OR/Prabhupada 0081 - ସୂର୍ଯ୍ୟଗ୍ରହରେ ଶରୀରଗୁଡ଼ିକ ଅଗ୍ନିମୟ ଅଟନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0081 - in all Languages Category:OR-Quotes - 1966 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in USA]]
[[Category:OR-Quotes - in USA]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0080 - କୃଷ୍ଣଙ୍କୁ ତାଙ୍କର ଯୁବକ ସାଙ୍ଗମାନଙ୍କ ସହିତ ଖେଳିବାକୁ ବହୁତ ଭଲ ଲାଗେ|ପୂର୍ବ ପୃଷ୍ଠା - ବିଡିଓ 0080|OR/Prabhupada 0082 - କୃଷ୍ଣ ସର୍ବତ୍ର ଅଛନ୍ତି|ପର ପୃଷ୍ଠା - ବିଡିଓ 0082}}
{{1080 videos navigation - All Languages|Oriya|OR/Prabhupada 0080 - କୃଷ୍ଣଙ୍କୁ ତାଙ୍କର ଯୁବକ ସାଙ୍ଗମାନଙ୍କ ସହିତ ଖେଳିବାକୁ ବହୁତ ଭଲ ଲାଗେ|0080|OR/Prabhupada 0082 - କୃଷ୍ଣ ସର୍ବତ୍ର ଅଛନ୍ତି|0082}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->

Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|h3sZ_lDRBoc|ସୂର୍ଯ୍ୟଗ୍ରହରେ ଶରୀରଗୁଡ଼ିକ ଅଗ୍ନିମୟ ଅଟନ୍ତି<br />- Prabhupāda 0081}}
{{youtube_right|8uLoIBKqLM0|ସୂର୍ଯ୍ୟଗ୍ରହରେ ଶରୀରଗୁଡ଼ିକ ଅଗ୍ନିମୟ ଅଟନ୍ତି<br />- Prabhupāda 0081}}
<!-- END VIDEO LINK -->
<!-- END VIDEO LINK -->

Line 32: Line 32:
:ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍  
:ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍  
:ତତ୍ର ନ ମୁହ୍ୟତି  
:ତତ୍ର ନ ମୁହ୍ୟତି  
:([[Vanisource:BG 2.13|BG 2.13]])  
:([[Vanisource:BG 2.13 (1972)|BG 2.13]])  

ଦେହିନଃ । ଦେହିନଃ ଅର୍ଥାତ୍ "ଯିଏ ଏହି ଭୌତିକ ଶରୀର ସ୍ଵୀକାର କରିଛି ।" ଅସ୍ମିନ । ଅସ୍ମିନ ଅର୍ଥାତ୍ "ଏହି ଜଗତରେ" କିମ୍ଵା "ଏହି ଜୀବନରେ ।" ଯଥା, "ଯେପରି" ଦେହ । ଦେହ ଅର୍ଥାତ୍ "ଏହି ଶରୀର ରେ ।" କାରଣ ଦେହିନ ଅର୍ଥାତ୍ "ଯିଏ ଏହି ଶରୀର ସ୍ଵୀକାର କରିଛି," ଏବଂ ଦେହେ, "ଏହି ଶରୀର ରେ ।" ତେଣୁ ମୁଁ ଏହି ଶରୀର ଭିତରେ ଅଛି । ବର୍ତ୍ତମାନ, ମୁଁ ଏହି ଶରୀର ନୁହେଁ । ଯେପରି ତୁମେ ଏହି ସାର୍ଟ ଏବଂ କୋଟ ଭିତରେ ଅଛ, ସେହିପରି, ମୁଁ ମଧ୍ୟ ଏହି ଶରୀର ଭିତରେ ଅଛି, ଏହି ସ୍ଥୂଳ ଶରୀର ଏବଂ ସୂକ୍ଷ୍ମ ଶରୀର । ଏହି ସ୍ଥୂଳ ଶରୀର ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶରେ ତିଆରି ହୋଇଛି, ଏହି ସ୍ଥୂଳ ଶରୀର, ଏହା ଆମର ଭୌତିକ ଶରୀର ଅଟେ । ବର୍ତ୍ତମାନ, ଏହି ପୃଥିବୀରେ, ଏହି ଲୋକରେ, ପୃଥିବୀ ମୂଖ୍ୟ ଅଟେ । ଯେକୌଣସି ସ୍ଥାନରେ, ଏହି ଶରୀର, ଭୌତିକ ଶରୀର, ଏହି ପାଞ୍ଚଟି ମୌଳିକ ବସ୍ତୁ: ପୃଥିବୀ, ଜଳ, ଅଗ୍ନି, ବାୟୁ, ଏବଂ ଆକାଶ ଦ୍ଵାରା ନିର୍ମିତ । ଏହି ପାଞ୍ଚଟି ମୂଳ ପଦାର୍ଥ ଅଟନ୍ତି । ଯେପରିକି ଏହି କୋଠାଘର । ଏହି ସଂପୂର୍ଣ୍ଣ କୋଠାଘର ପୃଥିବୀ, ଜଳ ଏବଂ ଅଗ୍ନି ଦ୍ଵାରା ନିର୍ମିତ । ତୁମେ କିଛି ମାଟି ନେଲ, ଏବଂ ଇଟା ବନେଇଲ, ଏବଂ ଏହାକୁ ଅଗ୍ନିରେ ଜଳେଇଲ, ଏବଂ ମିଟିକୁ ପାଣି ସହିତ ମିଶେଇଲା ପରେ, ତୁମେ ଇଟାର ଆକାର ଦେଲ, ଏବଂ ତାପରେ ତୁମେ ଅଗ୍ନିରେ ପକେଇଲ, ଏବଂ ଯେତେବେଳେ ଏହା ଶକ୍ତ ହୋଇଯାଏ, ତାପରେ ତୁମେ ଏକ ବଡ଼ କୋଠାଘର ବନେଇଲ । ତେଣୁ ଏହା କିଛି ନୁହେଁ କିନ୍ତୁ କେବଳ ପୃଥିବୀ, ଜଳ ଏବଂ ଅଗ୍ନିର ଏକ ପ୍ରଦର୍ଶନ ଅଟେ । ବାସ୍ । ସେହିପରି, ଆମର ଶରୀର ମଧ୍ୟ ସେହିପରି ନିର୍ମିତ ହୋଇଛି: ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ ଦ୍ଵାରା । ବାୟୁ...ବାୟୁ ପ୍ରବାହିତ ହେଉଛି, ଶ୍ଵାସ । ତୁମେ ଜାଣିଛ । ବାୟୁ ସର୍ବଦା ରୁହେ । ଏହି ବାହ୍ୟ ଚର୍ମ ପୃଥିବୀ ଅଟେ, ଏବଂ ଆମ ପେଟରେ ଉଷ୍ମତା ଅଛି । ଉଷ୍ମତା ବିନା, ତୁମେ କିଛି ହଜମ କରିପାରିବ ନାହିଁ । ବୁଝୁଛ? ଯଥାଶୀଘ୍ର ଉଷ୍ମତା ଲୋପ ପାଏ, ତୁମର ହଜମ କରିବାର ଶକ୍ତି ଖରାପ ହୋଇଯାଏ । ତେଣୁ ଅନେକ ଜିନିଷ ଅଛି । ଏହା ବ୍ୟବସ୍ଥା ଅଟେ । ବର୍ତ୍ତମାନ, ଏହି ଗ୍ରହରେ ଆମେ ଏହି ଶରୀର ପାଇଛୁ, ଯେଉଁଥିରେ ପୃଥିବୀ ମୂଖ୍ୟ ଅଟେ । ସେହିପରି, ଅନ୍ୟ ଗ୍ରହମାନଙ୍କରେ, ଅନ୍ୟ ଗ୍ରହରେ, ଜଳ ମୂଖ୍ୟ ଅଟେ, କେଉଁଠାରେ ଅଗ୍ନି ମୂଖ୍ୟ ଅଟେ । ସୂର୍ଯ୍ୟ ଗ୍ରହରେ, ସେଠାରେ ଶରୀର... ସେଠାରେ ମଧ୍ୟ ଜୀବ ଅଛନ୍ତି, କିନ୍ତୁ ସେମାନଙ୍କର ଶରୀର ଏପରି ନିର୍ମିତ ଯେ ଏହା ଅଗ୍ନିମୟ ଅଟେ । ସେମାନେ ଅଗ୍ନିରେ ଜୀବିତ ରହିପାରିବେ । ସେମାନେ ଅଗ୍ନିରେ ଜୀବିତ ରହିପାରିବେ । ସେହିପରି, ବରୁଣଲୋକ, ଶୁକ୍ର ଗ୍ରହରେ, ଏହି ସମସ୍ତ ଗ୍ରହମାନଙ୍କରେ, ସେମାନେ ବିଭିନ୍ନ ପ୍ରକାରର ଶରୀର ପାଇଛନ୍ତି । ଯେପରି ତୁମେ ଏଠାରେ ଦେଖିପାରିବ ଯେ ପାଣିରେ, ଜଳଚରମାନେ, ସେମାନେ ଏକ ଭିନ୍ନ ପ୍ରକାରର ଶରୀର ପାଇଛନ୍ତି । ବର୍ଷ ବର୍ଷ ଧରି ଜଳଚରମାନେ ରୁହଁନ୍ତି, ସେମାନେ ପାଣି ଭିତରେ ରୁହଁନ୍ତି, ସେମାନେ ଭାରୀ ସୁଖଦ ଅନୁଭବ କରନ୍ତି । କିନ୍ତୁ ତୁମେ ଏହାକୁ ଯେତେବେଳେ ଭୂମିକୁ ଟାଣି ଆଣ, ଏହା ମରିଯାଏ । ସେହିପରି ତୁମେ ଭୁମିରେ ସୁଖଦ ଅନୁଭବ କର, କିନ୍ତୁ ଯେଉଁ ମୂହୁର୍ତ୍ତରେ ତୁମକୁ ପାଣିରେ ପକାଯାଏ, ତୁମେ ମରିଯିବ । କାରଣ ତୁମର ଶରୀର, ଶାରୀରିକ ଗଠନ ଭିନ୍ନ ଅଟେ, ତାହାର ଶରୀର, ଶାରୀରିକ ଗଠନ ଭିନ୍ନ ଅଟେ, ପକ୍ଷୀର ଶରୀର... ପକ୍ଷୀ, ବଡ଼ ପକ୍ଷୀ, ଏହା ଉଡ଼ିପାରେ, କିନ୍ତୁ ଏହା ଭଗବାନଙ୍କ ଦ୍ଵାରା ନିର୍ମିତ ଉଡ଼ିବା ଯନ୍ତ୍ର ଅଟେ । କିନ୍ତୁ ତୁମର ମନୁଷ୍ୟ ନିର୍ମିତ ଯନ୍ତ୍ର, ଏହା ଦୁର୍ଘଟଣା ଗ୍ରସ୍ତ ହୁଏ । ତୁମେ ବୁଝିପାରୁଛ? କାରଣ କୃତ୍ରିମ ଅଟେ ।  

ତେଣୁ ଏହା ହେଉଛି ବ୍ୟବସ୍ଥା । ସମସ୍ତ ଜୀବ ଏକ ନିର୍ଦ୍ଧିଷ୍ଟ ପ୍ରକାରର ଶରୀର ପାଇଛନ୍ତି । ଦେହିନୋ ଅସ୍ମିନ୍ ଯଥା ଦେହେ ([[Vanisource:BG 2.13|BG 2.13]]) । ଏବଂ ସେହି ଶରୀରର ସ୍ଵାଭାବ କ'ଣ? ବର୍ତ୍ତମାନ, ଏଠାରେ ତାହା ବର୍ଣ୍ଣନା କରାଯାଇଛି, ଯେ ଆମେ କିପରି ଆମ ଶରୀର ପରିବର୍ତ୍ତନ କରୁ? କିପରି...କିନ୍ତୁ ଏହା ଆମ ପାଇଁ କଷ୍ଟକର ବିଷୟ କାରଣ ଆମେମାନେ ବ୍ୟସ୍ତ ଏହି ଶରୀର ସହିତ ଆତ୍ମାର ଚିହ୍ନଟ କରିବା ଭାବନାରେ । ବର୍ତ୍ତମାନ, ଆଧ୍ୟାତ୍ମିକ ଜ୍ଞାନର ପ୍ରଥମ ଶିକ୍ଷା ହେଉଛି ଏହା ବୁଝିବା ଯେ "ମୁଁ ଏହି ଶରୀର ନୁହେଁ ।" ଯେ ପର୍ଯ୍ୟନ୍ତ ଜଣେ ଦୃଢ଼ ଭାବରେ ହୃଦ୍ ବୋଧ ନକରେ ଯେ "ମୁଁ ଏହି ଶରୀର ନୁହେଁ," ସେ ଆଧ୍ୟାତ୍ମିକ ମାର୍ଗରେ ଆଗକୁ ବଢ଼ିପାରିବ ନାହିଁ । ତେଣୁ ଏହାକୁ ଭଗବଦ୍ ଗୀତାର ପ୍ରଥମ ଶିକ୍ଷା ରୁପେ ଧରା ଯାଏ । ତେଣୁ ଏଠାରେ, ଦେହିନୋ ଅସ୍ମିନ । ବର୍ତ୍ତମାନ, ଦେହିର ଅର୍ଥ ଆତ୍ମା । ଆତ୍ମା, ଦେହି ଅର୍ଥାତ୍ ଆତ୍ମା । ଯିଏ ଏହି ଶରୀର ସ୍ଵୀକାର କରିଛି, ଭୌତିକ ଶରୀର, ତାକୁ ଦେହି କୁହାଯାଏ । ତେଣୁ ଅସ୍ମିନ, ସେ ସେଠାରେ ଅଛି । ସେ ସେଠାରେ ଅଛି, କିନ୍ତୁ ତାହାର ଶରୀର ପରିବର୍ତ୍ତନ ହେଉଛି ।  
ତେଣୁ ଏହା ହେଉଛି ବ୍ୟବସ୍ଥା । ସମସ୍ତ ଜୀବ ଏକ ନିର୍ଦ୍ଧିଷ୍ଟ ପ୍ରକାରର ଶରୀର ପାଇଛନ୍ତି । ଦେହିନୋ ଅସ୍ମିନ୍ ଯଥା ଦେହେ ([[Vanisource:BG 2.13 (1972)|BG 2.13]]) । ଏବଂ ସେହି ଶରୀରର ସ୍ଵାଭାବ କ'ଣ? ବର୍ତ୍ତମାନ, ଏଠାରେ ତାହା ବର୍ଣ୍ଣନା କରାଯାଇଛି, ଯେ ଆମେ କିପରି ଆମ ଶରୀର ପରିବର୍ତ୍ତନ କରୁ? କିପରି...କିନ୍ତୁ ଏହା ଆମ ପାଇଁ କଷ୍ଟକର ବିଷୟ କାରଣ ଆମେମାନେ ବ୍ୟସ୍ତ ଏହି ଶରୀର ସହିତ ଆତ୍ମାର ଚିହ୍ନଟ କରିବା ଭାବନାରେ । ବର୍ତ୍ତମାନ, ଆଧ୍ୟାତ୍ମିକ ଜ୍ଞାନର ପ୍ରଥମ ଶିକ୍ଷା ହେଉଛି ଏହା ବୁଝିବା ଯେ "ମୁଁ ଏହି ଶରୀର ନୁହେଁ ।" ଯେ ପର୍ଯ୍ୟନ୍ତ ଜଣେ ଦୃଢ଼ ଭାବରେ ହୃଦ୍ ବୋଧ ନକରେ ଯେ "ମୁଁ ଏହି ଶରୀର ନୁହେଁ," ସେ ଆଧ୍ୟାତ୍ମିକ ମାର୍ଗରେ ଆଗକୁ ବଢ଼ିପାରିବ ନାହିଁ । ତେଣୁ ଏହାକୁ ଭଗବଦ୍ ଗୀତାର ପ୍ରଥମ ଶିକ୍ଷା ରୁପେ ଧରା ଯାଏ । ତେଣୁ ଏଠାରେ, ଦେହିନୋ ଅସ୍ମିନ । ବର୍ତ୍ତମାନ, ଦେହିର ଅର୍ଥ ଆତ୍ମା । ଆତ୍ମା, ଦେହି ଅର୍ଥାତ୍ ଆତ୍ମା । ଯିଏ ଏହି ଶରୀର ସ୍ଵୀକାର କରିଛି, ଭୌତିକ ଶରୀର, ତାକୁ ଦେହି କୁହାଯାଏ । ତେଣୁ ଅସ୍ମିନ, ସେ ସେଠାରେ ଅଛି । ସେ ସେଠାରେ ଅଛି, କିନ୍ତୁ ତାହାର ଶରୀର ପରିବର୍ତ୍ତନ ହେଉଛି ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 15:43, 16 October 2018

ତେଣୁ ଏହା କୁହାଯାଇଛି ଯେ ଧୀର, ଧୀର ।

ଦେହିନୋ ଅସ୍ମିନ ଯଥା ଦେହେ
କୌମାରଂ ଯୌବନଂ ଜରା
ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍
ତତ୍ର ନ ମୁହ୍ୟତି
(BG 2.13)

ଦେହିନଃ । ଦେହିନଃ ଅର୍ଥାତ୍ "ଯିଏ ଏହି ଭୌତିକ ଶରୀର ସ୍ଵୀକାର କରିଛି ।" ଅସ୍ମିନ । ଅସ୍ମିନ ଅର୍ଥାତ୍ "ଏହି ଜଗତରେ" କିମ୍ଵା "ଏହି ଜୀବନରେ ।" ଯଥା, "ଯେପରି" ଦେହ । ଦେହ ଅର୍ଥାତ୍ "ଏହି ଶରୀର ରେ ।" କାରଣ ଦେହିନ ଅର୍ଥାତ୍ "ଯିଏ ଏହି ଶରୀର ସ୍ଵୀକାର କରିଛି," ଏବଂ ଦେହେ, "ଏହି ଶରୀର ରେ ।" ତେଣୁ ମୁଁ ଏହି ଶରୀର ଭିତରେ ଅଛି । ବର୍ତ୍ତମାନ, ମୁଁ ଏହି ଶରୀର ନୁହେଁ । ଯେପରି ତୁମେ ଏହି ସାର୍ଟ ଏବଂ କୋଟ ଭିତରେ ଅଛ, ସେହିପରି, ମୁଁ ମଧ୍ୟ ଏହି ଶରୀର ଭିତରେ ଅଛି, ଏହି ସ୍ଥୂଳ ଶରୀର ଏବଂ ସୂକ୍ଷ୍ମ ଶରୀର । ଏହି ସ୍ଥୂଳ ଶରୀର ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶରେ ତିଆରି ହୋଇଛି, ଏହି ସ୍ଥୂଳ ଶରୀର, ଏହା ଆମର ଭୌତିକ ଶରୀର ଅଟେ । ବର୍ତ୍ତମାନ, ଏହି ପୃଥିବୀରେ, ଏହି ଲୋକରେ, ପୃଥିବୀ ମୂଖ୍ୟ ଅଟେ । ଯେକୌଣସି ସ୍ଥାନରେ, ଏହି ଶରୀର, ଭୌତିକ ଶରୀର, ଏହି ପାଞ୍ଚଟି ମୌଳିକ ବସ୍ତୁ: ପୃଥିବୀ, ଜଳ, ଅଗ୍ନି, ବାୟୁ, ଏବଂ ଆକାଶ ଦ୍ଵାରା ନିର୍ମିତ । ଏହି ପାଞ୍ଚଟି ମୂଳ ପଦାର୍ଥ ଅଟନ୍ତି । ଯେପରିକି ଏହି କୋଠାଘର । ଏହି ସଂପୂର୍ଣ୍ଣ କୋଠାଘର ପୃଥିବୀ, ଜଳ ଏବଂ ଅଗ୍ନି ଦ୍ଵାରା ନିର୍ମିତ । ତୁମେ କିଛି ମାଟି ନେଲ, ଏବଂ ଇଟା ବନେଇଲ, ଏବଂ ଏହାକୁ ଅଗ୍ନିରେ ଜଳେଇଲ, ଏବଂ ମିଟିକୁ ପାଣି ସହିତ ମିଶେଇଲା ପରେ, ତୁମେ ଇଟାର ଆକାର ଦେଲ, ଏବଂ ତାପରେ ତୁମେ ଅଗ୍ନିରେ ପକେଇଲ, ଏବଂ ଯେତେବେଳେ ଏହା ଶକ୍ତ ହୋଇଯାଏ, ତାପରେ ତୁମେ ଏକ ବଡ଼ କୋଠାଘର ବନେଇଲ । ତେଣୁ ଏହା କିଛି ନୁହେଁ କିନ୍ତୁ କେବଳ ପୃଥିବୀ, ଜଳ ଏବଂ ଅଗ୍ନିର ଏକ ପ୍ରଦର୍ଶନ ଅଟେ । ବାସ୍ । ସେହିପରି, ଆମର ଶରୀର ମଧ୍ୟ ସେହିପରି ନିର୍ମିତ ହୋଇଛି: ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ ଦ୍ଵାରା । ବାୟୁ...ବାୟୁ ପ୍ରବାହିତ ହେଉଛି, ଶ୍ଵାସ । ତୁମେ ଜାଣିଛ । ବାୟୁ ସର୍ବଦା ରୁହେ । ଏହି ବାହ୍ୟ ଚର୍ମ ପୃଥିବୀ ଅଟେ, ଏବଂ ଆମ ପେଟରେ ଉଷ୍ମତା ଅଛି । ଉଷ୍ମତା ବିନା, ତୁମେ କିଛି ହଜମ କରିପାରିବ ନାହିଁ । ବୁଝୁଛ? ଯଥାଶୀଘ୍ର ଉଷ୍ମତା ଲୋପ ପାଏ, ତୁମର ହଜମ କରିବାର ଶକ୍ତି ଖରାପ ହୋଇଯାଏ । ତେଣୁ ଅନେକ ଜିନିଷ ଅଛି । ଏହା ବ୍ୟବସ୍ଥା ଅଟେ । ବର୍ତ୍ତମାନ, ଏହି ଗ୍ରହରେ ଆମେ ଏହି ଶରୀର ପାଇଛୁ, ଯେଉଁଥିରେ ପୃଥିବୀ ମୂଖ୍ୟ ଅଟେ । ସେହିପରି, ଅନ୍ୟ ଗ୍ରହମାନଙ୍କରେ, ଅନ୍ୟ ଗ୍ରହରେ, ଜଳ ମୂଖ୍ୟ ଅଟେ, କେଉଁଠାରେ ଅଗ୍ନି ମୂଖ୍ୟ ଅଟେ । ସୂର୍ଯ୍ୟ ଗ୍ରହରେ, ସେଠାରେ ଶରୀର... ସେଠାରେ ମଧ୍ୟ ଜୀବ ଅଛନ୍ତି, କିନ୍ତୁ ସେମାନଙ୍କର ଶରୀର ଏପରି ନିର୍ମିତ ଯେ ଏହା ଅଗ୍ନିମୟ ଅଟେ । ସେମାନେ ଅଗ୍ନିରେ ଜୀବିତ ରହିପାରିବେ । ସେମାନେ ଅଗ୍ନିରେ ଜୀବିତ ରହିପାରିବେ । ସେହିପରି, ବରୁଣଲୋକ, ଶୁକ୍ର ଗ୍ରହରେ, ଏହି ସମସ୍ତ ଗ୍ରହମାନଙ୍କରେ, ସେମାନେ ବିଭିନ୍ନ ପ୍ରକାରର ଶରୀର ପାଇଛନ୍ତି । ଯେପରି ତୁମେ ଏଠାରେ ଦେଖିପାରିବ ଯେ ପାଣିରେ, ଜଳଚରମାନେ, ସେମାନେ ଏକ ଭିନ୍ନ ପ୍ରକାରର ଶରୀର ପାଇଛନ୍ତି । ବର୍ଷ ବର୍ଷ ଧରି ଜଳଚରମାନେ ରୁହଁନ୍ତି, ସେମାନେ ପାଣି ଭିତରେ ରୁହଁନ୍ତି, ସେମାନେ ଭାରୀ ସୁଖଦ ଅନୁଭବ କରନ୍ତି । କିନ୍ତୁ ତୁମେ ଏହାକୁ ଯେତେବେଳେ ଭୂମିକୁ ଟାଣି ଆଣ, ଏହା ମରିଯାଏ । ସେହିପରି ତୁମେ ଭୁମିରେ ସୁଖଦ ଅନୁଭବ କର, କିନ୍ତୁ ଯେଉଁ ମୂହୁର୍ତ୍ତରେ ତୁମକୁ ପାଣିରେ ପକାଯାଏ, ତୁମେ ମରିଯିବ । କାରଣ ତୁମର ଶରୀର, ଶାରୀରିକ ଗଠନ ଭିନ୍ନ ଅଟେ, ତାହାର ଶରୀର, ଶାରୀରିକ ଗଠନ ଭିନ୍ନ ଅଟେ, ପକ୍ଷୀର ଶରୀର... ପକ୍ଷୀ, ବଡ଼ ପକ୍ଷୀ, ଏହା ଉଡ଼ିପାରେ, କିନ୍ତୁ ଏହା ଭଗବାନଙ୍କ ଦ୍ଵାରା ନିର୍ମିତ ଉଡ଼ିବା ଯନ୍ତ୍ର ଅଟେ । କିନ୍ତୁ ତୁମର ମନୁଷ୍ୟ ନିର୍ମିତ ଯନ୍ତ୍ର, ଏହା ଦୁର୍ଘଟଣା ଗ୍ରସ୍ତ ହୁଏ । ତୁମେ ବୁଝିପାରୁଛ? କାରଣ କୃତ୍ରିମ ଅଟେ ।

ତେଣୁ ଏହା ହେଉଛି ବ୍ୟବସ୍ଥା । ସମସ୍ତ ଜୀବ ଏକ ନିର୍ଦ୍ଧିଷ୍ଟ ପ୍ରକାରର ଶରୀର ପାଇଛନ୍ତି । ଦେହିନୋ ଅସ୍ମିନ୍ ଯଥା ଦେହେ (BG 2.13) । ଏବଂ ସେହି ଶରୀରର ସ୍ଵାଭାବ କ'ଣ? ବର୍ତ୍ତମାନ, ଏଠାରେ ତାହା ବର୍ଣ୍ଣନା କରାଯାଇଛି, ଯେ ଆମେ କିପରି ଆମ ଶରୀର ପରିବର୍ତ୍ତନ କରୁ? କିପରି...କିନ୍ତୁ ଏହା ଆମ ପାଇଁ କଷ୍ଟକର ବିଷୟ କାରଣ ଆମେମାନେ ବ୍ୟସ୍ତ ଏହି ଶରୀର ସହିତ ଆତ୍ମାର ଚିହ୍ନଟ କରିବା ଭାବନାରେ । ବର୍ତ୍ତମାନ, ଆଧ୍ୟାତ୍ମିକ ଜ୍ଞାନର ପ୍ରଥମ ଶିକ୍ଷା ହେଉଛି ଏହା ବୁଝିବା ଯେ "ମୁଁ ଏହି ଶରୀର ନୁହେଁ ।" ଯେ ପର୍ଯ୍ୟନ୍ତ ଜଣେ ଦୃଢ଼ ଭାବରେ ହୃଦ୍ ବୋଧ ନକରେ ଯେ "ମୁଁ ଏହି ଶରୀର ନୁହେଁ," ସେ ଆଧ୍ୟାତ୍ମିକ ମାର୍ଗରେ ଆଗକୁ ବଢ଼ିପାରିବ ନାହିଁ । ତେଣୁ ଏହାକୁ ଭଗବଦ୍ ଗୀତାର ପ୍ରଥମ ଶିକ୍ଷା ରୁପେ ଧରା ଯାଏ । ତେଣୁ ଏଠାରେ, ଦେହିନୋ ଅସ୍ମିନ । ବର୍ତ୍ତମାନ, ଦେହିର ଅର୍ଥ ଆତ୍ମା । ଆତ୍ମା, ଦେହି ଅର୍ଥାତ୍ ଆତ୍ମା । ଯିଏ ଏହି ଶରୀର ସ୍ଵୀକାର କରିଛି, ଭୌତିକ ଶରୀର, ତାକୁ ଦେହି କୁହାଯାଏ । ତେଣୁ ଅସ୍ମିନ, ସେ ସେଠାରେ ଅଛି । ସେ ସେଠାରେ ଅଛି, କିନ୍ତୁ ତାହାର ଶରୀର ପରିବର୍ତ୍ତନ ହେଉଛି ।