OR/Prabhupada 0231 - ଭଗବାନ ଅର୍ଥାତ୍ ଯିଏ ସମଗ୍ର ବିଶ୍ଵର ମାଲିକ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0231 - in all Languages Category:OR-Quotes - 1974 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in Germany]]
[[Category:OR-Quotes - in Germany]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0230 - ବୈଦିକ ସଭ୍ୟତା ଅନୁସାରେ, ସମାଜର ଚାରି ପ୍ରକାରର ବିଭାଜନ ଅଛି|0230|OR/Prabhupada 0232 - ଭଗବାନଙ୍କର ମଧ୍ୟ ଈର୍ଷାଳୁ ଶତୃ ଅଛନ୍ତି । ସେମାନଙ୍କୁ ଅସୁର କୁହାଯାଏ|0232}}

<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|hGFUWwUNLqk|ଭଗବାନ ଅର୍ଥାତ୍ ଯିଏ ସମଗ୍ର ବିଶ୍ଵର ମାଲିକ<br />- Prabhupāda 0231}}
{{youtube_right|VTn4JnjIDQ8|ଭଗବାନ ଅର୍ଥାତ୍ ଯିଏ ସମଗ୍ର ବିଶ୍ଵର ମାଲିକ<br />- Prabhupāda 0231}}
<!-- END VIDEO LINK -->
<!-- END VIDEO LINK -->

Line 33: Line 33:
ତେଣୁ ଏଠାରେ କୁହାଯାଇଛି, ଶ୍ରୀ ଭଗବାନ ଉବାଚ । ଅତ୍ୟଧିକ ଶକ୍ତିଶାଳୀ ଅଧିକାରୀ କହୁଛନ୍ତି । ସେଥିପାଇଁ, ସେ ଯାହା କୁହଁନ୍ତି, ଏହାକୁ ସତ୍ୟ ଭାବରେ ନେବା ଉଚିତ୍ । ଆମର ଏହି ବଦ୍ଧ ଜୀବନରେ, ଯେପରି ଆମେ ଭୌତିକ ଅବସ୍ଥାର ଅଧିନରେ ଅଛୁ, ଆମର ଚାରୋଟି ଦୋଷ ଅଛି: ଆମେ ଭୁଲ କରୁ, ଆମେ ଭ୍ରମିତ ହେଉ, ଏବଂ ଆମେ ଛଳ କରିବାକୁ ମଧ୍ୟ ଚାହୁଁ, ଏବଂ ଆମର ଇନ୍ଦ୍ରିୟ ଅସମ୍ପୂର୍ଣ୍ଣ । ତେଣୁ ଯେଉଁ ବ୍ୟକ୍ତିଠାରେ ଏହି ଚାରୋଟି ଜିନିଷର ଅଭାବ ଅଛି ତା ଠାରୁ ଜ୍ଞାନ ପ୍ରାପ୍ତ କରିବା ପୂର୍ଣ୍ଣ ନୁହେଁ । ତେଣୁ ଯେଉଁ ବ୍ୟକ୍ତି ଏହି ଚାରି ପ୍ରକାରର ଦୋଷରେ ଦିବ୍ୟ ତା ଠାରୁ ଯେତେବେଳେ ତୁମେ ଜ୍ଞାନ ପ୍ରାପ୍ତ କର, ତାହା ହେଉଛି ପ୍ରକୃତ ଜ୍ଞାନ । ଆଧୁନିକ ବୈଜ୍ଞାନିକମାନେ, ସେମାନେ କୁହଁନ୍ତି ଯେ "ଏହା ଏହିପରି ହୋଇପାରେ । ଏହା ସେପରି ହୋଇପାରେ," କିନ୍ତୁ ତାହା ପୂର୍ଣ୍ଣ ଜ୍ଞାନ ନୁହେଁ । ତେଣୁ ତୁମେ ଯଦି ତୁମର ଅସମ୍ପୂର୍ଣ୍ଣ ଜ୍ଞାନରେ କଳ୍ପନା କରିବ, ସେହି ଜ୍ଞାନର ମୂଲ୍ୟ କ'ଣ? ଏହା ଆଂଶିକ ଜ୍ଞାନ ହୋଇପାରେ, କିନ୍ତୁ ତାହା ପୂର୍ଣ୍ଣ ଜ୍ଞାନ ନୁହେଁ । ସେଥିପାଇଁ ଆମର ଜ୍ଞାନ ପ୍ରାପ୍ତ କରିବାର ପ୍ରକ୍ରିୟା ହେଉଛି ଏହାକୁ ପୂର୍ଣ୍ଣ ବ୍ୟକ୍ତିଠାରୁ ପ୍ରାପ୍ତ କରିବା । ଏବଂ ସେଥିପାଇଁ ଆମେ କୃଷ୍ଣଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରୁଛୁ, ଭଗବାନ, ସବୁଠାରୁ ଠିକ୍, ଏବଂ ସେଥିପାଇଁ ଆମର ଜ୍ଞାନ ହେଉଛି ପୂର୍ଣ୍ଣ । ଯେପରି ଏକ ଶିଶୁ । ସେ ଅସମ୍ପୂର୍ଣ୍ଣ ହୋଇପାରେ, କିନ୍ତୁ ଯଦି ତାର ପିତା କୁହଁନ୍ତି, "ମୋତ ପ୍ରିୟ ପୁତ୍ର ଏହାକୁ ପ୍ରଦର୍ଶନୀ କୁହାଯାଏ," ତେଣୁ ଯଦି ଶିଶୁ କୁହେ, "ଏହା ହେଉଛି ପ୍ରଦର୍ଶନୀ," ସେହି ଜ୍ଞାନ ପୂର୍ଣ୍ଣ ଅଟେ । କାରଣ ଶିଶୁ ଜ୍ଞାନ ପାଇବା ପାଇଁ ଅନୁସନ୍ଧାନ କରେ ନାହିଁ । ସେ ତାର ପିତା କିମ୍ଵା ମାତାଙ୍କୁ ପଚାରେ, "ଏହା କ'ଣ, ବାପା? ଏହା କ'ଣ, ମା?" ଏବା ମା କୁହଁନ୍ତି, "ମୋର ପ୍ରିୟ ପୁତ୍ର, ଏହା ହେଉଛି ଏହା ।" ଅନ୍ୟ ଏକ ଉାହରଣ ଦିଆଯାଇ ପାରିବ ଯେ ଯଦି ଏକ ଶିଶୁ, ଛୋଟବେଳେ ନୁହେଁ, ସେ ଜାଣି ନାହିଁ ତାର ପିତା କିଏ, ତେବେ ସେ କୌଣସି ଅନୁସନ୍ଧାନ କରିବ ନାହିଁ । ଯଦି ସେ ପିତାଙ୍କୁ ଖୋଜିବା ପାଇଁ ଅନୁସନ୍ଧାନ କରେ, ସେ କେବେ ତାର ପିତାଙ୍କୁ ପାଇ ପାରିବ ନାହିଁ । କିନ୍ତୁ ସେ ଯଦି ତାର ମାତାଙ୍କୁ ପଚାରେ, "ମୋର ପିତା କିଏ?" ଏବଂ ମାତା କୁହଁନ୍ତି, "ସେ ହେଉଛନ୍ତି ତୋର ପିତା," ତାହା ହେଉଛି ଠିକ୍ । ସେଥିପାଇଁ ଜ୍ଞାନ, ଭଗବାନଙ୍କର ଜ୍ଞାନ, ଯିଏ ତୁମର ଇନ୍ଦ୍ରିୟ ଅନୁଭୂତି ଠାରୁ ଉର୍ଦ୍ଧ୍ଵରେ, ତୁମେ କିପରି ଜାଣି ପାରିବ? ସେଥିପାଇଁ ତୁମକୁ ସ୍ଵୟଂ ଭଗବାନଙ୍କ ଠାରୁ ଜାଣିବାକୁ ହେବ କିମ୍ଵା ତାଙ୍କ ପ୍ରତିନିଧିଙ୍କ ଠାରୁ ।  

ତେଣୁ ଏଠାରେ କୃଷ୍ଣ, ପରମ ପୁରୁଷ ଭଗବାନ, କହୁଛନ୍ତି, ଏବଂ ତାହା ହେଉଛି ଅନ୍ତିମ ପ୍ରଧିକରଣ । ସେ ଅର୍ଜୁନଙ୍କୁ କହୁଛନ୍ତି । ସେ କୁହଁନ୍ତି, ଅଶୋଚ୍ୟାନନ୍ଵଶୋଚସ୍ତ୍ଵଂ ପ୍ରଜ୍ଞାବାଦାଂଶଂଚ ଭାଷସେ ([[Vanisource:BG 2.11|BG 2.11]]) "ମୋର ପ୍ରିୟ ଅର୍ଜୁନ, ତୁମେ ଅତି ବିଦ୍ଵାନ ପରି କଥା ହେଉଛ, କିନ୍ତୁ ତୁମେ ଏକ ବିଷୟ ବସ୍ତୁ  ଉପରେ ବିଳାପ କରୁଛ ଯାହା ତୁମେ କରିବା ଉଚିତ୍ ନୁହେଁ ।" ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ । ଗତାସୂନ ଅର୍ଥାତ୍ ଏହି ଶରୀର । ଯେତେବେଳେ ଏହା ମୃତ କିମ୍ଵା ଯେତେବେଳେ ଏହା ଜୀବିତ, ଜୀବନର ଶାରୀରିକ ସଂକଳ୍ପନା ହେଉଛି ମୂର୍ଖତା । ତେଣୁ କୌଣସି ବିଦ୍ଵାନ୍ ବ୍ୟକ୍ତି ଶରୀରକୁ ଗମ୍ଭୀର ଭାବରେ ନିଏ ନାହିଁ । ସେଥିପାଇଁ ବୈଦିକ ସାହିତ୍ୟରେ ଏହା କୁହାଯାଇଛି ଯେ "ଯିଏ ଜୀବନର ଶାରୀରିକ ସଂକଳ୍ପନାରେ ଅଛି, ସେ ପଶୁ ସହିତ ସମାନ ।" ସେଥିପାଇଁ ବର୍ତ୍ତମାନ ମୂହୁର୍ତ୍ତରେ, ସ୍ଵୟଂର ଜ୍ଞାନ ବିନା, ସମଗ୍ର ଦୁନିଆ ଜୀବନର ଶାରୀରିକ ସଂକଳ୍ପନାରେ ଚାଲିଛି । ଜୀବନର ଶାରୀରିକ ସଂକଳ୍ପନା ପଶୁମାନଙ୍କ ମଧ୍ୟରେ ମଧ୍ୟ ଅଛି । ବିଲେଇ ଏବଂ କୁକୁର, ସେମାନେ ବଡ଼ କୁକୁର ଏବଂ ବିଲେଇ ହୋଇଥିଲେ ଗର୍ବ କରନ୍ତି । ସେହିପରି, ଯଦି ଏକ ବ୍ୟକ୍ତି ମଧ୍ୟ ଗର୍ବ କରେ ଯେ "ମୁଁ ହେଉଛି ବଡ଼ ଆମେରିକୀୟ," "ବଡ଼ ଜର୍ମାନ୍," "ବଡ଼," ଅନ୍ତର କ'ଣ? କିନ୍ତୁ ତାହା ବାସ୍ତବରେ ଚାଲିଛି, ଏବଂ ସେଥିପାଇଁ ସେମାନେ କୁକୁର ଏବଂ ବିଲେଇ ପରି ଝଗଡ଼ା କରୁଛନ୍ତି । ତେଣୁ ଆମେ ଆସନ୍ତା କାଲି ଅଧିକ ଆଲୋଚନା କରିବା ।  
ତେଣୁ ଏଠାରେ କୃଷ୍ଣ, ପରମ ପୁରୁଷ ଭଗବାନ, କହୁଛନ୍ତି, ଏବଂ ତାହା ହେଉଛି ଅନ୍ତିମ ପ୍ରଧିକରଣ । ସେ ଅର୍ଜୁନଙ୍କୁ କହୁଛନ୍ତି । ସେ କୁହଁନ୍ତି, ଅଶୋଚ୍ୟାନନ୍ଵଶୋଚସ୍ତ୍ଵଂ ପ୍ରଜ୍ଞାବାଦାଂଶଂଚ ଭାଷସେ ([[Vanisource:BG 2.11 (1972)|BG 2.11]]) "ମୋର ପ୍ରିୟ ଅର୍ଜୁନ, ତୁମେ ଅତି ବିଦ୍ଵାନ ପରି କଥା ହେଉଛ, କିନ୍ତୁ ତୁମେ ଏକ ବିଷୟ ବସ୍ତୁ  ଉପରେ ବିଳାପ କରୁଛ ଯାହା ତୁମେ କରିବା ଉଚିତ୍ ନୁହେଁ ।" ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ । ଗତାସୂନ ଅର୍ଥାତ୍ ଏହି ଶରୀର । ଯେତେବେଳେ ଏହା ମୃତ କିମ୍ଵା ଯେତେବେଳେ ଏହା ଜୀବିତ, ଜୀବନର ଶାରୀରିକ ସଂକଳ୍ପନା ହେଉଛି ମୂର୍ଖତା । ତେଣୁ କୌଣସି ବିଦ୍ଵାନ୍ ବ୍ୟକ୍ତି ଶରୀରକୁ ଗମ୍ଭୀର ଭାବରେ ନିଏ ନାହିଁ । ସେଥିପାଇଁ ବୈଦିକ ସାହିତ୍ୟରେ ଏହା କୁହାଯାଇଛି ଯେ "ଯିଏ ଜୀବନର ଶାରୀରିକ ସଂକଳ୍ପନାରେ ଅଛି, ସେ ପଶୁ ସହିତ ସମାନ ।" ସେଥିପାଇଁ ବର୍ତ୍ତମାନ ମୂହୁର୍ତ୍ତରେ, ସ୍ଵୟଂର ଜ୍ଞାନ ବିନା, ସମଗ୍ର ଦୁନିଆ ଜୀବନର ଶାରୀରିକ ସଂକଳ୍ପନାରେ ଚାଲିଛି । ଜୀବନର ଶାରୀରିକ ସଂକଳ୍ପନା ପଶୁମାନଙ୍କ ମଧ୍ୟରେ ମଧ୍ୟ ଅଛି । ବିଲେଇ ଏବଂ କୁକୁର, ସେମାନେ ବଡ଼ କୁକୁର ଏବଂ ବିଲେଇ ହୋଇଥିଲେ ଗର୍ବ କରନ୍ତି । ସେହିପରି, ଯଦି ଏକ ବ୍ୟକ୍ତି ମଧ୍ୟ ଗର୍ବ କରେ ଯେ "ମୁଁ ହେଉଛି ବଡ଼ ଆମେରିକୀୟ," "ବଡ଼ ଜର୍ମାନ୍," "ବଡ଼," ଅନ୍ତର କ'ଣ? କିନ୍ତୁ ତାହା ବାସ୍ତବରେ ଚାଲିଛି, ଏବଂ ସେଥିପାଇଁ ସେମାନେ କୁକୁର ଏବଂ ବିଲେଇ ପରି ଝଗଡ଼ା କରୁଛନ୍ତି । ତେଣୁ ଆମେ ଆସନ୍ତା କାଲି ଅଧିକ ଆଲୋଚନା କରିବା ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020

Lecture on BG 2.1-5 -- Germany, June 16, 1974

ତେବେ କୃଷ୍ଣ ଅଧିକାରୀମାନଙ୍କ ଦ୍ଵାରା ଭଗବାନ ରୂପେ ସ୍ଵୀକାର କରାଯାଇଛନ୍ତି, କିମ୍ଵା ପରମ ପୁରୁଷ ଭଗବାନଙ୍କ ରୂପରେ । ଏବଂ ଭଗବାନ କ'ଣ? ଭଗବାନ ଅର୍ଥାତ୍ ଯିଏ ସମ୍ପୂର୍ଣ୍ଣ ଭାବରେ ଛଅଟି ଐଶ୍ଵର୍ଯ୍ୟରେ ସୁସଜ୍ଜିତ । ସମ୍ପର୍ଣ୍ଣ ଭାବରେ ଛଅଟି ଐଶ୍ଵର୍ଯ୍ୟରେ ସୁସଜ୍ଜିତ ଅର୍ଥାତ୍ ଭଗବାନ ହେଉଛନ୍ତି ଧନଶାଳୀ ବ୍ୟକ୍ତିତ୍ଵ । ଭଗବାନ କେତେ ଧନୀ ତାହା ଆମେ ବୁଝିପାରିବା, ଆମେ କିଛି ଏକର ଜମି ଉପରେ ଗର୍ବ କରୁ, ଏବଂ ଭଗବାନ ଅର୍ଥାତ୍ ଯିଏ ସମଗ୍ର ବିଶ୍ଵର ମାଲିକ । ସେଥିପାଇଁ, ତାଙ୍କୁ ଧନଶାଳୀ ଭାବରେ ବିଚାର କରାଯାଏ । ସେହିପରି, ତାଙ୍କୁ ବଳଶାଳୀ ଭାବରେ ବିଚାର କରାଯାଏ । ଏବଂ ସେହିପରି, ତାଙ୍କୁ ବୁଦ୍ଧିମାନ ଭାବରେ ବିଚାର କରାଯାଏ । ଏବଂ ସେହିପରି, ସେ ହେଉଛନ୍ତି ଅଧିକ ସୁନ୍ଦର ବ୍ୟକ୍ତି । ଏହିପରି ଭାବରେ, ଯେତେବେଳେ ତୁମେ ଧନଶାଳୀ, ଅଧିକ ସୁନ୍ଦର, ଅଧିକ ବୁଦ୍ଧିମାନ, ବଳଶାଳୀ ବ୍ୟକ୍ତି ପାଇବ - ଏହିପରି ଭାବରେ, ଯେତେବେଳେ ତୁମେ ପାଇବ, ସେ ହେଉଛନ୍ତି ଭଗବାନ । ତେଣୁ ଯେତେବେଳେ କୃଷ୍ଣ ଏହି ଗ୍ରହରେ ଉପସ୍ଥିତ ଥିଲେ ସେ ଏହି ସମସ୍ତ ଐଶ୍ଵର୍ଯ୍ୟ ତାଙ୍କ ପାଖରେ ଥିବାର ପ୍ରମାଣ କରିଥିଲେ । ଉଦାହରଣ ସ୍ଵରୂପ ନିଅ, ଯେ ସମସ୍ତେ ବିବାହ କରୁଛନ୍ତି, କିନ୍ତୁ କୃଷ୍ଣ, ପରମ ପୁରୁଷ ହୋଇଥିବାରୁ, ସେ ୧୬,୧୦୮ ମହିଳାଙ୍କ ସହିତ ବିବାହ କରିଥିଲେ । କିନ୍ତୁ ଏହା ନୁହେଁ ଯେ ସେ ଷୋହଳ ହଜାର ରାଣୀଙ୍କ ପାଇଁ ଗୋଟିଏ ସ୍ଵାମୀ ହୋଇ ରହିଲେ । ସେ ଷୋହଳ ହଜାର ରଣୀଙ୍କୁ ଭିନ୍ନ ଭିନ୍ନ ରାଜପ୍ରାସାଦ ଯୋଗାଇ ଦେବାର ବ୍ୟବସ୍ଥା କରିଲେ । ପ୍ରତ୍ୟେକ ରାଜପ୍ରାସାଦ, ବର୍ଣ୍ଣନା କରାଯାଇଛି, ସେଗୁଡ଼ିକ ପ୍ରଥମ ଶ୍ରେଣୀର ମାର୍ବଲ ପଥର ଏବଂ ଆସବାବ ହାତୀଦାନ୍ତରେ ନିର୍ମିତ ଏବଂ ବୈଠକ ସ୍ଥଳି ବହୁତ ଭଲ, କୋମଳ ତୁଳାରେ ନିର୍ମିତ ହୋଇଥିଲା । ଏହିପରି ଭାବରେ ବର୍ଣ୍ଣିତ ହୋଇଛି । ଏବଂ ବାହାରର ପରିସର, ସେଠାରେ ଅନେକ ଫୁଲ ଗଛ ଅଛି । କେବଳ ତାହା ନୁହେଁ, ସେ ମଧ୍ୟ ନିଜକୁ ଷୋହଳ ହଜାରରେ ବିସ୍ତାର କରିଥିଲେ, ବ୍ୟକ୍ତିଗତ ବିସ୍ତାର । ଏବଂ ସେ ଏହିପରି ଭାବରେ ପ୍ରତ୍ୟେକ ସ୍ତ୍ରୀ ସହିତ ବାସ କରୁଥିଲେ । ତେଣୁ ଏହା ଭଗବାନଙ୍କ ପାଇଁ ଅତି କଷ୍ଟକର କାମ ନୁହେଁ । ଏହା କୁହାଯାଏ ଯେ ଭଗବାନ ସବୁ ଜାଗାରେ ଉପସ୍ଥିତ । ତେଣୁ ଆମ ଦୃଷ୍ଟିରେ, ଯଦି ସେ ଷୋହଳ ହଜାର ଘରେ ଉପସ୍ଥିତ, ତାଙ୍କ ପାଇଁ ଅସୁବିଧା କ'ଣ?

ତେଣୁ ଏଠାରେ କୁହାଯାଇଛି, ଶ୍ରୀ ଭଗବାନ ଉବାଚ । ଅତ୍ୟଧିକ ଶକ୍ତିଶାଳୀ ଅଧିକାରୀ କହୁଛନ୍ତି । ସେଥିପାଇଁ, ସେ ଯାହା କୁହଁନ୍ତି, ଏହାକୁ ସତ୍ୟ ଭାବରେ ନେବା ଉଚିତ୍ । ଆମର ଏହି ବଦ୍ଧ ଜୀବନରେ, ଯେପରି ଆମେ ଭୌତିକ ଅବସ୍ଥାର ଅଧିନରେ ଅଛୁ, ଆମର ଚାରୋଟି ଦୋଷ ଅଛି: ଆମେ ଭୁଲ କରୁ, ଆମେ ଭ୍ରମିତ ହେଉ, ଏବଂ ଆମେ ଛଳ କରିବାକୁ ମଧ୍ୟ ଚାହୁଁ, ଏବଂ ଆମର ଇନ୍ଦ୍ରିୟ ଅସମ୍ପୂର୍ଣ୍ଣ । ତେଣୁ ଯେଉଁ ବ୍ୟକ୍ତିଠାରେ ଏହି ଚାରୋଟି ଜିନିଷର ଅଭାବ ଅଛି ତା ଠାରୁ ଜ୍ଞାନ ପ୍ରାପ୍ତ କରିବା ପୂର୍ଣ୍ଣ ନୁହେଁ । ତେଣୁ ଯେଉଁ ବ୍ୟକ୍ତି ଏହି ଚାରି ପ୍ରକାରର ଦୋଷରେ ଦିବ୍ୟ ତା ଠାରୁ ଯେତେବେଳେ ତୁମେ ଜ୍ଞାନ ପ୍ରାପ୍ତ କର, ତାହା ହେଉଛି ପ୍ରକୃତ ଜ୍ଞାନ । ଆଧୁନିକ ବୈଜ୍ଞାନିକମାନେ, ସେମାନେ କୁହଁନ୍ତି ଯେ "ଏହା ଏହିପରି ହୋଇପାରେ । ଏହା ସେପରି ହୋଇପାରେ," କିନ୍ତୁ ତାହା ପୂର୍ଣ୍ଣ ଜ୍ଞାନ ନୁହେଁ । ତେଣୁ ତୁମେ ଯଦି ତୁମର ଅସମ୍ପୂର୍ଣ୍ଣ ଜ୍ଞାନରେ କଳ୍ପନା କରିବ, ସେହି ଜ୍ଞାନର ମୂଲ୍ୟ କ'ଣ? ଏହା ଆଂଶିକ ଜ୍ଞାନ ହୋଇପାରେ, କିନ୍ତୁ ତାହା ପୂର୍ଣ୍ଣ ଜ୍ଞାନ ନୁହେଁ । ସେଥିପାଇଁ ଆମର ଜ୍ଞାନ ପ୍ରାପ୍ତ କରିବାର ପ୍ରକ୍ରିୟା ହେଉଛି ଏହାକୁ ପୂର୍ଣ୍ଣ ବ୍ୟକ୍ତିଠାରୁ ପ୍ରାପ୍ତ କରିବା । ଏବଂ ସେଥିପାଇଁ ଆମେ କୃଷ୍ଣଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରୁଛୁ, ଭଗବାନ, ସବୁଠାରୁ ଠିକ୍, ଏବଂ ସେଥିପାଇଁ ଆମର ଜ୍ଞାନ ହେଉଛି ପୂର୍ଣ୍ଣ । ଯେପରି ଏକ ଶିଶୁ । ସେ ଅସମ୍ପୂର୍ଣ୍ଣ ହୋଇପାରେ, କିନ୍ତୁ ଯଦି ତାର ପିତା କୁହଁନ୍ତି, "ମୋତ ପ୍ରିୟ ପୁତ୍ର ଏହାକୁ ପ୍ରଦର୍ଶନୀ କୁହାଯାଏ," ତେଣୁ ଯଦି ଶିଶୁ କୁହେ, "ଏହା ହେଉଛି ପ୍ରଦର୍ଶନୀ," ସେହି ଜ୍ଞାନ ପୂର୍ଣ୍ଣ ଅଟେ । କାରଣ ଶିଶୁ ଜ୍ଞାନ ପାଇବା ପାଇଁ ଅନୁସନ୍ଧାନ କରେ ନାହିଁ । ସେ ତାର ପିତା କିମ୍ଵା ମାତାଙ୍କୁ ପଚାରେ, "ଏହା କ'ଣ, ବାପା? ଏହା କ'ଣ, ମା?" ଏବା ମା କୁହଁନ୍ତି, "ମୋର ପ୍ରିୟ ପୁତ୍ର, ଏହା ହେଉଛି ଏହା ।" ଅନ୍ୟ ଏକ ଉାହରଣ ଦିଆଯାଇ ପାରିବ ଯେ ଯଦି ଏକ ଶିଶୁ, ଛୋଟବେଳେ ନୁହେଁ, ସେ ଜାଣି ନାହିଁ ତାର ପିତା କିଏ, ତେବେ ସେ କୌଣସି ଅନୁସନ୍ଧାନ କରିବ ନାହିଁ । ଯଦି ସେ ପିତାଙ୍କୁ ଖୋଜିବା ପାଇଁ ଅନୁସନ୍ଧାନ କରେ, ସେ କେବେ ତାର ପିତାଙ୍କୁ ପାଇ ପାରିବ ନାହିଁ । କିନ୍ତୁ ସେ ଯଦି ତାର ମାତାଙ୍କୁ ପଚାରେ, "ମୋର ପିତା କିଏ?" ଏବଂ ମାତା କୁହଁନ୍ତି, "ସେ ହେଉଛନ୍ତି ତୋର ପିତା," ତାହା ହେଉଛି ଠିକ୍ । ସେଥିପାଇଁ ଜ୍ଞାନ, ଭଗବାନଙ୍କର ଜ୍ଞାନ, ଯିଏ ତୁମର ଇନ୍ଦ୍ରିୟ ଅନୁଭୂତି ଠାରୁ ଉର୍ଦ୍ଧ୍ଵରେ, ତୁମେ କିପରି ଜାଣି ପାରିବ? ସେଥିପାଇଁ ତୁମକୁ ସ୍ଵୟଂ ଭଗବାନଙ୍କ ଠାରୁ ଜାଣିବାକୁ ହେବ କିମ୍ଵା ତାଙ୍କ ପ୍ରତିନିଧିଙ୍କ ଠାରୁ ।

ତେଣୁ ଏଠାରେ କୃଷ୍ଣ, ପରମ ପୁରୁଷ ଭଗବାନ, କହୁଛନ୍ତି, ଏବଂ ତାହା ହେଉଛି ଅନ୍ତିମ ପ୍ରଧିକରଣ । ସେ ଅର୍ଜୁନଙ୍କୁ କହୁଛନ୍ତି । ସେ କୁହଁନ୍ତି, ଅଶୋଚ୍ୟାନନ୍ଵଶୋଚସ୍ତ୍ଵଂ ପ୍ରଜ୍ଞାବାଦାଂଶଂଚ ଭାଷସେ (BG 2.11) "ମୋର ପ୍ରିୟ ଅର୍ଜୁନ, ତୁମେ ଅତି ବିଦ୍ଵାନ ପରି କଥା ହେଉଛ, କିନ୍ତୁ ତୁମେ ଏକ ବିଷୟ ବସ୍ତୁ ଉପରେ ବିଳାପ କରୁଛ ଯାହା ତୁମେ କରିବା ଉଚିତ୍ ନୁହେଁ ।" ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ । ଗତାସୂନ ଅର୍ଥାତ୍ ଏହି ଶରୀର । ଯେତେବେଳେ ଏହା ମୃତ କିମ୍ଵା ଯେତେବେଳେ ଏହା ଜୀବିତ, ଜୀବନର ଶାରୀରିକ ସଂକଳ୍ପନା ହେଉଛି ମୂର୍ଖତା । ତେଣୁ କୌଣସି ବିଦ୍ଵାନ୍ ବ୍ୟକ୍ତି ଶରୀରକୁ ଗମ୍ଭୀର ଭାବରେ ନିଏ ନାହିଁ । ସେଥିପାଇଁ ବୈଦିକ ସାହିତ୍ୟରେ ଏହା କୁହାଯାଇଛି ଯେ "ଯିଏ ଜୀବନର ଶାରୀରିକ ସଂକଳ୍ପନାରେ ଅଛି, ସେ ପଶୁ ସହିତ ସମାନ ।" ସେଥିପାଇଁ ବର୍ତ୍ତମାନ ମୂହୁର୍ତ୍ତରେ, ସ୍ଵୟଂର ଜ୍ଞାନ ବିନା, ସମଗ୍ର ଦୁନିଆ ଜୀବନର ଶାରୀରିକ ସଂକଳ୍ପନାରେ ଚାଲିଛି । ଜୀବନର ଶାରୀରିକ ସଂକଳ୍ପନା ପଶୁମାନଙ୍କ ମଧ୍ୟରେ ମଧ୍ୟ ଅଛି । ବିଲେଇ ଏବଂ କୁକୁର, ସେମାନେ ବଡ଼ କୁକୁର ଏବଂ ବିଲେଇ ହୋଇଥିଲେ ଗର୍ବ କରନ୍ତି । ସେହିପରି, ଯଦି ଏକ ବ୍ୟକ୍ତି ମଧ୍ୟ ଗର୍ବ କରେ ଯେ "ମୁଁ ହେଉଛି ବଡ଼ ଆମେରିକୀୟ," "ବଡ଼ ଜର୍ମାନ୍," "ବଡ଼," ଅନ୍ତର କ'ଣ? କିନ୍ତୁ ତାହା ବାସ୍ତବରେ ଚାଲିଛି, ଏବଂ ସେଥିପାଇଁ ସେମାନେ କୁକୁର ଏବଂ ବିଲେଇ ପରି ଝଗଡ଼ା କରୁଛନ୍ତି । ତେଣୁ ଆମେ ଆସନ୍ତା କାଲି ଅଧିକ ଆଲୋଚନା କରିବା ।