OR/Prabhupada 0224 - ବଡ଼ କୋଠାଘରର ନିର୍ମାଣ ଏକ ତ୍ରୁଟି ପୂର୍ଣ୍ଣ ମୂଲଦୁଆ ଉପରେ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0224 - in all Languages Category:OR-Quotes - 1975 Category:OR-Quotes - Arr...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in Mauritius]]
[[Category:OR-Quotes - in Mauritius]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0223 - ଏହି ଅନୁଷ୍ଠାନ ସମଗ୍ର ମାନବ ସମାଜକୁ ଶିକ୍ଷିତ କରିବା ପାଇଁ ରହିବା ଉଚିତ୍|0223|OR/Prabhupada 0225 - ନିରାଶ ହୁଅ ନାହିଁ, ଭ୍ରମିତ ହୁଅ ନାହିଁ|0225}}
{{1080 videos navigation - All Languages|Oriya|OR/Prabhupada 0223 - ଏହି ଅନୁଷ୍ଠାନ ସମଗ୍ର ମାନବ ସମାଜକୁ ଶିକ୍ଷିତ କରିବା ପାଇଁ ରହିବା ଉଚିତ୍|0223|OR/Prabhupada 0225 - ନିରାଶ ହୁଅ ନାହିଁ, ଭ୍ରମିତ ହୁଅ ନାହିଁ|0225}}
<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|a56mZuMEE0U|ବଡ଼ କୋଠାଘରର ନିର୍ମାଣ ଏକ ତ୍ରୁଟି ପୂର୍ଣ୍ଣ ମୂଲଦୁଆ ଉପରେ<br />- Prabhupāda 0224}}
{{youtube_right|ntH0mSSICO4|ବଡ଼ କୋଠାଘରର ନିର୍ମାଣ ଏକ ତ୍ରୁଟି ପୂର୍ଣ୍ଣ ମୂଲଦୁଆ ଉପରେ<br />- Prabhupāda 0224}}
<!-- END VIDEO LINK -->
<!-- END VIDEO LINK -->


Line 29: Line 29:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ତତ୍ତ୍ଵଜ୍ଞାନ ମାନସୀକ କଳ୍ପନା ନୁହେଁ । ତତ୍ତ୍ଵଜ୍ଞାନ ହେଉଛି ମୂଖ୍ୟ ବିଜ୍ଞାନ ଯାହାଠାରୁ ଅନ୍ୟ ସମସ୍ତ ବିଜ୍ଞାନ ଉତ୍ପନ ହୋଇଛନ୍ତି । ତାହା ହେଉଛି ତତ୍ତ୍ଵଜ୍ଞାନ । ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରୁଛି ଏହି ବିଜ୍ଞାନର ବିଜ୍ଞାନ ଉପରେ ପ୍ରଥମେ ଏହା ବୁଝିବା ପାଇଁ ଯେ "ତୁମେ କ'ଣ? ତୁମେ ଏହି ଶରୀର କିମ୍ଵା ଏହି ଶରୀର ଠାରୁ ଭିନ୍ନ?" ଏହା ଆବଶ୍ୟକ । ଏବଂ ତୁମେ ଯଦି ତୁମର ବଡ଼ କୋଠାଘର ନର୍ମାଣ କରି ଚାଲିବ, ଏକ ତ୍ରୁଟି ପୂର୍ଣ୍ଣ ମୂଳଦୁଆ ଉପରେ, ତେବେ ଏହା ରହିବ ନାହିଁ । ବିପଦ ରହିବ । ତେଣୁ ଆଧୁନିକ ସଭ୍ୟତା ଏହି ଦୋଷପୂର୍ଣ୍ଣ ବିଚାର ଉପରେ ଆଧାରିତ ଯେ "ମୁଁ ହେଉଛି ଏହି ଶରୀର ।" "ମୁଁ ଭାରତୀୟ," "ମୁଁ ଆମେରିକୀୟ," "ମୁଁ ହିନ୍ଦୁ," "ମୁଁ ମୁସଲମାନ," "ମୁଁ ଖ୍ରଷ୍ଟିୟାନ।" ଏହି ସମସ୍ତ ଜୀବନର ଶାରୀରିକ ସଂକଳ୍ପନା ଅଟେ । "ଯେ ହେତୁ ମୁଁ ଏହି ଶରୀର ଖ୍ରଷ୍ଟିୟାନ୍ ମାତା ପିତାଙ୍କ ଠାରୁ ପାଇଛି, ସେଥିପାଇଁ ମୁଁ ହେଉଛି ଏକ ଖ୍ରଷ୍ଟିୟାନ୍ ।" କିନ୍ତୁ ମୁଁ ଏହି ଶରୀର ନୁହେଁ । "ଯେ ହେତୁ ମୁଁ ଏହି ଶରୀର ହିନ୍ଦୁ ମାତା ପିତାଙ୍କ ଠାରୁ ପାଇଛି, ସେଥିପାଇଁ ମୁଁ ହେଉଛି ଏକ ହିନ୍ଦୁ ।" କିନ୍ତୁ ମୁଁ ଏହି ଶରୀର ନୁହେଁ । ତେଣୁ ଆଧ୍ୟାତ୍ମିକ ବୁଝାମଣା ପାଇଁ, ଏହି ମୌଳିକ ସିଦ୍ଧାନ୍ତକୁ ବିଝିବାକୁ ହେବ, ଯେ "ମୁଁ ଏହି ଶରୀର ନୁହେଁ; ମୁଁ ହେଉଛି ଆତ୍ମା," ଅହଂ ବ୍ରହ୍ମାସ୍ମୀ । ଏହା ହେଉଛି ବୈଦିକ ନିର୍ଦ୍ଦେଶ: "ବୁଝିବାକୁ ଚେଷ୍ଟା କର ଯେ ତୁମେ ହେଉଛ ଆତ୍ମା; ତୁମେ ଏହି ଶରୀର ନୁହଁ ।" ଯୋଗ ପ୍ରଣାଳୀ ଅଭ୍ୟାସ କରାଯାଏ କେବଳ ଏହାକୁ ବୁଝିବା ପାଇଁ । ଯୋଗ ଇନ୍ଦ୍ରିୟ ସମ୍ୟମହଃ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିବା ଦ୍ଵାରା, ବିଶେଷ କରି ମନକୁ... ମନ ହେଉଛି ମାଲିକ କିମ୍ଵା ଇନ୍ଦ୍ରିୟମାନଙ୍କର ମୂଖ୍ୟ । ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନିବ କର୍ଷତି ([[Vanisource:BG 15.7|BG 15.7]]) ଆମେମାନେ ଅସ୍ଥିତ୍ଵ ପାଇଁ ମନ ଏବଂ ଇନ୍ଦ୍ରିୟ ସହିତ ସଂଘର୍ଷ ଦେଇ ଗତି କରୁଛୁ, ଭୁଲ ଧାରଣା ଅଧିନରେ କି ଏହି ଶରୀର ହେଉଛି ନିଜେ ମୁଁ । ତେବେ ଯଦି ଆମେ ସମସ୍ତ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରି ଆମ ମନ ଉପରେ ଧ୍ୟାନ କେନ୍ଦ୍ରିତ କରିବା, ତେବେ ଆମେ ଧିରେ ଧିରେ ବୁଝିପାରିବା । ଧ୍ୟାନାବସ୍ଥିତ-ତଦ-ଗତେନ ମନସା ପଶ୍ୟାନ୍ତି ଯୋଗିନଃ ([[Vanisource:SB 12.13.1|SB 12.13.1]]) ଯୋଗୀମାନେ, ସେମାନେ ପରମ ପୁରୁଷ, ବିଷ୍ଣୁଙ୍କ ଉପରେ ଧ୍ୟାନ କରନ୍ତି, ଏବଂ ସେହି ପ୍ରକ୍ରିୟା ଦ୍ଵାରା ସେମାନେ ସ୍ଵୟଂର ଅନୁଭବ ହୁଏ । ଆତ୍ମାନୁଭୂତି ମନୁଷ୍ୟ ଜୀବନର ମୂଖ୍ୟ ଉଦ୍ଦେଶ୍ୟ । ତେଣୁ ଆତ୍ମାନୁଭୂତିର ପ୍ରାରମ୍ଭ ହେଉଛି ଏହା ବୁଝିବା ଯେ "ମୁଁ ଏହି ଶରୀର ନୁହେଁ, ମୁଁ ହେଉଛି ଆତ୍ମା ।" ଅହଂ ବ୍ରହ୍ମାସ୍ମୀ ।  
ତତ୍ତ୍ଵଜ୍ଞାନ ମାନସୀକ କଳ୍ପନା ନୁହେଁ । ତତ୍ତ୍ଵଜ୍ଞାନ ହେଉଛି ମୂଖ୍ୟ ବିଜ୍ଞାନ ଯାହାଠାରୁ ଅନ୍ୟ ସମସ୍ତ ବିଜ୍ଞାନ ଉତ୍ପନ ହୋଇଛନ୍ତି । ତାହା ହେଉଛି ତତ୍ତ୍ଵଜ୍ଞାନ । ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରୁଛି ଏହି ବିଜ୍ଞାନର ବିଜ୍ଞାନ ଉପରେ ପ୍ରଥମେ ଏହା ବୁଝିବା ପାଇଁ ଯେ "ତୁମେ କ'ଣ? ତୁମେ ଏହି ଶରୀର କିମ୍ଵା ଏହି ଶରୀର ଠାରୁ ଭିନ୍ନ?" ଏହା ଆବଶ୍ୟକ । ଏବଂ ତୁମେ ଯଦି ତୁମର ବଡ଼ କୋଠାଘର ନର୍ମାଣ କରି ଚାଲିବ, ଏକ ତ୍ରୁଟି ପୂର୍ଣ୍ଣ ମୂଳଦୁଆ ଉପରେ, ତେବେ ଏହା ରହିବ ନାହିଁ । ବିପଦ ରହିବ । ତେଣୁ ଆଧୁନିକ ସଭ୍ୟତା ଏହି ଦୋଷପୂର୍ଣ୍ଣ ବିଚାର ଉପରେ ଆଧାରିତ ଯେ "ମୁଁ ହେଉଛି ଏହି ଶରୀର ।" "ମୁଁ ଭାରତୀୟ," "ମୁଁ ଆମେରିକୀୟ," "ମୁଁ ହିନ୍ଦୁ," "ମୁଁ ମୁସଲମାନ," "ମୁଁ ଖ୍ରଷ୍ଟିୟାନ।" ଏହି ସମସ୍ତ ଜୀବନର ଶାରୀରିକ ସଂକଳ୍ପନା ଅଟେ । "ଯେ ହେତୁ ମୁଁ ଏହି ଶରୀର ଖ୍ରଷ୍ଟିୟାନ୍ ମାତା ପିତାଙ୍କ ଠାରୁ ପାଇଛି, ସେଥିପାଇଁ ମୁଁ ହେଉଛି ଏକ ଖ୍ରଷ୍ଟିୟାନ୍ ।" କିନ୍ତୁ ମୁଁ ଏହି ଶରୀର ନୁହେଁ । "ଯେ ହେତୁ ମୁଁ ଏହି ଶରୀର ହିନ୍ଦୁ ମାତା ପିତାଙ୍କ ଠାରୁ ପାଇଛି, ସେଥିପାଇଁ ମୁଁ ହେଉଛି ଏକ ହିନ୍ଦୁ ।" କିନ୍ତୁ ମୁଁ ଏହି ଶରୀର ନୁହେଁ । ତେଣୁ ଆଧ୍ୟାତ୍ମିକ ବୁଝାମଣା ପାଇଁ, ଏହି ମୌଳିକ ସିଦ୍ଧାନ୍ତକୁ ବିଝିବାକୁ ହେବ, ଯେ "ମୁଁ ଏହି ଶରୀର ନୁହେଁ; ମୁଁ ହେଉଛି ଆତ୍ମା," ଅହଂ ବ୍ରହ୍ମାସ୍ମୀ । ଏହା ହେଉଛି ବୈଦିକ ନିର୍ଦ୍ଦେଶ: "ବୁଝିବାକୁ ଚେଷ୍ଟା କର ଯେ ତୁମେ ହେଉଛ ଆତ୍ମା; ତୁମେ ଏହି ଶରୀର ନୁହଁ ।" ଯୋଗ ପ୍ରଣାଳୀ ଅଭ୍ୟାସ କରାଯାଏ କେବଳ ଏହାକୁ ବୁଝିବା ପାଇଁ । ଯୋଗ ଇନ୍ଦ୍ରିୟ ସମ୍ୟମହଃ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିବା ଦ୍ଵାରା, ବିଶେଷ କରି ମନକୁ... ମନ ହେଉଛି ମାଲିକ କିମ୍ଵା ଇନ୍ଦ୍ରିୟମାନଙ୍କର ମୂଖ୍ୟ । ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନିବ କର୍ଷତି ([[Vanisource:BG 15.7 (1972)|BG 15.7]]) ଆମେମାନେ ଅସ୍ଥିତ୍ଵ ପାଇଁ ମନ ଏବଂ ଇନ୍ଦ୍ରିୟ ସହିତ ସଂଘର୍ଷ ଦେଇ ଗତି କରୁଛୁ, ଭୁଲ ଧାରଣା ଅଧିନରେ କି ଏହି ଶରୀର ହେଉଛି ନିଜେ ମୁଁ । ତେବେ ଯଦି ଆମେ ସମସ୍ତ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରି ଆମ ମନ ଉପରେ ଧ୍ୟାନ କେନ୍ଦ୍ରିତ କରିବା, ତେବେ ଆମେ ଧିରେ ଧିରେ ବୁଝିପାରିବା । ଧ୍ୟାନାବସ୍ଥିତ-ତଦ-ଗତେନ ମନସା ପଶ୍ୟାନ୍ତି ଯୋଗିନଃ ([[Vanisource:SB 12.13.1|SB 12.13.1]]) ଯୋଗୀମାନେ, ସେମାନେ ପରମ ପୁରୁଷ, ବିଷ୍ଣୁଙ୍କ ଉପରେ ଧ୍ୟାନ କରନ୍ତି, ଏବଂ ସେହି ପ୍ରକ୍ରିୟା ଦ୍ଵାରା ସେମାନେ ସ୍ଵୟଂର ଅନୁଭବ ହୁଏ । ଆତ୍ମାନୁଭୂତି ମନୁଷ୍ୟ ଜୀବନର ମୂଖ୍ୟ ଉଦ୍ଦେଶ୍ୟ । ତେଣୁ ଆତ୍ମାନୁଭୂତିର ପ୍ରାରମ୍ଭ ହେଉଛି ଏହା ବୁଝିବା ଯେ "ମୁଁ ଏହି ଶରୀର ନୁହେଁ, ମୁଁ ହେଉଛି ଆତ୍ମା ।" ଅହଂ ବ୍ରହ୍ମାସ୍ମୀ ।  


ତେବେ ଏହି ଜିନିଷଗୁଡ଼ିକ ଅତି ସୁନ୍ଦର ଭାବରେ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି । ଯଦି ଆମେ କେବଳ ଧ୍ୟାନ ପୂର୍ବକ ଭଗବଦ୍ ଗୀତାକୁ ପଢ଼ିବା, ଉଚିତ୍ ନିର୍ଦ୍ଦେଶନ ଅନୁସାରେ, ତେବେ ସବୁ କିଛି ସ୍ପଷ୍ଟ ହୋଇଯିବା, ବିନା କୌଣସି ଅସୁବିଧାରେ, ଯେ "ମୁଁ ଏହି ଶରୀର ନୁହେଁ, ମୁଁ ହେଉଛି ଆତ୍ମା । ମୋର କାମ ଜୀବନର ଏହି ଶାରୀରିକ ସଂକଳ୍ପନାରୁ ଭିନ୍ନ । ମୁଁ ନିଜକୁ ଏହି ଶରୀର ଭାବରେ ସ୍ଵୀକାର କରି କଦାପି ଖୁସୀ ରହିପାରିବି ନାହିଁ । ତାହା ଜ୍ଞାନର ଏକ ଭୁଲ ଆଧାର ।" ଏହିପରି ଭାବରେ, ଯଦି ଆମେ ଉନ୍ନତି କରିବା, ତେବେ ଆମେ ବୁଝିପାରିବା, ଅହଂ ବ୍ରହ୍ମାସ୍ମୀ: "ମୁଁ ହେଉଛି ଆତ୍ମା ।" ତେବେ ମୁଁ କେଉଁ ଠାରୁ ଆସିଛି? ସବୁ କିଛି ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ଯେ ଆତ୍ମା, କୃଷ୍ଣ କୁହଁନ୍ତି, ଭଗବାନ କୁହଁନ୍ତି, ମମୈବାଂଶୋ ଜୀବଭୂତଃ ([[Vanisource:BG 15.7|BG 15.7]]) । "ଏହି ଜୀବମାନେ ସେମାନେ ମୋର ଅଂଶ ବିଶେଷ, ଅଂଶ, କିମ୍ଵା କ୍ଷୁଦ୍ର ସ୍ଫୁଲିଙ୍ଗ ।" ଯେପରି ବଡ଼ ଅଗ୍ନି ଏବଂ ଛୋଟ ଅଗ୍ନି, ଉଦ୍ଭୟ ହେଉଛନ୍ତି ଅଗ୍ନି, କିନ୍ତୁ ବଡ଼ ଅଗ୍ନି ଏବଂ ଛୋଟ ଅଗ୍ନି... ଯେତେ ଦୂର ଅଗ୍ନିର ଗୁଣ ସଂମ୍ଵନ୍ଧିତ, ଭଗବାନ ଏବଂ ଆମେ ସମାନ ଅଟୁ । ତେବେ ଆମେ ବୁଝିପାରିବା, ଆମେ ଭଗବାନଙ୍କୁ ଅଧ୍ୟୟନ କରିପାରିବା ନିଜକୁ ଅଧ୍ୟୟନ କରି । ତାହା ମଧ୍ୟ ଅନ୍ୟ ଏକ ପ୍ରକାରର ଧ୍ୟାନ । କିନ୍ତୁ ଏହା ଠିକ୍ ହୋଇପାରିବ ଯେତେବେଳେ ଆମେ ବୁଝିପାରିବା ଯେ "ଯଦିଓ ଗୁଣାତ୍ମକ ଭାବରେ ମୁଁ ଭଗବାନଙ୍କର ଏକ ନମୁନା କିମ୍ଵା ଏକା ଗୁଣ, କିନ୍ତୁ ତଥାପି ସେ ମହାନ, ମୁଁ ତୁଚ୍ଛ ।" ତାହା ଠିକ୍ ବୁଝାମଣା । ଅନୁ, ବିଭୁ; ବ୍ରାହ୍ମଣ, ପରବ୍ରାହ୍ମଣ; ଈଶ୍ଵର, ପରମେଶ୍ଵର - ଏହା ହେଉଛି ଠିକ୍ ବୁଝାମଣା । କିନ୍ତୁ ମୁଁ ଗୁଣାତ୍ମକ ଭାବରେ ଏକ, ଏହାେ ମାନେ ନୁହେଁ ଯେ ମୁଁ ହେଉଛି ସର୍ବୋଚ୍ଚ । ବେଦରେ ଏହା କୁହାଯାଇଛି, ନିତ୍ୟୋ ନିତ୍ୟାନମ୍ ଚେତନାସ୍ ଚେତନାନାମ (Katha Upanishad 2.2.13) । ଆମେ ହେଉଛି ନିତ୍ୟ, ଶାଶ୍ଵତ; ଭଗବାନ ମଧ୍ୟ ନିତ୍ୟ ଅଟନ୍ତି । ଆମେମାନେ ଜୀବ; ଭଗବାନ ମଧ୍ୟ ଜୀବ । କିନ୍ତୁ ସେ ହେଉଛନ୍ତି ମୂଖ୍ୟ ଜୀବ; ସେ ହେଉଛନ୍ତି ମୂଖ୍ୟ ନିତ୍ୟ । ଆମେମାନେ ମଧ୍ୟ ନିତ୍ୟ, କିନ୍ତୁ ଆମେମାନେ ମୂଖ୍ୟ ନାହୁଁ । କାହିଁକି? ଏକୋ ୟୋ ବହୁନାମ ବିଦଧାତି କାମନା । ଯେପରି ଆମେ ନେତା ଆବଶ୍ୟକ କରୁ, ସେହିପରି, ସେ ହେଉଛନ୍ତି ସର୍ବୋଚ୍ଚ ନେତା । ସେ ହେଉଛନ୍ତି ଅନୁରକ୍ଷକ । ସେ ହେଉଛନ୍ତି ବିଧାତା । ସେ ସମସ୍ତଙ୍କର ଆବଶ୍ୟକତା ଯୋଗାଇ ଦିଅନ୍ତି । ଆମେ ଦେଖିପରିବା ଯେ ଆଫ୍ରିକାରେ ହାତୀ ଅଛନ୍ତି । କିଏ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛି? ଲକ୍ଷେ ଲକ୍ଷେ ପିମ୍ପୁଡ଼ି ତୁମ କକ୍ଷର ଛିଦ୍ରରେ ଅଛନ୍ତି । ସେମାନଙ୍କୁ କିଏ ଖୁଆଉଛି? ଏକୋ ୟୋ ବହୁନାମ ବିଦଧାତି କାମନା । ତେଣୁ ଏହି ପରି ଭାବରେ, ତୁମେ ଯଦି ନିଜକୁ ଅନୁଭବ କର, ତାହା ହେଉଛି ଆତ୍ମାନୁଭୂତି ।  
ତେବେ ଏହି ଜିନିଷଗୁଡ଼ିକ ଅତି ସୁନ୍ଦର ଭାବରେ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି । ଯଦି ଆମେ କେବଳ ଧ୍ୟାନ ପୂର୍ବକ ଭଗବଦ୍ ଗୀତାକୁ ପଢ଼ିବା, ଉଚିତ୍ ନିର୍ଦ୍ଦେଶନ ଅନୁସାରେ, ତେବେ ସବୁ କିଛି ସ୍ପଷ୍ଟ ହୋଇଯିବା, ବିନା କୌଣସି ଅସୁବିଧାରେ, ଯେ "ମୁଁ ଏହି ଶରୀର ନୁହେଁ, ମୁଁ ହେଉଛି ଆତ୍ମା । ମୋର କାମ ଜୀବନର ଏହି ଶାରୀରିକ ସଂକଳ୍ପନାରୁ ଭିନ୍ନ । ମୁଁ ନିଜକୁ ଏହି ଶରୀର ଭାବରେ ସ୍ଵୀକାର କରି କଦାପି ଖୁସୀ ରହିପାରିବି ନାହିଁ । ତାହା ଜ୍ଞାନର ଏକ ଭୁଲ ଆଧାର ।" ଏହିପରି ଭାବରେ, ଯଦି ଆମେ ଉନ୍ନତି କରିବା, ତେବେ ଆମେ ବୁଝିପାରିବା, ଅହଂ ବ୍ରହ୍ମାସ୍ମୀ: "ମୁଁ ହେଉଛି ଆତ୍ମା ।" ତେବେ ମୁଁ କେଉଁ ଠାରୁ ଆସିଛି? ସବୁ କିଛି ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ଯେ ଆତ୍ମା, କୃଷ୍ଣ କୁହଁନ୍ତି, ଭଗବାନ କୁହଁନ୍ତି, ମମୈବାଂଶୋ ଜୀବଭୂତଃ ([[Vanisource:BG 15.7 (1972)|BG 15.7]]) । "ଏହି ଜୀବମାନେ ସେମାନେ ମୋର ଅଂଶ ବିଶେଷ, ଅଂଶ, କିମ୍ଵା କ୍ଷୁଦ୍ର ସ୍ଫୁଲିଙ୍ଗ ।" ଯେପରି ବଡ଼ ଅଗ୍ନି ଏବଂ ଛୋଟ ଅଗ୍ନି, ଉଦ୍ଭୟ ହେଉଛନ୍ତି ଅଗ୍ନି, କିନ୍ତୁ ବଡ଼ ଅଗ୍ନି ଏବଂ ଛୋଟ ଅଗ୍ନି... ଯେତେ ଦୂର ଅଗ୍ନିର ଗୁଣ ସଂମ୍ଵନ୍ଧିତ, ଭଗବାନ ଏବଂ ଆମେ ସମାନ ଅଟୁ । ତେବେ ଆମେ ବୁଝିପାରିବା, ଆମେ ଭଗବାନଙ୍କୁ ଅଧ୍ୟୟନ କରିପାରିବା ନିଜକୁ ଅଧ୍ୟୟନ କରି । ତାହା ମଧ୍ୟ ଅନ୍ୟ ଏକ ପ୍ରକାରର ଧ୍ୟାନ । କିନ୍ତୁ ଏହା ଠିକ୍ ହୋଇପାରିବ ଯେତେବେଳେ ଆମେ ବୁଝିପାରିବା ଯେ "ଯଦିଓ ଗୁଣାତ୍ମକ ଭାବରେ ମୁଁ ଭଗବାନଙ୍କର ଏକ ନମୁନା କିମ୍ଵା ଏକା ଗୁଣ, କିନ୍ତୁ ତଥାପି ସେ ମହାନ, ମୁଁ ତୁଚ୍ଛ ।" ତାହା ଠିକ୍ ବୁଝାମଣା । ଅନୁ, ବିଭୁ; ବ୍ରାହ୍ମଣ, ପରବ୍ରାହ୍ମଣ; ଈଶ୍ଵର, ପରମେଶ୍ଵର - ଏହା ହେଉଛି ଠିକ୍ ବୁଝାମଣା । କିନ୍ତୁ ମୁଁ ଗୁଣାତ୍ମକ ଭାବରେ ଏକ, ଏହାେ ମାନେ ନୁହେଁ ଯେ ମୁଁ ହେଉଛି ସର୍ବୋଚ୍ଚ । ବେଦରେ ଏହା କୁହାଯାଇଛି, ନିତ୍ୟୋ ନିତ୍ୟାନମ୍ ଚେତନାସ୍ ଚେତନାନାମ (Katha Upanishad 2.2.13) । ଆମେ ହେଉଛି ନିତ୍ୟ, ଶାଶ୍ଵତ; ଭଗବାନ ମଧ୍ୟ ନିତ୍ୟ ଅଟନ୍ତି । ଆମେମାନେ ଜୀବ; ଭଗବାନ ମଧ୍ୟ ଜୀବ । କିନ୍ତୁ ସେ ହେଉଛନ୍ତି ମୂଖ୍ୟ ଜୀବ; ସେ ହେଉଛନ୍ତି ମୂଖ୍ୟ ନିତ୍ୟ । ଆମେମାନେ ମଧ୍ୟ ନିତ୍ୟ, କିନ୍ତୁ ଆମେମାନେ ମୂଖ୍ୟ ନାହୁଁ । କାହିଁକି? ଏକୋ ୟୋ ବହୁନାମ ବିଦଧାତି କାମନା । ଯେପରି ଆମେ ନେତା ଆବଶ୍ୟକ କରୁ, ସେହିପରି, ସେ ହେଉଛନ୍ତି ସର୍ବୋଚ୍ଚ ନେତା । ସେ ହେଉଛନ୍ତି ଅନୁରକ୍ଷକ । ସେ ହେଉଛନ୍ତି ବିଧାତା । ସେ ସମସ୍ତଙ୍କର ଆବଶ୍ୟକତା ଯୋଗାଇ ଦିଅନ୍ତି । ଆମେ ଦେଖିପରିବା ଯେ ଆଫ୍ରିକାରେ ହାତୀ ଅଛନ୍ତି । କିଏ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛି? ଲକ୍ଷେ ଲକ୍ଷେ ପିମ୍ପୁଡ଼ି ତୁମ କକ୍ଷର ଛିଦ୍ରରେ ଅଛନ୍ତି । ସେମାନଙ୍କୁ କିଏ ଖୁଆଉଛି? ଏକୋ ୟୋ ବହୁନାମ ବିଦଧାତି କାମନା । ତେଣୁ ଏହି ପରି ଭାବରେ, ତୁମେ ଯଦି ନିଜକୁ ଅନୁଭବ କର, ତାହା ହେଉଛି ଆତ୍ମାନୁଭୂତି ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020



Arrival Address -- Mauritius, October 1, 1975

ତତ୍ତ୍ଵଜ୍ଞାନ ମାନସୀକ କଳ୍ପନା ନୁହେଁ । ତତ୍ତ୍ଵଜ୍ଞାନ ହେଉଛି ମୂଖ୍ୟ ବିଜ୍ଞାନ ଯାହାଠାରୁ ଅନ୍ୟ ସମସ୍ତ ବିଜ୍ଞାନ ଉତ୍ପନ ହୋଇଛନ୍ତି । ତାହା ହେଉଛି ତତ୍ତ୍ଵଜ୍ଞାନ । ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରୁଛି ଏହି ବିଜ୍ଞାନର ବିଜ୍ଞାନ ଉପରେ ପ୍ରଥମେ ଏହା ବୁଝିବା ପାଇଁ ଯେ "ତୁମେ କ'ଣ? ତୁମେ ଏହି ଶରୀର କିମ୍ଵା ଏହି ଶରୀର ଠାରୁ ଭିନ୍ନ?" ଏହା ଆବଶ୍ୟକ । ଏବଂ ତୁମେ ଯଦି ତୁମର ବଡ଼ କୋଠାଘର ନର୍ମାଣ କରି ଚାଲିବ, ଏକ ତ୍ରୁଟି ପୂର୍ଣ୍ଣ ମୂଳଦୁଆ ଉପରେ, ତେବେ ଏହା ରହିବ ନାହିଁ । ବିପଦ ରହିବ । ତେଣୁ ଆଧୁନିକ ସଭ୍ୟତା ଏହି ଦୋଷପୂର୍ଣ୍ଣ ବିଚାର ଉପରେ ଆଧାରିତ ଯେ "ମୁଁ ହେଉଛି ଏହି ଶରୀର ।" "ମୁଁ ଭାରତୀୟ," "ମୁଁ ଆମେରିକୀୟ," "ମୁଁ ହିନ୍ଦୁ," "ମୁଁ ମୁସଲମାନ," "ମୁଁ ଖ୍ରଷ୍ଟିୟାନ।" ଏହି ସମସ୍ତ ଜୀବନର ଶାରୀରିକ ସଂକଳ୍ପନା ଅଟେ । "ଯେ ହେତୁ ମୁଁ ଏହି ଶରୀର ଖ୍ରଷ୍ଟିୟାନ୍ ମାତା ପିତାଙ୍କ ଠାରୁ ପାଇଛି, ସେଥିପାଇଁ ମୁଁ ହେଉଛି ଏକ ଖ୍ରଷ୍ଟିୟାନ୍ ।" କିନ୍ତୁ ମୁଁ ଏହି ଶରୀର ନୁହେଁ । "ଯେ ହେତୁ ମୁଁ ଏହି ଶରୀର ହିନ୍ଦୁ ମାତା ପିତାଙ୍କ ଠାରୁ ପାଇଛି, ସେଥିପାଇଁ ମୁଁ ହେଉଛି ଏକ ହିନ୍ଦୁ ।" କିନ୍ତୁ ମୁଁ ଏହି ଶରୀର ନୁହେଁ । ତେଣୁ ଆଧ୍ୟାତ୍ମିକ ବୁଝାମଣା ପାଇଁ, ଏହି ମୌଳିକ ସିଦ୍ଧାନ୍ତକୁ ବିଝିବାକୁ ହେବ, ଯେ "ମୁଁ ଏହି ଶରୀର ନୁହେଁ; ମୁଁ ହେଉଛି ଆତ୍ମା," ଅହଂ ବ୍ରହ୍ମାସ୍ମୀ । ଏହା ହେଉଛି ବୈଦିକ ନିର୍ଦ୍ଦେଶ: "ବୁଝିବାକୁ ଚେଷ୍ଟା କର ଯେ ତୁମେ ହେଉଛ ଆତ୍ମା; ତୁମେ ଏହି ଶରୀର ନୁହଁ ।" ଯୋଗ ପ୍ରଣାଳୀ ଅଭ୍ୟାସ କରାଯାଏ କେବଳ ଏହାକୁ ବୁଝିବା ପାଇଁ । ଯୋଗ ଇନ୍ଦ୍ରିୟ ସମ୍ୟମହଃ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିବା ଦ୍ଵାରା, ବିଶେଷ କରି ମନକୁ... ମନ ହେଉଛି ମାଲିକ କିମ୍ଵା ଇନ୍ଦ୍ରିୟମାନଙ୍କର ମୂଖ୍ୟ । ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନିବ କର୍ଷତି (BG 15.7) ଆମେମାନେ ଅସ୍ଥିତ୍ଵ ପାଇଁ ମନ ଏବଂ ଇନ୍ଦ୍ରିୟ ସହିତ ସଂଘର୍ଷ ଦେଇ ଗତି କରୁଛୁ, ଭୁଲ ଧାରଣା ଅଧିନରେ କି ଏହି ଶରୀର ହେଉଛି ନିଜେ ମୁଁ । ତେବେ ଯଦି ଆମେ ସମସ୍ତ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରି ଆମ ମନ ଉପରେ ଧ୍ୟାନ କେନ୍ଦ୍ରିତ କରିବା, ତେବେ ଆମେ ଧିରେ ଧିରେ ବୁଝିପାରିବା । ଧ୍ୟାନାବସ୍ଥିତ-ତଦ-ଗତେନ ମନସା ପଶ୍ୟାନ୍ତି ଯୋଗିନଃ (SB 12.13.1) ଯୋଗୀମାନେ, ସେମାନେ ପରମ ପୁରୁଷ, ବିଷ୍ଣୁଙ୍କ ଉପରେ ଧ୍ୟାନ କରନ୍ତି, ଏବଂ ସେହି ପ୍ରକ୍ରିୟା ଦ୍ଵାରା ସେମାନେ ସ୍ଵୟଂର ଅନୁଭବ ହୁଏ । ଆତ୍ମାନୁଭୂତି ମନୁଷ୍ୟ ଜୀବନର ମୂଖ୍ୟ ଉଦ୍ଦେଶ୍ୟ । ତେଣୁ ଆତ୍ମାନୁଭୂତିର ପ୍ରାରମ୍ଭ ହେଉଛି ଏହା ବୁଝିବା ଯେ "ମୁଁ ଏହି ଶରୀର ନୁହେଁ, ମୁଁ ହେଉଛି ଆତ୍ମା ।" ଅହଂ ବ୍ରହ୍ମାସ୍ମୀ ।

ତେବେ ଏହି ଜିନିଷଗୁଡ଼ିକ ଅତି ସୁନ୍ଦର ଭାବରେ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି । ଯଦି ଆମେ କେବଳ ଧ୍ୟାନ ପୂର୍ବକ ଭଗବଦ୍ ଗୀତାକୁ ପଢ଼ିବା, ଉଚିତ୍ ନିର୍ଦ୍ଦେଶନ ଅନୁସାରେ, ତେବେ ସବୁ କିଛି ସ୍ପଷ୍ଟ ହୋଇଯିବା, ବିନା କୌଣସି ଅସୁବିଧାରେ, ଯେ "ମୁଁ ଏହି ଶରୀର ନୁହେଁ, ମୁଁ ହେଉଛି ଆତ୍ମା । ମୋର କାମ ଜୀବନର ଏହି ଶାରୀରିକ ସଂକଳ୍ପନାରୁ ଭିନ୍ନ । ମୁଁ ନିଜକୁ ଏହି ଶରୀର ଭାବରେ ସ୍ଵୀକାର କରି କଦାପି ଖୁସୀ ରହିପାରିବି ନାହିଁ । ତାହା ଜ୍ଞାନର ଏକ ଭୁଲ ଆଧାର ।" ଏହିପରି ଭାବରେ, ଯଦି ଆମେ ଉନ୍ନତି କରିବା, ତେବେ ଆମେ ବୁଝିପାରିବା, ଅହଂ ବ୍ରହ୍ମାସ୍ମୀ: "ମୁଁ ହେଉଛି ଆତ୍ମା ।" ତେବେ ମୁଁ କେଉଁ ଠାରୁ ଆସିଛି? ସବୁ କିଛି ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ଯେ ଆତ୍ମା, କୃଷ୍ଣ କୁହଁନ୍ତି, ଭଗବାନ କୁହଁନ୍ତି, ମମୈବାଂଶୋ ଜୀବଭୂତଃ (BG 15.7) । "ଏହି ଜୀବମାନେ ସେମାନେ ମୋର ଅଂଶ ବିଶେଷ, ଅଂଶ, କିମ୍ଵା କ୍ଷୁଦ୍ର ସ୍ଫୁଲିଙ୍ଗ ।" ଯେପରି ବଡ଼ ଅଗ୍ନି ଏବଂ ଛୋଟ ଅଗ୍ନି, ଉଦ୍ଭୟ ହେଉଛନ୍ତି ଅଗ୍ନି, କିନ୍ତୁ ବଡ଼ ଅଗ୍ନି ଏବଂ ଛୋଟ ଅଗ୍ନି... ଯେତେ ଦୂର ଅଗ୍ନିର ଗୁଣ ସଂମ୍ଵନ୍ଧିତ, ଭଗବାନ ଏବଂ ଆମେ ସମାନ ଅଟୁ । ତେବେ ଆମେ ବୁଝିପାରିବା, ଆମେ ଭଗବାନଙ୍କୁ ଅଧ୍ୟୟନ କରିପାରିବା ନିଜକୁ ଅଧ୍ୟୟନ କରି । ତାହା ମଧ୍ୟ ଅନ୍ୟ ଏକ ପ୍ରକାରର ଧ୍ୟାନ । କିନ୍ତୁ ଏହା ଠିକ୍ ହୋଇପାରିବ ଯେତେବେଳେ ଆମେ ବୁଝିପାରିବା ଯେ "ଯଦିଓ ଗୁଣାତ୍ମକ ଭାବରେ ମୁଁ ଭଗବାନଙ୍କର ଏକ ନମୁନା କିମ୍ଵା ଏକା ଗୁଣ, କିନ୍ତୁ ତଥାପି ସେ ମହାନ, ମୁଁ ତୁଚ୍ଛ ।" ତାହା ଠିକ୍ ବୁଝାମଣା । ଅନୁ, ବିଭୁ; ବ୍ରାହ୍ମଣ, ପରବ୍ରାହ୍ମଣ; ଈଶ୍ଵର, ପରମେଶ୍ଵର - ଏହା ହେଉଛି ଠିକ୍ ବୁଝାମଣା । କିନ୍ତୁ ମୁଁ ଗୁଣାତ୍ମକ ଭାବରେ ଏକ, ଏହାେ ମାନେ ନୁହେଁ ଯେ ମୁଁ ହେଉଛି ସର୍ବୋଚ୍ଚ । ବେଦରେ ଏହା କୁହାଯାଇଛି, ନିତ୍ୟୋ ନିତ୍ୟାନମ୍ ଚେତନାସ୍ ଚେତନାନାମ (Katha Upanishad 2.2.13) । ଆମେ ହେଉଛି ନିତ୍ୟ, ଶାଶ୍ଵତ; ଭଗବାନ ମଧ୍ୟ ନିତ୍ୟ ଅଟନ୍ତି । ଆମେମାନେ ଜୀବ; ଭଗବାନ ମଧ୍ୟ ଜୀବ । କିନ୍ତୁ ସେ ହେଉଛନ୍ତି ମୂଖ୍ୟ ଜୀବ; ସେ ହେଉଛନ୍ତି ମୂଖ୍ୟ ନିତ୍ୟ । ଆମେମାନେ ମଧ୍ୟ ନିତ୍ୟ, କିନ୍ତୁ ଆମେମାନେ ମୂଖ୍ୟ ନାହୁଁ । କାହିଁକି? ଏକୋ ୟୋ ବହୁନାମ ବିଦଧାତି କାମନା । ଯେପରି ଆମେ ନେତା ଆବଶ୍ୟକ କରୁ, ସେହିପରି, ସେ ହେଉଛନ୍ତି ସର୍ବୋଚ୍ଚ ନେତା । ସେ ହେଉଛନ୍ତି ଅନୁରକ୍ଷକ । ସେ ହେଉଛନ୍ତି ବିଧାତା । ସେ ସମସ୍ତଙ୍କର ଆବଶ୍ୟକତା ଯୋଗାଇ ଦିଅନ୍ତି । ଆମେ ଦେଖିପରିବା ଯେ ଆଫ୍ରିକାରେ ହାତୀ ଅଛନ୍ତି । କିଏ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛି? ଲକ୍ଷେ ଲକ୍ଷେ ପିମ୍ପୁଡ଼ି ତୁମ କକ୍ଷର ଛିଦ୍ରରେ ଅଛନ୍ତି । ସେମାନଙ୍କୁ କିଏ ଖୁଆଉଛି? ଏକୋ ୟୋ ବହୁନାମ ବିଦଧାତି କାମନା । ତେଣୁ ଏହି ପରି ଭାବରେ, ତୁମେ ଯଦି ନିଜକୁ ଅନୁଭବ କର, ତାହା ହେଉଛି ଆତ୍ମାନୁଭୂତି ।