OR/Prabhupada 0031 - ତୁମେ ମୋର ଉପଦେଶ, ମୋର ପ୍ରଶିକ୍ଷଣ ଅନୁସାରେ ଜୀବନ ଅତିବାହିତ କର: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0031 - in all Languages Category:OR-Quotes - 1977 Category:OR-Quotes - Con...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 8: Line 8:
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0030 - କୃଷ୍ଣ କେବଳ ଉପଭୋଗ କରନ୍ତି|ପୂର୍ବ ପୃଷ୍ଠା - ବିଡିଓ 0030|OR/Prabhupada 0032 - ଯାହା ମୋତେ କହିବାର ଥିଲା, ତାହା ମୁଁ ମୋ ପୁସ୍ତକମାନଙ୍କରେ କହିଦେଇଛି|ପର ପୃଷ୍ଠା - ବିଡିଓ 0032}}
{{1080 videos navigation - All Languages|Oriya|OR/Prabhupada 0030 - କୃଷ୍ଣ କେବଳ ଉପଭୋଗ କରନ୍ତି|0030|OR/Prabhupada 0032 - ଯାହା ମୋତେ କହିବାର ଥିଲା, ତାହା ମୁଁ ମୋ ପୁସ୍ତକମାନଙ୍କରେ କହିଦେଇଛି|0032}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|iIoZJHNN5Ws|ତୁମେ ମୋର ଉପଦେଶ, ମୋର ପ୍ରଶିକ୍ଷଣ ଅନୁସାରେ ଜୀବନ ଅତିବାହିତ କର<br />- Prabhupāda 0031}}
{{youtube_right|CEa6irc5i_w|ତୁମେ ମୋର ଉପଦେଶ, ମୋର ପ୍ରଶିକ୍ଷଣ ଅନୁସାରେ ଜୀବନ ଅତିବାହିତ କର<br />- Prabhupāda 0031}}
<!-- END VIDEO LINK -->
<!-- END VIDEO LINK -->



Latest revision as of 15:18, 16 October 2018



Room Conversation 1 -- November 10, 1977, Vrndavana

ପ୍ରଭୁପାଦ:ଦୁଇଟି କଥା ଅଛି:ଜନ୍ମ କିମ୍ଵା ମୃତ୍ୟୁ । ତେଣୁ ମୁଁ ଯଦି ମରିଯାଏ, ଏଥିରେ ଭୂଲ କ'ଣ ଅଛି? ଏବଂ ଯଦି ମୃତ୍ୟୁ ଅଛି, ତାହା ସ୍ଵାଭାବିକ ଅଟେ ।

ଜୟପତାକା:ଆପଣଙ୍କ ପାଇଁ, ଶ୍ରୀଲା ପ୍ରଭୁପାଦ, ବଞ୍ଚିବା କିମ୍ଵା ମରିବା ସେଥିରେ କୌଣସି ପାର୍ଥକ୍ୟ ନାହିଁ କାରଣ ଆପଣ ଆଧ୍ୟାତ୍ମିକ ସ୍ଥରରେ ଅଛନ୍ତି, କିନ୍ତୁ ଆମମାନଙ୍କ ପାଇଁ, ଆପଣ ଯେତେବେଳେ ଦେହ ତ୍ୟାଗ କରିବେ ତେବେ ଆମେମାନେ ଆପଣଙ୍କ ସଙ୍ଗତିରୁ ବିଛିନ୍ନ ହୋଇଯିବୁ । ତେଣୁ ଆମମାନଙ୍କ ପାଇଁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ ।

ପ୍ରଭୁପାଦ:ତୁମେ ମୋର ଉପଦେଶ, ମୋର ପ୍ରଶିକ୍ଷଣ ଅନୁସାରେ ଜୀବନ ଅତିବାହିତ କର ।