OR/Prabhupada 0021 - ଏଇ ଦେଶ ରେ ଏତେ ତଲାକ କାହିଁକି ହଉଛି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0021 - in all Languages Category:OR-Quotes - 1976 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 8: Line 8:
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0020 - କୃଷ୍ଣଙ୍କୁ ବୁଝିବା ଏତେ ସହଜ ନୁହେଁ|0020|OR/Prabhupada 0022 - କୃଷ୍ଣ ଭୋକିଲା ନୁହଁନ୍ତି|0022}}
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
<div class="center">
<div class="center">
Line 16: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|WT16rZpPLrA|Why So Many Divorces In This Country -<br />Prabhupāda 0021}}
{{youtube_right|ylIf9zEpuos|ଏଇ ଦେଶ ରେ ଏତେ ତଲାକ କାହିଁକି ହଉଛି <br /> - Prabhupāda 0021}}
<!-- END VIDEO LINK -->
<!-- END VIDEO LINK -->


<!-- BEGIN AUDIO LINK -->
<!-- BEGIN AUDIO LINK -->
<mp3player>http://vaniquotes.org/w/images/760526SB.HON_clip1.mp3</mp3player>  
<mp3player>https://s3.amazonaws.com/vanipedia/clip/760526SB.HON_clip1.mp3</mp3player>  
<!-- END AUDIO LINK -->
<!-- END AUDIO LINK -->


Line 28: Line 31:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ତେଣୁ ଏହା ହେଉଛି ସାଧାରଣ ଜୀବନ ଧାରା. ପ୍ରତେକ୍ ଏହି ଭୌତିକ କାର୍ଯ୍ୟକଳାପରେ ଲିପ୍ତ, ଏବଂ ଏହି ଭୌତିକ କାର୍ଯ୍ୟକଳାପର ମୌଳିକ ନିୟମ ହେଉଛି ଗୃହସ୍ଥ, ପାରିବାରିକ ଜିବନ. ବୈଦୀକ ପ୍ରଣାଳୀରେ ହେଉ, କିମ୍ବା ଅନ୍ୟ ଯେ କୌଣସିଠାରେ ହେଉ, ପାରିବାରିକ ଜିବନ ହେଉଛି ସ୍ତ୍ରୀ, ଛୁଆ ମାନକଂର ଭରଣ ପୋଷଣ କରିବା. ପ୍ରତେକ୍ ଏଥିରେ କାର୍ଯ୍ୟରତ. ସେମାନେ ଭାବନ୍ତି ଏହା ହିଁ କେବଳ କର୍ମ. 'ପରିବାର ର ଭରଣ ପୋଷଣ କରିବା ହିଁ କେବଳ ମୋର କର୍ମ. ଯେତେ ଭଲରେ ହେଇପାରିବ, ତାହା କରିବା ହିଁ ହେଉଛି ମୋର କର୍ମ. କେହି ଭାବନ୍ତି ନାହିଁ ଯେ ଏହି ପ୍ରକାର କାର୍ଯ୍ୟ ତ ପଶୁମାନେ ଭି କରନ୍ତି. ସେମାନକଂର ଭି ପିଲା ଛୁଆ ଅଛନ୍ତି ଏବଂ ସେମାନେ ମଧ୍ୟ ଖୁଆନ୍ତି. ତାହାଲେ ଫରକ୍ କଣ? ତେଣୁ ଏଠାରେ ମୁଢ ଶବ୍ଦ ବ୍ୟବହାର କରାଯାଇଛି. ମୁଢ ମାନେ ଗଧ. ଯିଏ ଏହି କାର୍ଯ୍ୟ ରେ ଲିପ୍ତ, ଭୁଯାଂନଃ ପ୍ରପିବଂ ଖାଦନ. ପ୍ରପିବଂ. ପ୍ରପିବଂ ମାନେ ପିଇବା ଏବଂ ଭୁଯାଂନଃ ମାନେ ଖାଇବା. ଯେତେବେଳେ ଖାଉଛ, ଯେତେବେଳେ ପିଉଛ, ଯେତେବେଳେ ଚୋବୋଉଚ୍ଛ, ଚର୍ବ ଚସ୍ୟ ରଜ ପ୍ରେୟ (?) ଖାଦ୍ୟ ଚାରି ପ୍ରକାରରେ ଖାଇ ହେବ. କେବେକେବେ ଆମେ ଚୋବୋଉ, କେବେକେବେ ଆମେ ଜିଭରେ ଚାଟୁ, କେବେକେବେ ଆମେ ଢୋକୁ, ଆଉ କେବେକେବେ ଆମେ ପିଉ. ତେଣୁ ଚାରି ପ୍ରକାରର ଖାଦ୍ୟ ପଦାର୍ଥ ଅଛି. ସେଥିଲାଗି ଆମେ ଗାଉ " ଚତୁଃ ଭିଧା ଶ୍ରୀ ଭଗବତ୍ ପ୍ରସାଦାତା'. ଚତୁଃ ଭିଧା ମାନେ ଚାରି ପ୍ରକାର/ବିଭାଗ. ତେଣୁ ଆମେ ଭଗବାନଅଂକୁ ବହୁ ପ୍ରକାର ର ଖାଦ୍ୟକୁ ଏହି ଚାରି ବିଭାଗରେ ଅର୍ପଣ କରୁ. କିଛି ଚୋବେଇଲା ଭଳି, କିଛି ଚାଟିଲା ଭଳି, କିଛି ଢୋକିଲା ଭଳି, ସେହି ଭାବରେ. ତେଣୁ ଭୁଯାଂନଃ ପ୍ରପିବଂ ଖାଦନ ବାଳକମ୍ ସ୍ନେହ ୟାନତୃତଃ. ପିତା ଓ ମାତା ପିଲାମାନଙ୍କକୁ କିପରି ଖାଦ୍ୟ ଦେବେ ସେ କଥା ସେମାନେ ବୁଝନ୍ତି. ଆମ୍ଭେମାନେ ଦେଖିଛୁ କିପରି ମା ଯଶୋଦା କୃଷ୍ନକୁ ଖୁଆଉଥିଲେ ସେମିତି. ଏଠାରେ ଫରକ୍ ହେଲା ଆମେ ସଧାରଣ ପିଲାଂକୁ ଖୁଆଉଛେ ଯାହାକି ବିଲେଇ ଓ କୁକୁର ମାନେ ମଧ୍ୟ କରନ୍ତି. କିନ୍ତୁ ଯଶୋଦା ମା କୃଷ୍ନକୁ ଖୁଆଉଛନ୍ତି. ପ୍ରକ୍ରିୟା ସମାନ . ଏହି ପ୍ରକ୍ରିୟାରେ କିଛି ଫରକ୍ ନାହିଁ, କିନ୍ତୁ ଗୋଟେହେଲା କୃଷ୍ଣ କେନ୍ଦ୍ର ଏବଂ ଅନ୍ୟଟି whimsical/ସାଧାରଣ କେନ୍ଦ୍ର ତାହା ହିଁ ତଫାତ୍. ଯେତେବେଳେ ଏହା କୃଷ୍ଣ କେନ୍ଦ୍ରିକ, ସେତେବେଳେ ଏହା ଆଧ୍ୟାତମିକ, ଏବଂ ଯେତେବେଳେ ଏହା ସାଧାରଣ/whimsical କେନ୍ଦ୍ରିକ, ତାହାଲେ ଏହା ଭୌତିକ/material ଅଟେ. ସେଠାରେ ଭୌତିକ ଆଉ ... ମଧ୍ୟରେ କିଛି ଫରକ୍ ନାହିଁ. ଏହାହି ଫରକ୍. ସେଠାରେ. ଠିକ୍ ଯେମିତି କାମନା ଏବଂ ପ୍ରେମ, ବିଶୁଦ୍ଧ ପ୍ରେମ. କାମନା ଏବଂ ପ୍ରେମ ମଧ୍ୟରେ ଫରକ୍ କଣ? ଆମେ ଏଠାରେ ମିସଉଛେ, ପୁରୁଷ ଏବଂ ସ୍ତ୍ରୀ, କୁ କାମନା ସହିତ, ଏବଂ କୃଷ୍ଣ ମଧ୍ୟ ମିସୁଛନ୍ତି ଗୋପି ମାନଂକ ସହିତ. ବାହିକ ଦୃସ୍ଟିରୁ ସେମାନେ ଏକା ଦେଖା ଜାଆନ୍ତି. ତାହାଲେ ଫରକ୍ କଣ? ତେଣୁ ଏହି ଫରକ୍ ବିସୟରେ ଚୈତନ୍ୟ - ଚରିତାମୃତ ର ରଚକ ବ୍ୟାଖା କରିଛନ୍ତି, ଯେ କାମନା ଏବଂ ପ୍ରେମ ମଧ୍ୟରେ ଫରକ୍ କଣ? ତାହା ବୁଝାଯାଇଅଛି. ତାହା ବୁଝାଯାଇଅଛି. ସେ କହିଛନ୍ତି, ଆତ୍ମେଂଦୃୟ-ପ୍ରିତି-ବାଂଛା-ତାରେ ବଲି 'କାମ' (ଚୈତନ୍ୟ - ଚରିତାମୃତ ଅଦୀ 4.୧୬୫) "ମୁଁ ଜେତବେଳେ ମୋ ଇନ୍ଦ୍ରିୟ ମାନକୁଂ ତୃପ୍ତ କରୁଛି, ତାହା ହେଉଛି କାମ" କିନ୍ତୁ କୃଷ୍ନେଂଦ୍ରିୟ-ପ୍ରିତି-ଇଛା ଧରେ 'ପ୍ରେମ ନାମ, ଏବଂ ଜେତବେଳେ ଆମେ କୃଷ୍ନକଂର ଇନ୍ଦ୍ରିୟ ତୃପ୍ତ କରିବାକୁ ଇଛା କରୁ, ତାହାଲେ ଏହା ପ୍ରେମ." ତାହା ହିଁ ଫରକ୍. ଏହି ଭୌତିକ ପୃଥିବୀ, ସେଠାରେ ପ୍ରେମ ନାହିଁ. କାରଣ ପୁରୁଷ ଏବଂ ସ୍ତ୍ରୀ, ସେମାନଂକର କୌଣସି ଧାରଣା ନାହିଁ ଯେ "ମୁଁ ପୁରୁଷ ସହିତ ମିସୁଛି, ସେହି ପୁରୁଷ ଯିଏକି ମୋ ସହିତ ଇନ୍ଦ୍ରିୟ ତୃପ୍ତ କରୁଛି." ନା. "ମୁଁ ମୋର ଇନ୍ଦ୍ରିୟ ତୃପ୍ତ କରିବି." ଏହାହିଁ ମୌଳିକ ନିୟମ. ପୁରୁଷ ବିଚାର କରେ କି "ଏହି ସ୍ତ୍ରୀ ସହିତ ମିସି, ମୁଁ ମୋର ଇନ୍ଦ୍ରିୟ ତୃପ୍ତ କରିବି." ଏବଂ ସ୍ତ୍ରୀ ବିଚାର କରେ କି "ଏହି ପୁରୁଷ ସହିତ ମିସି, ମୁଁ ମୋର ଇନ୍ଦ୍ରିୟ ତୃପ୍ତ କରିବି." ତେଣୁ ପାସ୍ଚାତ୍ୟ ଦେସ ମାନଂକରେ ଏହା ବିସେସତହ ଦେଖା ଜାଏ ଯେ, ଜେତବେଳେ ନିଜ ଇନ୍ଦ୍ରିୟ ତୃପ୍ତି ରେ ବାଧା ଆସେ, ସେହିକ୍ଷଣି ଛାଡପତ୍ର. ଏହା ମନୋବୈଜ୍ଞାନିକ, କାହିଁକି ଏହି ଦେଶରେ ଏତେ ଛାଡପତ୍ର. ମୁଳ କାରଣ ହେଲା ଯେ "ଯଦି ମୋତେ ଜଲ୍ଦୀ ତୃପ୍ତି ମିଳୁନି, ତାହାଲେ ମୋର ଦରକାର୍ ନାହିଁ." ତାହା ଶ୍ରୀମଦ୍ ଭାଗବତମ୍ ରେ ବ୍ୟାଖ୍ୟା କରା ଜାଇଅଛି: ଦାମ୍-ପତ୍ୟଂ ରତିମ୍ ଏଭ ହୀ. ଏହି ଯୁଗରେ, ସ୍ବାମୀ ଓ ସ୍ତ୍ରୀ ମାନେ ହେଲା ନିଜର ଯୌନ ବା ଲିଂଗ ତୃପ୍ତି. ଏଠାରେ ପ୍ରଶ୍ନ ନାହିଁ କି " ଆମେ ଏକାଠି ରହିବା; ଆମେ କୃଷ୍ନକୂଂ କିପରି ତୃପ୍ତ କରିବା ତାହା ସିଖିକୀ ତାଂକୁ/ତାକୂଂ ତୃପ୍ତ କରିବା." ତାହା କୃଷ୍ଣ ଚେତନାଯୁକ୍ତ ଅଭିଯାନ.
ତେଣୁ ଏହା ହେଉଛି ସାଧାରଣ ଜୀବନ ଧାରା. ପ୍ରତେକ୍ ଏହି ଭୌତିକ କାର୍ଯ୍ୟକଳାପରେ ଲିପ୍ତ, ଏବଂ ଏହି ଭୌତିକ କାର୍ଯ୍ୟକଳାପର ମୌଳିକ ନିୟମ ହେଉଛି ଗୃହସ୍ଥ, ପାରିବାରିକ ଜିବନ. ବୈଦୀକ ପ୍ରଣାଳୀରେ ହେଉ, କିମ୍ବା ଅନ୍ୟ ଯେ କୌଣସିଠାରେ ହେଉ, ପାରିବାରିକ ଜିବନ ହେଉଛି ସ୍ତ୍ରୀ, ଛୁଆ ମାନକଂର ଭରଣ ପୋଷଣ କରିବା. ପ୍ରତେକ୍ ଏଥିରେ କାର୍ଯ୍ୟରତ. ସେମାନେ ଭାବନ୍ତି ଏହା ହିଁ କେବଳ କର୍ମ. 'ପରିବାର ର ଭରଣ ପୋଷଣ କରିବା ହିଁ କେବଳ ମୋର କର୍ମ. ଯେତେ ଭଲରେ ହେଇପାରିବ, ତାହା କରିବା ହିଁ ହେଉଛି ମୋର କର୍ମ. କେହି ଭାବନ୍ତି ନାହିଁ ଯେ ଏହି ପ୍ରକାର କାର୍ଯ୍ୟ ତ ପଶୁମାନେ ଭି କରନ୍ତି. ସେମାନକଂର ଭି ପିଲା ଛୁଆ ଅଛନ୍ତି ଏବଂ ସେମାନେ ମଧ୍ୟ ଖୁଆନ୍ତି. ତାହାଲେ ଫରକ୍ କଣ? ତେଣୁ ଏଠାରେ ମୁଢ ଶବ୍ଦ ବ୍ୟବହାର କରାଯାଇଛି. ମୁଢ ମାନେ ଗଧ. ଯିଏ ଏହି କାର୍ଯ୍ୟ ରେ ଲିପ୍ତ, ଭୁଯାଂନଃ ପ୍ରପିବଂ ଖାଦନ. ପ୍ରପିବଂ. ପ୍ରପିବଂ ମାନେ ପିଇବା ଏବଂ ଭୁଯାଂନଃ ମାନେ ଖାଇବା. ଯେତେବେଳେ ଖାଉଛ, ଯେତେବେଳେ ପିଉଛ, ଯେତେବେଳେ ଚୋବୋଉଚ୍ଛ, ଚର୍ବ ଚସ୍ୟ ରଜ ପ୍ରେୟ (?) ଖାଦ୍ୟ ଚାରି ପ୍ରକାରରେ ଖାଇ ହେବ. କେବେକେବେ ଆମେ ଚୋବୋଉ, କେବେକେବେ ଆମେ ଜିଭରେ ଚାଟୁ, କେବେକେବେ ଆମେ ଢୋକୁ, ଆଉ କେବେକେବେ ଆମେ ପିଉ. ତେଣୁ ଚାରି ପ୍ରକାରର ଖାଦ୍ୟ ପଦାର୍ଥ ଅଛି. ସେଥିଲାଗି ଆମେ ଗାଉ " ଚତୁଃ ଭିଧା ଶ୍ରୀ ଭଗବତ୍ ପ୍ରସାଦାତା'. ଚତୁଃ ଭିଧା ମାନେ ଚାରି ପ୍ରକାର/ବିଭାଗ. ତେଣୁ ଆମେ ଭଗବାନଅଂକୁ ବହୁ ପ୍ରକାର ର ଖାଦ୍ୟକୁ ଏହି ଚାରି ବିଭାଗରେ ଅର୍ପଣ କରୁ. କିଛି ଚୋବେଇଲା ଭଳି, କିଛି ଚାଟିଲା ଭଳି, କିଛି ଢୋକିଲା ଭଳି, ସେହି ଭାବରେ.  
 
ତେଣୁ ଭୁଯାଂନଃ ପ୍ରପିବଂ ଖାଦନ ବାଳକମ୍ ସ୍ନେହ ୟାନତୃତଃ. ପିତା ଓ ମାତା ପିଲାମାନଙ୍କକୁ କିପରି ଖାଦ୍ୟ ଦେବେ ସେ କଥା ସେମାନେ ବୁଝନ୍ତି. ଆମ୍ଭେମାନେ ଦେଖିଛୁ କିପରି ମା ଯଶୋଦା କୃଷ୍ନକୁ ଖୁଆଉଥିଲେ ସେମିତି. ଏଠାରେ ଫରକ୍ ହେଲା ଆମେ ସଧାରଣ ପିଲାଂକୁ ଖୁଆଉଛେ ଯାହାକି ବିଲେଇ ଓ କୁକୁର ମାନେ ମଧ୍ୟ କରନ୍ତି. କିନ୍ତୁ ଯଶୋଦା ମା କୃଷ୍ନକୁ ଖୁଆଉଛନ୍ତି. ପ୍ରକ୍ରିୟା ସମାନ . ଏହି ପ୍ରକ୍ରିୟାରେ କିଛି ଫରକ୍ ନାହିଁ, କିନ୍ତୁ ଗୋଟେହେଲା କୃଷ୍ଣ କେନ୍ଦ୍ର ଏବଂ ଅନ୍ୟଟି whimsical/ସାଧାରଣ କେନ୍ଦ୍ର ତାହା ହିଁ ତଫାତ୍. ଯେତେବେଳେ ଏହା କୃଷ୍ଣ କେନ୍ଦ୍ରିକ, ସେତେବେଳେ ଏହା ଆଧ୍ୟାତମିକ, ଏବଂ ଯେତେବେଳେ ଏହା ସାଧାରଣ/whimsical କେନ୍ଦ୍ରିକ, ତାହାଲେ ଏହା ଭୌତିକ/material ଅଟେ. ସେଠାରେ ଭୌତିକ ଆଉ ... ମଧ୍ୟରେ କିଛି ଫରକ୍ ନାହିଁ. ଏହାହି ଫରକ୍. ସେଠାରେ. ଠିକ୍ ଯେମିତି କାମନା ଏବଂ ପ୍ରେମ, ବିଶୁଦ୍ଧ ପ୍ରେମ. କାମନା ଏବଂ ପ୍ରେମ ମଧ୍ୟରେ ଫରକ୍ କଣ? ଆମେ ଏଠାରେ ମିସଉଛେ, ପୁରୁଷ ଏବଂ ସ୍ତ୍ରୀ, କୁ କାମନା ସହିତ, ଏବଂ କୃଷ୍ଣ ମଧ୍ୟ ମିସୁଛନ୍ତି ଗୋପି ମାନଂକ ସହିତ. ବାହିକ ଦୃସ୍ଟିରୁ ସେମାନେ ଏକା ଦେଖା ଜାଆନ୍ତି. ତାହାଲେ ଫରକ୍ କଣ? ତେଣୁ ଏହି ଫରକ୍ ବିସୟରେ ଚୈତନ୍ୟ - ଚରିତାମୃତ ର ରଚକ ବ୍ୟାଖା କରିଛନ୍ତି, ଯେ କାମନା ଏବଂ ପ୍ରେମ ମଧ୍ୟରେ ଫରକ୍ କଣ? ତାହା ବୁଝାଯାଇଅଛି. ତାହା ବୁଝାଯାଇଅଛି. ସେ କହିଛନ୍ତି, ଆତ୍ମେଂଦୃୟ-ପ୍ରିତି-ବାଂଛା-ତାରେ ବଲି 'କାମ' ([[Vanisource:CC Adi 4.165|CC Adi 4.165]]) "ମୁଁ ଜେତବେଳେ ମୋ ଇନ୍ଦ୍ରିୟ ମାନକୁଂ ତୃପ୍ତ କରୁଛି, ତାହା ହେଉଛି କାମ" କିନ୍ତୁ କୃଷ୍ନେଂଦ୍ରିୟ-ପ୍ରିତି-ଇଛା ଧରେ 'ପ୍ରେମ ନାମ, ଏବଂ ଜେତବେଳେ ଆମେ କୃଷ୍ନକଂର ଇନ୍ଦ୍ରିୟ ତୃପ୍ତ କରିବାକୁ ଇଛା କରୁ, ତାହାଲେ ଏହା ପ୍ରେମ." ତାହା ହିଁ ଫରକ୍. ଏହି ଭୌତିକ ପୃଥିବୀ, ସେଠାରେ ପ୍ରେମ ନାହିଁ. କାରଣ ପୁରୁଷ ଏବଂ ସ୍ତ୍ରୀ, ସେମାନଂକର କୌଣସି ଧାରଣା ନାହିଁ ଯେ "ମୁଁ ପୁରୁଷ ସହିତ ମିସୁଛି, ସେହି ପୁରୁଷ ଯିଏକି ମୋ ସହିତ ଇନ୍ଦ୍ରିୟ ତୃପ୍ତ କରୁଛି." ନା. "ମୁଁ ମୋର ଇନ୍ଦ୍ରିୟ ତୃପ୍ତ କରିବି." ଏହାହିଁ ମୌଳିକ ନିୟମ. ପୁରୁଷ ବିଚାର କରେ କି "ଏହି ସ୍ତ୍ରୀ ସହିତ ମିସି, ମୁଁ ମୋର ଇନ୍ଦ୍ରିୟ ତୃପ୍ତ କରିବି." ଏବଂ ସ୍ତ୍ରୀ ବିଚାର କରେ କି "ଏହି ପୁରୁଷ ସହିତ ମିସି, ମୁଁ ମୋର ଇନ୍ଦ୍ରିୟ ତୃପ୍ତ କରିବି." ତେଣୁ ପାସ୍ଚାତ୍ୟ ଦେସ ମାନଂକରେ ଏହା ବିସେସତହ ଦେଖା ଜାଏ ଯେ, ଜେତବେଳେ ନିଜ ଇନ୍ଦ୍ରିୟ ତୃପ୍ତି ରେ ବାଧା ଆସେ, ସେହିକ୍ଷଣି ଛାଡପତ୍ର. ଏହା ମନୋବୈଜ୍ଞାନିକ, କାହିଁକି ଏହି ଦେଶରେ ଏତେ ଛାଡପତ୍ର. ମୁଳ କାରଣ ହେଲା ଯେ "ଯଦି ମୋତେ ଜଲ୍ଦୀ ତୃପ୍ତି ମିଳୁନି, ତାହାଲେ ମୋର ଦରକାର୍ ନାହିଁ." ତାହା ଶ୍ରୀମଦ୍ ଭାଗବତମ୍ ରେ ବ୍ୟାଖ୍ୟା କରା ଜାଇଅଛି: ଦାମ୍-ପତ୍ୟଂ ରତିମ୍ ଏଭ ହୀ:([[Vanisource:SB 12.2.3|SB 12.2.3]]) ଏହି ଯୁଗରେ, ସ୍ବାମୀ ଓ ସ୍ତ୍ରୀ ମାନେ ହେଲା ନିଜର ଯୌନ ବା ଲିଂଗ ତୃପ୍ତି. ଏଠାରେ ପ୍ରଶ୍ନ ନାହିଁ କି " ଆମେ ଏକାଠି ରହିବା; ଆମେ କୃଷ୍ନକୂଂ କିପରି ତୃପ୍ତ କରିବା ତାହା ସିଖିକୀ ତାଂକୁ/ତାକୂଂ ତୃପ୍ତ କରିବା." ତାହା କୃଷ୍ଣ ଚେତନାଯୁକ୍ତ ଅଭିଯାନ.
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:13, 16 October 2018



Lecture on SB 6.1.26 -- Honolulu, May 26, 1976

ତେଣୁ ଏହା ହେଉଛି ସାଧାରଣ ଜୀବନ ଧାରା. ପ୍ରତେକ୍ ଏହି ଭୌତିକ କାର୍ଯ୍ୟକଳାପରେ ଲିପ୍ତ, ଏବଂ ଏହି ଭୌତିକ କାର୍ଯ୍ୟକଳାପର ମୌଳିକ ନିୟମ ହେଉଛି ଗୃହସ୍ଥ, ପାରିବାରିକ ଜିବନ. ବୈଦୀକ ପ୍ରଣାଳୀରେ ହେଉ, କିମ୍ବା ଅନ୍ୟ ଯେ କୌଣସିଠାରେ ହେଉ, ପାରିବାରିକ ଜିବନ ହେଉଛି ସ୍ତ୍ରୀ, ଛୁଆ ମାନକଂର ଭରଣ ପୋଷଣ କରିବା. ପ୍ରତେକ୍ ଏଥିରେ କାର୍ଯ୍ୟରତ. ସେମାନେ ଭାବନ୍ତି ଏହା ହିଁ କେବଳ କର୍ମ. 'ପରିବାର ର ଭରଣ ପୋଷଣ କରିବା ହିଁ କେବଳ ମୋର କର୍ମ. ଯେତେ ଭଲରେ ହେଇପାରିବ, ତାହା କରିବା ହିଁ ହେଉଛି ମୋର କର୍ମ. କେହି ଭାବନ୍ତି ନାହିଁ ଯେ ଏହି ପ୍ରକାର କାର୍ଯ୍ୟ ତ ପଶୁମାନେ ଭି କରନ୍ତି. ସେମାନକଂର ଭି ପିଲା ଛୁଆ ଅଛନ୍ତି ଏବଂ ସେମାନେ ମଧ୍ୟ ଖୁଆନ୍ତି. ତାହାଲେ ଫରକ୍ କଣ? ତେଣୁ ଏଠାରେ ମୁଢ ଶବ୍ଦ ବ୍ୟବହାର କରାଯାଇଛି. ମୁଢ ମାନେ ଗଧ. ଯିଏ ଏହି କାର୍ଯ୍ୟ ରେ ଲିପ୍ତ, ଭୁଯାଂନଃ ପ୍ରପିବଂ ଖାଦନ. ପ୍ରପିବଂ. ପ୍ରପିବଂ ମାନେ ପିଇବା ଏବଂ ଭୁଯାଂନଃ ମାନେ ଖାଇବା. ଯେତେବେଳେ ଖାଉଛ, ଯେତେବେଳେ ପିଉଛ, ଯେତେବେଳେ ଚୋବୋଉଚ୍ଛ, ଚର୍ବ ଚସ୍ୟ ରଜ ପ୍ରେୟ (?) ଖାଦ୍ୟ ଚାରି ପ୍ରକାରରେ ଖାଇ ହେବ. କେବେକେବେ ଆମେ ଚୋବୋଉ, କେବେକେବେ ଆମେ ଜିଭରେ ଚାଟୁ, କେବେକେବେ ଆମେ ଢୋକୁ, ଆଉ କେବେକେବେ ଆମେ ପିଉ. ତେଣୁ ଚାରି ପ୍ରକାରର ଖାଦ୍ୟ ପଦାର୍ଥ ଅଛି. ସେଥିଲାଗି ଆମେ ଗାଉ " ଚତୁଃ ଭିଧା ଶ୍ରୀ ଭଗବତ୍ ପ୍ରସାଦାତା'. ଚତୁଃ ଭିଧା ମାନେ ଚାରି ପ୍ରକାର/ବିଭାଗ. ତେଣୁ ଆମେ ଭଗବାନଅଂକୁ ବହୁ ପ୍ରକାର ର ଖାଦ୍ୟକୁ ଏହି ଚାରି ବିଭାଗରେ ଅର୍ପଣ କରୁ. କିଛି ଚୋବେଇଲା ଭଳି, କିଛି ଚାଟିଲା ଭଳି, କିଛି ଢୋକିଲା ଭଳି, ସେହି ଭାବରେ.

ତେଣୁ ଭୁଯାଂନଃ ପ୍ରପିବଂ ଖାଦନ ବାଳକମ୍ ସ୍ନେହ ୟାନତୃତଃ. ପିତା ଓ ମାତା ପିଲାମାନଙ୍କକୁ କିପରି ଖାଦ୍ୟ ଦେବେ ସେ କଥା ସେମାନେ ବୁଝନ୍ତି. ଆମ୍ଭେମାନେ ଦେଖିଛୁ କିପରି ମା ଯଶୋଦା କୃଷ୍ନକୁ ଖୁଆଉଥିଲେ ସେମିତି. ଏଠାରେ ଫରକ୍ ହେଲା ଆମେ ସଧାରଣ ପିଲାଂକୁ ଖୁଆଉଛେ ଯାହାକି ବିଲେଇ ଓ କୁକୁର ମାନେ ମଧ୍ୟ କରନ୍ତି. କିନ୍ତୁ ଯଶୋଦା ମା କୃଷ୍ନକୁ ଖୁଆଉଛନ୍ତି. ପ୍ରକ୍ରିୟା ସମାନ . ଏହି ପ୍ରକ୍ରିୟାରେ କିଛି ଫରକ୍ ନାହିଁ, କିନ୍ତୁ ଗୋଟେହେଲା କୃଷ୍ଣ କେନ୍ଦ୍ର ଏବଂ ଅନ୍ୟଟି whimsical/ସାଧାରଣ କେନ୍ଦ୍ର ତାହା ହିଁ ତଫାତ୍. ଯେତେବେଳେ ଏହା କୃଷ୍ଣ କେନ୍ଦ୍ରିକ, ସେତେବେଳେ ଏହା ଆଧ୍ୟାତମିକ, ଏବଂ ଯେତେବେଳେ ଏହା ସାଧାରଣ/whimsical କେନ୍ଦ୍ରିକ, ତାହାଲେ ଏହା ଭୌତିକ/material ଅଟେ. ସେଠାରେ ଭୌତିକ ଆଉ ... ମଧ୍ୟରେ କିଛି ଫରକ୍ ନାହିଁ. ଏହାହି ଫରକ୍. ସେଠାରେ. ଠିକ୍ ଯେମିତି କାମନା ଏବଂ ପ୍ରେମ, ବିଶୁଦ୍ଧ ପ୍ରେମ. କାମନା ଏବଂ ପ୍ରେମ ମଧ୍ୟରେ ଫରକ୍ କଣ? ଆମେ ଏଠାରେ ମିସଉଛେ, ପୁରୁଷ ଏବଂ ସ୍ତ୍ରୀ, କୁ କାମନା ସହିତ, ଏବଂ କୃଷ୍ଣ ମଧ୍ୟ ମିସୁଛନ୍ତି ଗୋପି ମାନଂକ ସହିତ. ବାହିକ ଦୃସ୍ଟିରୁ ସେମାନେ ଏକା ଦେଖା ଜାଆନ୍ତି. ତାହାଲେ ଫରକ୍ କଣ? ତେଣୁ ଏହି ଫରକ୍ ବିସୟରେ ଚୈତନ୍ୟ - ଚରିତାମୃତ ର ରଚକ ବ୍ୟାଖା କରିଛନ୍ତି, ଯେ କାମନା ଏବଂ ପ୍ରେମ ମଧ୍ୟରେ ଫରକ୍ କଣ? ତାହା ବୁଝାଯାଇଅଛି. ତାହା ବୁଝାଯାଇଅଛି. ସେ କହିଛନ୍ତି, ଆତ୍ମେଂଦୃୟ-ପ୍ରିତି-ବାଂଛା-ତାରେ ବଲି 'କାମ' (CC Adi 4.165) "ମୁଁ ଜେତବେଳେ ମୋ ଇନ୍ଦ୍ରିୟ ମାନକୁଂ ତୃପ୍ତ କରୁଛି, ତାହା ହେଉଛି କାମ" କିନ୍ତୁ କୃଷ୍ନେଂଦ୍ରିୟ-ପ୍ରିତି-ଇଛା ଧରେ 'ପ୍ରେମ ନାମ, ଏବଂ ଜେତବେଳେ ଆମେ କୃଷ୍ନକଂର ଇନ୍ଦ୍ରିୟ ତୃପ୍ତ କରିବାକୁ ଇଛା କରୁ, ତାହାଲେ ଏହା ପ୍ରେମ." ତାହା ହିଁ ଫରକ୍. ଏହି ଭୌତିକ ପୃଥିବୀ, ସେଠାରେ ପ୍ରେମ ନାହିଁ. କାରଣ ପୁରୁଷ ଏବଂ ସ୍ତ୍ରୀ, ସେମାନଂକର କୌଣସି ଧାରଣା ନାହିଁ ଯେ "ମୁଁ ପୁରୁଷ ସହିତ ମିସୁଛି, ସେହି ପୁରୁଷ ଯିଏକି ମୋ ସହିତ ଇନ୍ଦ୍ରିୟ ତୃପ୍ତ କରୁଛି." ନା. "ମୁଁ ମୋର ଇନ୍ଦ୍ରିୟ ତୃପ୍ତ କରିବି." ଏହାହିଁ ମୌଳିକ ନିୟମ. ପୁରୁଷ ବିଚାର କରେ କି "ଏହି ସ୍ତ୍ରୀ ସହିତ ମିସି, ମୁଁ ମୋର ଇନ୍ଦ୍ରିୟ ତୃପ୍ତ କରିବି." ଏବଂ ସ୍ତ୍ରୀ ବିଚାର କରେ କି "ଏହି ପୁରୁଷ ସହିତ ମିସି, ମୁଁ ମୋର ଇନ୍ଦ୍ରିୟ ତୃପ୍ତ କରିବି." ତେଣୁ ପାସ୍ଚାତ୍ୟ ଦେସ ମାନଂକରେ ଏହା ବିସେସତହ ଦେଖା ଜାଏ ଯେ, ଜେତବେଳେ ନିଜ ଇନ୍ଦ୍ରିୟ ତୃପ୍ତି ରେ ବାଧା ଆସେ, ସେହିକ୍ଷଣି ଛାଡପତ୍ର. ଏହା ମନୋବୈଜ୍ଞାନିକ, କାହିଁକି ଏହି ଦେଶରେ ଏତେ ଛାଡପତ୍ର. ମୁଳ କାରଣ ହେଲା ଯେ "ଯଦି ମୋତେ ଜଲ୍ଦୀ ତୃପ୍ତି ମିଳୁନି, ତାହାଲେ ମୋର ଦରକାର୍ ନାହିଁ." ତାହା ଶ୍ରୀମଦ୍ ଭାଗବତମ୍ ରେ ବ୍ୟାଖ୍ୟା କରା ଜାଇଅଛି: ଦାମ୍-ପତ୍ୟଂ ରତିମ୍ ଏଭ ହୀ:(SB 12.2.3) ଏହି ଯୁଗରେ, ସ୍ବାମୀ ଓ ସ୍ତ୍ରୀ ମାନେ ହେଲା ନିଜର ଯୌନ ବା ଲିଂଗ ତୃପ୍ତି. ଏଠାରେ ପ୍ରଶ୍ନ ନାହିଁ କି " ଆମେ ଏକାଠି ରହିବା; ଆମେ କୃଷ୍ନକୂଂ କିପରି ତୃପ୍ତ କରିବା ତାହା ସିଖିକୀ ତାଂକୁ/ତାକୂଂ ତୃପ୍ତ କରିବା." ତାହା କୃଷ୍ଣ ଚେତନାଯୁକ୍ତ ଅଭିଯାନ.