OR/Prabhupada 0199 - ଦୁର୍ଜନମାନେ ତଥା କଥିତ ଭାଷ୍ୟକାରମାନେ, ସେମାନେ କୃଷ୍ଣଙ୍କୁ ପରିହାର କରିବାକୁ ଚାହୁଁଛନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0199 - in all Languages Category:OR-Quotes - 1973 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in India, Bombay]]
[[Category:OR-Quotes - in India, Bombay]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0198 - ଖରାପ ଅଭ୍ୟାସ ତ୍ୟାଗ କର ଏବଂ ଜପମାଳରେ, ହରେ କୃଷ୍ଣ ମନ୍ତ୍ର ଜପ କର|0198|OR/Prabhupada 0200 - ଏକ ଛୋଟ ଭୁଲ ସଂପୂର୍ଣ୍ଣ ଯୋଯନାକୁ ଖରାପ କରିଦେବ|0200}}
{{1080 videos navigation - All Languages|Oriya|OR/Prabhupada 0198 - ଖରାପ ଅଭ୍ୟାସ ତ୍ୟାଗ କର ଏବଂ ଜପମାଳରେ, ହରେ କୃଷ୍ଣ ମନ୍ତ୍ର ଜପ କର|0198|OR/Prabhupada 0200 - ଏକ ଛୋଟ ଭୁଲ ସଂପୂର୍ଣ୍ଣ ଯୋଯନାକୁ ଖରାପ କରିଦେବ|0200}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|k9_mrK2NQsk|ଦୁର୍ଜନମାନେ ତଥା କଥିତ ଭାଷ୍ୟକାରମାନେ, ସେମାନେ କୃଷ୍ଣଙ୍କୁ ପରିହାର କରିବାକୁ ଚାହୁଁଛନ୍ତି<br />- Prabhupāda 0199}}
{{youtube_right|xw0EoGBLvS0|ଦୁର୍ଜନମାନେ ତଥା କଥିତ ଭାଷ୍ୟକାରମାନେ, ସେମାନେ କୃଷ୍ଣଙ୍କୁ ପରିହାର କରିବାକୁ ଚାହୁଁଛନ୍ତି<br />- Prabhupāda 0199}}
<!-- END VIDEO LINK -->
<!-- END VIDEO LINK -->

Line 32: Line 32:
ତତ୍ତ୍ଵଜ୍ଞାନ ବିନା କୌଣସି ବୁଝାମଣା, ତାହା କଳ୍ପନା ଅଟେ । ଏବଂ ଧାର୍ମିକ ଧାରଣା ବିନା ତତ୍ତ୍ଵଜ୍ଞାନ ହେଉଛି ମାନସିକ ପରିକଳ୍ପନା । ଏହି ଦୁଇଟି ଜିନିଷ ଚାଲିଛି, ସଂଯୁକ୍ତ ହୋଇନାହିଁ, ସମଗ୍ର ଦୁନିଆରେ । ଅନେକ ତଥା କଥିତ ଧାର୍ମିକ ପ୍ରଣାଳୀ ଅଛି, କିନ୍ତୁ କୌଣସି ତତ୍ତ୍ଵଜ୍ଞାନ ନାହିଁ । ସେଥିପାଇଁ ତଥା କଥିତ ଧାର୍ମିକ ପ୍ରଣାଳୀ ଅାଧୁନିକ ଶିକ୍ଷିତ ବ୍ୟକ୍ତିମାନଙ୍କୁ ଆକର୍ଷିତ କରେ ନାହିଁ । ସେମାନେ ଧର୍ମ ତ୍ୟାଗ କରୁଛନ୍ତି, ଖ୍ରଷ୍ଟିୟାନ, ମୁସଲିମ, ହିନ୍ଦୁ ଯାହାଭି । କେବଳ ଔପଚାରିକତା, ବିଧି, ସେମାନେ ପସନ୍ଦ କରନ୍ତି ନାହିଁ । ସେମାନେ ସବୁକିଛି ତତ୍ତ୍ଵଜ୍ଞାନ ଆଧାରରେ ଜାଣିବାକୁ ଚାହୁଁଛନ୍ତି । ତାହା ହେଉଛି ଭଗବଦ୍ ଗୀତା ।  

ଭଗବଦ୍ ଗୀତା ତତ୍ତ୍ଵଜ୍ଞାନ ଉପରେ ଆଧାରିତ, ଏହି ପ୍ରଣାଳୀ, କୃଷ୍ଣ ଭକ୍ତି । ଭଗବଦ୍ ଗୀତା ଅର୍ଥାତ୍ କୃଷ୍ଣ ଭକ୍ତି, କୃଷ୍ଣଙ୍କ ପ୍ରତି ଭକ୍ତି, କୃଷ୍ଣ ଚେତନା । ତାହା ହେଉଛି ଭଗବଦ୍ ଗୀତା । ଭଗବଦ୍ ଗୀତା, ଶିକ୍ଷଣ ହେଉଛି ମନ୍ମାନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ ([[Vanisource:BG 18.65|BG 18.65]]) । ଏହା ହେଉଛି ଭଗବଦ୍ ଗୀତା । "ସର୍ବଦା ମୋ ବିଷୟରେ ଭାବ ।" କୃଷ୍ଣ ଚେତନା, ଶୁଦ୍ଧ ଏବଂ ସରଳ । ମନ୍ମାନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ ([[Vanisource:BG 18.65|BG 18.65]]) । ସର୍ବତ୍ର କୃଷ୍ଣ ତାଙ୍କର ବ୍ୟକ୍ତିତ୍ଵ ଉପରେ ଜୋର ଦେଇଛନ୍ତି । ଅହମାଦିର୍ହି ଦେବାନାଂ: ([[Vanisource:BG 10.2|BG 10.2]]) । "ମୁଁ ସବୁ ଦେବତାମାନଙ୍କର ମୂଳ ।" ମତ୍ତଃ ପରତରଂ ନାନ୍ୟତ୍ କିଞ୍ଚିଦସ୍ତି ଧନଞୟ ([[Vanisource:BG 7.7|BG 7.7]]) ।  
ଭଗବଦ୍ ଗୀତା ତତ୍ତ୍ଵଜ୍ଞାନ ଉପରେ ଆଧାରିତ, ଏହି ପ୍ରଣାଳୀ, କୃଷ୍ଣ ଭକ୍ତି । ଭଗବଦ୍ ଗୀତା ଅର୍ଥାତ୍ କୃଷ୍ଣ ଭକ୍ତି, କୃଷ୍ଣଙ୍କ ପ୍ରତି ଭକ୍ତି, କୃଷ୍ଣ ଚେତନା । ତାହା ହେଉଛି ଭଗବଦ୍ ଗୀତା । ଭଗବଦ୍ ଗୀତା, ଶିକ୍ଷଣ ହେଉଛି ମନ୍ମାନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ ([[Vanisource:BG 18.65 (1972)|BG 18.65]]) । ଏହା ହେଉଛି ଭଗବଦ୍ ଗୀତା । "ସର୍ବଦା ମୋ ବିଷୟରେ ଭାବ ।" କୃଷ୍ଣ ଚେତନା, ଶୁଦ୍ଧ ଏବଂ ସରଳ । ମନ୍ମାନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ ([[Vanisource:BG 18.65 (1972)|BG 18.65]]) । ସର୍ବତ୍ର କୃଷ୍ଣ ତାଙ୍କର ବ୍ୟକ୍ତିତ୍ଵ ଉପରେ ଜୋର ଦେଇଛନ୍ତି । ଅହମାଦିର୍ହି ଦେବାନାଂ: ([[Vanisource:BG 10.2 (1972)|BG 10.2]]) । "ମୁଁ ସବୁ ଦେବତାମାନଙ୍କର ମୂଳ ।" ମତ୍ତଃ ପରତରଂ ନାନ୍ୟତ୍ କିଞ୍ଚିଦସ୍ତି ଧନଞୟ ([[Vanisource:BG 7.7 (1972)|BG 7.7]]) ।  

:ଅହଂ ସର୍ବସ୍ୟ ପ୍ରଭବୋ  
:ଅହଂ ସର୍ବସ୍ୟ ପ୍ରଭବୋ  
Line 38: Line 38:
:ଇତି ମତ୍ଵା ଭଜନ୍ତେ ମାଂ  
:ଇତି ମତ୍ଵା ଭଜନ୍ତେ ମାଂ  
:ବୁଧା ଭାବସମନ୍ଵିତାଃ  
:ବୁଧା ଭାବସମନ୍ଵିତାଃ  
:([[Vanisource:BG 10.8|BG 10.8]])  
:([[Vanisource:BG 10.8 (1972)|BG 10.8]])  

ସବୁକିଛି ସେଥିରେ ଅଛି ।  
ସବୁକିଛି ସେଥିରେ ଅଛି ।  

ତେଣୁ ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ([[Vanisource:BG 18.66|BG 18.66]]), ମାମ, ଅହଂ, "ମୁଁ ।" ତେଣୁ ପ୍ରତ୍ୟେକ ଶ୍ଳୋକରେ, ପ୍ରତ୍ୟେକ ଅଧ୍ୟାୟରେ, କୃଷ୍ଣ । ମୟାସକ୍ତ ମନାଃ ପାର୍ଥ ଯୋଗଂ ଯୁଞନ୍ମଦାଶ୍ରୟଃ । ମୟାସକ୍ତ, "ଯିଏ ମୋ ସହିତ ଆସକ୍ତ ଅଛି," ଆସକ୍ତମନାଃ, "ମନ ମୋ ଠାରେ ଆସକ୍ତ, ତାହା ହେଉଛି ଯୋଗ ।" ଯୋଗିନାମପି ସର୍ବେଷାଂ ମଦ୍ ଗତେନାନ୍ତରାତ୍ମନା । ମଦ୍-ଗତ, ପୁଣି ମତ ([[Vanisource:BG 6.47|BG 6.47]]) । ମଦ୍ ଗତେନାନ୍ତରାତ୍ମନା, ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ । ତେଣୁ ସବୁଜିନିଷରେ ଜୋର ଦିଆଯାଇଛି, କୃଷ୍ଣ । କିନ୍ତୁ ବଦମାସ୍ ଭାଷ୍ୟକାରମାନେ, ସେମାନେ କୃଷ୍ଣଙ୍କୁ ବାହାର କରିବା ପାଇଁ ଚାହୁଁଛନ୍ତି ।  
ତେଣୁ ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ([[Vanisource:BG 18.66 (1972)|BG 18.66]]), ମାମ, ଅହଂ, "ମୁଁ ।" ତେଣୁ ପ୍ରତ୍ୟେକ ଶ୍ଳୋକରେ, ପ୍ରତ୍ୟେକ ଅଧ୍ୟାୟରେ, କୃଷ୍ଣ । ମୟାସକ୍ତ ମନାଃ ପାର୍ଥ ଯୋଗଂ ଯୁଞନ୍ମଦାଶ୍ରୟଃ । ମୟାସକ୍ତ, "ଯିଏ ମୋ ସହିତ ଆସକ୍ତ ଅଛି," ଆସକ୍ତମନାଃ, "ମନ ମୋ ଠାରେ ଆସକ୍ତ, ତାହା ହେଉଛି ଯୋଗ ।" ଯୋଗିନାମପି ସର୍ବେଷାଂ ମଦ୍ ଗତେନାନ୍ତରାତ୍ମନା । ମଦ୍-ଗତ, ପୁଣି ମତ ([[Vanisource:BG 6.47 (1972)|BG 6.47]]) । ମଦ୍ ଗତେନାନ୍ତରାତ୍ମନା, ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ । ତେଣୁ ସବୁଜିନିଷରେ ଜୋର ଦିଆଯାଇଛି, କୃଷ୍ଣ । କିନ୍ତୁ ବଦମାସ୍ ଭାଷ୍ୟକାରମାନେ, ସେମାନେ କୃଷ୍ଣଙ୍କୁ ବାହାର କରିବା ପାଇଁ ଚାହୁଁଛନ୍ତି ।  

ଏହି ଦୁର୍ଜନାତା ଭାରତରେ ପ୍ରଳୟ କରୁଛି । ଏହି ଦୁର୍ଜନମାନେ ତଥା କଥିତ ଭାଷ୍ୟକାରମାନେ, ସେମାନେ କୃଷ୍ଣଙ୍କୁ ପରିହାର କରିବାକୁ ଚାହୁଁଛନ୍ତି । ସେଥିପାଇଁ କୃଷ୍ଣ ଚେତନା ଆନ୍ଦୋଳନ ଏହି ଦୁର୍ଜନମାନଙ୍କ ପାଇଁ ଏକ ଆହ୍ଵାନ ଅଟେ । ଏହା ଏକ ଆହ୍ଵାନ ଯେ " ତୁମେ କୃଷ୍ଣଙ୍କ ବିନା କୃଷ୍ଣ ବନେଇବାକୁ ଚାହୁଁଛ । ଏହା ହେଉଛି ନିରର୍ଥକ ।"  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:39, 1 October 2020

Lecture on BG 13.8-12 -- Bombay, September 30, 1973

ତତ୍ତ୍ଵଜ୍ଞାନ ବିନା କୌଣସି ବୁଝାମଣା, ତାହା କଳ୍ପନା ଅଟେ । ଏବଂ ଧାର୍ମିକ ଧାରଣା ବିନା ତତ୍ତ୍ଵଜ୍ଞାନ ହେଉଛି ମାନସିକ ପରିକଳ୍ପନା । ଏହି ଦୁଇଟି ଜିନିଷ ଚାଲିଛି, ସଂଯୁକ୍ତ ହୋଇନାହିଁ, ସମଗ୍ର ଦୁନିଆରେ । ଅନେକ ତଥା କଥିତ ଧାର୍ମିକ ପ୍ରଣାଳୀ ଅଛି, କିନ୍ତୁ କୌଣସି ତତ୍ତ୍ଵଜ୍ଞାନ ନାହିଁ । ସେଥିପାଇଁ ତଥା କଥିତ ଧାର୍ମିକ ପ୍ରଣାଳୀ ଅାଧୁନିକ ଶିକ୍ଷିତ ବ୍ୟକ୍ତିମାନଙ୍କୁ ଆକର୍ଷିତ କରେ ନାହିଁ । ସେମାନେ ଧର୍ମ ତ୍ୟାଗ କରୁଛନ୍ତି, ଖ୍ରଷ୍ଟିୟାନ, ମୁସଲିମ, ହିନ୍ଦୁ ଯାହାଭି । କେବଳ ଔପଚାରିକତା, ବିଧି, ସେମାନେ ପସନ୍ଦ କରନ୍ତି ନାହିଁ । ସେମାନେ ସବୁକିଛି ତତ୍ତ୍ଵଜ୍ଞାନ ଆଧାରରେ ଜାଣିବାକୁ ଚାହୁଁଛନ୍ତି । ତାହା ହେଉଛି ଭଗବଦ୍ ଗୀତା ।

ଭଗବଦ୍ ଗୀତା ତତ୍ତ୍ଵଜ୍ଞାନ ଉପରେ ଆଧାରିତ, ଏହି ପ୍ରଣାଳୀ, କୃଷ୍ଣ ଭକ୍ତି । ଭଗବଦ୍ ଗୀତା ଅର୍ଥାତ୍ କୃଷ୍ଣ ଭକ୍ତି, କୃଷ୍ଣଙ୍କ ପ୍ରତି ଭକ୍ତି, କୃଷ୍ଣ ଚେତନା । ତାହା ହେଉଛି ଭଗବଦ୍ ଗୀତା । ଭଗବଦ୍ ଗୀତା, ଶିକ୍ଷଣ ହେଉଛି ମନ୍ମାନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65) । ଏହା ହେଉଛି ଭଗବଦ୍ ଗୀତା । "ସର୍ବଦା ମୋ ବିଷୟରେ ଭାବ ।" କୃଷ୍ଣ ଚେତନା, ଶୁଦ୍ଧ ଏବଂ ସରଳ । ମନ୍ମାନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65) । ସର୍ବତ୍ର କୃଷ୍ଣ ତାଙ୍କର ବ୍ୟକ୍ତିତ୍ଵ ଉପରେ ଜୋର ଦେଇଛନ୍ତି । ଅହମାଦିର୍ହି ଦେବାନାଂ: (BG 10.2) । "ମୁଁ ସବୁ ଦେବତାମାନଙ୍କର ମୂଳ ।" ମତ୍ତଃ ପରତରଂ ନାନ୍ୟତ୍ କିଞ୍ଚିଦସ୍ତି ଧନଞୟ (BG 7.7) ।

ଅହଂ ସର୍ବସ୍ୟ ପ୍ରଭବୋ
ମତ୍ତଃ ସର୍ବଂ ପ୍ରବର୍ତତେ
ଇତି ମତ୍ଵା ଭଜନ୍ତେ ମାଂ
ବୁଧା ଭାବସମନ୍ଵିତାଃ
(BG 10.8)

ସବୁକିଛି ସେଥିରେ ଅଛି ।

ତେଣୁ ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66), ମାମ, ଅହଂ, "ମୁଁ ।" ତେଣୁ ପ୍ରତ୍ୟେକ ଶ୍ଳୋକରେ, ପ୍ରତ୍ୟେକ ଅଧ୍ୟାୟରେ, କୃଷ୍ଣ । ମୟାସକ୍ତ ମନାଃ ପାର୍ଥ ଯୋଗଂ ଯୁଞନ୍ମଦାଶ୍ରୟଃ । ମୟାସକ୍ତ, "ଯିଏ ମୋ ସହିତ ଆସକ୍ତ ଅଛି," ଆସକ୍ତମନାଃ, "ମନ ମୋ ଠାରେ ଆସକ୍ତ, ତାହା ହେଉଛି ଯୋଗ ।" ଯୋଗିନାମପି ସର୍ବେଷାଂ ମଦ୍ ଗତେନାନ୍ତରାତ୍ମନା । ମଦ୍-ଗତ, ପୁଣି ମତ (BG 6.47) । ମଦ୍ ଗତେନାନ୍ତରାତ୍ମନା, ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ । ତେଣୁ ସବୁଜିନିଷରେ ଜୋର ଦିଆଯାଇଛି, କୃଷ୍ଣ । କିନ୍ତୁ ବଦମାସ୍ ଭାଷ୍ୟକାରମାନେ, ସେମାନେ କୃଷ୍ଣଙ୍କୁ ବାହାର କରିବା ପାଇଁ ଚାହୁଁଛନ୍ତି ।