OR/Prabhupada 0205 - ମୁଁ କଦାପି ଆଶା କରି ନ ଥିଲି ଯେ ଏହି ଲୋକମାନେ ସ୍ଵୀକାର କରିବେ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0205 - in all Languages Category:OR-Quotes - 1975 Category:OR-Quotes - Mor...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in Australia]]
[[Category:OR-Quotes - in Australia]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0204 - ମୁଁ ଗୁରୁଙ୍କ କୃପା ପାଉଛି. ଏଇଆ ହିଁ ବାଣୀ|0204|OR/Prabhupada 0206 - ବୈଦିକ ସମାଜରେ ଟଙ୍କାର ପ୍ରଶ୍ନ ନାହିଁ |0206}}
{{1080 videos navigation - All Languages|Oriya|OR/Prabhupada 0204 - ମୁଁ ଗୁରୁଙ୍କ କୃପା ପାଉଛି. ଏଇଆ ହିଁ ବାଣୀ|0204|OR/Prabhupada 0206 - ବୈଦିକ ସମାଜରେ ଟଙ୍କାର ପ୍ରଶ୍ନ ନାହିଁ|0206}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|IEX6PFUJpC0|ମୁଁ କଦାପି ଆଶା କରି ନ ଥିଲି ଯେ ଏହି ଲୋକମାନେ ସ୍ଵୀକାର କରିବେ<br />- Prabhupāda 0205}}
{{youtube_right|BgcUVdnhcck|ମୁଁ କଦାପି ଆଶା କରି ନ ଥିଲି ଯେ ଏହି ଲୋକମାନେ ସ୍ଵୀକାର କରିବେ<br />- Prabhupāda 0205}}
<!-- END VIDEO LINK -->
<!-- END VIDEO LINK -->


Line 29: Line 29:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ପ୍ରଭୁପାଦ: ଏହା ନୁହେଁ ଯେ ତୁମକୁ ଦେଖିବାକୁ ପଡ଼ିବ ସେ କୃଷ୍ଣ ଚେତନାଶୀଳ ହୋଇଗଲା । କୃଷ୍ଣ ଚେତନାଶୀଳ ହେବା ଏତେ ସହଜ ନୁହେଁ । ଏହା ଏତେ ସହଜ ନୁହେଁ । ଅନେକ, ଅନେକ ଜନ୍ମ ପରେ, ବହୂନାଂ ଜନ୍ମନାମନ୍ତେ ([[Vanisource:BG 7.19|BG 7.19]]) । କିନ୍ତୁ ତୁମକୁ ତୁମର କର୍ତ୍ତବ୍ୟ କରିବାକୁ ହେବ । ଯାଅ ଏବଂ ପ୍ରଚାର କର । ଯାରେ ଦେଖ, ତାରେ କହ କୃଷ୍ଣ ଉପଦେଶ ([[Vanisource:CC Madhya 7.128|CC Madhya 7.128]]) । ତୁମର କର୍ତ୍ତବ୍ୟ ସମାପ୍ତ । ଅବଶ୍ୟ, ତୁମେ ତାକୁ ପରିବର୍ତ୍ତନ କରିବାକୁ ଚହିଁବ । ଯଦି ସେ ପରିବର୍ତ୍ତୀତ ନ ହୁଏ, ତାହା ତୁମ କର୍ତ୍ତବ୍ୟରୁ ବିଚ୍ୟୁତ ହେବା ନୁହେଁ । ତୁମକୁ କେବଳ ଯିବାର ଅଛି ଏବଂ କଥା ହେବାର ଅଛି । ଯେପରି ଯେତେବେଳେ ମୁଁ ତୁମ ଦେଶକୁ ଆସିଲି, ମୁଁ କୌଣସି ସଫଳତା ଆଶା କରି ନ ଥିଲି । କାରଣ ମୁଁ ଜାଣିଥିଲି, "ଯଥା ଶୀଘ୍ର ମୁଁ କହିବି, 'ଅବୈଧ ଯୌନ ନାହିଁ, ମାଂସ ଭକ୍ଷଣ ନାହିଁ,' ସେମାନେ ତୂରନ୍ତ ମୋତେ ଅସ୍ଵୀକାର କରିବେ ।" (ହସ) ତେଣୁ ମୋତେ ଆଦୌ ଆଶା ନ ଥିଲା ।  
ପ୍ରଭୁପାଦ: ଏହା ନୁହେଁ ଯେ ତୁମକୁ ଦେଖିବାକୁ ପଡ଼ିବ ସେ କୃଷ୍ଣ ଚେତନାଶୀଳ ହୋଇଗଲା । କୃଷ୍ଣ ଚେତନାଶୀଳ ହେବା ଏତେ ସହଜ ନୁହେଁ । ଏହା ଏତେ ସହଜ ନୁହେଁ । ଅନେକ, ଅନେକ ଜନ୍ମ ପରେ, ବହୂନାଂ ଜନ୍ମନାମନ୍ତେ ([[Vanisource:BG 7.19 (1972)|BG 7.19]]) । କିନ୍ତୁ ତୁମକୁ ତୁମର କର୍ତ୍ତବ୍ୟ କରିବାକୁ ହେବ । ଯାଅ ଏବଂ ପ୍ରଚାର କର । ଯାରେ ଦେଖ, ତାରେ କହ କୃଷ୍ଣ ଉପଦେଶ ([[Vanisource:CC Madhya 7.128|CC Madhya 7.128]]) । ତୁମର କର୍ତ୍ତବ୍ୟ ସମାପ୍ତ । ଅବଶ୍ୟ, ତୁମେ ତାକୁ ପରିବର୍ତ୍ତନ କରିବାକୁ ଚହିଁବ । ଯଦି ସେ ପରିବର୍ତ୍ତୀତ ନ ହୁଏ, ତାହା ତୁମ କର୍ତ୍ତବ୍ୟରୁ ବିଚ୍ୟୁତ ହେବା ନୁହେଁ । ତୁମକୁ କେବଳ ଯିବାର ଅଛି ଏବଂ କଥା ହେବାର ଅଛି । ଯେପରି ଯେତେବେଳେ ମୁଁ ତୁମ ଦେଶକୁ ଆସିଲି, ମୁଁ କୌଣସି ସଫଳତା ଆଶା କରି ନ ଥିଲି । କାରଣ ମୁଁ ଜାଣିଥିଲି, "ଯଥା ଶୀଘ୍ର ମୁଁ କହିବି, 'ଅବୈଧ ଯୌନ ନାହିଁ, ମାଂସ ଭକ୍ଷଣ ନାହିଁ,' ସେମାନେ ତୂରନ୍ତ ମୋତେ ଅସ୍ଵୀକାର କରିବେ ।" (ହସ) ତେଣୁ ମୋତେ ଆଦୌ ଆଶା ନ ଥିଲା ।  


ଭକ୍ତ(୧): ସେମାନେ ଭାରୀ ଆସକ୍ତ ।  
ଭକ୍ତ(୧): ସେମାନେ ଭାରୀ ଆସକ୍ତ ।  

Latest revision as of 22:40, 1 October 2020



Morning Walk -- May 20, 1975, Melbourne

ପ୍ରଭୁପାଦ: ଏହା ନୁହେଁ ଯେ ତୁମକୁ ଦେଖିବାକୁ ପଡ଼ିବ ସେ କୃଷ୍ଣ ଚେତନାଶୀଳ ହୋଇଗଲା । କୃଷ୍ଣ ଚେତନାଶୀଳ ହେବା ଏତେ ସହଜ ନୁହେଁ । ଏହା ଏତେ ସହଜ ନୁହେଁ । ଅନେକ, ଅନେକ ଜନ୍ମ ପରେ, ବହୂନାଂ ଜନ୍ମନାମନ୍ତେ (BG 7.19) । କିନ୍ତୁ ତୁମକୁ ତୁମର କର୍ତ୍ତବ୍ୟ କରିବାକୁ ହେବ । ଯାଅ ଏବଂ ପ୍ରଚାର କର । ଯାରେ ଦେଖ, ତାରେ କହ କୃଷ୍ଣ ଉପଦେଶ (CC Madhya 7.128) । ତୁମର କର୍ତ୍ତବ୍ୟ ସମାପ୍ତ । ଅବଶ୍ୟ, ତୁମେ ତାକୁ ପରିବର୍ତ୍ତନ କରିବାକୁ ଚହିଁବ । ଯଦି ସେ ପରିବର୍ତ୍ତୀତ ନ ହୁଏ, ତାହା ତୁମ କର୍ତ୍ତବ୍ୟରୁ ବିଚ୍ୟୁତ ହେବା ନୁହେଁ । ତୁମକୁ କେବଳ ଯିବାର ଅଛି ଏବଂ କଥା ହେବାର ଅଛି । ଯେପରି ଯେତେବେଳେ ମୁଁ ତୁମ ଦେଶକୁ ଆସିଲି, ମୁଁ କୌଣସି ସଫଳତା ଆଶା କରି ନ ଥିଲି । କାରଣ ମୁଁ ଜାଣିଥିଲି, "ଯଥା ଶୀଘ୍ର ମୁଁ କହିବି, 'ଅବୈଧ ଯୌନ ନାହିଁ, ମାଂସ ଭକ୍ଷଣ ନାହିଁ,' ସେମାନେ ତୂରନ୍ତ ମୋତେ ଅସ୍ଵୀକାର କରିବେ ।" (ହସ) ତେଣୁ ମୋତେ ଆଦୌ ଆଶା ନ ଥିଲା ।

ଭକ୍ତ(୧): ସେମାନେ ଭାରୀ ଆସକ୍ତ ।

ପ୍ରଭୁପାଦ: ହଁ । କିନ୍ତୁ ଏହା ତୁମର ଅନୁକମ୍ପା ଯେ ତୁମେ ମୋତେ ସ୍ଵୀକାର କରିଲ । କିନ୍ତୁ ମୁଁ କଦାପି ଆଶା କରି ନ ଥିଲି । ମୁଁ କଦାପି ଆଶା କରି ନ ଥିଲି ଯେ "ଏହି ଲୋକମାନେ ସ୍ଵୀକାର କରିବେ ।" ମୁଁ କଦାପି ଆଶା କରି ନ ଥିଲି ।

ହରି-ଶୌରି: ତେବେ ଯଦି କେବଳ ଆମେ କୃଷ୍ଣଙ୍କ ଉପରେ ବିଶ୍ଵାସ କରିବା...

ପ୍ରଭୁପାଦ: ହଁ, ତାହା କେବଳ ଆମର ଏକମାତ୍ର କାମ । ହରି-ଶୌରି: ଏବଂ ଯଦି ଆମେ ପରିଣାମ ଦେଖିବା, ତେବେ...ପ୍ରଭୁପାଦ: ଏବଂ ଆମେ ଆମର କର୍ତ୍ତବ୍ୟ ଆଧ୍ୟାତ୍ମିକ ଗୁରୁଙ୍କ ଦ୍ଵାରା ନିର୍ଧାରିତ ରିତୀରେ କରିବା ଉଚିତ୍ । ଗୁରୁ-କୃଷ୍ଣ-କୃପାୟ (CC Madhya 19.151) । ତେବେ ଉଦ୍ଭୟ ପକ୍ଷରୁ, ତୁମକୁ କୃପା ପ୍ରାପ୍ତ ହେବ, ଆଧ୍ୟାତ୍ମିକ ଗୁରୁ ଏବଂ କୃଷ୍ଣଙ୍କ ଠାରୁ । ଏବଂ ତାହା ହେଉଛି ସଫଳତା ।