OR/Prabhupada 0031 - ତୁମେ ମୋର ଉପଦେଶ, ମୋର ପ୍ରଶିକ୍ଷଣ ଅନୁସାରେ ଜୀବନ ଅତିବାହିତ କର

Revision as of 17:38, 12 October 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0031 - in all Languages Category:OR-Quotes - 1977 Category:OR-Quotes - Con...")
(diff) ← Older revision | Latest revision (diff) | Newer revision → (diff)


Room Conversation 1 -- November 10, 1977, Vrndavana

ପ୍ରଭୁପାଦ:ଦୁଇଟି କଥା ଅଛି:ଜନ୍ମ କିମ୍ଵା ମୃତ୍ୟୁ । ତେଣୁ ମୁଁ ଯଦି ମରିଯାଏ, ଏଥିରେ ଭୂଲ କ'ଣ ଅଛି? ଏବଂ ଯଦି ମୃତ୍ୟୁ ଅଛି, ତାହା ସ୍ଵାଭାବିକ ଅଟେ ।

ଜୟପତାକା:ଆପଣଙ୍କ ପାଇଁ, ଶ୍ରୀଲା ପ୍ରଭୁପାଦ, ବଞ୍ଚିବା କିମ୍ଵା ମରିବା ସେଥିରେ କୌଣସି ପାର୍ଥକ୍ୟ ନାହିଁ କାରଣ ଆପଣ ଆଧ୍ୟାତ୍ମିକ ସ୍ଥରରେ ଅଛନ୍ତି, କିନ୍ତୁ ଆମମାନଙ୍କ ପାଇଁ, ଆପଣ ଯେତେବେଳେ ଦେହ ତ୍ୟାଗ କରିବେ ତେବେ ଆମେମାନେ ଆପଣଙ୍କ ସଙ୍ଗତିରୁ ବିଛିନ୍ନ ହୋଇଯିବୁ । ତେଣୁ ଆମମାନଙ୍କ ପାଇଁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ ।

ପ୍ରଭୁପାଦ:ତୁମେ ମୋର ଉପଦେଶ, ମୋର ପ୍ରଶିକ୍ଷଣ ଅନୁସାରେ ଜୀବନ ଅତିବାହିତ କର ।