OR/Prabhupada 0004 - କଉ ଭି ଅଯଥା ଲୋକ କୁ ଶରଣାଗତ କର ନାହିଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0004 - in all Languages Category:OR-Quotes - 1967 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 9: Line 9:
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0003 - ପୁରୁଷ ଭି ସ୍ତ୍ରୀ ଅଟେ|0003|OR/Prabhupada 0005 - ପ୍ରଭୁପାଦ ଯିବନି ତିନି ମିନଟ ରେ|0005}}
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
<div class="center">
<div class="center">
Line 17: Line 20:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|gP-xB0nl11s|Don't Surrender To Any Nonsense - Prabhupāda 0004}}
{{youtube_right|xsQO0XRFc2U|କଉ ଭି ଅଯଥା ଲୋକ କୁ ଶରଣାଗତ କର ନାହିଁ<br />- Prabhupāda 0004}}
<!-- END VIDEO LINK -->
<!-- END VIDEO LINK -->

<!-- BEGIN AUDIO LINK -->
<!-- BEGIN AUDIO LINK -->
<mp3player>http://vaniquotes.org/w/images/670101BG.NY_clip.mp3</mp3player>
<mp3player>https://s3.amazonaws.com/vanipedia/clip/670101BG.NY_clip.mp3</mp3player>
<!-- END AUDIO LINK -->
<!-- END AUDIO LINK -->

Line 29: Line 32:

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ପ୍ରକ୍ରିୟା ହେଲା....ତାହା ମଧ୍ୟ ଭଗବଦ୍ ଗୀତା ରେ ଉଲ୍ଲେଖିତ । ତଦ୍ ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା (ଭ॰ଗୀ ୪।୩୪) ଯଦି ତୁମେ ସେ ଦିବ୍ୟ ବିଜ୍ଞାନ କୁ ବୁଝିବାକୁ ଚାହୁଁଛ, ତେବେ ତୁମକୁ ଏହି ନିୟମ ଅନୁସରଣ କରିବାକୁ ପଡିବ । ସେଇଟା କଣ ? ତଦ୍ ବିଦ୍ଧି ପ୍ରଣିପାତେନ । ତୁମକୁ ଆତ୍ମସମର୍ପଣ କରିବାକୁ ପଡିବ । ସମାନ ଜିନିଷ ଠିକ୍ ନମନ୍ତ ଏଵ ପରି I ଯେତେ ପର୍ଯ୍ୟନ୍ତ ତୁମେ ବିନୀତ ହୋଇନ, ତୁମେ ସମର୍ପିତ ଜୀବାତ୍ମା ହୋଇ ପାରିବ ନାହିଁ । ଏବଂ କେଉଁଠି ? ପ୍ରଣିପାତ । ତୁମେ କେଉଁଠି ଏକ ବ୍ୟକ୍ତି ଖୋଜିବ ଯେ “ ସେ ହେଲା...ଏଇଠି ଏକ ବ୍ୟକ୍ତି ଅଛି ଯେଉଁଠି ମୁଁ ସମର୍ପଣ କରି ପାରିବି । ତେବେ ତାହା ମାନେ ଆମକୁ ଏକ ଛୋଟୋ ପରୀକ୍ଷା କରିବାକୁ ପଡିବ କେଉଁଠି ସମର୍ପଣ କରିବାକୁ । ସେତିକି ଜ୍ଞାନ ତୁମ ପାଖରେ ଥିବା ଦରକାର । କୌଣସି ନିର୍ବୋଧ ପାଖରେ ସମର୍ପଣ କର ନାହିଁ । ତୁମକୁ ଖୋଜିବାକୁ ପଡିବ..... ଏବଂ କେମିତି ସେ ବୁଦ୍ଧିମାନ ବା ନିର୍ବୋଧ ବ୍ୟକ୍ତି ମିଳିବ ? ତାହା ମଧ୍ୟ ଶାସ୍ତ୍ର ରେ ଉଲ୍ଲେଖିତ ଅଛି । ତାହା କଠୋ ଉପନିଷଦ ରେ ଉଲ୍ଲେଖିତ ଅଛି । ତଦ୍ ବିଦ୍ଧି ପ୍ରଣିପାତେନ ପରି...(ଭ॰ଗୀ ୪।୩୪) । କଠୋ ଉପନିଷଦ କହୁଛି ଯେ ତଦ୍ ବିଜ୍ଞାନର୍ଥମ୍ ସ ଗୁରୁମ୍ ଏବାଭିଗଚ୍ଛେତ୍ ଶ୍ରୋତ୍ରିୟମ୍ ବ୍ରହ୍ମ-ନିଷ୍ଠମ ଏହି ଶ୍ରୋତ୍ରିୟମ ମାନେ ହେଉଛି ଯିଏ କି ଗୁରୁ ଶିଷ୍ୟ ପରମ୍ପରା ରେ ଆସୁଛି । ଏବଂ ପ୍ରମାଣ କଣ ଅଛି ଯେ ସିଏ ଗୁରୁ ପରମ୍ପରା ରେ ଆସୁଛି ବୋଲି ? ବ୍ରହ୍ମ-ନିଷ୍ଠମ । ବ୍ରହ୍ମ-ନିଷ୍ଠମ ମାନେ ସିଏ ସର୍ବୋଚ୍ଚ ସମ୍ପୂର୍ଣ ସତ୍ୟ ବିଷୟରେ ପୁରା ମାନିଛି । ତେଣୁ ସେଇଠି ତୁମକୁ ସମର୍ପଣ କରିବାକୁ ପଡିବ । ପ୍ରଣିପାତ । ପ୍ରଣିପାତ ମାନେ ପ୍ରକୃଷ୍ଠ-ରୂପେଣ ନିପାତମ୍, ସଂରକ୍ଷଣ ନୁହେଁ । ଯେବେ ତୁମେ ସେମିତି କେହି ବ୍ୟକ୍ତି ପାଅ, ତେବେ ସେଇଠି ସମର୍ପଣ କର । ପ୍ରଣିପାତ । ଏବଂ ତାଙ୍କର ସେବା କରିବାକୁ ଚେଷ୍ଟା କର, ତାଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟତ୍ନ କର, ଏବଂ ତାଙ୍କୁ ପ୍ରଶ୍ନ କର । ସମ୍ପୂର୍ଣ ଜିନିଷ ପ୍ରଦର୍ଶିତ ହେବ । ତୁମକୁ ସେହି ପରି ଏକ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଖୋଜିବାକୁ ପଡିବ ଏବଂ ତାଙ୍କୁ ସମର୍ପଣ କରିବାକୁ ହେବ । ତାଙ୍କୁ ସମର୍ପିତ ହେବା ମାନେ ଭଗବାନଙ୍କୁ ସମର୍ପିତ ହେବା କାରଣ ସିଏ ଭଗବାନଙ୍କର ପ୍ରତିନିଧି । କିନ୍ତୁ ତୁମକୁ ପ୍ରଶ୍ନ କରିବାର ଅନୁମତି ଅଛି, ସମୟ ନଷ୍ଟ କରିବାକୁ ନୁହେଁ, ବରଂ ବୁଝିବା ପାଇଁ । ତାହାକୁ ପରିପ୍ରଶ୍ନ କୁହାଯାଏ । ଏହି ଗୁଡିକ ପ୍ରକ୍ରିୟା । ତେଣୁ ସବୁକିଛି ଅଛି । ଆମକୁ ଖାଲି ଗ୍ରହଣ କରିବାର ଅଛି । କିନ୍ତୁ ଆମେ ଯଦି ସେ ପ୍ରକ୍ରିୟା ଗ୍ରହଣ କରିବାନି ଏବଂ ନିଶା କରିବା ଓ ବିଚାର କରିବା ଏବଂ ସବୁ ନିରର୍ଥକ କାମରେ ସମୟ ନଷ୍ଟ କରିବା , ଆହା , ତାହା କେବେ ବି ସମ୍ଭବ ନୁହେଁ । ତୁମେ କେବେ ବି ଭଗବାନଙ୍କୁ ବୁଝି ପାରିବନି । କାରଣ ଭଗବାନ ଦେବତା ଓ ଋଷି ମାନଙ୍କ ଦ୍ଵାରା ଭି ବୁଝି ହୁଅନ୍ତି ନାହିଁ । ଆମର କ୍ଷୁଦ୍ର ଉଦ୍ୟମ କଣ ? ତେଣୁ, ଏହି ଗୁଡିକ ପ୍ରକ୍ରିୟା । ଏବଂ ଯଦି ତୁମେ ଅସମ୍ମୁଢ,ଅସମ୍ମୁଢ କୁ ଅନୁସରଣ କର, ଯଦି ତୁମେ ସେହି ପ୍ରକ୍ରିୟା ଗୁଡିକୁ ଅନୁସରଣ କର ଏବଂ ଧୀରେ କିନ୍ତୁ ନିଶ୍ଚିତ, ଅସମ୍ମୁଢ, କୌଣସି ସଂଶୟ ବିନା, ଯଦି ତୁମେ କର..ତାହା ହେଉଛି .... ପ୍ରତ୍ୟକ୍ଷାଭଗବମ୍ ଧର୍ମ୍ୟମ୍ । . ଯଦି ତୁମେ ଅନୁସରଣ କର, ତୁମେ ନିଜେ ବୁଝିବ, “ହଁ, ମୁଁ କିଛି ପାଉଛି” ଏହା ନୁହେଁ ଯେ ତୁମେ ଅନ୍ଧାରରେ ଅଛ, ତୁମେ ଅନ୍ଧ ଭାବରେ ଅନୁସରଣ କରୁଛ । ଯେବେ ତୁମେ ପ୍ରକ୍ରିୟା ଗୁଡିକୁ ଅନୁସରଣ କରିବା, ତୁମେ ବୁଝି ପାରିବ । ଠିକ ଯେପରି ଯଦି ତୁମେ ଉପଯୁକ୍ତ ପୌଷ୍ଟିକ ଖାଦ୍ୟପଦାର୍ଥ ଖାଇବ, ତୁମେ ନିଜକୁ ଶକ୍ତିଶାଳୀ ଅନୁଭବ କରିବା ଏବଂ ତୁମର ଭୋକୋ ସନ୍ତୁଷ୍ଟ ହେବ । ତୁମକୁ କାହାକୁ ପଚାରିବାକୁ ପଡିବନି । ତୁମେ ନିଜେ ଅନୁଭବ କରିବା । ସେହିପରି, ଯଦି ତୁମେ ଠିକ ପଥ କୁ ଆସିବ ଏବଂ ଯଦି ତୁମେ ସେଇ ପ୍ରକ୍ରିୟା ଅନୁସରଣ କରିବ, ତୁମେ ବୁଝି ପାରିବ “ହଁ, ମୁଁ ଅଗ୍ରଗତି ହେଉଛି” ପ୍ରତ୍ୟକ୍ଷ...ନବମ ଅଧ୍ୟାୟ ସେ କହିଛନ୍ତି ପ୍ରତ୍ୟକ୍ଷାଭଗବମ୍ ଧର୍ମ୍ୟମ୍ ସୁସୁଖମ୍ । ଏବଂ ଏହା ବହୁତ ସହଜ । ଏବଂ ତୁମେ ଖୁସି ମନରେ କରି ପାରିବ । ଏବଂ ସେ ପ୍ରକ୍ରିୟା କଣ ? ଆମେ ହରେ କୃଷ୍ଣ ଜପୁ ଏବଂ କୃଷ୍ଣ-ପ୍ରସାଦ ଖାଉ ଏବଂ ଭଗବଦ୍ ଗୀତା ଜ୍ଞାନଶାସ୍ତ୍ର କୁ ପଢୁ , ଭଲ ସଂଗୀତ ଶୁଣୁ । ଏହା କଷ୍ଟକର କି ? ଏହା କଷ୍ଟକର କି ? ଜମା ଭି ନୁହେଁ । ତେଣୁ ଏହି ପ୍ରକ୍ରିୟା ଦ୍ଵାରା, ତୁମେ ଅସମ୍ମୁଢ ହେବ । କେହି ତୁମକୁ ଠକି ପାରିବେ ନାହିଁ । କିନ୍ତୁ ତୁମେ ଯଦି ଠକିବାକୁ ଚାହୁଁଛ, ତାହେଲେ ବହୁତ ଠକିବାକୁ ଅଛନ୍ତି । ତେଣୁ ଏକ ଠକ ଏବଂ ଠକିଥିବା ସମାଜ ବନାଅ ନାହିଁ । ଖାଲି ବୈଦିକ ସାହିତ୍ୟ ରେ ନିର୍ଦ୍ଧାରିତ ପରମ୍ପରା ପଦ୍ଧତି କୁ ଅନୁସରଣ କର, ଯେପରି କୃଷ୍ଣ ପରାମର୍ଶ ଦେଇଛନ୍ତି । ବିଶ୍ୱାସଯୋଗ୍ୟ ବ୍ୟକ୍ତି ଠାରୁ ବୁଝିବାକୁ ଚେଷ୍ଟା କର ଏବଂ ନିଜ ଜୀବନ ରେ ପ୍ରୟୋଗ କରିବାକୁ ଚେଷ୍ଟା କର । ତେବେ ଅସମ୍ମୁଢ ସ ମର୍ତ୍ୟସୁ । ମର୍ତ୍ୟସୁ ମାନେ ....ମର୍ତ୍ୟ ମାନେ ଯେଉଁମାନେ ମରିବା ପାଇଁ ଯୋଗ୍ୟ । କେଉଁମାନେ ? ଏହି ବଦ୍ଧ ଜୀବାତ୍ମା ଗୁଡିକ, ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ନଗଣ୍ୟ ପିମ୍ପୁଡି ପର୍ଯ୍ୟନ୍ତ, ସେମାନେ ସବୁ ମର୍ତ୍ୟ । ମର୍ତ୍ୟ ମାନେ ଗୋଟେ ସମୟ ଅଛି ଯେବେ ସେମାନେ ମରିବେ । ତେଣୁ , ମର୍ତ୍ୟସୁ । ମରୁଥିବା ନଶ୍ଵର ମାନଙ୍କ ମଧ୍ୟରେ ସେ ସବୁଠାରୁ ବୁଦ୍ଧିମାନ ହୁଏ । ଅସମ୍ମୁଢ ସ ମର୍ତ୍ୟସୁ । କାହିଁକି ? ସର୍ବ-ପାପୈଃ ପ୍ରମୁଚ୍ୟତେ । ସେ ସବୁ ପ୍ରକାର ପାପ କର୍ମ ର ପ୍ରତିକ୍ରିୟା ରୁ ମୁକ୍ତ ହୋଇ ଯାଏ । ଏହି ଦୁନିଆ ରେ, ଏହି ବସ୍ତୁବାଦ ଦୁନିଆ ରେ, ମୁଁ କହିବାକୁ ଚାହୁଁଛି, ଜାଣିକି ବା ଅଜଣତା ରେ , ଆମେ ସବୁବେଳେ ପାପ କର୍ମ କରୁଛୁ । ତେଣୁ, ଆମକୁ ଏହି ପ୍ରତିକ୍ରିୟା ରୁ ବାହାରିବାର ଅଛି । ଏବଂ ତା ଭିତରୁ କେମିତି ବାହାରିବ ? ତାହା ମଧ୍ୟ ଭଗବଦ୍ ଗୀତା ରେ ଉଲ୍ଲେଖ ଅଛି । ଯଜ୍ଞାର୍ଥାତ କର୍ମଣୋ ନ୍ୟତ୍ର ଲୋକୋ ୟମ କର୍ମ-ବନ୍ଧନଃ (ଭ॰ଗୀ ୩।୯) ଯଦି ତୁମେ କର, କୃଷ୍ଣ ପାଇଁ କର ... ଯଜ୍ଞ ମାନେ ବିଷ୍ଣୁ ବା କୃଷ୍ଣ । ଯଦି ତୁମେ ଖାଲି କୃଷ୍ଣ ପାଇଁ କର୍ମ କର, ତୁମେ ସବୁ ପ୍ରକାର ପ୍ରତିକ୍ରିୟା ରୁ ମୁକ୍ତ ହୋଇ ଯିବ । ଶୁଭାଶୁଭ-ଫଳୈଃ । ଆମେ କିଛି ଶୁଭ କିମ୍ବା ଅଶୁଭ କରୁ । କିନ୍ତୁ ଯେଉଁମାନେ କୃଷ୍ଣ-ଚେତନା ରେ ଅଛନ୍ତି ଏବଂ ସେହି ଭଳି କର୍ମ କରୁଛନ୍ତି, ତାକୁ କଣ ଶୁଭ ବା ଅଶୁଭ ତା ସହିତ କିଛି କରିବାର ନାହିଁ । କାରଣ ସେ ସବୁଠାରୁ ଶୁଭ କୃଷ୍ଣଙ୍କ ସହିତ ସମ୍ପର୍କ ରେ ଅଛି । ସେଥିପାଇଁ , ସର୍ବ-ପାପୈଃ ପ୍ରମୁଚ୍ୟତେ । ସେ ସବୁ ପ୍ରକାର ପାପ କର୍ମ ପ୍ରତିକ୍ରିୟା ରୁ ମୁକ୍ତ ହୋଇ ଯାଏ । ଏହା ହେଉଛି ପ୍ରତିକ୍ରିୟା । ଏବଂ ଯଦି ଆମେ ଏହି ପ୍ରକ୍ରିୟା ଗ୍ରହଣ କରିବୁ, ଆମେ କୃଷ୍ଣଙ୍କ ସହିତ ସମ୍ପର୍କ ରେ ଆସି ପାରିବୁ । ଏବଂ ଆମ ଜୀବନ ସଫଳ ହେବ । ଏହି ପ୍ରକ୍ରିୟା ବହୁତ ସରଳ, ଏବଂ ଆମେ ପାରିବା, ସମସ୍ତେ ଗ୍ରହଣ କରି ପାରିବେ । ବହୁତ ଧନ୍ୟବାଦ ।
ପ୍ରକ୍ରିୟା ହେଲା....ତାହା ମଧ୍ୟ ଭଗବଦ୍ ଗୀତା ରେ ଉଲ୍ଲେଖିତ । ତଦ୍ ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ([[Vanisource:BG 4.34 (1972)|BG 4.34]]) ଯଦି ତୁମେ ସେ ଦିବ୍ୟ ବିଜ୍ଞାନ କୁ ବୁଝିବାକୁ ଚାହୁଁଛ, ତେବେ ତୁମକୁ ଏହି ନିୟମ ଅନୁସରଣ କରିବାକୁ ପଡିବ । ସେଇଟା କଣ ? ତଦ୍ ବିଦ୍ଧି ପ୍ରଣିପାତେନ । ତୁମକୁ ଆତ୍ମସମର୍ପଣ କରିବାକୁ ପଡିବ । ସମାନ ଜିନିଷ ଠିକ୍ ନମନ୍ତ ଏଵ ପରି I ଯେତେ ପର୍ଯ୍ୟନ୍ତ ତୁମେ ବିନୀତ ହୋଇନ, ତୁମେ ସମର୍ପିତ ଜୀବାତ୍ମା ହୋଇ ପାରିବ ନାହିଁ ।  
 
ଏବଂ କେଉଁଠି ? ପ୍ରଣିପାତ । ତୁମେ କେଉଁଠି ଏକ ବ୍ୟକ୍ତି ଖୋଜିବ ଯେ “ ସେ ହେଲା...ଏଇଠି ଏକ ବ୍ୟକ୍ତି ଅଛି ଯେଉଁଠି ମୁଁ ସମର୍ପଣ କରି ପାରିବି । ତେବେ ତାହା ମାନେ ଆମକୁ ଏକ ଛୋଟୋ ପରୀକ୍ଷା କରିବାକୁ ପଡିବ କେଉଁଠି ସମର୍ପଣ କରିବାକୁ । ସେତିକି ଜ୍ଞାନ ତୁମ ପାଖରେ ଥିବା ଦରକାର । କୌଣସି ନିର୍ବୋଧ ପାଖରେ ସମର୍ପଣ କର ନାହିଁ । ତୁମକୁ ଖୋଜିବାକୁ ପଡିବ..... ଏବଂ କେମିତି ସେ ବୁଦ୍ଧିମାନ ବା ନିର୍ବୋଧ ବ୍ୟକ୍ତି ମିଳିବ ? ତାହା ମଧ୍ୟ ଶାସ୍ତ୍ର ରେ ଉଲ୍ଲେଖିତ ଅଛି । ତାହା କଠୋ ଉପନିଷଦ ରେ ଉଲ୍ଲେଖିତ ଅଛି । ତଦ୍ ବିଦ୍ଧି ପ୍ରଣିପାତେନ ପରି...([[Vanisource:BG 4.34 (1972)|BG 4.34]]) । କଠୋ ଉପନିଷଦ କହୁଛି ଯେ ତଦ୍ ବିଜ୍ଞାନର୍ଥମ୍ ସ ଗୁରୁମ୍ ଏବାଭିଗଚ୍ଛେତ୍ ଶ୍ରୋତ୍ରିୟମ୍ ବ୍ରହ୍ମ-ନିଷ୍ଠମ ଏହି ଶ୍ରୋତ୍ରିୟମ ମାନେ ହେଉଛି ଯିଏ କି ଗୁରୁ ଶିଷ୍ୟ ପରମ୍ପରା ରେ ଆସୁଛି । ଏବଂ ପ୍ରମାଣ କଣ ଅଛି ଯେ ସିଏ ଗୁରୁ ପରମ୍ପରା ରେ ଆସୁଛି ବୋଲି ? ବ୍ରହ୍ମ-ନିଷ୍ଠମ । ବ୍ରହ୍ମ-ନିଷ୍ଠମ [MU 1.2.12] ମାନେ ସିଏ ସର୍ବୋଚ୍ଚ ସମ୍ପୂର୍ଣ ସତ୍ୟ ବିଷୟରେ ପୁରା ମାନିଛି । ତେଣୁ ସେଇଠି ତୁମକୁ ସମର୍ପଣ କରିବାକୁ ପଡିବ । ପ୍ରଣିପାତ । ପ୍ରଣିପାତ ମାନେ ପ୍ରକୃଷ୍ଠ-ରୂପେଣ ନିପାତମ୍, ସଂରକ୍ଷଣ ନୁହେଁ । ଯେବେ ତୁମେ ସେମିତି କେହି ବ୍ୟକ୍ତି ପାଅ, ତେବେ ସେଇଠି ସମର୍ପଣ କର । ପ୍ରଣିପାତ । ଏବଂ ତାଙ୍କର ସେବା କରିବାକୁ ଚେଷ୍ଟା କର, ତାଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟତ୍ନ କର, ଏବଂ ତାଙ୍କୁ ପ୍ରଶ୍ନ କର । ସମ୍ପୂର୍ଣ ଜିନିଷ ପ୍ରଦର୍ଶିତ ହେବ ।  
 
ତୁମକୁ ସେହି ପରି ଏକ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଖୋଜିବାକୁ ପଡିବ ଏବଂ ତାଙ୍କୁ ସମର୍ପଣ କରିବାକୁ ହେବ । ତାଙ୍କୁ ସମର୍ପିତ ହେବା ମାନେ ଭଗବାନଙ୍କୁ ସମର୍ପିତ ହେବା କାରଣ ସିଏ ଭଗବାନଙ୍କର ପ୍ରତିନିଧି । କିନ୍ତୁ ତୁମକୁ ପ୍ରଶ୍ନ କରିବାର ଅନୁମତି ଅଛି, ସମୟ ନଷ୍ଟ କରିବାକୁ ନୁହେଁ, ବରଂ ବୁଝିବା ପାଇଁ । ତାହାକୁ ପରିପ୍ରଶ୍ନ କୁହାଯାଏ । ଏହି ଗୁଡିକ ପ୍ରକ୍ରିୟା । ତେଣୁ ସବୁକିଛି ଅଛି । ଆମକୁ ଖାଲି ଗ୍ରହଣ କରିବାର ଅଛି । କିନ୍ତୁ ଆମେ ଯଦି ସେ ପ୍ରକ୍ରିୟା ଗ୍ରହଣ କରିବାନି ଏବଂ ନିଶା କରିବା ଓ ବିଚାର କରିବା ଏବଂ ସବୁ ନିରର୍ଥକ କାମରେ ସମୟ ନଷ୍ଟ କରିବା , ଆହା , ତାହା କେବେ ବି ସମ୍ଭବ ନୁହେଁ । ତୁମେ କେବେ ବି ଭଗବାନଙ୍କୁ ବୁଝି ପାରିବନି । କାରଣ ଭଗବାନ ଦେବତା ଓ ଋଷି ମାନଙ୍କ ଦ୍ଵାରା ଭି ବୁଝି ହୁଅନ୍ତି ନାହିଁ । ଆମର କ୍ଷୁଦ୍ର ଉଦ୍ୟମ କଣ ?  
 
ତେଣୁ, ଏହି ଗୁଡିକ ପ୍ରକ୍ରିୟା । ଏବଂ ଯଦି ତୁମେ ଅସମ୍ମୁଢ,ଅସମ୍ମୁଢ କୁ ଅନୁସରଣ କର, ଯଦି ତୁମେ ସେହି ପ୍ରକ୍ରିୟା ଗୁଡିକୁ ଅନୁସରଣ କର ଏବଂ ଧୀରେ କିନ୍ତୁ ନିଶ୍ଚିତ, ଅସମ୍ମୁଢ, କୌଣସି ସଂଶୟ ବିନା, ଯଦି ତୁମେ କର..ତାହା ହେଉଛି .... ପ୍ରତ୍ୟକ୍ଷାଭଗବମ୍ ଧର୍ମ୍ୟମ୍ । . ଯଦି ତୁମେ ଅନୁସରଣ କର, ତୁମେ ନିଜେ ବୁଝିବ, “ହଁ, ମୁଁ କିଛି ପାଉଛି” ଏହା ନୁହେଁ ଯେ ତୁମେ ଅନ୍ଧାରରେ ଅଛ, ତୁମେ ଅନ୍ଧ ଭାବରେ ଅନୁସରଣ କରୁଛ । ଯେବେ ତୁମେ ପ୍ରକ୍ରିୟା ଗୁଡିକୁ ଅନୁସରଣ କରିବା, ତୁମେ ବୁଝି ପାରିବ ।  
 
ଠିକ ଯେପରି ଯଦି ତୁମେ ଉପଯୁକ୍ତ ପୌଷ୍ଟିକ ଖାଦ୍ୟପଦାର୍ଥ ଖାଇବ, ତୁମେ ନିଜକୁ ଶକ୍ତିଶାଳୀ ଅନୁଭବ କରିବା ଏବଂ ତୁମର ଭୋକୋ ସନ୍ତୁଷ୍ଟ ହେବ । ତୁମକୁ କାହାକୁ ପଚାରିବାକୁ ପଡିବନି । ତୁମେ ନିଜେ ଅନୁଭବ କରିବା । ସେହିପରି, ଯଦି ତୁମେ ଠିକ ପଥ କୁ ଆସିବ ଏବଂ ଯଦି ତୁମେ ସେଇ ପ୍ରକ୍ରିୟା ଅନୁସରଣ କରିବ, ତୁମେ ବୁଝି ପାରିବ “ହଁ, ମୁଁ ଅଗ୍ରଗତି ହେଉଛି” ପ୍ରତ୍ୟକ୍ଷ...ନବମ ଅଧ୍ୟାୟ ସେ କହିଛନ୍ତି ପ୍ରତ୍ୟକ୍ଷାଭଗବମ୍ ଧର୍ମ୍ୟମ୍ ସୁସୁଖମ୍ ।  
 
ଏବଂ ଏହା ବହୁତ ସହଜ । ଏବଂ ତୁମେ ଖୁସି ମନରେ କରି ପାରିବ । ଏବଂ ସେ ପ୍ରକ୍ରିୟା କଣ ? ଆମେ ହରେ କୃଷ୍ଣ ଜପୁ ଏବଂ କୃଷ୍ଣ-ପ୍ରସାଦ ଖାଉ ଏବଂ ଭଗବଦ୍ ଗୀତା ଜ୍ଞାନଶାସ୍ତ୍ର କୁ ପଢୁ , ଭଲ ସଂଗୀତ ଶୁଣୁ । ଏହା କଷ୍ଟକର କି ? ଏହା କଷ୍ଟକର କି ? ଜମା ଭି ନୁହେଁ । ତେଣୁ ଏହି ପ୍ରକ୍ରିୟା ଦ୍ଵାରା, ତୁମେ ଅସମ୍ମୁଢ ହେବ । କେହି ତୁମକୁ ଠକି ପାରିବେ ନାହିଁ । କିନ୍ତୁ ତୁମେ ଯଦି ଠକିବାକୁ ଚାହୁଁଛ, ତାହେଲେ ବହୁତ ଠକିବାକୁ ଅଛନ୍ତି । ତେଣୁ ଏକ ଠକ ଏବଂ ଠକିଥିବା ସମାଜ ବନାଅ ନାହିଁ । ଖାଲି ବୈଦିକ ସାହିତ୍ୟ ରେ ନିର୍ଦ୍ଧାରିତ ପରମ୍ପରା ପଦ୍ଧତି କୁ ଅନୁସରଣ କର, ଯେପରି କୃଷ୍ଣ ପରାମର୍ଶ ଦେଇଛନ୍ତି । ବିଶ୍ୱାସଯୋଗ୍ୟ ବ୍ୟକ୍ତି ଠାରୁ ବୁଝିବାକୁ ଚେଷ୍ଟା କର ଏବଂ ନିଜ ଜୀବନ ରେ ପ୍ରୟୋଗ କରିବାକୁ ଚେଷ୍ଟା କର ।  
 
ତେବେ ଅସମ୍ମୁଢ ସ ମର୍ତ୍ୟସୁ । ମର୍ତ୍ୟସୁ ମାନେ ....ମର୍ତ୍ୟ ମାନେ ଯେଉଁମାନେ ମରିବା ପାଇଁ ଯୋଗ୍ୟ । କେଉଁମାନେ ? ଏହି ବଦ୍ଧ ଜୀବାତ୍ମା ଗୁଡିକ, ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ନଗଣ୍ୟ ପିମ୍ପୁଡି ପର୍ଯ୍ୟନ୍ତ, ସେମାନେ ସବୁ ମର୍ତ୍ୟ । ମର୍ତ୍ୟ ମାନେ ଗୋଟେ ସମୟ ଅଛି ଯେବେ ସେମାନେ ମରିବେ । ତେଣୁ , ମର୍ତ୍ୟସୁ । ମରୁଥିବା ନଶ୍ଵର ମାନଙ୍କ ମଧ୍ୟରେ ସେ ସବୁଠାରୁ ବୁଦ୍ଧିମାନ ହୁଏ । ଅସମ୍ମୁଢ ସ ମର୍ତ୍ୟସୁ । କାହିଁକି ? ସର୍ବ-ପାପୈଃ ପ୍ରମୁଚ୍ୟତେ । ସେ ସବୁ ପ୍ରକାର ପାପ କର୍ମ ର ପ୍ରତିକ୍ରିୟା ରୁ ମୁକ୍ତ ହୋଇ ଯାଏ ।  
 
ଏହି ଦୁନିଆ ରେ, ଏହି ବସ୍ତୁବାଦ ଦୁନିଆ ରେ, ମୁଁ କହିବାକୁ ଚାହୁଁଛି, ଜାଣିକି ବା ଅଜଣତା ରେ , ଆମେ ସବୁବେଳେ ପାପ କର୍ମ କରୁଛୁ । ତେଣୁ, ଆମକୁ ଏହି ପ୍ରତିକ୍ରିୟା ରୁ ବାହାରିବାର ଅଛି । ଏବଂ ତା ଭିତରୁ କେମିତି ବାହାରିବ ? ତାହା ମଧ୍ୟ ଭଗବଦ୍ ଗୀତା ରେ ଉଲ୍ଲେଖ ଅଛି । ଯଜ୍ଞାର୍ଥାତ କର୍ମଣୋ ନ୍ୟତ୍ର ଲୋକୋ ୟମ କର୍ମ-ବନ୍ଧନଃ (ଭ॰ଗୀ ୩।୯) ଯଦି ତୁମେ କର, କୃଷ୍ଣ ପାଇଁ କର ... ଯଜ୍ଞ ମାନେ ବିଷ୍ଣୁ ବା କୃଷ୍ଣ । ଯଦି ତୁମେ ଖାଲି କୃଷ୍ଣ ପାଇଁ କର୍ମ କର, ତୁମେ ସବୁ ପ୍ରକାର ପ୍ରତିକ୍ରିୟା ରୁ ମୁକ୍ତ ହୋଇ ଯିବ । ଶୁଭାଶୁଭ-ଫଳୈଃ । ଆମେ କିଛି ଶୁଭ କିମ୍ବା ଅଶୁଭ କରୁ । କିନ୍ତୁ ଯେଉଁମାନେ କୃଷ୍ଣ-ଚେତନା ରେ ଅଛନ୍ତି ଏବଂ ସେହି ଭଳି କର୍ମ କରୁଛନ୍ତି, ତାକୁ କଣ ଶୁଭ ବା ଅଶୁଭ ତା ସହିତ କିଛି କରିବାର ନାହିଁ । କାରଣ ସେ ସବୁଠାରୁ ଶୁଭ କୃଷ୍ଣଙ୍କ ସହିତ ସମ୍ପର୍କ ରେ ଅଛି । ସେଥିପାଇଁ , ସର୍ବ-ପାପୈଃ ପ୍ରମୁଚ୍ୟତେ । ସେ ସବୁ ପ୍ରକାର ପାପ କର୍ମ ପ୍ରତିକ୍ରିୟା ରୁ ମୁକ୍ତ ହୋଇ ଯାଏ ।  
 
ଏହା ହେଉଛି ପ୍ରତିକ୍ରିୟା । ଏବଂ ଯଦି ଆମେ ଏହି ପ୍ରକ୍ରିୟା ଗ୍ରହଣ କରିବୁ, ଆମେ କୃଷ୍ଣଙ୍କ ସହିତ ସମ୍ପର୍କ ରେ ଆସି ପାରିବୁ । ଏବଂ ଆମ ଜୀବନ ସଫଳ ହେବ । ଏହି ପ୍ରକ୍ରିୟା ବହୁତ ସରଳ, ଏବଂ ଆମେ ପାରିବା, ସମସ୍ତେ ଗ୍ରହଣ କରି ପାରିବେ । ବହୁତ ଧନ୍ୟବାଦ ।
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:05, 16 October 2018

Lecture on BG 10.2-3 -- New York, January 1, 1967

ପ୍ରକ୍ରିୟା ହେଲା....ତାହା ମଧ୍ୟ ଭଗବଦ୍ ଗୀତା ରେ ଉଲ୍ଲେଖିତ । ତଦ୍ ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା (BG 4.34) ଯଦି ତୁମେ ସେ ଦିବ୍ୟ ବିଜ୍ଞାନ କୁ ବୁଝିବାକୁ ଚାହୁଁଛ, ତେବେ ତୁମକୁ ଏହି ନିୟମ ଅନୁସରଣ କରିବାକୁ ପଡିବ । ସେଇଟା କଣ ? ତଦ୍ ବିଦ୍ଧି ପ୍ରଣିପାତେନ । ତୁମକୁ ଆତ୍ମସମର୍ପଣ କରିବାକୁ ପଡିବ । ସମାନ ଜିନିଷ ଠିକ୍ ନମନ୍ତ ଏଵ ପରି I ଯେତେ ପର୍ଯ୍ୟନ୍ତ ତୁମେ ବିନୀତ ହୋଇନ, ତୁମେ ସମର୍ପିତ ଜୀବାତ୍ମା ହୋଇ ପାରିବ ନାହିଁ ।

ଏବଂ କେଉଁଠି ? ପ୍ରଣିପାତ । ତୁମେ କେଉଁଠି ଏକ ବ୍ୟକ୍ତି ଖୋଜିବ ଯେ “ ସେ ହେଲା...ଏଇଠି ଏକ ବ୍ୟକ୍ତି ଅଛି ଯେଉଁଠି ମୁଁ ସମର୍ପଣ କରି ପାରିବି । ତେବେ ତାହା ମାନେ ଆମକୁ ଏକ ଛୋଟୋ ପରୀକ୍ଷା କରିବାକୁ ପଡିବ କେଉଁଠି ସମର୍ପଣ କରିବାକୁ । ସେତିକି ଜ୍ଞାନ ତୁମ ପାଖରେ ଥିବା ଦରକାର । କୌଣସି ନିର୍ବୋଧ ପାଖରେ ସମର୍ପଣ କର ନାହିଁ । ତୁମକୁ ଖୋଜିବାକୁ ପଡିବ..... ଏବଂ କେମିତି ସେ ବୁଦ୍ଧିମାନ ବା ନିର୍ବୋଧ ବ୍ୟକ୍ତି ମିଳିବ ? ତାହା ମଧ୍ୟ ଶାସ୍ତ୍ର ରେ ଉଲ୍ଲେଖିତ ଅଛି । ତାହା କଠୋ ଉପନିଷଦ ରେ ଉଲ୍ଲେଖିତ ଅଛି । ତଦ୍ ବିଦ୍ଧି ପ୍ରଣିପାତେନ ପରି...(BG 4.34) । କଠୋ ଉପନିଷଦ କହୁଛି ଯେ ତଦ୍ ବିଜ୍ଞାନର୍ଥମ୍ ସ ଗୁରୁମ୍ ଏବାଭିଗଚ୍ଛେତ୍ ଶ୍ରୋତ୍ରିୟମ୍ ବ୍ରହ୍ମ-ନିଷ୍ଠମ ଏହି ଶ୍ରୋତ୍ରିୟମ ମାନେ ହେଉଛି ଯିଏ କି ଗୁରୁ ଶିଷ୍ୟ ପରମ୍ପରା ରେ ଆସୁଛି । ଏବଂ ପ୍ରମାଣ କଣ ଅଛି ଯେ ସିଏ ଗୁରୁ ପରମ୍ପରା ରେ ଆସୁଛି ବୋଲି ? ବ୍ରହ୍ମ-ନିଷ୍ଠମ । ବ୍ରହ୍ମ-ନିଷ୍ଠମ [MU 1.2.12] ମାନେ ସିଏ ସର୍ବୋଚ୍ଚ ସମ୍ପୂର୍ଣ ସତ୍ୟ ବିଷୟରେ ପୁରା ମାନିଛି । ତେଣୁ ସେଇଠି ତୁମକୁ ସମର୍ପଣ କରିବାକୁ ପଡିବ । ପ୍ରଣିପାତ । ପ୍ରଣିପାତ ମାନେ ପ୍ରକୃଷ୍ଠ-ରୂପେଣ ନିପାତମ୍, ସଂରକ୍ଷଣ ନୁହେଁ । ଯେବେ ତୁମେ ସେମିତି କେହି ବ୍ୟକ୍ତି ପାଅ, ତେବେ ସେଇଠି ସମର୍ପଣ କର । ପ୍ରଣିପାତ । ଏବଂ ତାଙ୍କର ସେବା କରିବାକୁ ଚେଷ୍ଟା କର, ତାଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟତ୍ନ କର, ଏବଂ ତାଙ୍କୁ ପ୍ରଶ୍ନ କର । ସମ୍ପୂର୍ଣ ଜିନିଷ ପ୍ରଦର୍ଶିତ ହେବ ।