OR/Prabhupada 0041 - ବର୍ତ୍ତମାନ ଜୀବନ ଅଶୁଭତାରେ ପୂର୍ଣ୍ଣ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0040 - in all Languages Category:OR-Quotes - 1975 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]

[[Category:Prabhupada 0040 - in all Languages]]
[[Category:Prabhupada 0041 - in all Languages]]
[[Category:OR-Quotes - 1975]]
[[Category:OR-Quotes - 1974]]
[[Category:OR-Quotes - Lectures, Bhagavad-gita As It Is]]

[[Category:OR-Quotes - in Japan]]
[[Category:OR-Quotes - in Australia]]
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0040 - ସେ ଜଣେ ପରମ ପୁରୁଷ|ପୂର୍ବ ପୃଷ୍ଠା - ବିଡିଓ 0040|OR/Prabhupada 0042 - ଏହି ଦିକ୍ଷାକୁ ଗମ୍ଭୀରତାର ସହିତ ଗ୍ରହଣ କର|ପର ପୃଷ୍ଠା - ବିଡିଓ 0042}}
{{1080 videos navigation - All Languages|Oriya|OR/Prabhupada 0040 - ସେ ଜଣେ ପରମ ପୁରୁଷ|0040|OR/Prabhupada 0042 - ଏହି ଦିକ୍ଷାକୁ ଗମ୍ଭୀରତାର ସହିତ ଗ୍ରହଣ କର|0042}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->

Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|O33Hw2rWl3I|ବର୍ତ୍ତମାନ ଜୀବନ ଅଶୁଭତାରେ ପୂର୍ଣ୍ଣ<br />- Prabhupāda 0041}}
{{youtube_right|i3o1PS12PBU|ବର୍ତ୍ତମାନ ଜୀବନ ଅଶୁଭତାରେ ପୂର୍ଣ୍ଣ<br />- Prabhupāda 0041}}
<!-- END VIDEO LINK -->
<!-- END VIDEO LINK -->

Line 34: Line 34:
:ଇଦଂ ତୁ ତେ ଗୁହ୍ୟତମଂ  
:ଇଦଂ ତୁ ତେ ଗୁହ୍ୟତମଂ  
:ପ୍ରବକ୍ଷ୍ୟାମ୍ୟନସୂୟବେ  
:ପ୍ରବକ୍ଷ୍ୟାମ୍ୟନସୂୟବେ  
:([[Vanisource:BG 9.1|BG 9.1]]))  
:([[Vanisource:BG 9.1 (1972)|BG 9.1]]))  

ଭଗବାନ୍ କୃଷ୍ଣ, ଅର୍ଜୁନଙ୍କୁ ଶିକ୍ଷା ଦେଉଛନ୍ତି । ତେଣୁ ନବମ ଅଧ୍ୟାୟରେ ସେ କହୁଛନ୍ତି, "ମୋର ପ୍ରିୟ ଅର୍ଜୁନ, ମୁଁ ବର୍ତ୍ତମାନ ତୁମକୁ ଅତ୍ୟନ୍ତ ଗୋପନୀୟ ଜ୍ଞାନ କହୁଛି, "ଗୁହ୍ୟତମଂ"। ତମଂ ଅର୍ଥାତ୍ ସର୍ବୋତ୍ତମ । ସକାରାତ୍ମକ, ତୁଳନାତ୍ମକ, ଏବଂ ସର୍ବୋତ୍ତମ । ସଂସ୍କୃତରେ ତର-ତମ । ତର ଅର୍ଥାତ୍ ତୁଳନାତ୍ମକ, ଏବଂ ତମ ଅର୍ଥାତ୍ ସର୍ବୋତ୍ତମ । ତେଣୁ ଏଠାରେ ଭଗବାନ୍, ପରମପୁରୁଷ ଭଗବାନ୍ କୁହନ୍ତି, ଇଦଂ ତୁ ତେ ଗୁହ୍ୟତମଂ ପ୍ରବକ୍ଷ୍ୟାମ୍ୟନସୂୟବେ: "ମୁଁ ବର୍ତ୍ତମାନ ତୁମକୁ ଅତ୍ୟନ୍ତ ଗୋପନୀୟ ଜ୍ଞାନ କହୁଛି ।" ଜ୍ଞାନଂ ବିଜ୍ଞାନସହିତଂ । ଜ୍ଞାନ ପୂର୍ଣ୍ଣଜ୍ଞାନ ସହିତ ଅଛି, ନା କି ସେହି କଳ୍ପନା । ଜ୍ଞାନଂ ବିଜ୍ଞାନସହିତଂ । ବିଜ୍ଞାନ ଅର୍ଥାତ୍ "ବିଜ୍ଞାନ", "ବାସ୍ତବିକ ପ୍ରଦର୍ଶନ ।" ତେଣୁ ଜ୍ଞାନଂ ବିଜ୍ଞାନସହିତଂ ଯଜ୍ ଜ୍ଞାତ୍ଵା । ଯଦି ତୁମେ ଏହି ଜ୍ଞାନ ଶିଖିବ, ଯଜ୍ ଜ୍ଞାତ୍ଵା ମୋକ୍ଷ୍ୟସେ ଽଶୁଭାତ୍ । ଅଶୁଭାତ୍ । ମୋକ୍ଷ୍ୟସେ ଅର୍ଥାତ୍ ତୁମକୁ ମୁକ୍ତି ମିଳିବ, ଏଵଂ ଅଶୁଭାତ୍ ଅର୍ଥାତ୍ "ଅଶୁଭ ।" ଅଶୁଭ । ତେଣୁ ବର୍ତ୍ତମାନ ଆମର ଜୀବନ, ବର୍ତ୍ତମାନ କ୍ଷଣରେ, ବର୍ତ୍ତମାନ ଜୀବନ ଅର୍ଥାତ୍ ଯେ ପର୍ଯ୍ୟନ୍ତ ଆମେ ଏହି ଭୌତିକ ଶରୀର ଧାରଣ କରିଛୁ, ଏହା ଅଶୁଭତାରେ ପୂର୍ଣ୍ଣ ରହିବ । ମୋକ୍ଷ୍ୟସେ ଅଶୁଭାତ୍  । ଅଶୁଭାତ୍ ଅର୍ଥାତ୍ ଅଶୁଭ ।  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:23, 16 October 2018

Lecture on BG 9.1 -- Melbourne, June 29, 1974

ପୂର୍ଣ୍ଣ ଜ୍ଞାନ । ତେଣୁ ଯଦି ତୁମେ ଭଗବଦ୍ ଗୀତା ପଢ଼ିବ, ତୁମକୁ ପୂର୍ଣ୍ଣ ଜ୍ଞାନ ମିଳିବ । ତେଣୁ ଭଗବାନ୍ କ'ଣ କୁହନ୍ତି?

ଇଦଂ ତୁ ତେ ଗୁହ୍ୟତମଂ
ପ୍ରବକ୍ଷ୍ୟାମ୍ୟନସୂୟବେ
(BG 9.1))