OR/Prabhupada 0244 - ଆମର ତତ୍ତ୍ଵଜ୍ଞାନ ହେଉଛି ସବୁକିଛି ଭଗବାନଙ୍କର: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0244 - in all Languages Category:OR-Quotes - 1973 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 6: | Line 6: | ||
[[Category:OR-Quotes - in United Kingdom]] | [[Category:OR-Quotes - in United Kingdom]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0243 - ଏକ ଶିଷ୍ୟ ଗୁରୁଙ୍କ ପାଖକୁ ଜ୍ଞାନୋଦୟ ପାଇଁ ଆସେ|0243|OR/Prabhupada 0245 - ସମସ୍ତେ ନିଜର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି|0245}} | {{1080 videos navigation - All Languages|Oriya|OR/Prabhupada 0243 - ଏକ ଶିଷ୍ୟ ଗୁରୁଙ୍କ ପାଖକୁ ଜ୍ଞାନୋଦୟ ପାଇଁ ଆସେ|0243|OR/Prabhupada 0245 - ସମସ୍ତେ ନିଜର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି|0245}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 17: | Line 17: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|Pn_EMUCp1g0|ଆମର ତତ୍ତ୍ଵଜ୍ଞାନ ହେଉଛି ସବୁକିଛି ଭଗବାନଙ୍କର<br />- Prabhupāda 0244}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 29: | Line 29: | ||
<!-- BEGIN TRANSLATED TEXT --> | <!-- BEGIN TRANSLATED TEXT --> | ||
ଅନ୍ୟ ଏକ ଦିନ ପେରିସ୍ ରେ ଏକ ସମ୍ଵାଦକ ମୋ ପାଖକୁ ଅାସିଥିଲେ, ସମାଜବାଦୀ ପ୍ରେସ୍ । ତେଣୁ ମୁଁ ତାଙ୍କୁ ସୂଚନା ଦେଲି ଯେ "ଆମର ତତ୍ତ୍ଵଜ୍ଞାନ ହେଉଛି ସବୁକିଛି ଭଗବାନଙ୍କର ।" କୃଷ୍ଣ କୁହଁନ୍ତି ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକ ମହେଶ୍ଵରମ୍ ([[Vanisource:BG 5.29|BG 5.29]])। "ମୁଁ ହେଉଛି ଉପଭୋକ୍ତା, ଭୋକ୍ତା । ଭୋକ୍ତ ଅର୍ଥାତ୍ ଉପଭୋକ୍ତା । ତେଣୁ ଭୋକ୍ତାରଂ ଯଜ୍ଞତପସାଂ । ଯେପରି ଏହି ଶରୀର କାମ କରୁଛି । ସମ୍ପୂର୍ଣ୍ଣ ଶରୀର କାମ କରୁଛି, ସମସ୍ତଙ୍କର, ଜୀବନ ଉପଭୋଗ କରିବା ପାଇଁ, କିନ୍ତୁ ଉପଭୋଗ କେଉଁଠାରୁ ଆରମ୍ଭ ହୁଏ? ଉପଭୋଗ ପେଟରୁ ଆରମ୍ଭ ହୁଏ । ତୂମକୁ ପେଟକୁ ଯଥେଷ୍ଟ ଭଲ ଖାଦ୍ୟ ପଦାର୍ଥ ଦେବାକୁ ପଡ଼ିବ । ଯଦି ଯଥେଷ୍ଟ ଶକ୍ତି ଅଛି, ଆମେ ହଜମ କରି ପାରିବା । ଯଦି ଯଥେଷ୍ଟ ଶକ୍ତି ଅଛି, ତେବେ ଅନ୍ୟ ଇନ୍ଦ୍ରିୟ ଶକ୍ତିଶାଳୀ ହୋଇ ଯାଆନ୍ତି । ତାପରେ ତୁମେ ଇନ୍ଦ୍ରିୟ ସନ୍ତୁଷ୍ଟିର ଆନନ୍ଦ ନେଇ ପାରିବ । ଅନ୍ୟଥା ଏହା ସମ୍ଭବ ନୁହେଁ । ଯଦି ତୁମେ ହଜମ କରି ପାରିବ ନାହିଁ... ଯେପରି ଆମେ ବର୍ତ୍ତମାନ ବୃଦ୍ଧ ଲୋକ । ଆମେ ହଜମ କରି ପାରିବୁ ନାହିଁ । ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟିର ପ୍ରଶ୍ନ ନାହିଁ । ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟି ପେଟରୁ ଆରମ୍ଭ ହୁଏ । ବୃକ୍ଷର ବିଳାସୀ ବିକାଶ ଚେରରୁ ଆରମ୍ଭ ହୁଏ, ଯଦି ଯଥେଷ୍ଟ ପାଣି ଥାଏ । ସେଥିପାଇଁ ବୃକ୍ଷମାନଙ୍କୁ ପାଦ-ପ କୁହାଯାଏ । ସେମାନେ ପାଦରୁ ପାଣି ପିଅଁନ୍ତି, ଚେର, ମୁଣ୍ଡରୁ ନାହିଁ । ଯେପରି ଆମେ ମୁଣ୍ଡରୁ ଖାଉଛୁ । ତେଣୁ ଭିନ୍ନ ଭିନ୍ନ ବ୍ୟବସ୍ଥା ଅଛି । ଯେପରି ଆମେ ମୁହଁରେ ଖାଉଛୁ, ବୃକ୍ଷ, ସେମାନେ ସେମାନଙ୍କର ଗୋଡ଼ରେ ଖାଆଁନ୍ତି । କିନ୍ତୁ ଜଣକୁ ଖାଇବାକୁ ପଡ଼ିବ । ଆହାର ନିଦ୍ରା ଭୟ ମୈଥୁନ । ଖାଇବା ଅଛି, ତୁମେ ତୁମର ଗୋଡ଼ ବା ତୁମର ମୁହଁ ବା ତୁମର ହାତରେ ଖାଅ । କିନ୍ତୁ ଯେ ପର୍ଯ୍ୟନ୍ତ କୃଷ୍ଣଙ୍କର ସମ୍ବନ୍ଧ ଅଛି, ସେ କେଉଁ ଠାରୁ ମଧ୍ୟ ଖାଇ ପାରିବେ । ସେ ହାତର ଖାଇ ପାରିବେ, ଗୋଡ଼ରେ, ଆଖିରେ, କାନରେ, କେଉଁଠାରୁ । କାରଣ ସେ ହେଉଛନ୍ତି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ । ତାଙ୍କର ହାତ ଏବଂ ଗୋଡ଼ ଏବଂ କାନ ଏବଂ ଆଖି ମଧ୍ୟରେ କୌଣସି ଅନ୍ତର ନାହିଁ । ତାହା ବ୍ରହ୍ମ ସଂହିତାରେ କୁହାଯାଇଛି, | ଅନ୍ୟ ଏକ ଦିନ ପେରିସ୍ ରେ ଏକ ସମ୍ଵାଦକ ମୋ ପାଖକୁ ଅାସିଥିଲେ, ସମାଜବାଦୀ ପ୍ରେସ୍ । ତେଣୁ ମୁଁ ତାଙ୍କୁ ସୂଚନା ଦେଲି ଯେ "ଆମର ତତ୍ତ୍ଵଜ୍ଞାନ ହେଉଛି ସବୁକିଛି ଭଗବାନଙ୍କର ।" କୃଷ୍ଣ କୁହଁନ୍ତି ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକ ମହେଶ୍ଵରମ୍ ([[Vanisource:BG 5.29 (1972)|BG 5.29]])। "ମୁଁ ହେଉଛି ଉପଭୋକ୍ତା, ଭୋକ୍ତା । ଭୋକ୍ତ ଅର୍ଥାତ୍ ଉପଭୋକ୍ତା । ତେଣୁ ଭୋକ୍ତାରଂ ଯଜ୍ଞତପସାଂ । ଯେପରି ଏହି ଶରୀର କାମ କରୁଛି । ସମ୍ପୂର୍ଣ୍ଣ ଶରୀର କାମ କରୁଛି, ସମସ୍ତଙ୍କର, ଜୀବନ ଉପଭୋଗ କରିବା ପାଇଁ, କିନ୍ତୁ ଉପଭୋଗ କେଉଁଠାରୁ ଆରମ୍ଭ ହୁଏ? ଉପଭୋଗ ପେଟରୁ ଆରମ୍ଭ ହୁଏ । ତୂମକୁ ପେଟକୁ ଯଥେଷ୍ଟ ଭଲ ଖାଦ୍ୟ ପଦାର୍ଥ ଦେବାକୁ ପଡ଼ିବ । ଯଦି ଯଥେଷ୍ଟ ଶକ୍ତି ଅଛି, ଆମେ ହଜମ କରି ପାରିବା । ଯଦି ଯଥେଷ୍ଟ ଶକ୍ତି ଅଛି, ତେବେ ଅନ୍ୟ ଇନ୍ଦ୍ରିୟ ଶକ୍ତିଶାଳୀ ହୋଇ ଯାଆନ୍ତି । ତାପରେ ତୁମେ ଇନ୍ଦ୍ରିୟ ସନ୍ତୁଷ୍ଟିର ଆନନ୍ଦ ନେଇ ପାରିବ । ଅନ୍ୟଥା ଏହା ସମ୍ଭବ ନୁହେଁ । ଯଦି ତୁମେ ହଜମ କରି ପାରିବ ନାହିଁ... ଯେପରି ଆମେ ବର୍ତ୍ତମାନ ବୃଦ୍ଧ ଲୋକ । ଆମେ ହଜମ କରି ପାରିବୁ ନାହିଁ । ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟିର ପ୍ରଶ୍ନ ନାହିଁ । ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟି ପେଟରୁ ଆରମ୍ଭ ହୁଏ । ବୃକ୍ଷର ବିଳାସୀ ବିକାଶ ଚେରରୁ ଆରମ୍ଭ ହୁଏ, ଯଦି ଯଥେଷ୍ଟ ପାଣି ଥାଏ । ସେଥିପାଇଁ ବୃକ୍ଷମାନଙ୍କୁ ପାଦ-ପ କୁହାଯାଏ । ସେମାନେ ପାଦରୁ ପାଣି ପିଅଁନ୍ତି, ଚେର, ମୁଣ୍ଡରୁ ନାହିଁ । ଯେପରି ଆମେ ମୁଣ୍ଡରୁ ଖାଉଛୁ । ତେଣୁ ଭିନ୍ନ ଭିନ୍ନ ବ୍ୟବସ୍ଥା ଅଛି । ଯେପରି ଆମେ ମୁହଁରେ ଖାଉଛୁ, ବୃକ୍ଷ, ସେମାନେ ସେମାନଙ୍କର ଗୋଡ଼ରେ ଖାଆଁନ୍ତି । କିନ୍ତୁ ଜଣକୁ ଖାଇବାକୁ ପଡ଼ିବ । ଆହାର ନିଦ୍ରା ଭୟ ମୈଥୁନ । ଖାଇବା ଅଛି, ତୁମେ ତୁମର ଗୋଡ଼ ବା ତୁମର ମୁହଁ ବା ତୁମର ହାତରେ ଖାଅ । କିନ୍ତୁ ଯେ ପର୍ଯ୍ୟନ୍ତ କୃଷ୍ଣଙ୍କର ସମ୍ବନ୍ଧ ଅଛି, ସେ କେଉଁ ଠାରୁ ମଧ୍ୟ ଖାଇ ପାରିବେ । ସେ ହାତର ଖାଇ ପାରିବେ, ଗୋଡ଼ରେ, ଆଖିରେ, କାନରେ, କେଉଁଠାରୁ । କାରଣ ସେ ହେଉଛନ୍ତି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ । ତାଙ୍କର ହାତ ଏବଂ ଗୋଡ଼ ଏବଂ କାନ ଏବଂ ଆଖି ମଧ୍ୟରେ କୌଣସି ଅନ୍ତର ନାହିଁ । ତାହା ବ୍ରହ୍ମ ସଂହିତାରେ କୁହାଯାଇଛି, | ||
:ଅଙ୍ଗାନୀ ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତି | :ଅଙ୍ଗାନୀ ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତି | ||
Line 37: | Line 37: | ||
:(Bs. 5.32) | :(Bs. 5.32) | ||
ତେଣୁ, ଯେପରି ଆମର ଏହି ଶରୀରରେ ଇନ୍ଦ୍ରିୟ ସନ୍ତୁଷ୍ଟି ପେଟରୁ ଆରମ୍ଭ ହେବା ଉଚିତ୍, ସେହିପରି, ଯେପରି ବୃକ୍ଷର ବିଳାସୀ ବିକାସ ଚେରରୁ ଆରମ୍ଭ ହୁଏ, ସେହିପରି, କୃଷ୍ଣ ହେଉଛନ୍ତି ସବୁକିଛିର ମୂଳ, ଜନ୍ମାଦି ଅସ୍ୟ ଯତଃ ([[Vanisource:SB 1.1.1|SB 1.1.1]]), ଚେର । ତେଣୁ କୃଷ୍ଣ ଚେତନା ବିନା, କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ବିନା, ତୁମେ ଖୁସୀ ହୋଇ ପାରିବ ନାହିଁ । ଏହା ହେଉଛି ପ୍ରଣାଳୀ । ସେଥିପାଇଁ କୃଷ୍ଣ କିପରି ସନ୍ତୁଷ୍ଟ ହେବେ? କୃଷ୍ଣ ପ୍ରସନ୍ନ ହେବେ...ଆମେମାନେ ସମସ୍ତେ କୃଷ୍ଣଙ୍କ ସନ୍ତାନ, ଭଗବାନଙ୍କ ସନ୍ତାନ । ସବୁକିଛି କୃଷ୍ଣଙ୍କର ସମ୍ପତ୍ତି । ଏଗୁଡ଼ିକ ହେଉଛି ତଥ୍ୟ । ବର୍ତ୍ତମା, ଆମେ କୃଷ୍ଣ ପ୍ରସାଦ ଗ୍ରହଣ କରି ଉପଭୋଗ କରିବା, କାରଣ ସେ ହେଉଛନ୍ତି ମାଲିକ, ଭୋକ୍ତା, ଉପଭୋକ୍ତା । ତେଣୁ ସବୁକିଛି ପ୍ରଥମେ କୃଷ୍ଣଙ୍କୁ ଦେବା ଉଚିତ୍, ଏବଂ ତାପରେ ତୁମେ ପ୍ରସାଦ ଗ୍ରହଣ କର । ତାହା ତୁମକୁ ଖୁସୀ କରେଇବ । ତାହା ଭଗବଦ୍ ଗୀତାରେ କୁହାଯାଇଛି । ଭୁଞ୍ଜତେ ତେ ତ୍ଵଘଂ ପାପା ଯେ ପଚନ୍ତ୍ୟାତ୍ମକାରଣାତ୍ ([[Vanisource:BG 3.13|BG 3.13]]) । "ଯେଉଁମାନେ ନିଜେ ଖାଇବା ପାଇଁ ରୋଷେଇ କରନ୍ତି, ସେମାନେ କେବଳ ପାପ ଖାଆନ୍ତି ।" ଭୁଞ୍ଜତେ ତେ ତ୍ଵଘଂ ପାପା ଯେ ପଚନ୍ତ୍ୟାତ୍ମ...ଯଜ୍ଞାର୍ଥାତ୍କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମ... ସବୁକିଛି କୃଷ୍ଣଙ୍କ ପାଇଁ ହେବା ଉଚିତ୍, ଏପରି ତୁମେ ଖାଇବା ମଧ୍ୟ, କିଛି ବି । ସମସ୍ତ ଇନ୍ଦ୍ରିୟ ସନ୍ତୁଷ୍ଟି, ତୁମେ ଉପଭୋଗ କରି ପାରିବ । କିନ୍ତୁ କୃଷ୍ଣ ଉପଭୋଗ କରି ସାରିଲା ପରେ । ତାପରେ ତୁମେ ଖାଇ ପାରିବ । ସେଥିପାଇଁ କୃଷ୍ଣଙ୍କର ନାମ ହେଉଛି ହୃଷିକେଶ । ସେ ହେଉଛନ୍ତି ମାଲିକ । ଇନ୍ଦ୍ରିୟମାନଙ୍କର ମାଲିକ । ତୁମେ ତୁମର ଇନ୍ଦ୍ରିୟ ସ୍ଵତନ୍ତ୍ର ଭାବରେ ଉପଭୋଗ କରି ପାରିବ ନାହିଁ । ଯେପରି ସେବକ । ସେବକ ଉପଭୋଗ କରି ପାରେ ନାହିଁ । ଯେପରି ରୋଷେୟା ରୋଷେଇ ଘରେ ଭଲ, ଭଲ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିଛି, କିନ୍ତୁ ସେ ଆରମ୍ଭରେ ଖାଇ ପାରିବ ନାହିଁ । ତାହା ସମ୍ଭବ ନୁହେଁ । ତେବେ ତାକୁ ବାହାର କରି ଦିଆଯିବ । ମାଲିକ ପ୍ରଥମେ ଗ୍ରହଣ କରିବା ଉଚିତ୍, ଏବଂ ତାପରେ ସେମାନେ ସମସ୍ତ ଭଲ ଖାଦ୍ୟ ପଦାର୍ଥ ଉପଭୋଗ କରି ପାରିବେ । | ତେଣୁ, ଯେପରି ଆମର ଏହି ଶରୀରରେ ଇନ୍ଦ୍ରିୟ ସନ୍ତୁଷ୍ଟି ପେଟରୁ ଆରମ୍ଭ ହେବା ଉଚିତ୍, ସେହିପରି, ଯେପରି ବୃକ୍ଷର ବିଳାସୀ ବିକାସ ଚେରରୁ ଆରମ୍ଭ ହୁଏ, ସେହିପରି, କୃଷ୍ଣ ହେଉଛନ୍ତି ସବୁକିଛିର ମୂଳ, ଜନ୍ମାଦି ଅସ୍ୟ ଯତଃ ([[Vanisource:SB 1.1.1|SB 1.1.1]]), ଚେର । ତେଣୁ କୃଷ୍ଣ ଚେତନା ବିନା, କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ବିନା, ତୁମେ ଖୁସୀ ହୋଇ ପାରିବ ନାହିଁ । ଏହା ହେଉଛି ପ୍ରଣାଳୀ । ସେଥିପାଇଁ କୃଷ୍ଣ କିପରି ସନ୍ତୁଷ୍ଟ ହେବେ? କୃଷ୍ଣ ପ୍ରସନ୍ନ ହେବେ...ଆମେମାନେ ସମସ୍ତେ କୃଷ୍ଣଙ୍କ ସନ୍ତାନ, ଭଗବାନଙ୍କ ସନ୍ତାନ । ସବୁକିଛି କୃଷ୍ଣଙ୍କର ସମ୍ପତ୍ତି । ଏଗୁଡ଼ିକ ହେଉଛି ତଥ୍ୟ । ବର୍ତ୍ତମା, ଆମେ କୃଷ୍ଣ ପ୍ରସାଦ ଗ୍ରହଣ କରି ଉପଭୋଗ କରିବା, କାରଣ ସେ ହେଉଛନ୍ତି ମାଲିକ, ଭୋକ୍ତା, ଉପଭୋକ୍ତା । ତେଣୁ ସବୁକିଛି ପ୍ରଥମେ କୃଷ୍ଣଙ୍କୁ ଦେବା ଉଚିତ୍, ଏବଂ ତାପରେ ତୁମେ ପ୍ରସାଦ ଗ୍ରହଣ କର । ତାହା ତୁମକୁ ଖୁସୀ କରେଇବ । ତାହା ଭଗବଦ୍ ଗୀତାରେ କୁହାଯାଇଛି । ଭୁଞ୍ଜତେ ତେ ତ୍ଵଘଂ ପାପା ଯେ ପଚନ୍ତ୍ୟାତ୍ମକାରଣାତ୍ ([[Vanisource:BG 3.13 (1972)|BG 3.13]]) । "ଯେଉଁମାନେ ନିଜେ ଖାଇବା ପାଇଁ ରୋଷେଇ କରନ୍ତି, ସେମାନେ କେବଳ ପାପ ଖାଆନ୍ତି ।" ଭୁଞ୍ଜତେ ତେ ତ୍ଵଘଂ ପାପା ଯେ ପଚନ୍ତ୍ୟାତ୍ମ...ଯଜ୍ଞାର୍ଥାତ୍କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମ... ସବୁକିଛି କୃଷ୍ଣଙ୍କ ପାଇଁ ହେବା ଉଚିତ୍, ଏପରି ତୁମେ ଖାଇବା ମଧ୍ୟ, କିଛି ବି । ସମସ୍ତ ଇନ୍ଦ୍ରିୟ ସନ୍ତୁଷ୍ଟି, ତୁମେ ଉପଭୋଗ କରି ପାରିବ । କିନ୍ତୁ କୃଷ୍ଣ ଉପଭୋଗ କରି ସାରିଲା ପରେ । ତାପରେ ତୁମେ ଖାଇ ପାରିବ । ସେଥିପାଇଁ କୃଷ୍ଣଙ୍କର ନାମ ହେଉଛି ହୃଷିକେଶ । ସେ ହେଉଛନ୍ତି ମାଲିକ । ଇନ୍ଦ୍ରିୟମାନଙ୍କର ମାଲିକ । ତୁମେ ତୁମର ଇନ୍ଦ୍ରିୟ ସ୍ଵତନ୍ତ୍ର ଭାବରେ ଉପଭୋଗ କରି ପାରିବ ନାହିଁ । ଯେପରି ସେବକ । ସେବକ ଉପଭୋଗ କରି ପାରେ ନାହିଁ । ଯେପରି ରୋଷେୟା ରୋଷେଇ ଘରେ ଭଲ, ଭଲ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିଛି, କିନ୍ତୁ ସେ ଆରମ୍ଭରେ ଖାଇ ପାରିବ ନାହିଁ । ତାହା ସମ୍ଭବ ନୁହେଁ । ତେବେ ତାକୁ ବାହାର କରି ଦିଆଯିବ । ମାଲିକ ପ୍ରଥମେ ଗ୍ରହଣ କରିବା ଉଚିତ୍, ଏବଂ ତାପରେ ସେମାନେ ସମସ୍ତ ଭଲ ଖାଦ୍ୟ ପଦାର୍ଥ ଉପଭୋଗ କରି ପାରିବେ । | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 22:40, 1 October 2020
Lecture on BG 2.9 -- London, August 15, 1973
ଅନ୍ୟ ଏକ ଦିନ ପେରିସ୍ ରେ ଏକ ସମ୍ଵାଦକ ମୋ ପାଖକୁ ଅାସିଥିଲେ, ସମାଜବାଦୀ ପ୍ରେସ୍ । ତେଣୁ ମୁଁ ତାଙ୍କୁ ସୂଚନା ଦେଲି ଯେ "ଆମର ତତ୍ତ୍ଵଜ୍ଞାନ ହେଉଛି ସବୁକିଛି ଭଗବାନଙ୍କର ।" କୃଷ୍ଣ କୁହଁନ୍ତି ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକ ମହେଶ୍ଵରମ୍ (BG 5.29)। "ମୁଁ ହେଉଛି ଉପଭୋକ୍ତା, ଭୋକ୍ତା । ଭୋକ୍ତ ଅର୍ଥାତ୍ ଉପଭୋକ୍ତା । ତେଣୁ ଭୋକ୍ତାରଂ ଯଜ୍ଞତପସାଂ । ଯେପରି ଏହି ଶରୀର କାମ କରୁଛି । ସମ୍ପୂର୍ଣ୍ଣ ଶରୀର କାମ କରୁଛି, ସମସ୍ତଙ୍କର, ଜୀବନ ଉପଭୋଗ କରିବା ପାଇଁ, କିନ୍ତୁ ଉପଭୋଗ କେଉଁଠାରୁ ଆରମ୍ଭ ହୁଏ? ଉପଭୋଗ ପେଟରୁ ଆରମ୍ଭ ହୁଏ । ତୂମକୁ ପେଟକୁ ଯଥେଷ୍ଟ ଭଲ ଖାଦ୍ୟ ପଦାର୍ଥ ଦେବାକୁ ପଡ଼ିବ । ଯଦି ଯଥେଷ୍ଟ ଶକ୍ତି ଅଛି, ଆମେ ହଜମ କରି ପାରିବା । ଯଦି ଯଥେଷ୍ଟ ଶକ୍ତି ଅଛି, ତେବେ ଅନ୍ୟ ଇନ୍ଦ୍ରିୟ ଶକ୍ତିଶାଳୀ ହୋଇ ଯାଆନ୍ତି । ତାପରେ ତୁମେ ଇନ୍ଦ୍ରିୟ ସନ୍ତୁଷ୍ଟିର ଆନନ୍ଦ ନେଇ ପାରିବ । ଅନ୍ୟଥା ଏହା ସମ୍ଭବ ନୁହେଁ । ଯଦି ତୁମେ ହଜମ କରି ପାରିବ ନାହିଁ... ଯେପରି ଆମେ ବର୍ତ୍ତମାନ ବୃଦ୍ଧ ଲୋକ । ଆମେ ହଜମ କରି ପାରିବୁ ନାହିଁ । ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟିର ପ୍ରଶ୍ନ ନାହିଁ । ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟି ପେଟରୁ ଆରମ୍ଭ ହୁଏ । ବୃକ୍ଷର ବିଳାସୀ ବିକାଶ ଚେରରୁ ଆରମ୍ଭ ହୁଏ, ଯଦି ଯଥେଷ୍ଟ ପାଣି ଥାଏ । ସେଥିପାଇଁ ବୃକ୍ଷମାନଙ୍କୁ ପାଦ-ପ କୁହାଯାଏ । ସେମାନେ ପାଦରୁ ପାଣି ପିଅଁନ୍ତି, ଚେର, ମୁଣ୍ଡରୁ ନାହିଁ । ଯେପରି ଆମେ ମୁଣ୍ଡରୁ ଖାଉଛୁ । ତେଣୁ ଭିନ୍ନ ଭିନ୍ନ ବ୍ୟବସ୍ଥା ଅଛି । ଯେପରି ଆମେ ମୁହଁରେ ଖାଉଛୁ, ବୃକ୍ଷ, ସେମାନେ ସେମାନଙ୍କର ଗୋଡ଼ରେ ଖାଆଁନ୍ତି । କିନ୍ତୁ ଜଣକୁ ଖାଇବାକୁ ପଡ଼ିବ । ଆହାର ନିଦ୍ରା ଭୟ ମୈଥୁନ । ଖାଇବା ଅଛି, ତୁମେ ତୁମର ଗୋଡ଼ ବା ତୁମର ମୁହଁ ବା ତୁମର ହାତରେ ଖାଅ । କିନ୍ତୁ ଯେ ପର୍ଯ୍ୟନ୍ତ କୃଷ୍ଣଙ୍କର ସମ୍ବନ୍ଧ ଅଛି, ସେ କେଉଁ ଠାରୁ ମଧ୍ୟ ଖାଇ ପାରିବେ । ସେ ହାତର ଖାଇ ପାରିବେ, ଗୋଡ଼ରେ, ଆଖିରେ, କାନରେ, କେଉଁଠାରୁ । କାରଣ ସେ ହେଉଛନ୍ତି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ । ତାଙ୍କର ହାତ ଏବଂ ଗୋଡ଼ ଏବଂ କାନ ଏବଂ ଆଖି ମଧ୍ୟରେ କୌଣସି ଅନ୍ତର ନାହିଁ । ତାହା ବ୍ରହ୍ମ ସଂହିତାରେ କୁହାଯାଇଛି,
- ଅଙ୍ଗାନୀ ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତି
- ପଶ୍ୟାନ୍ତି ପାନ୍ତି କଳୟନ୍ତି ଚିରମ ଜଗାନ୍ତି
- ଆନନ୍ଦ ଚିନ୍ମୟ ସଦୁଜ୍ଵଳ ବିଗ୍ରହସ୍ୟ
- ଗୋବିନ୍ଦମ୍ ଆଦି ପୁରୁଷମ୍ ତମ୍ ଅହଂ ଭଜାମି
- (Bs. 5.32)
ତେଣୁ, ଯେପରି ଆମର ଏହି ଶରୀରରେ ଇନ୍ଦ୍ରିୟ ସନ୍ତୁଷ୍ଟି ପେଟରୁ ଆରମ୍ଭ ହେବା ଉଚିତ୍, ସେହିପରି, ଯେପରି ବୃକ୍ଷର ବିଳାସୀ ବିକାସ ଚେରରୁ ଆରମ୍ଭ ହୁଏ, ସେହିପରି, କୃଷ୍ଣ ହେଉଛନ୍ତି ସବୁକିଛିର ମୂଳ, ଜନ୍ମାଦି ଅସ୍ୟ ଯତଃ (SB 1.1.1), ଚେର । ତେଣୁ କୃଷ୍ଣ ଚେତନା ବିନା, କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ବିନା, ତୁମେ ଖୁସୀ ହୋଇ ପାରିବ ନାହିଁ । ଏହା ହେଉଛି ପ୍ରଣାଳୀ । ସେଥିପାଇଁ କୃଷ୍ଣ କିପରି ସନ୍ତୁଷ୍ଟ ହେବେ? କୃଷ୍ଣ ପ୍ରସନ୍ନ ହେବେ...ଆମେମାନେ ସମସ୍ତେ କୃଷ୍ଣଙ୍କ ସନ୍ତାନ, ଭଗବାନଙ୍କ ସନ୍ତାନ । ସବୁକିଛି କୃଷ୍ଣଙ୍କର ସମ୍ପତ୍ତି । ଏଗୁଡ଼ିକ ହେଉଛି ତଥ୍ୟ । ବର୍ତ୍ତମା, ଆମେ କୃଷ୍ଣ ପ୍ରସାଦ ଗ୍ରହଣ କରି ଉପଭୋଗ କରିବା, କାରଣ ସେ ହେଉଛନ୍ତି ମାଲିକ, ଭୋକ୍ତା, ଉପଭୋକ୍ତା । ତେଣୁ ସବୁକିଛି ପ୍ରଥମେ କୃଷ୍ଣଙ୍କୁ ଦେବା ଉଚିତ୍, ଏବଂ ତାପରେ ତୁମେ ପ୍ରସାଦ ଗ୍ରହଣ କର । ତାହା ତୁମକୁ ଖୁସୀ କରେଇବ । ତାହା ଭଗବଦ୍ ଗୀତାରେ କୁହାଯାଇଛି । ଭୁଞ୍ଜତେ ତେ ତ୍ଵଘଂ ପାପା ଯେ ପଚନ୍ତ୍ୟାତ୍ମକାରଣାତ୍ (BG 3.13) । "ଯେଉଁମାନେ ନିଜେ ଖାଇବା ପାଇଁ ରୋଷେଇ କରନ୍ତି, ସେମାନେ କେବଳ ପାପ ଖାଆନ୍ତି ।" ଭୁଞ୍ଜତେ ତେ ତ୍ଵଘଂ ପାପା ଯେ ପଚନ୍ତ୍ୟାତ୍ମ...ଯଜ୍ଞାର୍ଥାତ୍କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମ... ସବୁକିଛି କୃଷ୍ଣଙ୍କ ପାଇଁ ହେବା ଉଚିତ୍, ଏପରି ତୁମେ ଖାଇବା ମଧ୍ୟ, କିଛି ବି । ସମସ୍ତ ଇନ୍ଦ୍ରିୟ ସନ୍ତୁଷ୍ଟି, ତୁମେ ଉପଭୋଗ କରି ପାରିବ । କିନ୍ତୁ କୃଷ୍ଣ ଉପଭୋଗ କରି ସାରିଲା ପରେ । ତାପରେ ତୁମେ ଖାଇ ପାରିବ । ସେଥିପାଇଁ କୃଷ୍ଣଙ୍କର ନାମ ହେଉଛି ହୃଷିକେଶ । ସେ ହେଉଛନ୍ତି ମାଲିକ । ଇନ୍ଦ୍ରିୟମାନଙ୍କର ମାଲିକ । ତୁମେ ତୁମର ଇନ୍ଦ୍ରିୟ ସ୍ଵତନ୍ତ୍ର ଭାବରେ ଉପଭୋଗ କରି ପାରିବ ନାହିଁ । ଯେପରି ସେବକ । ସେବକ ଉପଭୋଗ କରି ପାରେ ନାହିଁ । ଯେପରି ରୋଷେୟା ରୋଷେଇ ଘରେ ଭଲ, ଭଲ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିଛି, କିନ୍ତୁ ସେ ଆରମ୍ଭରେ ଖାଇ ପାରିବ ନାହିଁ । ତାହା ସମ୍ଭବ ନୁହେଁ । ତେବେ ତାକୁ ବାହାର କରି ଦିଆଯିବ । ମାଲିକ ପ୍ରଥମେ ଗ୍ରହଣ କରିବା ଉଚିତ୍, ଏବଂ ତାପରେ ସେମାନେ ସମସ୍ତ ଭଲ ଖାଦ୍ୟ ପଦାର୍ଥ ଉପଭୋଗ କରି ପାରିବେ ।