OR/Prabhupada 0243 - ଏକ ଶିଷ୍ୟ ଗୁରୁଙ୍କ ପାଖକୁ ଜ୍ଞାନୋଦୟ ପାଇଁ ଆସେ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0243 - in all Languages Category:OR-Quotes - 1973 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in United Kingdom]]
[[Category:OR-Quotes - in United Kingdom]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0242 - ସଭ୍ୟତାର ମୂଳ ପ୍ରକ୍ରିୟାକୁ ଆମେ ଫେରିବା ଅତ୍ୟନ୍ତ କଷ୍ଟକର|0242|OR/Prabhupada 0244 - ଆମର ତତ୍ତ୍ଵଜ୍ଞାନ ହେଉଛି ସବୁକିଛି ଭଗବାନଙ୍କର|0244}}
{{1080 videos navigation - All Languages|Oriya|OR/Prabhupada 0242 - ସଭ୍ୟତାର ମୂଳ ପ୍ରକ୍ରିୟାକୁ ଆମେ ଫେରିବା ଅତ୍ୟନ୍ତ କଷ୍ଟକର|0242|OR/Prabhupada 0244 - ଆମର ତତ୍ତ୍ଵଜ୍ଞାନ ହେଉଛି ସବୁକିଛି ଭଗବାନଙ୍କର|0244}}
<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|LE5eTlk6oN0|ଏକ ଶିଷ୍ୟ ଗୁରୁଙ୍କ ପାଖକୁ ଜ୍ଞାନୋଦୟ ପାଇଁ ଆସେ<br />- Prabhupāda 0243}}
{{youtube_right|t6oiZdKVkTA|ଏକ ଶିଷ୍ୟ ଗୁରୁଙ୍କ ପାଖକୁ ଜ୍ଞାନୋଦୟ ପାଇଁ ଆସେ<br />- Prabhupāda 0243}}
<!-- END VIDEO LINK -->
<!-- END VIDEO LINK -->


Line 29: Line 29:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ପ୍ରଦ୍ୟୁମ୍ନ: ଅନୁବାଦ, "ସଞ୍ଜୟ କହିଲେ: ଏପରି କହି, ଅର୍ଜୁନ, ଶତୃମାନଙ୍କର ଅନୁଶାସକ, କୃଷ୍ଣଙ୍କୁ କହିଲେ, 'ଗୋବିନ୍ଦ, ମୁଁ ଯୁଦ୍ଧ କରିବି ନାହିଁ,' ଏବଂ ଚୁପ୍ ହୋଇଗଲେ ।" ପ୍ରଭୁପାଦ: ପୂର୍ବ ଶ୍ଳୋକରେ, ଅର୍ଜୁନ କହିଲେ ଯେ "ଏହି ଯୁଦ୍ଧରେ କୌଣସି ଲାଭ ନାହିଁ କାରଣ ଅନ୍ୟ ପକ୍ଷରେ, ସେମାନେ ସମସ୍ତେ ମୋର ସମ୍ପର୍କୀୟ, ଭାଈ ଅଟନ୍ତି, ଏବଂ ସେମାନଙ୍କୁ ମାରିବା ଦ୍ଵାରା, ମୁଁ ବିଜୟୀ ହେଲେ ମଧ୍ୟ, ଏହାର ମୂଲ୍ୟ କ'ଣ?" ତାହା ଅମେ ବର୍ଣ୍ଣନା କରିଛୁ, ଯେ ଏହି ପ୍ରକାରର ତ୍ୟାଗ ବେଳେ ବେଳେ ଅଜ୍ଞାନତାରେ ହୋଇଯାଏ । ବାସ୍ତବରେ, ଏହା ଅତ୍ୟନ୍ତ ବୁଦ୍ଧିମତାର ବିଚାର ନୁହେଁ । ତେଣୁ  ଏହିପରି ଭାବରେ, ଏବଂ ଉକ୍ତ୍ଵାବା, "ତାହା କହି, 'ତେବେ ଯୁଦ୍ଧରେ ଲାଭ ନାହିଁ '।" ଏବଂ ଉକ୍ତ୍ଵାବା, "ଏହା କହି, "ହୃଷିକେଶମ, ସେ ଇନ୍ଦ୍ରିୟମାନଙ୍କର ମାଲିକ ସହିତ କଥା ହେଉଥିଲେ । ଏବଂ ପୂର୍ବ ଶ୍ଳୋକରେ ସେ କହିଛନ୍ତି, ଶିଷ୍ୟସ୍ତେଽହଂ ପ୍ରପନ୍ନମ୍ ([[Vanisource:BG 2.7|BG 2.7]]) "ମୁଁ ଅପଣଙ୍କର ଶରଣାଗତ ଶିଷ୍ୟ ।" ତେଣୁ କୃଷ୍ଣ ଗୁରୁ ହୋଇଗଲେ, ଏବଂ ଅର୍ଜୁନ ଶିଷ୍ୟ ହେଲେ । ପୂର୍ବେ ସେମାନେ ସାଙ୍ଗ ହିସାବରେ କଥା ହେଉଥିଲେ । କିନ୍ତୁ ବନ୍ଧୁତା ପୂର୍ଣ୍ଣ ବାର୍ତ୍ତାଳାପ କୌଣସି ଗମ୍ଭୀର ପ୍ରଶ୍ନ ସ୍ଥିର କରିପାରେ ନାହିଁ । ଯେତେବେଳେ କିଛି ଗମ୍ଭୀର କଥା ଥାଏ, ଏହା ଅଧିକାରୀମାନଙ୍କ ମଧ୍ୟରେ କଥା ହେବା ଉଚିତ୍ ।  
ପ୍ରଦ୍ୟୁମ୍ନ: ଅନୁବାଦ, "ସଞ୍ଜୟ କହିଲେ: ଏପରି କହି, ଅର୍ଜୁନ, ଶତୃମାନଙ୍କର ଅନୁଶାସକ, କୃଷ୍ଣଙ୍କୁ କହିଲେ, 'ଗୋବିନ୍ଦ, ମୁଁ ଯୁଦ୍ଧ କରିବି ନାହିଁ,' ଏବଂ ଚୁପ୍ ହୋଇଗଲେ ।" ପ୍ରଭୁପାଦ: ପୂର୍ବ ଶ୍ଳୋକରେ, ଅର୍ଜୁନ କହିଲେ ଯେ "ଏହି ଯୁଦ୍ଧରେ କୌଣସି ଲାଭ ନାହିଁ କାରଣ ଅନ୍ୟ ପକ୍ଷରେ, ସେମାନେ ସମସ୍ତେ ମୋର ସମ୍ପର୍କୀୟ, ଭାଈ ଅଟନ୍ତି, ଏବଂ ସେମାନଙ୍କୁ ମାରିବା ଦ୍ଵାରା, ମୁଁ ବିଜୟୀ ହେଲେ ମଧ୍ୟ, ଏହାର ମୂଲ୍ୟ କ'ଣ?" ତାହା ଅମେ ବର୍ଣ୍ଣନା କରିଛୁ, ଯେ ଏହି ପ୍ରକାରର ତ୍ୟାଗ ବେଳେ ବେଳେ ଅଜ୍ଞାନତାରେ ହୋଇଯାଏ । ବାସ୍ତବରେ, ଏହା ଅତ୍ୟନ୍ତ ବୁଦ୍ଧିମତାର ବିଚାର ନୁହେଁ । ତେଣୁ  ଏହିପରି ଭାବରେ, ଏବଂ ଉକ୍ତ୍ଵାବା, "ତାହା କହି, 'ତେବେ ଯୁଦ୍ଧରେ ଲାଭ ନାହିଁ '।" ଏବଂ ଉକ୍ତ୍ଵାବା, "ଏହା କହି, "ହୃଷିକେଶମ, ସେ ଇନ୍ଦ୍ରିୟମାନଙ୍କର ମାଲିକ ସହିତ କଥା ହେଉଥିଲେ । ଏବଂ ପୂର୍ବ ଶ୍ଳୋକରେ ସେ କହିଛନ୍ତି, ଶିଷ୍ୟସ୍ତେଽହଂ ପ୍ରପନ୍ନମ୍ ([[Vanisource:BG 2.7 (1972)|BG 2.7]]) "ମୁଁ ଅପଣଙ୍କର ଶରଣାଗତ ଶିଷ୍ୟ ।" ତେଣୁ କୃଷ୍ଣ ଗୁରୁ ହୋଇଗଲେ, ଏବଂ ଅର୍ଜୁନ ଶିଷ୍ୟ ହେଲେ । ପୂର୍ବେ ସେମାନେ ସାଙ୍ଗ ହିସାବରେ କଥା ହେଉଥିଲେ । କିନ୍ତୁ ବନ୍ଧୁତା ପୂର୍ଣ୍ଣ ବାର୍ତ୍ତାଳାପ କୌଣସି ଗମ୍ଭୀର ପ୍ରଶ୍ନ ସ୍ଥିର କରିପାରେ ନାହିଁ । ଯେତେବେଳେ କିଛି ଗମ୍ଭୀର କଥା ଥାଏ, ଏହା ଅଧିକାରୀମାନଙ୍କ ମଧ୍ୟରେ କଥା ହେବା ଉଚିତ୍ ।  


ତେଣୁ ହୃଷିକେଶମ, ମୁଁ ଅନେକ ଥର ବର୍ଣ୍ଣନା କରିଛି । ହୃଷିକ ଅର୍ଥାତ୍ ଇନ୍ଦ୍ରିୟଗୁଡ଼ିକ, ଏବଂ ଈଷ ଅର୍ଥାତ୍ ମାଲିକ । ହୃଷିକ-ଈଷ, ଏବଂ ସେମାନେ ସଂଯୁକ୍ତ ହେଲେ: ହୃଷିକେଶ । ସେହିପରି, ଅର୍ଜୁନ ମଧ୍ୟ । ଗୁଡ଼ାକ ଈଷ । ଗୁଡ଼ାକ ଅର୍ଥାତ୍ ଅନ୍ଧକାର, ଏବଂ ଈଷ...ଅନ୍ଧକାର ଅର୍ଥାତ୍ ଅଜ୍ଞାନତା ।  
ତେଣୁ ହୃଷିକେଶମ, ମୁଁ ଅନେକ ଥର ବର୍ଣ୍ଣନା କରିଛି । ହୃଷିକ ଅର୍ଥାତ୍ ଇନ୍ଦ୍ରିୟଗୁଡ଼ିକ, ଏବଂ ଈଷ ଅର୍ଥାତ୍ ମାଲିକ । ହୃଷିକ-ଈଷ, ଏବଂ ସେମାନେ ସଂଯୁକ୍ତ ହେଲେ: ହୃଷିକେଶ । ସେହିପରି, ଅର୍ଜୁନ ମଧ୍ୟ । ଗୁଡ଼ାକ ଈଷ । ଗୁଡ଼ାକ ଅର୍ଥାତ୍ ଅନ୍ଧକାର, ଏବଂ ଈଷ...ଅନ୍ଧକାର ଅର୍ଥାତ୍ ଅଜ୍ଞାନତା ।  

Latest revision as of 22:41, 1 October 2020



Lecture on BG 2.9 -- London, August 15, 1973

ପ୍ରଦ୍ୟୁମ୍ନ: ଅନୁବାଦ, "ସଞ୍ଜୟ କହିଲେ: ଏପରି କହି, ଅର୍ଜୁନ, ଶତୃମାନଙ୍କର ଅନୁଶାସକ, କୃଷ୍ଣଙ୍କୁ କହିଲେ, 'ଗୋବିନ୍ଦ, ମୁଁ ଯୁଦ୍ଧ କରିବି ନାହିଁ,' ଏବଂ ଚୁପ୍ ହୋଇଗଲେ ।" ପ୍ରଭୁପାଦ: ପୂର୍ବ ଶ୍ଳୋକରେ, ଅର୍ଜୁନ କହିଲେ ଯେ "ଏହି ଯୁଦ୍ଧରେ କୌଣସି ଲାଭ ନାହିଁ କାରଣ ଅନ୍ୟ ପକ୍ଷରେ, ସେମାନେ ସମସ୍ତେ ମୋର ସମ୍ପର୍କୀୟ, ଭାଈ ଅଟନ୍ତି, ଏବଂ ସେମାନଙ୍କୁ ମାରିବା ଦ୍ଵାରା, ମୁଁ ବିଜୟୀ ହେଲେ ମଧ୍ୟ, ଏହାର ମୂଲ୍ୟ କ'ଣ?" ତାହା ଅମେ ବର୍ଣ୍ଣନା କରିଛୁ, ଯେ ଏହି ପ୍ରକାରର ତ୍ୟାଗ ବେଳେ ବେଳେ ଅଜ୍ଞାନତାରେ ହୋଇଯାଏ । ବାସ୍ତବରେ, ଏହା ଅତ୍ୟନ୍ତ ବୁଦ୍ଧିମତାର ବିଚାର ନୁହେଁ । ତେଣୁ ଏହିପରି ଭାବରେ, ଏବଂ ଉକ୍ତ୍ଵାବା, "ତାହା କହି, 'ତେବେ ଯୁଦ୍ଧରେ ଲାଭ ନାହିଁ '।" ଏବଂ ଉକ୍ତ୍ଵାବା, "ଏହା କହି, "ହୃଷିକେଶମ, ସେ ଇନ୍ଦ୍ରିୟମାନଙ୍କର ମାଲିକ ସହିତ କଥା ହେଉଥିଲେ । ଏବଂ ପୂର୍ବ ଶ୍ଳୋକରେ ସେ କହିଛନ୍ତି, ଶିଷ୍ୟସ୍ତେଽହଂ ପ୍ରପନ୍ନମ୍ (BG 2.7) "ମୁଁ ଅପଣଙ୍କର ଶରଣାଗତ ଶିଷ୍ୟ ।" ତେଣୁ କୃଷ୍ଣ ଗୁରୁ ହୋଇଗଲେ, ଏବଂ ଅର୍ଜୁନ ଶିଷ୍ୟ ହେଲେ । ପୂର୍ବେ ସେମାନେ ସାଙ୍ଗ ହିସାବରେ କଥା ହେଉଥିଲେ । କିନ୍ତୁ ବନ୍ଧୁତା ପୂର୍ଣ୍ଣ ବାର୍ତ୍ତାଳାପ କୌଣସି ଗମ୍ଭୀର ପ୍ରଶ୍ନ ସ୍ଥିର କରିପାରେ ନାହିଁ । ଯେତେବେଳେ କିଛି ଗମ୍ଭୀର କଥା ଥାଏ, ଏହା ଅଧିକାରୀମାନଙ୍କ ମଧ୍ୟରେ କଥା ହେବା ଉଚିତ୍ ।

ତେଣୁ ହୃଷିକେଶମ, ମୁଁ ଅନେକ ଥର ବର୍ଣ୍ଣନା କରିଛି । ହୃଷିକ ଅର୍ଥାତ୍ ଇନ୍ଦ୍ରିୟଗୁଡ଼ିକ, ଏବଂ ଈଷ ଅର୍ଥାତ୍ ମାଲିକ । ହୃଷିକ-ଈଷ, ଏବଂ ସେମାନେ ସଂଯୁକ୍ତ ହେଲେ: ହୃଷିକେଶ । ସେହିପରି, ଅର୍ଜୁନ ମଧ୍ୟ । ଗୁଡ଼ାକ ଈଷ । ଗୁଡ଼ାକ ଅର୍ଥାତ୍ ଅନ୍ଧକାର, ଏବଂ ଈଷ...ଅନ୍ଧକାର ଅର୍ଥାତ୍ ଅଜ୍ଞାନତା ।

ଅଜ୍ଞାନ ତିମିରାନ୍ଧସ୍ୟ
ଜ୍ଞାନାଞ୍ଜନଶଳାକୟା
ଚକ୍ଷୁରୁନ୍ମୀଳିତଂ ଯେନ
ତସ୍ମୈ ଶ୍ରୀଗୁରବେ ନମଃ

ଗୁରୁଙ୍କର କର୍ତ୍ତବ୍ୟ ହେଉଛି...ଏକ ଶିଷ୍ୟ, ଗୁରୁଙ୍କ ପାଖକୁ ଜ୍ଞାନୋଦୟ ପାଇଁ ଆସେ । ସମସ୍ତେ ଜନ୍ମରୁ ମୂର୍ଖ । ସମସ୍ତେ । ଏପରିକି ମନୁଷ୍ୟ ମଧ୍ୟ, କାରଣ ସେମାନେ ପଶୁ ସାମ୍ରାଜ୍ୟରୁ ବିକସିତ ହୋଇ ଆସନ୍ତି, ତେଣୁ ଜନ୍ମ ହେଉଛି ସମାନ, ଅଜ୍ଞାନତା, ପଶୁ ପରି । ସେଥିପାଇଁ, ଜଣେ ମନୁଷ୍ୟ ହେଲେ ମଧ୍ୟ, ତାକୁ ଶିକ୍ଷାର ଆବଶ୍ୟକତା ଅଛି । ପଶୁମାନେ ଶିକ୍ଷା ଗ୍ରହଣ କରି ପାରିବେ ନାହିଁ, କିନ୍ତୁ ଏକ ମନୁଷ୍ୟ ଶିକ୍ଷା ଗ୍ରହଣ କରି ପାରିବ । ସେଥିପାଇଁ ଶାସ୍ତ୍ର କୁହଁନ୍ତି, ନ୍ୟାୟମ୍ ଦେହୋ ଦେହ ଭାଜାମ୍ ନ୍ରଲୋକେ କଷ୍ଟାନ କାମନ ଅର୍ହତେ ବିଡ ଭୁଜାମ୍ ୟେ (SB 5.5.1) । ମୁଁ ଅନେକ ଥର ଏହି ଶ୍କୋକ ଶୁଣେଇ ସାରିଛି, ତାହା ବର୍ତ୍ତମାନ... ମନୁଷ୍ୟ ଠାରୁ ନିମ୍ନତର ଅବସ୍ଥାରେ, ଆମକୁ କଠିନ ପରିଶ୍ରମ କରିବାକୁ ପଡ଼େ, କେବଳ ଜୀବନର ଚାରୋଟି ଆବଶ୍ୟକତା ପାଇଁ: ଖାଇବା, ଶୋଇବା, ମୈଥୁନ ଏବଂ ଅାତ୍ମରକ୍ଷା । ଇନ୍ଦ୍ରିୟ ସନ୍ତୁଷ୍ଟି । ମୂଖ୍ୟ ବସ୍ତୁ ହେଉଛି ଇନ୍ଦ୍ରିୟ ସନ୍ତୁଷ୍ଟି କରିବା । ସେଥିପାଇଁ ସମସ୍ତେ କଠିନ ପରିଶ୍ରମ କରନ୍ତି । କିନ୍ତୁ ମନୁଷ୍ୟ ରୂପି ଜୀବନରେ, କୃଷ୍ଣ ଆମକୁ ଅନେକ ସୁବିଧା ଦେଇଛନ୍ତି, ବୁଦ୍ଧିମତା ଆମେ ଆମର ଜୀବନ ଶୈଳୀ ଆରାମଦାୟକ କରି ପାରିବା, କିନ୍ତୁ କୃଷ୍ଣ ଚେତନାରେ ପୂର୍ଣ୍ଣତା ପ୍ରାପ୍ତ କରିବା ଉଦ୍ଦେଶ୍ୟ ସହିତ । ତୁମେ ଆରାମରେ ଜୀବନ ଯାପନ କରି ପାରିବ । କିଛି କଥା ନାହିଁ । କିନ୍ତୁ ପଶୁମାନଙ୍କ ପରି ନୁହେଁ, କେବଳ ଇନ୍ଦ୍ରିୟ ସନ୍ତୁଷ୍ଟି ବୃଦ୍ଧି କରି । ମନୁଷ୍ୟର ପ୍ରୟାସ ଚାଲିଛି କିପରି ଆରାମରେ ରହିବ, କିନ୍ତୁ ସେମାନେ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ ଆରାମରେ ରହିବାକୁ ଚାହାଁନ୍ତି । ତାହା ହେଉଛି ଆଧୁନିକ ସଭ୍ୟତାର ଭୁଲ । ଯୁକ୍ତାହାର ବିହାରଶ ଚ ଯୋଗୋ ଭକ୍ତି ସିଦ୍ଧିଃ । ଭଗବଦ୍ ଗୀତାରେ ଏହା କୁହାଯାଇଛି ଯୁକ୍ତାହାର । ହଁ, ତୁମେ ଖାଇବା ଉଚିତ୍, ତୁମେ ଶୋଇବା ଉଚିତ୍, ତୁମେ ତୁମର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବା ଉଚିତ୍, ତୁମେ ଆତ୍ମରକ୍ଷା ପାଇଁ ବ୍ୟବସ୍ଥା କରିବା ଉଚିତ୍ - ଯେତେ ସମ୍ଭବ ହୋଇ ପାରିବ, ସେଥିରେ ଅଧିକ ଧ୍ୟାନ ଦେବା ପାଇଁ ନାହିଁ । ଆମକୁ ଖାଇବାକୁ ପଡ଼ିବ, ଯୁକ୍ତାହାର । ତାହା ହେଉଛି ତଥ୍ୟ । କିନ୍ତୁ ଅତ୍ୟାହାର ନୁହେଁ । ରୂପ ଗୋସ୍ଵାମୀ ତାଙ୍କର ଉପଦେଶାମୃତରେ ପରାମର୍ଶ ଦେଇଛନ୍ତି,

ଅତ୍ୟାହାର ପ୍ରୟାସଶ୍ ଚ
ପ୍ରଜଳ୍ପୋ ନିୟମାଗ୍ରହ
ଲୌଲ୍ୟମ୍ ଜନ ସଙ୍ଗସ୍ ଚ
ଶଧଭିର ଭକ୍ତିର ବିନଶ୍ୟାତି
(NOI 2)

ଯଦି ତୁମେ ଆଧ୍ୟାତ୍ମିକ ଚେତନାରେ ଉନ୍ନତି କରିବାକୁ ଚାହୁଁଛ - କାରଣ ତାହା ହେଉଛି ଜୀବନର ଏକମାତ୍ର ଉଦ୍ଦେଶ୍ୟ - ତେବେ ତୁମେ ଅଧିକ ଖାଇବ ନାହିଁ, ଅତ୍ୟାହାର, କିମ୍ଵା ଅଧିକ ସଂଗ୍ରହ କରିବା । ଅତ୍ୟାହାର ପ୍ରୟାସଶ୍ ଚ ପ୍ରଜଳ୍ପୋ ନିୟମାଗ୍ରହ । ତାହା ହେଉଛି ଆମର ତତ୍ତ୍ଵଜ୍ଞାନ ।