OR/Prabhupada 0054 - ସମସ୍ତେ କୃଷ୍ଣଙ୍କୁ କେବଳ କଷ୍ଟ ଦେଉଛନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0054 - in all Languages Category:OR-Quotes - 1971 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in India]]
[[Category:OR-Quotes - in India]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0053 - ପ୍ରଥମ କଥା ହେଉଛି ଆମେ ଶୁଣିବା ଉଚିତ୍|ପୂର୍ବ ପୃଷ୍ଠା - ବିଡିଓ 0053|OR/Prabhupada 0055 - Touching Krishna by Aural Reception|ପର ପୃଷ୍ଠା - ବିଡିଓ 0055}}
{{1080 videos navigation - All Languages|Oriya|OR/Prabhupada 0053 - ପ୍ରଥମ କଥା ହେଉଛି ଆମେ ଶୁଣିବା ଉଚିତ୍|0053|OR/Prabhupada 0055 - ଶ୍ରବଣ ଦ୍ଵାରା କୃଷ୍ଣଙ୍କୁ ସ୍ପର୍ଶ କରିବା|0055}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|UVZTrjq50XI |ସମସ୍ତେ କୃଷ୍ଣଙ୍କୁ କେବଳ କଷ୍ଟ ଦେଉଛନ୍ତି<br />- Prabhupāda 0054}}
{{youtube_right|hHSXguU2e3Y|ସମସ୍ତେ କୃଷ୍ଣଙ୍କୁ କେବଳ କଷ୍ଟ ଦେଉଛନ୍ତି<br />- Prabhupāda 0054}}
<!-- END VIDEO LINK -->
<!-- END VIDEO LINK -->

Line 30: Line 30:

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ତେଣୁ ମାୟାବାଦୀମାନେ ପ୍ରମାଣ କରିବାକୁ ଚାହୁଁଛନ୍ତି ଯେ ପରମ ସତ୍ୟ ହେଉଛି ନିରାକାର । ତେଣୁ କୃଷ୍ଣ ତୁମକୁ ବୁଦ୍ଧି ଦିଅନ୍ତି: "ହଁ, ତୁମେ ଏହାକୁ ଆଗକୁ ବଢ଼ାଅ । ଏହି ତର୍କ ଆଗରେ ରଖ, ଏହି ତର୍କ, ସେହି ତର୍କ ।" ସେହିପରି, କୃଷ୍ଣ ଦିଅନ୍ତି... ଏକ ବଙ୍ଗାଳୀ ଢଗ ଅଛି ଯେ ଭଗବାନ କିପରି କାମ କରନ୍ତି, ଜଣେ ବ୍ୟକ୍ତି, ଏକ ଗୃହସ୍ଥ ବ୍ୟକ୍ତି ଭଗବାନଙ୍କୁ ପ୍ରାଥନା କରୁଛି, "ହେ ଭଗବାନ୍, ମୋ ଘରେ ଆଜି ରାତିରେ କୌଣସି ଚୋରି ନ ହେଉ । ଦୟାକରି ମୋତେ ରକ୍ଷାକର ।" ତେଣୁ ଜଣେ ବ୍ୟକ୍ତି ଏହିପରି ପ୍ରାର୍ଥନା କରୁଛି । ଅନ୍ୟ ଏକ ବ୍ୟକ୍ତି ପ୍ରାର୍ଥନା କରୁଛି, ଚୋର, "ହେ ପ୍ରଭୁ, ମୁଁ ଅଜି ରାତିରେ ସେହି ଘରେ ଚୋରି କରିବି । ଦୟାକରି କିଛି ପ୍ରାପ୍ତ କରିବା ପାଇଁ ମୋତେ ସାହାର୍ଯ୍ୟ କରନ୍ତୁ ।" ବର୍ତ୍ତମାନ, କୃଷ୍ଣଙ୍କର ସ୍ଥିତି କ'ଣ? କୃଷ୍ଣ ସମସ୍ତଙ୍କର ହୃଦୟରେ ଅଛନ୍ତି । ତେଣୁ କୃଷ୍ଣଙ୍କୁ ଏତେ ସାରା ପ୍ରାର୍ଥନାକୁ ସନ୍ତୁଷ୍ଟ କରିବାକୁ ପଡେ । ଚୋର ଏବଂ ଗୃହସ୍ଥ, ଏତେ ସାରା ପ୍ରାର୍ଥନା । ତେଣୁ କୃଷ୍ଣଙ୍କର ବ୍ୟବସ୍ଥା କରିବା...କିନ୍ତୁ ତଥାପି ସେ...ତାହା କୃଷ୍ଣଙ୍କର ବୁଦ୍ଧିମତା, ଯେ କିପରି ସେ ବ୍ୟବସ୍ଥିତ କରିବେ । ସେ ସମସ୍ତଙ୍କୁ ସ୍ଵତନ୍ତ୍ରତା ପ୍ରଦାନ କରିଛନ୍ତି । ଏବଂ ସମସ୍ତଙ୍କୁ ସୁବିଧା ଦିଆଯାଇଛି, କିନ୍ତୁ ତଥାପି ସେ ଯନ୍ତ୍ରଣାରେ ଅଛି । ସେଥିପାଇଁ କୃଷ୍ଣ ତାଙ୍କର ଭକ୍ତମାନଙ୍କୁ ପରାମର୍ଶ ଦିଅନ୍ତି ଯେ "କିଛି ଯୋଯନା କର ନାହିଁ । ତୁମେ ଦୁର୍ଜନ, ତୁମେ ନିରର୍ଥକ, ତୁମେ ମୋତେ କଷ୍ଟ ଦିଅନାହିଁ । ଦୟାକରି ମୋତେ ଆତ୍ମସମର୍ପଣ କର । କେବଳ ମୋ ଯୋଯନାର ଅନ୍ତର୍ଗତ ହୁଅ; ତୁମେ ସୁଖୀ ହେବ । ତୁମେ ଯୋଯନା କରୁଛ, ତୁମେ ଦୁଃଖୀ ହେଉଛ, ମୁଁ ମଧ୍ୟ ଦୁଃଖୀ ହେଉଛି । ପ୍ରତିଦିନ ଏତେ ସାରା ଯୋଯନା ଆସୁଛି, ଏବଂ ମୋତେ କରିବାକୁ ହେବ ।" କିନ୍ତୁ ସେ ଭାରୀ ଦୟାଳୁ, ଯଦି...ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ...([[Vanisource:BG 4.11|BG 4.11]]) ।  
ତେଣୁ ମାୟାବାଦୀମାନେ ପ୍ରମାଣ କରିବାକୁ ଚାହୁଁଛନ୍ତି ଯେ ପରମ ସତ୍ୟ ହେଉଛି ନିରାକାର । ତେଣୁ କୃଷ୍ଣ ତୁମକୁ ବୁଦ୍ଧି ଦିଅନ୍ତି: "ହଁ, ତୁମେ ଏହାକୁ ଆଗକୁ ବଢ଼ାଅ । ଏହି ତର୍କ ଆଗରେ ରଖ, ଏହି ତର୍କ, ସେହି ତର୍କ ।" ସେହିପରି, କୃଷ୍ଣ ଦିଅନ୍ତି... ଏକ ବଙ୍ଗାଳୀ ଢଗ ଅଛି ଯେ ଭଗବାନ କିପରି କାମ କରନ୍ତି, ଜଣେ ବ୍ୟକ୍ତି, ଏକ ଗୃହସ୍ଥ ବ୍ୟକ୍ତି ଭଗବାନଙ୍କୁ ପ୍ରାଥନା କରୁଛି, "ହେ ଭଗବାନ୍, ମୋ ଘରେ ଆଜି ରାତିରେ କୌଣସି ଚୋରି ନ ହେଉ । ଦୟାକରି ମୋତେ ରକ୍ଷାକର ।" ତେଣୁ ଜଣେ ବ୍ୟକ୍ତି ଏହିପରି ପ୍ରାର୍ଥନା କରୁଛି । ଅନ୍ୟ ଏକ ବ୍ୟକ୍ତି ପ୍ରାର୍ଥନା କରୁଛି, ଚୋର, "ହେ ପ୍ରଭୁ, ମୁଁ ଅଜି ରାତିରେ ସେହି ଘରେ ଚୋରି କରିବି । ଦୟାକରି କିଛି ପ୍ରାପ୍ତ କରିବା ପାଇଁ ମୋତେ ସାହାର୍ଯ୍ୟ କରନ୍ତୁ ।" ବର୍ତ୍ତମାନ, କୃଷ୍ଣଙ୍କର ସ୍ଥିତି କ'ଣ? କୃଷ୍ଣ ସମସ୍ତଙ୍କର ହୃଦୟରେ ଅଛନ୍ତି । ତେଣୁ କୃଷ୍ଣଙ୍କୁ ଏତେ ସାରା ପ୍ରାର୍ଥନାକୁ ସନ୍ତୁଷ୍ଟ କରିବାକୁ ପଡେ । ଚୋର ଏବଂ ଗୃହସ୍ଥ, ଏତେ ସାରା ପ୍ରାର୍ଥନା । ତେଣୁ କୃଷ୍ଣଙ୍କର ବ୍ୟବସ୍ଥା କରିବା...କିନ୍ତୁ ତଥାପି ସେ...ତାହା କୃଷ୍ଣଙ୍କର ବୁଦ୍ଧିମତା, ଯେ କିପରି ସେ ବ୍ୟବସ୍ଥିତ କରିବେ । ସେ ସମସ୍ତଙ୍କୁ ସ୍ଵତନ୍ତ୍ରତା ପ୍ରଦାନ କରିଛନ୍ତି । ଏବଂ ସମସ୍ତଙ୍କୁ ସୁବିଧା ଦିଆଯାଇଛି, କିନ୍ତୁ ତଥାପି ସେ ଯନ୍ତ୍ରଣାରେ ଅଛି । ସେଥିପାଇଁ କୃଷ୍ଣ ତାଙ୍କର ଭକ୍ତମାନଙ୍କୁ ପରାମର୍ଶ ଦିଅନ୍ତି ଯେ "କିଛି ଯୋଯନା କର ନାହିଁ । ତୁମେ ଦୁର୍ଜନ, ତୁମେ ନିରର୍ଥକ, ତୁମେ ମୋତେ କଷ୍ଟ ଦିଅନାହିଁ । ଦୟାକରି ମୋତେ ଆତ୍ମସମର୍ପଣ କର । କେବଳ ମୋ ଯୋଯନାର ଅନ୍ତର୍ଗତ ହୁଅ; ତୁମେ ସୁଖୀ ହେବ । ତୁମେ ଯୋଯନା କରୁଛ, ତୁମେ ଦୁଃଖୀ ହେଉଛ, ମୁଁ ମଧ୍ୟ ଦୁଃଖୀ ହେଉଛି । ପ୍ରତିଦିନ ଏତେ ସାରା ଯୋଯନା ଆସୁଛି, ଏବଂ ମୋତେ କରିବାକୁ ହେବ ।" କିନ୍ତୁ ସେ ଭାରୀ ଦୟାଳୁ, ଯଦି...ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ...([[Vanisource:BG 4.11 (1972)|BG 4.11]]) ।  

ତେଣୁ କୃଷ୍ଣଙ୍କର ଭକ୍ତ ବ୍ୟତିତ, ସମସ୍ତେ କେବଳ କୃଷ୍ଣଙ୍କୁ କଷ୍ଟ ଦେଉଛନ୍ତି । ସେଥିପାଇଁ, ସେମାନଙ୍କୁ ଦୁଷ୍ଟକୃତିନ କୁହାଯାଏ । ଦୁଷ୍ଟକୃତିନ, ଅତି ଦୁଷ୍ଟ, ଦୁଷ୍ଟ । କୌଣସି ଯୋଯନା କର ନାହିଁ । କୃଷ୍ଣଙ୍କର ଯୋଯନା ସ୍ଵୀକାର କର । ତାହା କେବଳ କୃଷ୍ଣଙ୍କୁ କଷ୍ଟ ଦେବ । ସେଥିପାଇଁ, ଜଣେ ଭକ୍ତ ତାର ପୋଷଣ ପାଇଁ ମଧ୍ୟ ପ୍ରାର୍ଥନା କରେ ନାହିଁ । ସେ ହେଉଛି ଶୁଦ୍ଧ ଭକ୍ତ । ସେ ତାର ପୋଷଣ ପାଇଁ ମଧ୍ୟ କୃଷ୍ଣଙ୍କୁ କଷ୍ଟ ଦିଏ ନାହିଁ । ଯଦି ତାହାର ପୋଷଣ ନ ହୋଇପାରେ, ସେ କଷ୍ଟ ଭୋଗିବ, ଉପାସରେ ରହିବ; ତଥାପି ସେ କୃଷ୍ଣଙ୍କୁ ମାଗିବ ନାହିଁ, "କୃଷ୍ଣ, ମୁଁ ଭାରୀ ଭୋକ ଲାଗୁଛି । ମୋତେ କିଛି ଖାଇବାକୁ ଦିଅ ।" ଅବଶ୍ୟ, କୃଷ୍ଣ ତାଙ୍କ ଭକ୍ତମାନଙ୍କ ପାଇଁ ସର୍ତକ, କିନ୍ତୁ ଜଣେ ଭକ୍ତର ସିଦ୍ଧାନ୍ତ ଏହିକି ଯେ କୃଷ୍ଣଙ୍କ ସାମ୍ନାରେ କୌଣସି ଯୋଯନା ରଖବା କଥା ନୁହେଁ । କୃଷ୍ଣଙ୍କୁ କରିବାକୁ ଦିଅ । କେବଳ କୃଷ୍ଣଙ୍କ ଯୋଯନା ଅନୁସାରେ ଆମେ କାମ କରିବା ଉଚିତ୍ ।  

ତେଣୁ ତୁମର ଯୋଯନା କ'ଣ? ଆମର ଯୋଯନା ହେଉଛି, କୃଷ୍ଣ କୁହନ୍ତି, ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ([[Vanisource:BG 18.66|BG 18.66]]) । ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ । ତେଣୁ ଆମର ଯୋଯନା ଏହା ଅଟେ । ଆମେ କେବଳ କୃଷ୍ଣଙ୍କ ପାଇଁ ପ୍ରଚାର କରୁଛୁ, ଯେ "ତୁମେ କୃଷ୍ଣ ଚେତନାଶୀଳ ହୁଅ ।" ଆମକୁ ଆମର ଉଦାହରଣ ଦେଖେଇବାକୁ ହେବ, କିପରି ଆମେମାନେ କୃଷ୍ଣ ଚେତନାଶୀଳ ହେଲୁ, ଆମେ କିପରି କୃଷ୍ଣଙ୍କୁ ପୂଜା କରୁଛୁ, ଆମେ କିପରି ସଡ଼କରେ ଯାଉଛୁ କୃଷ୍ଣଙ୍କର ନାମ ଜପ କରିବା ପାଇଁ , ଦିବ୍ୟ ନାମ । ବର୍ତ୍ତମାନ, ଆମେ କୃଷ୍ଣଙ୍କ ପ୍ରସାଦ ବିତରଣ କରୁଛୁ । ଯେତେ ପର୍ଯ୍ୟନ୍ତ ସମ୍ଭବ, ଆମର କାର୍ଯ୍ୟ ହେଉଛି ଲୋକମାନଙ୍କୁ କୃଷ୍ଣ ଚେତନାଶୀଳ ହେବା ପାଇଁ ପ୍ରବର୍ତ୍ତାଇବା । ବାସ୍ । ସେଥିପାଇଁ, ତୁମେ ଯୋଯନା କରିପାର, କାରଣ ତାହା କୃଷ୍ଣଙ୍କର ଯୋଯନା ଅଟେ । କିନ୍ତୁ ତାହା ମଧ୍ୟ କୃଷ୍ଣଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ହୋଇଥିବା ଉଚିତ୍ । ନିଜ ଦ୍ଵାରା ନିର୍ମିତ, ମନଗଢ଼ଣ ଯୋଯନା ପ୍ରସ୍ତୁତ କର ନାହିଁ । ସେଥିପାଇଁ, ତୁମକୁ ମାର୍ଗ ଦର୍ଶନ କରାଇବା ପାଇଁ, କୃଷ୍ଣଙ୍କର ପ୍ରତିନିଧିର ଆବଶ୍ୟକତା ଅଛି । ସେ ହେଉଛିନ୍ତି  ଆଧ୍ୟତ୍ମିକ ଗୁରୁ ।  
ତେଣୁ ତୁମର ଯୋଯନା କ'ଣ? ଆମର ଯୋଯନା ହେଉଛି, କୃଷ୍ଣ କୁହନ୍ତି, ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ([[Vanisource:BG 18.66 (1972)|BG 18.66]]) । ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ । ତେଣୁ ଆମର ଯୋଯନା ଏହା ଅଟେ । ଆମେ କେବଳ କୃଷ୍ଣଙ୍କ ପାଇଁ ପ୍ରଚାର କରୁଛୁ, ଯେ "ତୁମେ କୃଷ୍ଣ ଚେତନାଶୀଳ ହୁଅ ।" ଆମକୁ ଆମର ଉଦାହରଣ ଦେଖେଇବାକୁ ହେବ, କିପରି ଆମେମାନେ କୃଷ୍ଣ ଚେତନାଶୀଳ ହେଲୁ, ଆମେ କିପରି କୃଷ୍ଣଙ୍କୁ ପୂଜା କରୁଛୁ, ଆମେ କିପରି ସଡ଼କରେ ଯାଉଛୁ କୃଷ୍ଣଙ୍କର ନାମ ଜପ କରିବା ପାଇଁ , ଦିବ୍ୟ ନାମ । ବର୍ତ୍ତମାନ, ଆମେ କୃଷ୍ଣଙ୍କ ପ୍ରସାଦ ବିତରଣ କରୁଛୁ । ଯେତେ ପର୍ଯ୍ୟନ୍ତ ସମ୍ଭବ, ଆମର କାର୍ଯ୍ୟ ହେଉଛି ଲୋକମାନଙ୍କୁ କୃଷ୍ଣ ଚେତନାଶୀଳ ହେବା ପାଇଁ ପ୍ରବର୍ତ୍ତାଇବା । ବାସ୍ । ସେଥିପାଇଁ, ତୁମେ ଯୋଯନା କରିପାର, କାରଣ ତାହା କୃଷ୍ଣଙ୍କର ଯୋଯନା ଅଟେ । କିନ୍ତୁ ତାହା ମଧ୍ୟ କୃଷ୍ଣଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ହୋଇଥିବା ଉଚିତ୍ । ନିଜ ଦ୍ଵାରା ନିର୍ମିତ, ମନଗଢ଼ଣ ଯୋଯନା ପ୍ରସ୍ତୁତ କର ନାହିଁ । ସେଥିପାଇଁ, ତୁମକୁ ମାର୍ଗ ଦର୍ଶନ କରାଇବା ପାଇଁ, କୃଷ୍ଣଙ୍କର ପ୍ରତିନିଧିର ଆବଶ୍ୟକତା ଅଛି । ସେ ହେଉଛିନ୍ତି  ଆଧ୍ୟତ୍ମିକ ଗୁରୁ ।  

ତେଣୁ ଏକ ବଡ଼ ଯୋଯନା ଅଛି ଏବଂ ଏକ ବଡ଼ ବ୍ୟବସ୍ଥା ଅଛି । ସେଥିପାଇଁ ଆମେମାନେ ମହାଜନମାନଙ୍କର ପଦାନୁସରଣ କରିବା ଉଚିତ୍ । ଯେପରି କି ଏଠାରେ କୁହାଯାଇଛି, ଯେ  ଦ୍ଵାଦଶିତେ ବିଜ୍ଞାନୀମୋ ଧର୍ମଂ ଭାଗବତଂ ଭଟାଃ । ସେ କହିଛନ୍ତି ଯେ "ଆମେମାନେ, ବଛାହୋଇଥିବା ମହାଜନ, କୃଷ୍ଣଙ୍କର ପ୍ରତିନିଧି, ଆମେ ଜାଣିଛୁ ଭଗବଦ୍ ଧର୍ମ କ'ଣ, କୃଷ୍ଣ ଧର୍ମ କ'ଣ ।" ଦ୍ଵାଦଶ । ଦ୍ଵାଦଶ ଅର୍ଥାତ୍ ବାରଟି ନାମ, ପୂର୍ବରୁ ଉଲ୍ଲେଖ କରାଯାଇଛି: ସ୍ଵୟମ୍ଭୂର୍ ନାରଦଃ ଶମ୍ଭୁଃ...([[Vanisource:SB 6.3.20|SB 6.3.20]]) । ମୁଁ ବର୍ଣ୍ଣନା କରିଛି । ତେଣୁ ୟମରାଜ କହିଛନ୍ତି, "କେବଳ ଆମେମାନେ, ଏହି ବାର ଜଣ ବ୍ୟକ୍ତି, କୃଷ୍ଣଙ୍କର ପ୍ରତିନିଧି, ଆମେ ଜାଣିଛୁ ଭଗବଦ୍ - ଧର୍ମ କ'ଣ ।" ଦ୍ଵାଦଶେତେ ବିଜାନୀମଃ । ବିଜାନୀମଃ ଅର୍ଥାତ୍ "ଆମେ ଜାଣିଛୁ ।" ଧର୍ମଂ ଭାଗବତଂ ଭତାଃ ଗୁହୟଂ ବିଷୁଧଂ ଦୂରବୋଧଂ ୟଂ ଜ୍ଞାତ୍ଵାମୃତମ୍ ଅଶ୍ନୁତେ । "ଆମେ ଜାଣିଛୁ ।" ସେଥିପାଇଃ ଏହି ଉପଦେଶ ଦିଆଯାଇଛି, ମହାଜନୋ ୟେନ ଗତଃ ସ ପଂଥାଃ ([[Vanisource:CC Madhya 17.186|CC Madhya 17.186]]) । ଏହି ମାହାଜନମାନେ, ଯେପରି ସେମାନେ ନିର୍ଦ୍ଧାରିତ କରିଛନ୍ତି, ଯେ ଏହା କୃଷ୍ଣଙ୍କୁ ବୁଝିବା ପାଇଁ ପ୍ରକୃତ ମାର୍ଗ ଅଟେ କିମ୍ଵା ଆଧ୍ୟାତ୍ମିକ ମୋକ୍ଷ ପାଇବା ପାଇଁ ।  
ତେଣୁ ଏକ ବଡ଼ ଯୋଯନା ଅଛି ଏବଂ ଏକ ବଡ଼ ବ୍ୟବସ୍ଥା ଅଛି । ସେଥିପାଇଁ ଆମେମାନେ ମହାଜନମାନଙ୍କର ପଦାନୁସରଣ କରିବା ଉଚିତ୍ । ଯେପରି କି ଏଠାରେ କୁହାଯାଇଛି, ଯେ  ଦ୍ଵାଦଶିତେ ବିଜ୍ଞାନୀମୋ ଧର୍ମଂ ଭାଗବତଂ ଭଟାଃ । ସେ କହିଛନ୍ତି ଯେ "ଆମେମାନେ, ବଛାହୋଇଥିବା ମହାଜନ, କୃଷ୍ଣଙ୍କର ପ୍ରତିନିଧି, ଆମେ ଜାଣିଛୁ ଭଗବଦ୍ ଧର୍ମ କ'ଣ, କୃଷ୍ଣ ଧର୍ମ କ'ଣ ।" ଦ୍ଵାଦଶ । ଦ୍ଵାଦଶ ଅର୍ଥାତ୍ ବାରଟି ନାମ, ପୂର୍ବରୁ ଉଲ୍ଲେଖ କରାଯାଇଛି: ସ୍ଵୟମ୍ଭୂର୍ ନାରଦଃ ଶମ୍ଭୁଃ...([[Vanisource:SB 6.3.20-21|SB 6.3.20]]) । ମୁଁ ବର୍ଣ୍ଣନା କରିଛି । ତେଣୁ ୟମରାଜ କହିଛନ୍ତି, "କେବଳ ଆମେମାନେ, ଏହି ବାର ଜଣ ବ୍ୟକ୍ତି, କୃଷ୍ଣଙ୍କର ପ୍ରତିନିଧି, ଆମେ ଜାଣିଛୁ ଭଗବଦ୍ - ଧର୍ମ କ'ଣ ।" ଦ୍ଵାଦଶେତେ ବିଜାନୀମଃ । ବିଜାନୀମଃ ଅର୍ଥାତ୍ "ଆମେ ଜାଣିଛୁ ।" ଧର୍ମଂ ଭାଗବତଂ ଭତାଃ ଗୁହୟଂ ବିଷୁଧଂ ଦୂରବୋଧଂ ୟଂ ଜ୍ଞାତ୍ଵାମୃତମ୍ ଅଶ୍ନୁତେ । "ଆମେ ଜାଣିଛୁ ।" ସେଥିପାଇଃ ଏହି ଉପଦେଶ ଦିଆଯାଇଛି, ମହାଜନୋ ୟେନ ଗତଃ ସ ପଂଥାଃ ([[Vanisource:CC Madhya 17.186|CC Madhya 17.186]]) । ଏହି ମାହାଜନମାନେ, ଯେପରି ସେମାନେ ନିର୍ଦ୍ଧାରିତ କରିଛନ୍ତି, ଯେ ଏହା କୃଷ୍ଣଙ୍କୁ ବୁଝିବା ପାଇଁ ପ୍ରକୃତ ମାର୍ଗ ଅଟେ କିମ୍ଵା ଆଧ୍ୟାତ୍ମିକ ମୋକ୍ଷ ପାଇବା ପାଇଁ ।  

ତେଣୁ ଆମେମାନେ ବ୍ରହ୍ମ-ସଂପ୍ରଦାୟର ଅନୁସରଣ କରୁଛୁ, ପ୍ରଥମେ ସ୍ଵୟମ୍ଭୂ । ବ୍ରହ୍ମା । ବ୍ରହ୍ମା, ତାପରେ ନାରଦ, ନାରଦଙ୍କଠାରୁ ବ୍ୟାସଦେବ । ଏହିପରି ଭାବରେ, ମାଧବାଚାର୍ଯ, ଶ୍ରୀ ଚୈତନ୍ୟ ମହାପ୍ରଭୁ, ଏହିପରି ଭାବରେ । ତେଣୁ ଆଜି, କାରଣ ଆମେମାନେ ପଦାନୁସରଣ କରୁଛୁ ଶ୍ରୀ ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵମୀ ପ୍ରଭୁପାଦ, ତେଣୁ ଏହା,  ଆଜି ତାଙ୍କର ଆର୍ବିଭାବ ଦିବସ । ତେଣୁ ଆମେ ଏହି ତିଥିକୁ ସମ୍ନାନର ସହିତ ସମ୍ନାନ କରିବା ଉଚିତ୍ । ଏବଂ ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵମୀଙ୍କୁ ପ୍ରାର୍ଥନା କରିବା କଥା ଯେ "ଅମେ ଆପଣଙ୍କ ସେବାରେ ନିଯୁକ୍ତ । ତେଣୁ ଆମକୁ ଶକ୍ତି ଦିଅ, ଆମକୁ ବୁଦ୍ଧି ଦିଅ । ଏବଂ ଆମେ ଆପଣଙ୍କ ସେବକମାନଙ୍କ ଦ୍ଵାରା ନିର୍ଦ୍ଦେଶିତ ହେଉଛୁ ।" ତେଣୁ ଏହିପରି ଭାବରେ ଆମେ ପ୍ରାର୍ଥନା କରିବା ଉଚିତ୍ । ଏବଂ ମୁଁ ଭାବୁଛି ସଂଧ୍ୟାରେ ଆମେମାନେ ପ୍ରସାଦ ବିତରଣ କରିବା ।  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:30, 16 October 2018

His Divine Grace Srila Bhaktisiddhanta Sarasvati Gosvami Prabhupada's Appearance Day, SB 6.3.24 -- Gorakhpur, February 15, 1971

ତେଣୁ ମାୟାବାଦୀମାନେ ପ୍ରମାଣ କରିବାକୁ ଚାହୁଁଛନ୍ତି ଯେ ପରମ ସତ୍ୟ ହେଉଛି ନିରାକାର । ତେଣୁ କୃଷ୍ଣ ତୁମକୁ ବୁଦ୍ଧି ଦିଅନ୍ତି: "ହଁ, ତୁମେ ଏହାକୁ ଆଗକୁ ବଢ଼ାଅ । ଏହି ତର୍କ ଆଗରେ ରଖ, ଏହି ତର୍କ, ସେହି ତର୍କ ।" ସେହିପରି, କୃଷ୍ଣ ଦିଅନ୍ତି... ଏକ ବଙ୍ଗାଳୀ ଢଗ ଅଛି ଯେ ଭଗବାନ କିପରି କାମ କରନ୍ତି, ଜଣେ ବ୍ୟକ୍ତି, ଏକ ଗୃହସ୍ଥ ବ୍ୟକ୍ତି ଭଗବାନଙ୍କୁ ପ୍ରାଥନା କରୁଛି, "ହେ ଭଗବାନ୍, ମୋ ଘରେ ଆଜି ରାତିରେ କୌଣସି ଚୋରି ନ ହେଉ । ଦୟାକରି ମୋତେ ରକ୍ଷାକର ।" ତେଣୁ ଜଣେ ବ୍ୟକ୍ତି ଏହିପରି ପ୍ରାର୍ଥନା କରୁଛି । ଅନ୍ୟ ଏକ ବ୍ୟକ୍ତି ପ୍ରାର୍ଥନା କରୁଛି, ଚୋର, "ହେ ପ୍ରଭୁ, ମୁଁ ଅଜି ରାତିରେ ସେହି ଘରେ ଚୋରି କରିବି । ଦୟାକରି କିଛି ପ୍ରାପ୍ତ କରିବା ପାଇଁ ମୋତେ ସାହାର୍ଯ୍ୟ କରନ୍ତୁ ।" ବର୍ତ୍ତମାନ, କୃଷ୍ଣଙ୍କର ସ୍ଥିତି କ'ଣ? କୃଷ୍ଣ ସମସ୍ତଙ୍କର ହୃଦୟରେ ଅଛନ୍ତି । ତେଣୁ କୃଷ୍ଣଙ୍କୁ ଏତେ ସାରା ପ୍ରାର୍ଥନାକୁ ସନ୍ତୁଷ୍ଟ କରିବାକୁ ପଡେ । ଚୋର ଏବଂ ଗୃହସ୍ଥ, ଏତେ ସାରା ପ୍ରାର୍ଥନା । ତେଣୁ କୃଷ୍ଣଙ୍କର ବ୍ୟବସ୍ଥା କରିବା...କିନ୍ତୁ ତଥାପି ସେ...ତାହା କୃଷ୍ଣଙ୍କର ବୁଦ୍ଧିମତା, ଯେ କିପରି ସେ ବ୍ୟବସ୍ଥିତ କରିବେ । ସେ ସମସ୍ତଙ୍କୁ ସ୍ଵତନ୍ତ୍ରତା ପ୍ରଦାନ କରିଛନ୍ତି । ଏବଂ ସମସ୍ତଙ୍କୁ ସୁବିଧା ଦିଆଯାଇଛି, କିନ୍ତୁ ତଥାପି ସେ ଯନ୍ତ୍ରଣାରେ ଅଛି । ସେଥିପାଇଁ କୃଷ୍ଣ ତାଙ୍କର ଭକ୍ତମାନଙ୍କୁ ପରାମର୍ଶ ଦିଅନ୍ତି ଯେ "କିଛି ଯୋଯନା କର ନାହିଁ । ତୁମେ ଦୁର୍ଜନ, ତୁମେ ନିରର୍ଥକ, ତୁମେ ମୋତେ କଷ୍ଟ ଦିଅନାହିଁ । ଦୟାକରି ମୋତେ ଆତ୍ମସମର୍ପଣ କର । କେବଳ ମୋ ଯୋଯନାର ଅନ୍ତର୍ଗତ ହୁଅ; ତୁମେ ସୁଖୀ ହେବ । ତୁମେ ଯୋଯନା କରୁଛ, ତୁମେ ଦୁଃଖୀ ହେଉଛ, ମୁଁ ମଧ୍ୟ ଦୁଃଖୀ ହେଉଛି । ପ୍ରତିଦିନ ଏତେ ସାରା ଯୋଯନା ଆସୁଛି, ଏବଂ ମୋତେ କରିବାକୁ ହେବ ।" କିନ୍ତୁ ସେ ଭାରୀ ଦୟାଳୁ, ଯଦି...ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ...(BG 4.11) ।

ତେଣୁ କୃଷ୍ଣଙ୍କର ଭକ୍ତ ବ୍ୟତିତ, ସମସ୍ତେ କେବଳ କୃଷ୍ଣଙ୍କୁ କଷ୍ଟ ଦେଉଛନ୍ତି । ସେଥିପାଇଁ, ସେମାନଙ୍କୁ ଦୁଷ୍ଟକୃତିନ କୁହାଯାଏ । ଦୁଷ୍ଟକୃତିନ, ଅତି ଦୁଷ୍ଟ, ଦୁଷ୍ଟ । କୌଣସି ଯୋଯନା କର ନାହିଁ । କୃଷ୍ଣଙ୍କର ଯୋଯନା ସ୍ଵୀକାର କର । ତାହା କେବଳ କୃଷ୍ଣଙ୍କୁ କଷ୍ଟ ଦେବ । ସେଥିପାଇଁ, ଜଣେ ଭକ୍ତ ତାର ପୋଷଣ ପାଇଁ ମଧ୍ୟ ପ୍ରାର୍ଥନା କରେ ନାହିଁ । ସେ ହେଉଛି ଶୁଦ୍ଧ ଭକ୍ତ । ସେ ତାର ପୋଷଣ ପାଇଁ ମଧ୍ୟ କୃଷ୍ଣଙ୍କୁ କଷ୍ଟ ଦିଏ ନାହିଁ । ଯଦି ତାହାର ପୋଷଣ ନ ହୋଇପାରେ, ସେ କଷ୍ଟ ଭୋଗିବ, ଉପାସରେ ରହିବ; ତଥାପି ସେ କୃଷ୍ଣଙ୍କୁ ମାଗିବ ନାହିଁ, "କୃଷ୍ଣ, ମୁଁ ଭାରୀ ଭୋକ ଲାଗୁଛି । ମୋତେ କିଛି ଖାଇବାକୁ ଦିଅ ।" ଅବଶ୍ୟ, କୃଷ୍ଣ ତାଙ୍କ ଭକ୍ତମାନଙ୍କ ପାଇଁ ସର୍ତକ, କିନ୍ତୁ ଜଣେ ଭକ୍ତର ସିଦ୍ଧାନ୍ତ ଏହିକି ଯେ କୃଷ୍ଣଙ୍କ ସାମ୍ନାରେ କୌଣସି ଯୋଯନା ରଖବା କଥା ନୁହେଁ । କୃଷ୍ଣଙ୍କୁ କରିବାକୁ ଦିଅ । କେବଳ କୃଷ୍ଣଙ୍କ ଯୋଯନା ଅନୁସାରେ ଆମେ କାମ କରିବା ଉଚିତ୍ ।

ତେଣୁ ତୁମର ଯୋଯନା କ'ଣ? ଆମର ଯୋଯନା ହେଉଛି, କୃଷ୍ଣ କୁହନ୍ତି, ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ । ତେଣୁ ଆମର ଯୋଯନା ଏହା ଅଟେ । ଆମେ କେବଳ କୃଷ୍ଣଙ୍କ ପାଇଁ ପ୍ରଚାର କରୁଛୁ, ଯେ "ତୁମେ କୃଷ୍ଣ ଚେତନାଶୀଳ ହୁଅ ।" ଆମକୁ ଆମର ଉଦାହରଣ ଦେଖେଇବାକୁ ହେବ, କିପରି ଆମେମାନେ କୃଷ୍ଣ ଚେତନାଶୀଳ ହେଲୁ, ଆମେ କିପରି କୃଷ୍ଣଙ୍କୁ ପୂଜା କରୁଛୁ, ଆମେ କିପରି ସଡ଼କରେ ଯାଉଛୁ କୃଷ୍ଣଙ୍କର ନାମ ଜପ କରିବା ପାଇଁ , ଦିବ୍ୟ ନାମ । ବର୍ତ୍ତମାନ, ଆମେ କୃଷ୍ଣଙ୍କ ପ୍ରସାଦ ବିତରଣ କରୁଛୁ । ଯେତେ ପର୍ଯ୍ୟନ୍ତ ସମ୍ଭବ, ଆମର କାର୍ଯ୍ୟ ହେଉଛି ଲୋକମାନଙ୍କୁ କୃଷ୍ଣ ଚେତନାଶୀଳ ହେବା ପାଇଁ ପ୍ରବର୍ତ୍ତାଇବା । ବାସ୍ । ସେଥିପାଇଁ, ତୁମେ ଯୋଯନା କରିପାର, କାରଣ ତାହା କୃଷ୍ଣଙ୍କର ଯୋଯନା ଅଟେ । କିନ୍ତୁ ତାହା ମଧ୍ୟ କୃଷ୍ଣଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ହୋଇଥିବା ଉଚିତ୍ । ନିଜ ଦ୍ଵାରା ନିର୍ମିତ, ମନଗଢ଼ଣ ଯୋଯନା ପ୍ରସ୍ତୁତ କର ନାହିଁ । ସେଥିପାଇଁ, ତୁମକୁ ମାର୍ଗ ଦର୍ଶନ କରାଇବା ପାଇଁ, କୃଷ୍ଣଙ୍କର ପ୍ରତିନିଧିର ଆବଶ୍ୟକତା ଅଛି । ସେ ହେଉଛିନ୍ତି ଆଧ୍ୟତ୍ମିକ ଗୁରୁ ।

ତେଣୁ ଏକ ବଡ଼ ଯୋଯନା ଅଛି ଏବଂ ଏକ ବଡ଼ ବ୍ୟବସ୍ଥା ଅଛି । ସେଥିପାଇଁ ଆମେମାନେ ମହାଜନମାନଙ୍କର ପଦାନୁସରଣ କରିବା ଉଚିତ୍ । ଯେପରି କି ଏଠାରେ କୁହାଯାଇଛି, ଯେ ଦ୍ଵାଦଶିତେ ବିଜ୍ଞାନୀମୋ ଧର୍ମଂ ଭାଗବତଂ ଭଟାଃ । ସେ କହିଛନ୍ତି ଯେ "ଆମେମାନେ, ବଛାହୋଇଥିବା ମହାଜନ, କୃଷ୍ଣଙ୍କର ପ୍ରତିନିଧି, ଆମେ ଜାଣିଛୁ ଭଗବଦ୍ ଧର୍ମ କ'ଣ, କୃଷ୍ଣ ଧର୍ମ କ'ଣ ।" ଦ୍ଵାଦଶ । ଦ୍ଵାଦଶ ଅର୍ଥାତ୍ ବାରଟି ନାମ, ପୂର୍ବରୁ ଉଲ୍ଲେଖ କରାଯାଇଛି: ସ୍ଵୟମ୍ଭୂର୍ ନାରଦଃ ଶମ୍ଭୁଃ...(SB 6.3.20) । ମୁଁ ବର୍ଣ୍ଣନା କରିଛି । ତେଣୁ ୟମରାଜ କହିଛନ୍ତି, "କେବଳ ଆମେମାନେ, ଏହି ବାର ଜଣ ବ୍ୟକ୍ତି, କୃଷ୍ଣଙ୍କର ପ୍ରତିନିଧି, ଆମେ ଜାଣିଛୁ ଭଗବଦ୍ - ଧର୍ମ କ'ଣ ।" ଦ୍ଵାଦଶେତେ ବିଜାନୀମଃ । ବିଜାନୀମଃ ଅର୍ଥାତ୍ "ଆମେ ଜାଣିଛୁ ।" ଧର୍ମଂ ଭାଗବତଂ ଭତାଃ ଗୁହୟଂ ବିଷୁଧଂ ଦୂରବୋଧଂ ୟଂ ଜ୍ଞାତ୍ଵାମୃତମ୍ ଅଶ୍ନୁତେ । "ଆମେ ଜାଣିଛୁ ।" ସେଥିପାଇଃ ଏହି ଉପଦେଶ ଦିଆଯାଇଛି, ମହାଜନୋ ୟେନ ଗତଃ ସ ପଂଥାଃ (CC Madhya 17.186) । ଏହି ମାହାଜନମାନେ, ଯେପରି ସେମାନେ ନିର୍ଦ୍ଧାରିତ କରିଛନ୍ତି, ଯେ ଏହା କୃଷ୍ଣଙ୍କୁ ବୁଝିବା ପାଇଁ ପ୍ରକୃତ ମାର୍ଗ ଅଟେ କିମ୍ଵା ଆଧ୍ୟାତ୍ମିକ ମୋକ୍ଷ ପାଇବା ପାଇଁ ।