OR/Prabhupada 0161 - ବୈଷ୍ଣବ ହୁଅ ଏବଂ ପୀଡ଼ିତ ମାନବ ଜାତି ପାଇଁ ସହାନୁଭୁତି ଦେଖାଅ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0161 - in all Languages Category:OR-Quotes - 1968 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0160 - କୃଷ୍ଣ ବିରୋଧ କରୁଛନ୍ତି|0160|OR/Prabhupada 0162 - କେବଳ ଭଗବଦ୍ ଗୀତାର ସନ୍ଦେଶ ବହନ କର|0162}}
{{1080 videos navigation - All Languages|Oriya|OR/Prabhupada 0160 - କୃଷ୍ଣ ବିରୋଧ କରୁଛନ୍ତି|0160|OR/Prabhupada 0162 - କେବଳ ଭଗବଦ୍ ଗୀତାର ସନ୍ଦେଶ ବହନ କର|0162}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|7QrC5FHI108|ବୈଷ୍ଣବ ହୁଅ ଏବଂ ପୀଡ଼ିତ ମାନବ ଜାତି ପାଇଁ ସହାନୁଭୁତି ଦେଖାଅ<br />- Prabhupāda 0161}}
{{youtube_right|fHt8efe5q20|ବୈଷ୍ଣବ ହୁଅ ଏବଂ ପୀଡ଼ିତ ମାନବ ଜାତି ପାଇଁ ସହାନୁଭୁତି ଦେଖାଅ<br />- Prabhupāda 0161}}
<!-- END VIDEO LINK -->
<!-- END VIDEO LINK -->

Line 30: Line 30:

<!-- BEGIN TRANSLATED TEXT -->     
<!-- BEGIN TRANSLATED TEXT -->     
ଯଦି ଆମେ ଦୃଢ଼ତାର ସହିତ ଆଧ୍ୟାତ୍ମିକ ଗୁରୁଙ୍କର ସେବା କରିବାକୁ, ତାଙ୍କର ଆଦେଶ ପାଳନ କରିବାକୁ ଚେଷ୍ଟା କରୁଛୁ, ତେବେ କୃଷ୍ଣ ଆମକୁ ସବୁ ସୁବିଧା ଦେବେ । ତାହା ହେଉଛି ରହସ୍ୟ । ଯଦିଓ କୌଣସି ସମ୍ଭାବନା ନାହିଁ, ମୁଁ କେବେ ଭାବି ନ ଥିଲି, କିନ୍ତୁ ମୁଁ ଏହାକୁ ଟିକିଏ ଗମ୍ଭୀରତାର ସହ ନେଲି, ଭଗବଦ୍ ଗୀତା ଉପରେ ବିଶ୍ଵନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ଦ୍ଵାରା ଦିଆଯାଇଥିବା ଟିପ୍ପଣୀ ଅଧ୍ୟୟନ କରି । ଭଗବଦ୍ ଗୀତାର ଶ୍ଳୋକ ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ ([[Vanisource:BG 2.41|BG 2.41]]), ଏହି ଶ୍ଳୋକ ସମ୍ବନ୍ଧରେ, ବିଶ୍ଵନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଟିପ୍ପଣୀ ଦେଇଥିଲେ ଯେ ଆମେ ଆଧ୍ୟାତ୍ମିକ ଗୁରୁଙ୍କର ଶଦ୍ଦଗୁଡ଼ିକୁ ନିଜର ଜୀବନ ଏବଂ ଆତ୍ମା ରୂପରେ ନେବା ଉଚିତ୍ । ଆମେ ନିର୍ଦ୍ଦେଶ ପାଳନ କରିବା ପାଇଁ ଚେଷ୍ଟା କରିବା ଉଚିତ୍, ଆଧ୍ୟାତ୍ମିକ ଗୁରୁ ଦେଇଥିବା ବିଶେଷ ନିର୍ଦ୍ଦେଶ, ଅତ୍ୟନ୍ତ ଦୃଢ଼ତାର ସହିତ, ନିଜର ବ୍ୟକ୍ତିଗତ ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା  ନ କରି ।  
ଯଦି ଆମେ ଦୃଢ଼ତାର ସହିତ ଆଧ୍ୟାତ୍ମିକ ଗୁରୁଙ୍କର ସେବା କରିବାକୁ, ତାଙ୍କର ଆଦେଶ ପାଳନ କରିବାକୁ ଚେଷ୍ଟା କରୁଛୁ, ତେବେ କୃଷ୍ଣ ଆମକୁ ସବୁ ସୁବିଧା ଦେବେ । ତାହା ହେଉଛି ରହସ୍ୟ । ଯଦିଓ କୌଣସି ସମ୍ଭାବନା ନାହିଁ, ମୁଁ କେବେ ଭାବି ନ ଥିଲି, କିନ୍ତୁ ମୁଁ ଏହାକୁ ଟିକିଏ ଗମ୍ଭୀରତାର ସହ ନେଲି, ଭଗବଦ୍ ଗୀତା ଉପରେ ବିଶ୍ଵନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ଦ୍ଵାରା ଦିଆଯାଇଥିବା ଟିପ୍ପଣୀ ଅଧ୍ୟୟନ କରି । ଭଗବଦ୍ ଗୀତାର ଶ୍ଳୋକ ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ ([[Vanisource:BG 2.41 (1972)|BG 2.41]]), ଏହି ଶ୍ଳୋକ ସମ୍ବନ୍ଧରେ, ବିଶ୍ଵନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଟିପ୍ପଣୀ ଦେଇଥିଲେ ଯେ ଆମେ ଆଧ୍ୟାତ୍ମିକ ଗୁରୁଙ୍କର ଶଦ୍ଦଗୁଡ଼ିକୁ ନିଜର ଜୀବନ ଏବଂ ଆତ୍ମା ରୂପରେ ନେବା ଉଚିତ୍ । ଆମେ ନିର୍ଦ୍ଦେଶ ପାଳନ କରିବା ପାଇଁ ଚେଷ୍ଟା କରିବା ଉଚିତ୍, ଆଧ୍ୟାତ୍ମିକ ଗୁରୁ ଦେଇଥିବା ବିଶେଷ ନିର୍ଦ୍ଦେଶ, ଅତ୍ୟନ୍ତ ଦୃଢ଼ତାର ସହିତ, ନିଜର ବ୍ୟକ୍ତିଗତ ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା  ନ କରି ।  

ତେଣୁ ମୁଁ ସେହି ଭାବନାର ସହିତ ଟିକିଏ ଚେଷ୍ଟା କରିଲି । ତେବେ ସେ ମୋତେ ତାଙ୍କର ସେବା କରିବା ପାଇଁ ସମସ୍ତ ସୁବିଧା ଦେଲେ । ପରିସ୍ଥିତି ଏପରି ସ୍ତରକୁ ଆସିଲା ଯେ, ଏହି ବୃଦ୍ଧାବସ୍ଥାରେ ମୋତେ ତୁମ ଦେଶକୁ ଆସିବାକୁ ପଡ଼ିଲା, ଏବଂ ତୁମେମାନେ ଏହି ଆନ୍ଦୋଳନକୁ ଗମ୍ଭୀରତାର ସହିତ ନେଲ, ଏହାକୁ ବୁଝିବାକୁ ଚେଷ୍ଟା କରୁଛ । ବର୍ତ୍ତମାନ ଆମ ପାଖରେ କିଛି ପୁସ୍ତକ ଅଛି । ତେବେ ଏହି ଆନ୍ଦୋଳନର ଅଳ୍ପ ଆଧାର ଜମିଛି । ତେଣୁ ମୋର ଆଧ୍ୟାତ୍ମିକ ଗୁରୁଙ୍କ ଦେହତ୍ୟାଗର ଏହି ଅବସରରେ, ଯେପରି ମୁଁ ଚେଷ୍ଟା କରୁଛି ତାଙ୍କର ଇଛା ପୁରଣ କରିବା ପାଇଁ, ସେହିପରି, ମୁଁ ମଧ୍ୟ ତୁମମାନଙ୍କୁ ସେହି ଆଦେଶ ମୋ ଇଛା ମାଧ୍ୟମରେ ପୁରା କରିବାକୁ ଅନୁରୋଧ କରୁଛି । ମୁଁ ଏକ ବୃଦ୍ଧ ବ୍ୟକ୍ତି, ମୁଁ ମଧ୍ୟ କୌଣସି ସମୟରେ ଦେହତ୍ୟାଗ କରି ପାରେ । ତାହା ହେଉଛି ପ୍ରକୃତିର ନିୟମ । କେହି ଏହାକୁ ରୋକି ପାରିବେ ନାହିଁ । ତେଣୁ ତାହା ଏତେ ଆଶ୍ଚର୍ଯ୍ୟକର ନୁହେଁ, କିନ୍ତୁ ମୋର ଗୁରୁ ମାହାରାଜଙ୍କର ଦେହତ୍ୟାଗର ଶୁଭଦିନରେ ମୁଁ ତୁମକୁ ନିବେଦନ କରୁଛି, ଯେ ଅତି କମରେ କିଛି ପରିମାଣରେ ତୁମେ ଏହି କୃଷ୍ଣ ଚେତନା ଆନ୍ଦୋଳନର ମୂଳତତ୍ଵ ବୁଝି ପାରିଛ । ତୁମେ ଏହାକୁ ଆଗେଇ ନେବା ପାଇଁ ଚେଷ୍ଟା କରିବା ଉଚିତ୍ । ଲୋକମାନେ ଏହି ଚେତନାର ଆବଶ୍ୟକତାରେ ପୀଡ଼ିତ ଅଛନ୍ତି । ତେଣୁ ଯେପରି ଆମେ ପ୍ରତିଦିନ ଭକ୍ତମାନଙ୍କ ପାଇଁ ପ୍ରାର୍ଥନା କରୁଛୁ,  

Latest revision as of 22:39, 1 October 2020

His Divine Grace Srila Bhaktisiddhanta Sarasvati Gosvami Prabhupada's Disappearance Day, Lecture -- Los Angeles, December 9, 1968

ଯଦି ଆମେ ଦୃଢ଼ତାର ସହିତ ଆଧ୍ୟାତ୍ମିକ ଗୁରୁଙ୍କର ସେବା କରିବାକୁ, ତାଙ୍କର ଆଦେଶ ପାଳନ କରିବାକୁ ଚେଷ୍ଟା କରୁଛୁ, ତେବେ କୃଷ୍ଣ ଆମକୁ ସବୁ ସୁବିଧା ଦେବେ । ତାହା ହେଉଛି ରହସ୍ୟ । ଯଦିଓ କୌଣସି ସମ୍ଭାବନା ନାହିଁ, ମୁଁ କେବେ ଭାବି ନ ଥିଲି, କିନ୍ତୁ ମୁଁ ଏହାକୁ ଟିକିଏ ଗମ୍ଭୀରତାର ସହ ନେଲି, ଭଗବଦ୍ ଗୀତା ଉପରେ ବିଶ୍ଵନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ଦ୍ଵାରା ଦିଆଯାଇଥିବା ଟିପ୍ପଣୀ ଅଧ୍ୟୟନ କରି । ଭଗବଦ୍ ଗୀତାର ଶ୍ଳୋକ ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ (BG 2.41), ଏହି ଶ୍ଳୋକ ସମ୍ବନ୍ଧରେ, ବିଶ୍ଵନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଟିପ୍ପଣୀ ଦେଇଥିଲେ ଯେ ଆମେ ଆଧ୍ୟାତ୍ମିକ ଗୁରୁଙ୍କର ଶଦ୍ଦଗୁଡ଼ିକୁ ନିଜର ଜୀବନ ଏବଂ ଆତ୍ମା ରୂପରେ ନେବା ଉଚିତ୍ । ଆମେ ନିର୍ଦ୍ଦେଶ ପାଳନ କରିବା ପାଇଁ ଚେଷ୍ଟା କରିବା ଉଚିତ୍, ଆଧ୍ୟାତ୍ମିକ ଗୁରୁ ଦେଇଥିବା ବିଶେଷ ନିର୍ଦ୍ଦେଶ, ଅତ୍ୟନ୍ତ ଦୃଢ଼ତାର ସହିତ, ନିଜର ବ୍ୟକ୍ତିଗତ ଲାଭ ଏବଂ କ୍ଷତି ବିଷୟରେ ଚିନ୍ତା ନ କରି ।

ତେଣୁ ମୁଁ ସେହି ଭାବନାର ସହିତ ଟିକିଏ ଚେଷ୍ଟା କରିଲି । ତେବେ ସେ ମୋତେ ତାଙ୍କର ସେବା କରିବା ପାଇଁ ସମସ୍ତ ସୁବିଧା ଦେଲେ । ପରିସ୍ଥିତି ଏପରି ସ୍ତରକୁ ଆସିଲା ଯେ, ଏହି ବୃଦ୍ଧାବସ୍ଥାରେ ମୋତେ ତୁମ ଦେଶକୁ ଆସିବାକୁ ପଡ଼ିଲା, ଏବଂ ତୁମେମାନେ ଏହି ଆନ୍ଦୋଳନକୁ ଗମ୍ଭୀରତାର ସହିତ ନେଲ, ଏହାକୁ ବୁଝିବାକୁ ଚେଷ୍ଟା କରୁଛ । ବର୍ତ୍ତମାନ ଆମ ପାଖରେ କିଛି ପୁସ୍ତକ ଅଛି । ତେବେ ଏହି ଆନ୍ଦୋଳନର ଅଳ୍ପ ଆଧାର ଜମିଛି । ତେଣୁ ମୋର ଆଧ୍ୟାତ୍ମିକ ଗୁରୁଙ୍କ ଦେହତ୍ୟାଗର ଏହି ଅବସରରେ, ଯେପରି ମୁଁ ଚେଷ୍ଟା କରୁଛି ତାଙ୍କର ଇଛା ପୁରଣ କରିବା ପାଇଁ, ସେହିପରି, ମୁଁ ମଧ୍ୟ ତୁମମାନଙ୍କୁ ସେହି ଆଦେଶ ମୋ ଇଛା ମାଧ୍ୟମରେ ପୁରା କରିବାକୁ ଅନୁରୋଧ କରୁଛି । ମୁଁ ଏକ ବୃଦ୍ଧ ବ୍ୟକ୍ତି, ମୁଁ ମଧ୍ୟ କୌଣସି ସମୟରେ ଦେହତ୍ୟାଗ କରି ପାରେ । ତାହା ହେଉଛି ପ୍ରକୃତିର ନିୟମ । କେହି ଏହାକୁ ରୋକି ପାରିବେ ନାହିଁ । ତେଣୁ ତାହା ଏତେ ଆଶ୍ଚର୍ଯ୍ୟକର ନୁହେଁ, କିନ୍ତୁ ମୋର ଗୁରୁ ମାହାରାଜଙ୍କର ଦେହତ୍ୟାଗର ଶୁଭଦିନରେ ମୁଁ ତୁମକୁ ନିବେଦନ କରୁଛି, ଯେ ଅତି କମରେ କିଛି ପରିମାଣରେ ତୁମେ ଏହି କୃଷ୍ଣ ଚେତନା ଆନ୍ଦୋଳନର ମୂଳତତ୍ଵ ବୁଝି ପାରିଛ । ତୁମେ ଏହାକୁ ଆଗେଇ ନେବା ପାଇଁ ଚେଷ୍ଟା କରିବା ଉଚିତ୍ । ଲୋକମାନେ ଏହି ଚେତନାର ଆବଶ୍ୟକତାରେ ପୀଡ଼ିତ ଅଛନ୍ତି । ତେଣୁ ଯେପରି ଆମେ ପ୍ରତିଦିନ ଭକ୍ତମାନଙ୍କ ପାଇଁ ପ୍ରାର୍ଥନା କରୁଛୁ,

ବାଞ୍ଛାକଳ୍ପତରୁଭ୍ୟଶ୍ଚ
କୃପାସିନ୍ଧୁଭ୍ୟ ଏବ ଚ
ପତିତାନାଂ ପାବନେଭ୍ୟୋ
ବୈଷ୍ଣବେଭ୍ୟୋ ନମୋ ନମଃ

ଜଣେ ବୈଷ୍ଣବ, କିମ୍ଵା ଭଗବାନଙ୍କର ଭକ୍ତ ତାର ଜୀବନ ଲୋକମାନଙ୍କର ଭଲ କରିବା ପାଇଁ ସମର୍ପିତ । ତୁମେ ଜାଣ- ତୁମମାନଙକ ମଧ୍ୟରୁ ଅଧିକାଂସ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ସହ ସମ୍ବନ୍ଧିତ- କିପରି ଜୀଶୁଖ୍ରୀଷ୍ଟ, ସେ କହିଥିଲେ ଯେ ତୁମମାନଙ୍କର ପାପ କର୍ମ ପାଇଁ ସେ ନିଜର ବଳିଦାନ ଦେଇଥିଲେ । ତାହା ହେଉଛି ଭଗବାନଙ୍କର ଏକ ଭକ୍ତର ଦୃଢ଼ ସଂକଳ୍ପ । ସେମାନେ ବ୍ୟକ୍ତିଗତ ସୁବିଧା ପାଇଁ ଖାତିର କରନ୍ତି ନାହିଁ । କାରଣ ସେମାନେ କୃଷ୍ଣ କିମ୍ଵା ଭଗବାନଙ୍କୁ ଭଲ ପାଆନ୍ତି, ସେଥିପାଇଁ ସେ ସମସ୍ତ ଜୀବମାନଙ୍କୁ ଭଲ ପାଆନ୍ତି କାରଣ ସମସ୍ତ ଜୀବମାନଙ୍କର କୃଷ୍ଣଙ୍କ ସହିତ ସମ୍ବନ୍ଧ ଅଛି । ତେଣୁ ସେହିପରି ତୁମେ ଶିଖିବା ଉଚିତ୍ । ଏହି କୃଷ୍ଣ ଚେତନା ଅନ୍ଦୋଳନ ଅର୍ଥାତ୍ ବୈଷ୍ଣବ ହୁଅ ଏବଂ ପୀଡ଼ିତ ମାନବ ଜାତି ପାଇଁ ସହାନୁଭୁତି ଦେଖାଅ । ତେଣୁ ପୀଡ଼ିତ ମାନବ ଜାତି ପାଇଁ ସହାନୁଭୁତି ଦେଖେଇବା ପାଇଁ, ବିଭିନ୍ନ ପ୍ରକାରର ଦୃଷ୍ଟିକୋଣ ଅଛି । କେହି ମାନବ ଜାତିର ପୀଡ଼ା ପାଇଁ ଜୀବନର ଶାରୀରିକ ସଂକଳ୍ପନାରୁ ଭାବୁଛି । କେହି ପୀଡ଼ିତ ମାନଙ୍କୁ ସହାୟତା ଦେବା ପାଇଁ ଚିକିତ୍ସାଳୟ ଖୋଲିବାକୁ ଚେଷ୍ଟା କରୁଛି । କେହି ଗରୀବ ଦେଶ କିମ୍ଵା ସ୍ଥାନମାନଙ୍କରେ ଖାଦ୍ୟ ପଦାର୍ଥ ବିତରଣ କରିବାକୁ ଚେଷ୍ଟା କରୁଛି । ଏହିସବୁ ନିଶ୍ଚିନ୍ତ ରୂପରେ ଭଲ, କିନ୍ତୁ ମାନବ ଜାତିର ବାସ୍ତବ ପୀଡ଼ାର କାରଣ ହେଉଛି କୃଷ୍ଣ ଚେତନାର ଅଭାବ । ଏହି ଶାରୀରିକ ଯନ୍ତ୍ରଣା, ସେମାନେ କ୍ଷଣ ସ୍ଥାୟୀ, ସେମାନଙ୍କୁ ପ୍ରକୃତିର ନିୟମ ଦ୍ଵାରା ଅଟକାଯାଇ ପାରିବ ନାହିଁ । ମନେକର ତୁମେ ଯଦି ତୁମେ କିଛି ଗରୀବ ଦେଶରେ ଖାଦ୍ୟ ପଦାର୍ଥ ବିତରଣ କରିଲ, ତାହା ମାନେ ନୁହେଁ ଯେ ଏହି ସାହାର୍ଯ୍ୟ ସମସ୍ତ ସମସ୍ୟାର ସମାଧାନ । ବାସ୍ତାବ ଲାଭକାରି କାର୍ଯ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ କୃଷ୍ଣ ଚେତନା ଜାଗୃତ କରିବା ।