021



Lecture on CC Adi-lila 1.13 -- Mayapur, April 6, 1975

ପ୍ରଭୁପାଦ: ଚୈତନ୍ୟ ମହାପ୍ରଭୁ ସମସ୍ତ ଆଚାର୍ଯମାନଙ୍କୁ କହୁଛନ୍ତି... ନିତ୍ୟାନନ୍ଦ ପ୍ରଭୁ, ଅଦ୍ଵୈତ ପ୍ରଭୁ ଏବଂ ଶ୍ରୀବାସାଦି ଗୌର ଭକ୍ତବୃନ୍ଦ, ସେମାନେ ସମସ୍ତେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଆଦେଶ ବାହକ ଅଟନ୍ତି । ତେଣୁ ଆଚାର୍ଯମାନଙ୍କର ଧାରା ଅନୁସରଣ କରିବା ପାଇଁ ଚେଷ୍ଟା କର । ଏହିପରିଭାବରେ ତୁମର ଜୀବନ ସାର୍ଥକ ହେବ । ଏବଂ ଜଣେ ଆଚାର୍ଯ ହେବା, ଏହା ବହୁତ କଷ୍ଟକର ନୁହେଁ । ପ୍ରଥମେ ଆଚାର୍ଯଙ୍କର ଜଣେ ବିଶ୍ଵସ୍ତ ସେବକ ହେବା ପାଇଁ,ସେ ଯାହା କହୁଛନ୍ତି, ତାକୁ ଦୃଢ ଭାବରେ ଅନୁସରଣ କର । ତାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କର ଏବଂ କୃଷ୍ଣଚେତନାର ପ୍ରଚାର ପ୍ରସାର କର। ଏହା ହିଁ ସବୁକିଛି । ଏହା ଆଦୌ କଷ୍ଟକର ନୁହେଁ । ତୁମର ଗୁରୁମହାରାଜଙ୍କର ଆଦେଶକୁ ପାଳନ କରିବା ପାଇଁ ଚେଷ୍ଟା କର ଓ କୃଷ୍ଣଭାବନାମୃତର ପ୍ରଚାର ପ୍ରସାର କର । ଏହା ହିଁ ଭଗବାନ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ଆଦେଶ ଅଟେ ।

ଆମାର ଆଜ୍ଞାୟ ଗୁରୁ ହୟାଁ ତାର ଏଇ ଦେଶ,
ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ ।
(CC Madhya 7.128)

ମୋ ଆଦେଶ ଅନୁସରଣ କରି, ତୁମେ ଗୁରୁ ହୁଅ । ଏବଂ ଯଦି ଆମେ ଆଚାର୍ଯ୍ୟ ପଦ୍ଧତି କୁ ଦୃଢ ଭାବେ ଅନୁସରଣ କରିବା ଏବଂ କୃଷ୍ଣଙ୍କ ଉପଦେଶ କୁ ପ୍ରଚାର ପ୍ରସାର କରିବାକୁ ଉତ୍ତମ ପ୍ରୟତ୍ନ କରିବା ୟାରେ ଦେଖ ତାରେ କହ କୃଷ୍ଣ-ଉପଦେଶ (CC Madhya 7.128) କୃଷ୍ଣ-ଉପଦେଶ ଦୁଇ ପ୍ରକାର ଅଛ । ଉପଦେଶ ମାନେ ପରାମର୍ଶ କୃଷ୍ଣଙ୍କ ଦ୍ଵାରା ଦିଆ ଯାଇଥିବା ଉପଦେଶ,ତାହା ମଧ୍ୟ କୃଷ୍ଣ-ଉପଦେଶ ଏବଂ କୃଷ୍ଣଙ୍କ ବିଷୟରେ ଉପଦେଶ ମିଳିଥିବା କୁ ମଧ୍ୟ କୃଷ୍ଣ-ଉପଦେଶ କୁହଯାଏ କୃଷ୍ଣସ୍ୟ ଉପଦେଶ ଇତି କୃଷ୍ଣ ଉପଦେଶ । ସମାସ, ଷଷ୍ଟି-ତତ୍-ପୁରୁଷ-ସମାସ । ଏବଂ କୃଷ୍ଣ ବିଷୟା ଉପଦେଶ, ତାହା ମଧ୍ୟ କୃଷ୍ଣ-ଉପଦେଶ । ବହୁ ବ୍ରୀହି ସମାସ । ଏହି ପ୍ରକାରେ ସଂସ୍କୃତ ବ୍ୟାକରଣ କୁ ବିଶ୍ଳେଷଣ କରାଯାଏ । ତେଣୁ କୃଷ୍ଣଙ୍କ ଉପଦେଶ ହେଉଛି ଭଗବଦ୍ ଗୀତା । ସେ ପ୍ରତ୍ୟକ୍ଷ ଭାବରେ ଉପଦେଶ ଦେଉଛନ୍ତି । ସେଥିପାଇଁ ଯିଏ କୃଷ୍ଣ-ଚେତନା ବିସ୍ତାର କରୁଛି , କୃଷ୍ଣ ଯାହା କିଛି କହିଛନ୍ତି, ତାକୁ ଖାଲି ପୁନରାବୃତ୍ତି କର, ତେବେ ତୁମେ ଆଚାର୍ଯ୍ୟ ହବ । ଆଦୌ ଭି କଷ୍ଟକର ନୁହେଁ । ସବୁକିଛି ଏଠାରେ ଲେଖା ହୋଇଛି । ଆମମାନଙ୍କୁ ଶୁଆ ଭଳିଆ ପୁନରାବୃତ୍ତି କରିବାର ଅଛି। ପୁରା ଶୁଆ ଭଳିଆ ନୁହେଁ । ଶୁଆ କିଛି ମାନେ ବୁଝେନି। ସେ ଖାଲି ରଟ୍ଟେ । କିନ୍ତୁ ତୁମମାନଙ୍କୁ ମତଲବ ଭି ବୁଝିବାକୁ ପଡିବ ନହଲେ ତୁମେମାନେ ବୁଝେଇବ କେମିତି? ତେଣୁ, ତେଣୁ ଆମେ କୃଷ୍ଣ-ଚୈତନ୍ୟ ବିସ୍ତାର କରିବାକୁ ଚାହୁଞ୍ଚୁ । ଖାଲି ନିଜକୁ ପ୍ରସ୍ତୁତ କର କେମିତି କୃଷ୍ଣଙ୍କ ଉପଦେଶ ଅତି ଭଲ ଭାବରେ ପୁନରାବୃତ୍ତି କରିବ, କୌଣସି ଭୁଲ୍ ବ୍ୟାଖ୍ୟା ନ କରି । ତେବେ, ଭବିଷ୍ୟତ ରେ... ଅନୁମାନ କର, ତୁମେ ଏବେ ଦଶ ହଜାର ଅଛ । ଆମେ ଲକ୍ଷେ କୁ ବଢିବା । ତାହା ଦରକାର । ତାପରେ ଲକ୍ଷ ରୁ ଦଶ ଲକ୍ଷ, ଏବଂ ଦଶ ଲକ୍ଷ ରୁ ଗୋଟେ କୋଟି ।

ଭକ୍ତଗଣ : ହରିବୋଲ ! ଜୟ !

ପ୍ରଭୁପାଦ: ତେଣୁ, ଆଚାର୍ଯ୍ୟମାନଙ୍କ ଅପ୍ରଚୁରତା ହବ ନାହିଁ, ଏବଂ ଲୋକୋମାନେ କୃଷ୍ଣ-ଚେତନା କୁ ଅତି ସହଜତାରେ ବୁଝିପାରିବେ । ସେଥିପାଇଁ ସେଇ ସଂସ୍ଥାକୁ ତିଆରି କର । ମିଥ୍ୟାରେ ଗର୍ବିତ ହୁଅ ନାହିଁ । ଆଚାର୍ଯ୍ୟଙ୍କର ଉପଦେଶ ଅନୁସରଣ କର ଏବଂ ନିଜକୁ ପୂର୍ଣ ବିକଶିତ କରିବାକୁ ଚେଷ୍ଟା କର । ତେବେ ଯାଇ ମାୟା କୁ ହରେଇବା ବହୁତ ସହଜ ହେବ । ହଁ, ଆଚାର୍ଯ୍ୟମାନେ, ସେମାନେ ମାୟା ର କାର୍ଯ୍ୟକଳାପ ବିପକ୍ଷ ରେ ଯୁଦ୍ଧ ଘୋଷୋଣା କରନ୍ତି ।