OR/Prabhupada 0008 - କୃଷ୍ଣ କହୁଛନ୍ତି 'ମୁଁ ସମସ୍ତଙ୍କ ବାପା': Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0008 - in all Languages Category:OR-Quotes - 1973 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 8: Line 8:
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0007 - କୃଷ୍ଣଙ୍କ ସରଙ୍ଖ୍ୟନ ଆସିବ|0007|OR/Prabhupada 0009 - ଚୋର ଯିଏ ଭକ୍ତ ହେଲା|0009}}
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
<div class="center">
<div class="center">
Line 16: Line 19:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|kXFY1KJCrcU|Kṛṣṇa Claims That "I Am Everyone's Father" - Prabhupāda 0008}}
{{youtube_right|HxQjUztJCnc|କୃଷ୍ଣ କହୁଛନ୍ତି 'ମୁଁ ସମସ୍ତଙ୍କ ବାପା'<br />- Prabhupāda 0008}}
<!-- END VIDEO LINK -->
<!-- END VIDEO LINK -->

<!-- BEGIN AUDIO LINK -->
<!-- BEGIN AUDIO LINK -->
<mp3player>http://vaniquotes.org/w/images/730821JM.LON_Janmastami_clip6.mp3</mp3player>
<mp3player>https://s3.amazonaws.com/vanipedia/clip/730821JM.LON_Janmastami_clip6.mp3</mp3player>
<!-- END AUDIO LINK -->
<!-- END AUDIO LINK -->

Line 28: Line 31:

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ତେଣୁ ,ଯାହା ଘଟୁ ପଛେ, ଭାରତରେ ସବୁ ମହାନ ବ୍ୟକ୍ତି, ସାଧୁ ବ୍ୟକ୍ତି,ଋଷି ଏବଂ ଆଚାର୍ଯ୍ୟ ମାନେ, ସେମାନେ ଏହି ଆଧ୍ୟାତ୍ମିକ ଜ୍ଞାନକୁ ଏତେ ଭଲ ଏବଂ ସମ୍ପୂର୍ଣ ଭାବେ ଉତ୍ପାଦନ କରିଛନ୍ତି ଏବଂ ଆମେ ଏହାର ଲାଭ ନେଉ ନାହୁଁ । ଏହା ନୁହେଁ ଯେ ସେହି ଶାସ୍ତ୍ର ଏବଂ ଆଦେଶ ଗୁଡିକ ଖାଲି ଭାରତୀୟ ବା ହିନ୍ଦୁ ବା ବ୍ରାହ୍ମଣ ମାନଙ୍କ ଉଦ୍ଦେଶ୍ୟ ରେ ଅଛି । ନାଁ । ଏହା ସମସ୍ତଙ୍କ ଉଦ୍ଦେଶ୍ୟ ରେ ଅଛି । କାରଣ କୃଷ୍ଣ ଦାବି କରୁଛନ୍ତି (ଭ॰ଗୀ ୧୪।୪) ସର୍ବ ଯୋନିଶୁ କୌନ୍ତେୟ ସମ୍ଭବନ୍ତି ମୂର୍ତ୍ତୟଃ ୟଃ ତାସମ୍ ମହଦ୍ ବ୍ରହ୍ମ ୟୋନିର୍ ଅହଂ ବୀଜ-ପ୍ରଦହ ପିତା କୃଷ୍ଣ ଦାବି କରୁଛନ୍ତି ଯେ “ମୁଁ ସମସ୍ତଙ୍କ ପିତା” । ସେଥିପାଇଁ, ସିଏ ଆମକୁ ଶାନ୍ତିମୟ, ଖୁସି କରିବାକୁ ବହୁତ ଆତୁର ଅଛନ୍ତି । ଠିକ୍ ଯେପରି ପିତା ତା ନିଜ ପୁତ୍ରକୁ ଭଲ ଅବସ୍ଥା ଏବଂ ଖୁସିରେ ଦେଖିବାକୁ ଚାହୁଁଛି ; ଠିକ୍ ସେହି ପରି, କୃଷ୍ଣ ମଧ୍ୟ ଆମ ସମସ୍ତଙ୍କୁ ଖୁସି ଏବଂ ଭଲ ଅବସ୍ଥା ରେ ଦେଖିବାକୁ ଚାହୁଁଛନ୍ତି । ସେଥିପାଇଁ ସିଏ କେବେ କେବେ ଆସନ୍ତି । (ଭ॰ଗୀ ୪।୭) ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର ଭବତି । ଏହା କୃଷ୍ଣଙ୍କ ଆଗମନ ର ଉଦ୍ଦେଶ୍ୟ । ତେଣୁ ଯେଉଁମାନେ କୃଷ୍ଣଙ୍କ ର ସେବକ, କୃଷ୍ଣଙ୍କ ଭକ୍ତ, ସେମାନେ କୃଷ୍ଣଙ୍କ ଉଦ୍ଦେଶ୍ୟ(ଲକ୍ଷ) ନେବା ଦରକାର । ସେମାନେ କୃଷ୍ଣଙ୍କ ଉଦ୍ଦେଶ୍ୟ(ଲକ୍ଷ) ଗ୍ରହଣ କରିବା ଦରକାର । ତାହା ହେଉଛି ଚୈତନ୍ୟ ମହାପ୍ରଭୁଙ୍କ ବିବରଣ । ଆମାର ଅଜ୍ଞାୟ ଗୁରୁ ହଁୟା ତାର ଏଇ ଦେଶ , ୟାରେ ଦେଖ ତାରେ କହ କୃଷ୍ଣ-ଉପଦେଶ (ଚ॰ଚ ମଧ୍ୟ ୭।୧୨୮) କୃଷ୍ଣ ଉପଦେଶ । କୃଷ୍ଣ ଭଗବଦ୍ ଗୀତା ରେ ଯାହା କହିଛନ୍ତି, ତାକୁ ଖାଲି ପ୍ରଚାର ପ୍ରସାର କର । ତାହା ସବୁ ଭାରତୀୟ ର କର୍ତ୍ତବ୍ୟ । ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଭାରତ-ଭୂମିତେ ମନୁଷ୍ୟ ଜନ୍ମ ହଇଲା ୟାର ଜନ୍ମ ସାର୍ଥକ କରି ପର-ଉପକାର (ଚ॰ଚ ଆଦି ୯।୪୧) ତେଣୁ ଭାରତୀୟ, ଭାରତୀୟ ମାନଙ୍କ ଉଦ୍ଦେଶ୍ୟ ପର-ଉପକାର ଥିବା ଦରକାର । ଭାରତୀୟ ମାନଙ୍କ ଅଭିପ୍ରାୟେ ଅନ୍ୟ ମାନଙ୍କୁ ଶୋଷଣ କରିବା ନୁହେଁ । ତାହା ଭାରତୀୟଙ୍କ ବ୍ୟବସାୟ ନୁହେଁ । ଭାରତୀୟ ଇତିହାସ ପର-ଉପକାର ରେ ପୂର୍ଣ । ଏବଂ ଆଗରୁ, ଦୁନିଆ ର ସବୁ ଭାଗ ରୁ, ଆଧ୍ୟାତ୍ମିକ ଜୀବନ କଣ ଶିଖିବାକୁ ଭାରତକୁ ଆସୁଥିଲେ । ଯୀଶୁ କ୍ରିଷ୍ଟ ମଧ୍ୟ ସେଠାକୁ ଯାଇଥିଲେ । ଏବଂ ଚୀନ ରୁ ଏବଂ ଅନ୍ୟ ଦେଶରୁ । ତାହା ଇତିହାସ ଅଟେ । ଏବଂ ଆମେ ଆମ ନିଜର ମୂଲ୍ୟବାନ ସମ୍ପତ୍ତି କୁ ଭୁଲି ଯାଉଛୁ । ଆମେ କେତେ ନିଷ୍ଠୁର । କେତେ ମହାନ ଆନ୍ଦୋଳନ, କୃଷ୍ଣ-ଚେତନା, ଦୁନିଆ ସାରା ଚାଲିଛି, କିନ୍ତୁ ଆମ ଭାରତୀୟ ମାନେ ନିଷ୍ଠୁର, ଆମର ସରକାର ନିଷ୍ଠୁର । ସେମାନେ ନିଅନ୍ତି ନାହିଁ । ତାହା ଆମର ଦୁର୍ଭାଗ୍ୟ । କିନ୍ତୁ ଏହା ଚୈତନ୍ୟ ମହାପ୍ରଭୁଙ୍କ ଲକ୍ଷ (ଉଦ୍ଦେଶ୍ୟ) । ସେ କହୁଛନ୍ତି, କୌଣସି ଭାରତୀୟ, ଭାରତ ଭୂମିତେ ମନୁଷ୍ୟ ଜନ୍ମ, ଯଦି ସିଏ ମଣିଷ, ସିଏ ତାର ଜୀବନ କୁ ବୈଦିକ ଉପନ୍ୟାସ ର ଲାଭ ଉଠେଇ ସମ୍ପୂର୍ଣ କରିବା ନିହାତି ଦରକାର । ଏବଂ ସେହି ଜ୍ଞାନ କୁ ଜଗତ ସାରା ବିସ୍ତାର କର । ତାହା ହେଉଛି ପର-ଉପକାର । ତେଣୁ ଭାରତ କରି ପାରିବ । ସେମାନେ ପ୍ରକୃତ ରେ ପ୍ରଶଂସା କରୁଛନ୍ତି । ଏହି ଇଉରୋପୀୟ,ଆମେରିକା ର ଯୁବ ମାନେ, ସେମାନେ ପ୍ରଶଂସା କରୁଛନ୍ତି ଯେ କେତେ ମହାନ... ମୁଁ ପ୍ରତିଦିନ ବହୁତ ପତ୍ର ପାଏ, ସେମାନେ କେମିତି ଏହି ଆନ୍ଦୋଳନ ଦ୍ଵାରା ଉପକାର ପାଇଛନ୍ତି । ପ୍ରକୃତ ରେ, ଏହା ହେଉଛି ସତ୍ୟ । ଏହା ମୃତ ଶରୀର ପାଇଁ ଜୀବନ ଦେଉଛି । ତେଣୁ ମୁଁ ଭାରତୀୟ ମାନଙ୍କୁ ଅନୁରୋଧ କରିବି, ବିଶେଷତଃ ମହାଶୟ, ଦୟା କରି ଏହି ଆନ୍ଦୋଳନ ସହ ସହଯୋଗ କରନ୍ତୁ, ଏବଂ ନିଜର ଆଉ ଅନ୍ୟମାନଙ୍କ ଜୀବନ ସାର୍ଥକ କରିବାକୁ ଚେଷ୍ଟା କରନ୍ତୁ । ତାହା ହେଉଛି କୃଷ୍ଣଙ୍କ ଉଦ୍ଦେଶ୍ୟ, କୃଷ୍ଣଙ୍କ ଆଗମନ । ବହୁତ ବହୁତ ଧନ୍ୟବାଦ ।
ତେଣୁ ,ଯାହା ଘଟୁ ପଛେ, ଭାରତରେ ସବୁ ମହାନ ବ୍ୟକ୍ତି, ସାଧୁ ବ୍ୟକ୍ତି,ଋଷି ଏବଂ ଆଚାର୍ଯ୍ୟ ମାନେ, ସେମାନେ ଏହି ଆଧ୍ୟାତ୍ମିକ ଜ୍ଞାନକୁ ଏତେ ଭଲ ଏବଂ ସମ୍ପୂର୍ଣ ଭାବେ ଉତ୍ପାଦନ କରିଛନ୍ତି ଏବଂ ଆମେ ଏହାର ଲାଭ ନେଉ ନାହୁଁ । ଏହା ନୁହେଁ ଯେ ସେହି ଶାସ୍ତ୍ର ଏବଂ ଆଦେଶ ଗୁଡିକ ଖାଲି ଭାରତୀୟ ବା ହିନ୍ଦୁ ବା ବ୍ରାହ୍ମଣ ମାନଙ୍କ ଉଦ୍ଦେଶ୍ୟ ରେ ଅଛି । ନାଁ । ଏହା ସମସ୍ତଙ୍କ ଉଦ୍ଦେଶ୍ୟ ରେ ଅଛି । କାରଣ କୃଷ୍ଣ ଦାବି କରୁଛନ୍ତି
 
:ସର୍ବ ଯୋନିଶୁ କୌନ୍ତେୟ  
:ସମ୍ଭବନ୍ତି ମୂର୍ତ୍ତୟଃ ୟଃ  
:ତାସମ୍ ମହଦ୍ ବ୍ରହ୍ମ ୟୋନିର୍  
:ଅହଂ ବୀଜ-ପ୍ରଦହ ପିତା  
:([[Vanisource:BG 14.4 (1972)|BG 14.4]])
 
କୃଷ୍ଣ ଦାବି କରୁଛନ୍ତି ଯେ “ମୁଁ ସମସ୍ତଙ୍କ ପିତା” । ସେଥିପାଇଁ, ସିଏ ଆମକୁ ଶାନ୍ତିମୟ, ଖୁସି କରିବାକୁ ବହୁତ ଆତୁର ଅଛନ୍ତି । ଠିକ୍ ଯେପରି ପିତା ତା ନିଜ ପୁତ୍ରକୁ ଭଲ ଅବସ୍ଥା ଏବଂ ଖୁସିରେ ଦେଖିବାକୁ ଚାହୁଁଛି ; ଠିକ୍ ସେହି ପରି, କୃଷ୍ଣ ମଧ୍ୟ ଆମ ସମସ୍ତଙ୍କୁ ଖୁସି ଏବଂ ଭଲ ଅବସ୍ଥା ରେ ଦେଖିବାକୁ ଚାହୁଁଛନ୍ତି । ସେଥିପାଇଁ ସିଏ କେବେ କେବେ ଆସନ୍ତି । ([[Vanisource:BG 4.7 (1972)|BG 4.7]]) ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର ଭବତି । ଏହା କୃଷ୍ଣଙ୍କ ଆଗମନର ଉଦ୍ଦେଶ୍ୟ । ତେଣୁ ଯେଉଁମାନେ କୃଷ୍ଣଙ୍କର ସେବକ, କୃଷ୍ଣଙ୍କ ଭକ୍ତ, ସେମାନେ କୃଷ୍ଣଙ୍କ ଉଦ୍ଦେଶ୍ୟ(ଲକ୍ଷ) ନେବା ଦରକାର । ସେମାନେ କୃଷ୍ଣଙ୍କ ଉଦ୍ଦେଶ୍ୟ(ଲକ୍ଷ) ଗ୍ରହଣ କରିବା ଦରକାର । ତାହା ହେଉଛି ଚୈତନ୍ୟ ମହାପ୍ରଭୁଙ୍କ ବିବରଣ ।  
 
:ଆମାର ଅଜ୍ଞାୟ ଗୁରୁ ହଁୟା ତାର ଏଇ ଦେଶ  
:ୟାରେ ଦେଖ ତାରେ କହ କୃଷ୍ଣ-ଉପଦେଶ  
:([[Vanisource:CC Madhya 7.128|CC Madhya 7.128]])
 
କୃଷ୍ଣ ଉପଦେଶ । କୃଷ୍ଣ ଭଗବଦ୍ ଗୀତା ରେ ଯାହା କହିଛନ୍ତି, ତାକୁ ଖାଲି ପ୍ରଚାର ପ୍ରସାର କର । ତାହା ସବୁ ଭାରତୀୟ ର କର୍ତ୍ତବ୍ୟ । ଚୈତନ୍ୟ ମହାପ୍ରଭୁ କହୁଛନ୍ତି:
 
:ଭାରତ-ଭୂମିତେ ମନୁଷ୍ୟ ଜନ୍ମ ହଇଲା ୟାର  
:ଜନ୍ମ ସାର୍ଥକ କରି ପର-ଉପକାର  
:([[Vanisource:CC Adi 9.41|CC Adi 9.41]])
 
ତେଣୁ ଭାରତୀୟ, ଭାରତୀୟ ମାନଙ୍କ ଉଦ୍ଦେଶ୍ୟ ପର-ଉପକାର ଥିବା ଦରକାର । ଭାରତୀୟ ମାନଙ୍କ ଅଭିପ୍ରାୟେ ଅନ୍ୟ ମାନଙ୍କୁ ଶୋଷଣ କରିବା ନୁହେଁ । ତାହା ଭାରତୀୟଙ୍କ ବ୍ୟବସାୟ ନୁହେଁ । ଭାରତୀୟ ଇତିହାସ ପର-ଉପକାର ରେ ପୂର୍ଣ । ଏବଂ ଆଗରୁ, ଦୁନିଆ ର ସବୁ ଭାଗ ରୁ, ଆଧ୍ୟାତ୍ମିକ ଜୀବନ କଣ ଶିଖିବାକୁ ଭାରତକୁ ଆସୁଥିଲେ । ଯୀଶୁ କ୍ରିଷ୍ଟ ମଧ୍ୟ ସେଠାକୁ ଯାଇଥିଲେ । ଏବଂ ଚୀନ ରୁ ଏବଂ ଅନ୍ୟ ଦେଶରୁ । ତାହା ଇତିହାସ ଅଟେ । ଏବଂ ଆମେ ଆମ ନିଜର ମୂଲ୍ୟବାନ ସମ୍ପତ୍ତି କୁ ଭୁଲି ଯାଉଛୁ । ଆମେ କେତେ ନିଷ୍ଠୁର । କେତେ ମହାନ ଆନ୍ଦୋଳନ, କୃଷ୍ଣ-ଚେତନା, ଦୁନିଆ ସାରା ଚାଲିଛି, କିନ୍ତୁ ଆମ ଭାରତୀୟ ମାନେ ନିଷ୍ଠୁର, ଆମର ସରକାର ନିଷ୍ଠୁର । ସେମାନେ ନିଅନ୍ତି ନାହିଁ । ତାହା ଆମର ଦୁର୍ଭାଗ୍ୟ । କିନ୍ତୁ ଏହା ଚୈତନ୍ୟ ମହାପ୍ରଭୁଙ୍କ ଲକ୍ଷ (ଉଦ୍ଦେଶ୍ୟ) । ସେ କହୁଛନ୍ତି, କୌଣସି ଭାରତୀୟ, ଭାରତ ଭୂମିତେ ମନୁଷ୍ୟ ଜନ୍ମ, ଯଦି ସିଏ ମଣିଷ, ସିଏ ତାର ଜୀବନ କୁ ବୈଦିକ ଉପନ୍ୟାସ ର ଲାଭ ଉଠେଇ ସମ୍ପୂର୍ଣ କରିବା ନିହାତି ଦରକାର । ଏବଂ ସେହି ଜ୍ଞାନ କୁ ଜଗତ ସାରା ବିସ୍ତାର କର । ତାହା ହେଉଛି ପର-ଉପକାର । ତେଣୁ ଭାରତ କରି ପାରିବ । ସେମାନେ ପ୍ରକୃତ ରେ ପ୍ରଶଂସା କରୁଛନ୍ତି । ଏହି ଇଉରୋପୀୟ,ଆମେରିକା ର ଯୁବ ମାନେ, ସେମାନେ ପ୍ରଶଂସା କରୁଛନ୍ତି ଯେ କେତେ ମହାନ... ମୁଁ ପ୍ରତିଦିନ ବହୁତ ପତ୍ର ପାଏ, ସେମାନେ କେମିତି ଏହି ଆନ୍ଦୋଳନ ଦ୍ଵାରା ଉପକାର ପାଇଛନ୍ତି । ପ୍ରକୃତ ରେ, ଏହା ହେଉଛି ସତ୍ୟ । ଏହା ମୃତ ଶରୀର ପାଇଁ ଜୀବନ ଦେଉଛି । ତେଣୁ ମୁଁ ଭାରତୀୟ ମାନଙ୍କୁ ଅନୁରୋଧ କରିବି, ବିଶେଷତଃ ମହାଶୟ, ଦୟା କରି ଏହି ଆନ୍ଦୋଳନ ସହ ସହଯୋଗ କରନ୍ତୁ, ଏବଂ ନିଜର ଆଉ ଅନ୍ୟମାନଙ୍କ ଜୀବନ ସାର୍ଥକ କରିବାକୁ ଚେଷ୍ଟା କରନ୍ତୁ । ତାହା ହେଉଛି କୃଷ୍ଣଙ୍କ ଉଦ୍ଦେଶ୍ୟ, କୃଷ୍ଣଙ୍କ ଆଗମନ । ବହୁତ ବହୁତ ଧନ୍ୟବାଦ ।
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:07, 16 October 2018

Janmastami Lord Sri Krsna's Appearance Day Lecture -- London, August 21, 1973

ତେଣୁ ,ଯାହା ଘଟୁ ପଛେ, ଭାରତରେ ସବୁ ମହାନ ବ୍ୟକ୍ତି, ସାଧୁ ବ୍ୟକ୍ତି,ଋଷି ଏବଂ ଆଚାର୍ଯ୍ୟ ମାନେ, ସେମାନେ ଏହି ଆଧ୍ୟାତ୍ମିକ ଜ୍ଞାନକୁ ଏତେ ଭଲ ଏବଂ ସମ୍ପୂର୍ଣ ଭାବେ ଉତ୍ପାଦନ କରିଛନ୍ତି ଏବଂ ଆମେ ଏହାର ଲାଭ ନେଉ ନାହୁଁ । ଏହା ନୁହେଁ ଯେ ସେହି ଶାସ୍ତ୍ର ଏବଂ ଆଦେଶ ଗୁଡିକ ଖାଲି ଭାରତୀୟ ବା ହିନ୍ଦୁ ବା ବ୍ରାହ୍ମଣ ମାନଙ୍କ ଉଦ୍ଦେଶ୍ୟ ରେ ଅଛି । ନାଁ । ଏହା ସମସ୍ତଙ୍କ ଉଦ୍ଦେଶ୍ୟ ରେ ଅଛି । କାରଣ କୃଷ୍ଣ ଦାବି କରୁଛନ୍ତି:

ସର୍ବ ଯୋନିଶୁ କୌନ୍ତେୟ
ସମ୍ଭବନ୍ତି ମୂର୍ତ୍ତୟଃ ୟଃ
ତାସମ୍ ମହଦ୍ ବ୍ରହ୍ମ ୟୋନିର୍
ଅହଂ ବୀଜ-ପ୍ରଦହ ପିତା
(BG 14.4)

କୃଷ୍ଣ ଦାବି କରୁଛନ୍ତି ଯେ “ମୁଁ ସମସ୍ତଙ୍କ ପିତା” । ସେଥିପାଇଁ, ସିଏ ଆମକୁ ଶାନ୍ତିମୟ, ଖୁସି କରିବାକୁ ବହୁତ ଆତୁର ଅଛନ୍ତି । ଠିକ୍ ଯେପରି ପିତା ତା ନିଜ ପୁତ୍ରକୁ ଭଲ ଅବସ୍ଥା ଏବଂ ଖୁସିରେ ଦେଖିବାକୁ ଚାହୁଁଛି ; ଠିକ୍ ସେହି ପରି, କୃଷ୍ଣ ମଧ୍ୟ ଆମ ସମସ୍ତଙ୍କୁ ଖୁସି ଏବଂ ଭଲ ଅବସ୍ଥା ରେ ଦେଖିବାକୁ ଚାହୁଁଛନ୍ତି । ସେଥିପାଇଁ ସିଏ କେବେ କେବେ ଆସନ୍ତି । (BG 4.7) ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର ଭବତି । ଏହା କୃଷ୍ଣଙ୍କ ଆଗମନର ଉଦ୍ଦେଶ୍ୟ । ତେଣୁ ଯେଉଁମାନେ କୃଷ୍ଣଙ୍କର ସେବକ, କୃଷ୍ଣଙ୍କ ଭକ୍ତ, ସେମାନେ କୃଷ୍ଣଙ୍କ ଉଦ୍ଦେଶ୍ୟ(ଲକ୍ଷ) ନେବା ଦରକାର । ସେମାନେ କୃଷ୍ଣଙ୍କ ଉଦ୍ଦେଶ୍ୟ(ଲକ୍ଷ) ଗ୍ରହଣ କରିବା ଦରକାର । ତାହା ହେଉଛି ଚୈତନ୍ୟ ମହାପ୍ରଭୁଙ୍କ ବିବରଣ ।

ଆମାର ଅଜ୍ଞାୟ ଗୁରୁ ହଁୟା ତାର ଏଇ ଦେଶ
ୟାରେ ଦେଖ ତାରେ କହ କୃଷ୍ଣ-ଉପଦେଶ
(CC Madhya 7.128)

କୃଷ୍ଣ ଉପଦେଶ । କୃଷ୍ଣ ଭଗବଦ୍ ଗୀତା ରେ ଯାହା କହିଛନ୍ତି, ତାକୁ ଖାଲି ପ୍ରଚାର ପ୍ରସାର କର । ତାହା ସବୁ ଭାରତୀୟ ର କର୍ତ୍ତବ୍ୟ । ଚୈତନ୍ୟ ମହାପ୍ରଭୁ କହୁଛନ୍ତି:

ଭାରତ-ଭୂମିତେ ମନୁଷ୍ୟ ଜନ୍ମ ହଇଲା ୟାର
ଜନ୍ମ ସାର୍ଥକ କରି ପର-ଉପକାର
(CC Adi 9.41)