OR/Prabhupada 0253 - ପ୍ରକୃତ ଖୁସୀ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0253 - in all Languages Category:OR-Quotes - 1973 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in United Kingdom]]
[[Category:OR-Quotes - in United Kingdom]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0252 - ଆମେ ଭାବୁଛୁ ଯେ ଆମେ ସ୍ଵତନ୍ତ୍ର|0252|OR/Prabhupada 0254 - ବୈଦିକ ଜ୍ଞାନ ଗୁରୁଙ୍କ ଦ୍ଵାରା ବର୍ଣ୍ଣନା କରାଯାଏ|0254}}
{{1080 videos navigation - All Languages|Oriya|OR/Prabhupada 0252 - ଆମେ ଭାବୁଛୁ ଯେ ଆମେ ସ୍ଵତନ୍ତ୍ର|0252|OR/Prabhupada 0254 - ବୈଦିକ ଜ୍ଞାନ ଗୁରୁଙ୍କ ଦ୍ଵାରା ବର୍ଣ୍ଣନା କରାଯାଏ|0254}}
<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|7InY1qmk39w|ପ୍ରକୃତ ଖୁସୀ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି<br />- Prabhupāda 0253}}
{{youtube_right|in0RkKWEy7w|ପ୍ରକୃତ ଖୁସୀ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି<br />- Prabhupāda 0253}}
<!-- END VIDEO LINK -->
<!-- END VIDEO LINK -->

Line 35: Line 35:
:ଅବାପ୍ୟ ଭୂମାବସପତ୍ନମୃଦ୍ଧଂ  
:ଅବାପ୍ୟ ଭୂମାବସପତ୍ନମୃଦ୍ଧଂ  
:ରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍  
:ରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍  
:([[Vanisource:BG 2.8|BG 2.8]])  
:([[Vanisource:BG 2.8 (1972)|BG 2.8]])  

ଅନୁବାଦ: "ଏ ଯେଉଁ ଦୁଃଖ ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରି ଦେଉଛି, ତାହା ଦୂର କରିବାର କୌଣସି ଉପାୟ ମୁଁ ଦେଖିପାରୁ ନାହିଁ । ସ୍ଵର୍ଗର ଦେବତାମାନଙ୍କ ପରି ଏକ ଅପ୍ରତିଦ୍ଵନ୍ଦୀ ସାମ୍ରାଜ୍ୟ ଯଦି ମୁଁ ଏ ପୃଥିବୀରେ ଲାଭ କରେ, ତଥାପି ମୋର ଏ ଶୋକ ଯେ, ଦୂର ହେବ, ତାହା ମୁଁ ଦେଖିପାରୁ ନାହିଁ ।"  

Line 41: Line 41:
ପ୍ରଭୁପାଦ: ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍ । ଏହା ହେଉଛି ଭୌତିକ ଅସ୍ତିତ୍ଵର ସ୍ଥିତି । ଆମେ ବେଳେ ବେଳେ ବାଧାରେ ରହୁ । ବେଳେ ବେଳେ ନୁହେଁ । ସର୍ବଦା, ଆମେ ବାଧାରେ ରହୁ, କିନ୍ତୁ ବେଳେ ବେଳେ ଆମେ ଏହାକୁ କହୁ, କାରଣ ବାଧାରୁ ବାହାରିବା ପାଇଁ, ଆମେ କିଛି ପ୍ରୟାସ କରୁ, ଏବଂ ସେହି ପ୍ରୟାସ କରିବାକୁ ଖୁସୀ ବୋଲି ଭାବୁ । ବାସ୍ତବରେ କୌଣସି ଖୁସୀ ନାହିଁ । କିନ୍ତୁ ବେଳେ ବେଳେ, ଅଶାରେ ଯେ: "ଏହି ପ୍ରୟାସ ଦ୍ଵାରା, ମୁଁ ଭବିଷ୍ୟତରେ ଖୁସୀ ହୋଇଯିବି,"... ଯେପରି ତଥା କଥିତ ବୈଜ୍ଞାନିକମାନେ ସ୍ଵପ୍ନ ଦେଖୁଛନ୍ତି: "ଭବିଷ୍ୟତରେ, ଆମେ ମୃତ୍ୟୁ ବିହୀନ ହୋଇଯିବୁ ।" ତେବେ ଅନେକ କଥା, ସେମାନେ ସ୍ଵପ୍ନ ଦେଖୁଛନ୍ତି । କିନ୍ତୁ ଯେଉଁମାନେ ପ୍ରକୃତିସ୍ଥ ବ୍ୟକ୍ତି, ସେମାନେ କୁହଁନ୍ତି "ଭବିଷ୍ୟତ ଉପରେ ବିଶ୍ଵାସ କର ନାହିଁ, ଯେତେ ଆନନ୍ଦଦାୟକ ହଉ ।"  

ତେବେ ତାହା ହେଉଛି ପ୍ରକୃତ ସ୍ଥିତି । ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍ । ସେଥିପାଇଁ ସେ କୃଷ୍ଣଙ୍କୁ କହିଲେ: ଶିଷ୍ୟସ୍ତେଽହିଂ ([[Vanisource:BG 2.7|BG 2.7]]) । "ମୁଁ, ବର୍ତ୍ତମାନ ମୁଁ ଆପଣଙ୍କର ଶିଷ୍ୟ ହେଲି ।" "ତୁମେ କାହିଁକି ମୋ ପାଖକୁ ଆସିଛ?" "କାରଣ ମଁ ଆଉ କାହାକୁ ଜାଣି ନାହିଁ ଯିଏ ମୋତେ ଏହି ବିପଦ ପୂର୍ଣ୍ଣ ସ୍ଥିତିରୁ ରକ୍ଷା କରି ପାରିବ ।" ଏହା ହେଉଛି ପ୍ରକୃତ ଚେତନା । ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ ([[Vanisource:BG 2.8|BG 2.8]]) । ଉଚ୍ଛୋଷଣ । ଯେତେବେଳେ ଆମେ ବଡ଼ ଅସୁବିଧାରେ ପଡୁ, ଏହା ଇନ୍ଦ୍ରିୟମାନଙ୍କର ଅସ୍ତିତ୍ଵକୁ ଶୁଷ୍କ କରିଦିଏ । କୌଣସି ଇନ୍ଦ୍ରିୟ ତୃପ୍ତି ମଧ୍ୟ ଆମକୁ ଖୁସୀ କରି ପାରିବ ନାହିଁ । ଉଚ୍ଛୋଷଣମିନ୍ଦ୍ରିୟାଣାମ୍ । ଏଠାରେ ଖୁସୀ ଅର୍ଥାତ୍ ଇନ୍ଦ୍ରିୟ ସନ୍ତୁଷ୍ଟି । ବାସ୍ତବରେ ଏହା ଖୁସୀ ନୁହେଁ । ପ୍ରକୃତ ଖୁସୀ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି: ଅତୀଇନ୍ଦ୍ରିୟମ୍ ସୁଖମ ଅତ୍ୟାନ୍ତିକଂ ଯତ୍ତ ତତ ଅତୀନ୍ଦ୍ରିୟମ୍ ([[Vanisource:BG 6.21|BG 6.21]]) । ପ୍ରକୃତ ଖୁସୀ, ଅତ୍ୟନ୍ତିକଂ, ସର୍ବୋଚ୍ଚ ଖୁସୀ, ଇନ୍ଦ୍ରିୟମାନଙ୍କ ଦ୍ଵାରା ଉପଭୋଗ କରାଯାଏ ନାହିଁ । ଅତୀନ୍ଦ୍ରିୟା, ଇନ୍ଦ୍ରିୟମାନଙ୍କ ଉପରେ ଦିବ୍ୟ, ଶ୍ରେଷ୍ଠ । ତାହା ହେଉଛି ପ୍ରକୃତ ଖୁସୀ । କିନ୍ତୁ ଆମେ ଖୁସୀକୁ ଇନ୍ଦ୍ରିୟ ସନ୍ତୁଷ୍ଟି ହିସାବରେ ନେଉ । ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟି ଦ୍ଵାରା, କେହି ଖୁସୀ ହୋଇ ପାରିବେ ନାହିଁ । କାରଣ ଆମେ ଭୌତିକ ଅସ୍ତିତ୍ଵରେ ଅଛୁ । ଏବଂ ଆମର ଇନ୍ଦ୍ରିୟ ହେଉଛି ମିଥ୍ୟା ଇନ୍ଦ୍ରିୟ । ପ୍ରକୃତ ଇନ୍ଦ୍ରିୟ ହେଉଛି - ଆଧ୍ୟାତ୍ମିକ ଇନ୍ଦ୍ରିୟ । ତେବେ ଆମକୁ ଆମର ଆଧ୍ୟାତ୍ମିକ ଚେତନାକୁ ଜାଗୃତ କରିବାକୁ ହେବ । ତାପରେ ଆମେ ଆଧ୍ୟାତ୍ମିକ ଚେତନା ଦ୍ଵାରା ଉପଭୋଗ କରି ପାରିବା । ସୁଖମ ଅତ୍ୟନ୍ତିକଂ ଯତ୍ତ ଅତୀନ୍ଦ୍ରିୟମ୍ ([[Vanisource:BG 6.21|BG 6.21]]) । ଏହି ଇନ୍ଦ୍ରିୟମାନଙ୍କ ଉପରେ । ଏହି ଇନ୍ଦ୍ରିୟଗୁଡିକ ଉପରେ ଅର୍ଥାତ୍...ଏହି ଇନ୍ଦ୍ରିୟଗୁଡିକ, ଅର୍ଥାତ୍ ଆବରଣ । ଯେପରି ମୁଁ ଏହି ଶରୀର । ବାସ୍ତବରେ ମୁଁ ଏହି ଶରୀର ନୁହେଁ । ମୁଁ ହେଉଛି ଆତ୍ମା । କିନ୍ତୁ ଏହା ମୋର ପ୍ରକୃତ ଶରୀରର ଆବରଣ, ଆଧ୍ୟାତ୍ମିକ ଶରୀର । ସେହିପରି, ଆଧ୍ୟାତ୍ମିକ ଶରୀରର ଆଧ୍ୟାତ୍ମିକ ଇନ୍ଦ୍ରିୟମାନ ଅଛନ୍ତି । ଏହା ନୁହେଁ ଯେ ନିରାକାର । ନିରାକାର କାହିଁକି? ଏହା ଏକ ସାଧାରଣ ଜ୍ଞାନ । ଯେପରି ତୁମେ ଗୋଟିଏ କିମ୍ଵା ଦୁଇଟି ହାତ ପାଇଛ, ତୁମେ ଦୁଇଟି ହାତ ପାଇଛ । ସେଥିପାଇଁ ଯେତେବେଳେ ହାତକୁ ଯେତେବେଳେ କିଛି ବସ୍ତ୍ର ଦ୍ଵାରା ଆଛାଦିତ କରାଯାଏ, ବସ୍ତ୍ରକୁ ମଧ୍ୟ ହାତ ମିଳିଯାଏ । କାରଣ ମୋର ହାତ ଅଛି, ସେଥିପାଇଁ ମୋର ପୋଷାକର ହାତ ଅଛି । କାରଣ ମୋର ଗୋଡ ଅଛି, ସେଥିପାଇଁ ମୋର ଆବରଣ, ପୋଷାକର ଗୋଡ ଅଛି, ପ୍ୟାଣ୍ଟ । ଏହା ସାଧାରଣ ଜ୍ଞାନ । ଏହି ଶରୀର କେଉଁଠାରୁ ଆସିଲା ? ଏହି ଶରୀର ବର୍ଣ୍ଣିତ ଅଛି: ବାସାସ୍ମୀ, ବସ୍ତ୍ର । ତେଣୁ ବସ୍ତ୍ର ଅର୍ଥାତ୍ ଶରୀର ଅନୁସାରେ କଟା ହୁଏ । ତାହା ହେଉଛି ବସ୍ତ୍ର । ଏହା ନୁହେଁ ଯେ ମୋର ଶରୀର ବସ୍ତ୍ର ହିସାବରେ ତିଆରି ହୋଇଛି । ଏହା ହେଉଛି ସାଧାରଣ ଜ୍ଞାନ । ତେଣୁ ଯେତେବେଳେ ମୋର ସାର୍ଟର ହାତ ଅଛି, ଏହା ହେଉଛି ମୋର ସୂକ୍ଷ୍ମ ଶରୀର କିମ୍ଵା ସ୍ଥୂଳ ଶରୀର, ସେଥିପାଇଁ ମୂଳ, ଆଧ୍ୟାତ୍ମିକ ଭାବରେ, ମୋର ହାତ ଏବଂ ଗୋଡ ଅଛି । ଅନ୍ୟଥା, ଏହା କିପରି ଆସିଲା? କିପରି ତୁମେ ବିକସିତ ହୁଅ?  
ତେବେ ତାହା ହେଉଛି ପ୍ରକୃତ ସ୍ଥିତି । ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍ । ସେଥିପାଇଁ ସେ କୃଷ୍ଣଙ୍କୁ କହିଲେ: ଶିଷ୍ୟସ୍ତେଽହିଂ ([[Vanisource:BG 2.7 (1972)|BG 2.7]]) । "ମୁଁ, ବର୍ତ୍ତମାନ ମୁଁ ଆପଣଙ୍କର ଶିଷ୍ୟ ହେଲି ।" "ତୁମେ କାହିଁକି ମୋ ପାଖକୁ ଆସିଛ?" "କାରଣ ମଁ ଆଉ କାହାକୁ ଜାଣି ନାହିଁ ଯିଏ ମୋତେ ଏହି ବିପଦ ପୂର୍ଣ୍ଣ ସ୍ଥିତିରୁ ରକ୍ଷା କରି ପାରିବ ।" ଏହା ହେଉଛି ପ୍ରକୃତ ଚେତନା । ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ ([[Vanisource:BG 2.8 (1972)|BG 2.8]]) । ଉଚ୍ଛୋଷଣ । ଯେତେବେଳେ ଆମେ ବଡ଼ ଅସୁବିଧାରେ ପଡୁ, ଏହା ଇନ୍ଦ୍ରିୟମାନଙ୍କର ଅସ୍ତିତ୍ଵକୁ ଶୁଷ୍କ କରିଦିଏ । କୌଣସି ଇନ୍ଦ୍ରିୟ ତୃପ୍ତି ମଧ୍ୟ ଆମକୁ ଖୁସୀ କରି ପାରିବ ନାହିଁ । ଉଚ୍ଛୋଷଣମିନ୍ଦ୍ରିୟାଣାମ୍ । ଏଠାରେ ଖୁସୀ ଅର୍ଥାତ୍ ଇନ୍ଦ୍ରିୟ ସନ୍ତୁଷ୍ଟି । ବାସ୍ତବରେ ଏହା ଖୁସୀ ନୁହେଁ । ପ୍ରକୃତ ଖୁସୀ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି: ଅତୀଇନ୍ଦ୍ରିୟମ୍ ସୁଖମ ଅତ୍ୟାନ୍ତିକଂ ଯତ୍ତ ତତ ଅତୀନ୍ଦ୍ରିୟମ୍ ([[Vanisource:BG 6.20-23 (1972)|BG 6.21]]) । ପ୍ରକୃତ ଖୁସୀ, ଅତ୍ୟନ୍ତିକଂ, ସର୍ବୋଚ୍ଚ ଖୁସୀ, ଇନ୍ଦ୍ରିୟମାନଙ୍କ ଦ୍ଵାରା ଉପଭୋଗ କରାଯାଏ ନାହିଁ । ଅତୀନ୍ଦ୍ରିୟା, ଇନ୍ଦ୍ରିୟମାନଙ୍କ ଉପରେ ଦିବ୍ୟ, ଶ୍ରେଷ୍ଠ । ତାହା ହେଉଛି ପ୍ରକୃତ ଖୁସୀ । କିନ୍ତୁ ଆମେ ଖୁସୀକୁ ଇନ୍ଦ୍ରିୟ ସନ୍ତୁଷ୍ଟି ହିସାବରେ ନେଉ । ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟି ଦ୍ଵାରା, କେହି ଖୁସୀ ହୋଇ ପାରିବେ ନାହିଁ । କାରଣ ଆମେ ଭୌତିକ ଅସ୍ତିତ୍ଵରେ ଅଛୁ । ଏବଂ ଆମର ଇନ୍ଦ୍ରିୟ ହେଉଛି ମିଥ୍ୟା ଇନ୍ଦ୍ରିୟ । ପ୍ରକୃତ ଇନ୍ଦ୍ରିୟ ହେଉଛି - ଆଧ୍ୟାତ୍ମିକ ଇନ୍ଦ୍ରିୟ । ତେବେ ଆମକୁ ଆମର ଆଧ୍ୟାତ୍ମିକ ଚେତନାକୁ ଜାଗୃତ କରିବାକୁ ହେବ । ତାପରେ ଆମେ ଆଧ୍ୟାତ୍ମିକ ଚେତନା ଦ୍ଵାରା ଉପଭୋଗ କରି ପାରିବା । ସୁଖମ ଅତ୍ୟନ୍ତିକଂ ଯତ୍ତ ଅତୀନ୍ଦ୍ରିୟମ୍ ([[Vanisource:BG 6.20-23 (1972)|BG 6.21]]) । ଏହି ଇନ୍ଦ୍ରିୟମାନଙ୍କ ଉପରେ । ଏହି ଇନ୍ଦ୍ରିୟଗୁଡିକ ଉପରେ ଅର୍ଥାତ୍...ଏହି ଇନ୍ଦ୍ରିୟଗୁଡିକ, ଅର୍ଥାତ୍ ଆବରଣ । ଯେପରି ମୁଁ ଏହି ଶରୀର । ବାସ୍ତବରେ ମୁଁ ଏହି ଶରୀର ନୁହେଁ । ମୁଁ ହେଉଛି ଆତ୍ମା । କିନ୍ତୁ ଏହା ମୋର ପ୍ରକୃତ ଶରୀରର ଆବରଣ, ଆଧ୍ୟାତ୍ମିକ ଶରୀର । ସେହିପରି, ଆଧ୍ୟାତ୍ମିକ ଶରୀରର ଆଧ୍ୟାତ୍ମିକ ଇନ୍ଦ୍ରିୟମାନ ଅଛନ୍ତି । ଏହା ନୁହେଁ ଯେ ନିରାକାର । ନିରାକାର କାହିଁକି? ଏହା ଏକ ସାଧାରଣ ଜ୍ଞାନ । ଯେପରି ତୁମେ ଗୋଟିଏ କିମ୍ଵା ଦୁଇଟି ହାତ ପାଇଛ, ତୁମେ ଦୁଇଟି ହାତ ପାଇଛ । ସେଥିପାଇଁ ଯେତେବେଳେ ହାତକୁ ଯେତେବେଳେ କିଛି ବସ୍ତ୍ର ଦ୍ଵାରା ଆଛାଦିତ କରାଯାଏ, ବସ୍ତ୍ରକୁ ମଧ୍ୟ ହାତ ମିଳିଯାଏ । କାରଣ ମୋର ହାତ ଅଛି, ସେଥିପାଇଁ ମୋର ପୋଷାକର ହାତ ଅଛି । କାରଣ ମୋର ଗୋଡ ଅଛି, ସେଥିପାଇଁ ମୋର ଆବରଣ, ପୋଷାକର ଗୋଡ ଅଛି, ପ୍ୟାଣ୍ଟ । ଏହା ସାଧାରଣ ଜ୍ଞାନ । ଏହି ଶରୀର କେଉଁଠାରୁ ଆସିଲା ? ଏହି ଶରୀର ବର୍ଣ୍ଣିତ ଅଛି: ବାସାସ୍ମୀ, ବସ୍ତ୍ର । ତେଣୁ ବସ୍ତ୍ର ଅର୍ଥାତ୍ ଶରୀର ଅନୁସାରେ କଟା ହୁଏ । ତାହା ହେଉଛି ବସ୍ତ୍ର । ଏହା ନୁହେଁ ଯେ ମୋର ଶରୀର ବସ୍ତ୍ର ହିସାବରେ ତିଆରି ହୋଇଛି । ଏହା ହେଉଛି ସାଧାରଣ ଜ୍ଞାନ । ତେଣୁ ଯେତେବେଳେ ମୋର ସାର୍ଟର ହାତ ଅଛି, ଏହା ହେଉଛି ମୋର ସୂକ୍ଷ୍ମ ଶରୀର କିମ୍ଵା ସ୍ଥୂଳ ଶରୀର, ସେଥିପାଇଁ ମୂଳ, ଆଧ୍ୟାତ୍ମିକ ଭାବରେ, ମୋର ହାତ ଏବଂ ଗୋଡ ଅଛି । ଅନ୍ୟଥା, ଏହା କିପରି ଆସିଲା? କିପରି ତୁମେ ବିକସିତ ହୁଅ?  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020

Lecture on BG 2.8 -- London, August 8, 1973

ପ୍ରଦ୍ୟୁମ୍ନ:

ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍
ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍
ଅବାପ୍ୟ ଭୂମାବସପତ୍ନମୃଦ୍ଧଂ
ରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍
(BG 2.8)

ଅନୁବାଦ: "ଏ ଯେଉଁ ଦୁଃଖ ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରି ଦେଉଛି, ତାହା ଦୂର କରିବାର କୌଣସି ଉପାୟ ମୁଁ ଦେଖିପାରୁ ନାହିଁ । ସ୍ଵର୍ଗର ଦେବତାମାନଙ୍କ ପରି ଏକ ଅପ୍ରତିଦ୍ଵନ୍ଦୀ ସାମ୍ରାଜ୍ୟ ଯଦି ମୁଁ ଏ ପୃଥିବୀରେ ଲାଭ କରେ, ତଥାପି ମୋର ଏ ଶୋକ ଯେ, ଦୂର ହେବ, ତାହା ମୁଁ ଦେଖିପାରୁ ନାହିଁ ।"

ପ୍ରଭୁପାଦ: ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍ । ଏହା ହେଉଛି ଭୌତିକ ଅସ୍ତିତ୍ଵର ସ୍ଥିତି । ଆମେ ବେଳେ ବେଳେ ବାଧାରେ ରହୁ । ବେଳେ ବେଳେ ନୁହେଁ । ସର୍ବଦା, ଆମେ ବାଧାରେ ରହୁ, କିନ୍ତୁ ବେଳେ ବେଳେ ଆମେ ଏହାକୁ କହୁ, କାରଣ ବାଧାରୁ ବାହାରିବା ପାଇଁ, ଆମେ କିଛି ପ୍ରୟାସ କରୁ, ଏବଂ ସେହି ପ୍ରୟାସ କରିବାକୁ ଖୁସୀ ବୋଲି ଭାବୁ । ବାସ୍ତବରେ କୌଣସି ଖୁସୀ ନାହିଁ । କିନ୍ତୁ ବେଳେ ବେଳେ, ଅଶାରେ ଯେ: "ଏହି ପ୍ରୟାସ ଦ୍ଵାରା, ମୁଁ ଭବିଷ୍ୟତରେ ଖୁସୀ ହୋଇଯିବି,"... ଯେପରି ତଥା କଥିତ ବୈଜ୍ଞାନିକମାନେ ସ୍ଵପ୍ନ ଦେଖୁଛନ୍ତି: "ଭବିଷ୍ୟତରେ, ଆମେ ମୃତ୍ୟୁ ବିହୀନ ହୋଇଯିବୁ ।" ତେବେ ଅନେକ କଥା, ସେମାନେ ସ୍ଵପ୍ନ ଦେଖୁଛନ୍ତି । କିନ୍ତୁ ଯେଉଁମାନେ ପ୍ରକୃତିସ୍ଥ ବ୍ୟକ୍ତି, ସେମାନେ କୁହଁନ୍ତି "ଭବିଷ୍ୟତ ଉପରେ ବିଶ୍ଵାସ କର ନାହିଁ, ଯେତେ ଆନନ୍ଦଦାୟକ ହଉ ।"

ତେବେ ତାହା ହେଉଛି ପ୍ରକୃତ ସ୍ଥିତି । ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍ । ସେଥିପାଇଁ ସେ କୃଷ୍ଣଙ୍କୁ କହିଲେ: ଶିଷ୍ୟସ୍ତେଽହିଂ (BG 2.7) । "ମୁଁ, ବର୍ତ୍ତମାନ ମୁଁ ଆପଣଙ୍କର ଶିଷ୍ୟ ହେଲି ।" "ତୁମେ କାହିଁକି ମୋ ପାଖକୁ ଆସିଛ?" "କାରଣ ମଁ ଆଉ କାହାକୁ ଜାଣି ନାହିଁ ଯିଏ ମୋତେ ଏହି ବିପଦ ପୂର୍ଣ୍ଣ ସ୍ଥିତିରୁ ରକ୍ଷା କରି ପାରିବ ।" ଏହା ହେଉଛି ପ୍ରକୃତ ଚେତନା । ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ (BG 2.8) । ଉଚ୍ଛୋଷଣ । ଯେତେବେଳେ ଆମେ ବଡ଼ ଅସୁବିଧାରେ ପଡୁ, ଏହା ଇନ୍ଦ୍ରିୟମାନଙ୍କର ଅସ୍ତିତ୍ଵକୁ ଶୁଷ୍କ କରିଦିଏ । କୌଣସି ଇନ୍ଦ୍ରିୟ ତୃପ୍ତି ମଧ୍ୟ ଆମକୁ ଖୁସୀ କରି ପାରିବ ନାହିଁ । ଉଚ୍ଛୋଷଣମିନ୍ଦ୍ରିୟାଣାମ୍ । ଏଠାରେ ଖୁସୀ ଅର୍ଥାତ୍ ଇନ୍ଦ୍ରିୟ ସନ୍ତୁଷ୍ଟି । ବାସ୍ତବରେ ଏହା ଖୁସୀ ନୁହେଁ । ପ୍ରକୃତ ଖୁସୀ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି: ଅତୀଇନ୍ଦ୍ରିୟମ୍ ସୁଖମ ଅତ୍ୟାନ୍ତିକଂ ଯତ୍ତ ତତ ଅତୀନ୍ଦ୍ରିୟମ୍ (BG 6.21) । ପ୍ରକୃତ ଖୁସୀ, ଅତ୍ୟନ୍ତିକଂ, ସର୍ବୋଚ୍ଚ ଖୁସୀ, ଇନ୍ଦ୍ରିୟମାନଙ୍କ ଦ୍ଵାରା ଉପଭୋଗ କରାଯାଏ ନାହିଁ । ଅତୀନ୍ଦ୍ରିୟା, ଇନ୍ଦ୍ରିୟମାନଙ୍କ ଉପରେ ଦିବ୍ୟ, ଶ୍ରେଷ୍ଠ । ତାହା ହେଉଛି ପ୍ରକୃତ ଖୁସୀ । କିନ୍ତୁ ଆମେ ଖୁସୀକୁ ଇନ୍ଦ୍ରିୟ ସନ୍ତୁଷ୍ଟି ହିସାବରେ ନେଉ । ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟି ଦ୍ଵାରା, କେହି ଖୁସୀ ହୋଇ ପାରିବେ ନାହିଁ । କାରଣ ଆମେ ଭୌତିକ ଅସ୍ତିତ୍ଵରେ ଅଛୁ । ଏବଂ ଆମର ଇନ୍ଦ୍ରିୟ ହେଉଛି ମିଥ୍ୟା ଇନ୍ଦ୍ରିୟ । ପ୍ରକୃତ ଇନ୍ଦ୍ରିୟ ହେଉଛି - ଆଧ୍ୟାତ୍ମିକ ଇନ୍ଦ୍ରିୟ । ତେବେ ଆମକୁ ଆମର ଆଧ୍ୟାତ୍ମିକ ଚେତନାକୁ ଜାଗୃତ କରିବାକୁ ହେବ । ତାପରେ ଆମେ ଆଧ୍ୟାତ୍ମିକ ଚେତନା ଦ୍ଵାରା ଉପଭୋଗ କରି ପାରିବା । ସୁଖମ ଅତ୍ୟନ୍ତିକଂ ଯତ୍ତ ଅତୀନ୍ଦ୍ରିୟମ୍ (BG 6.21) । ଏହି ଇନ୍ଦ୍ରିୟମାନଙ୍କ ଉପରେ । ଏହି ଇନ୍ଦ୍ରିୟଗୁଡିକ ଉପରେ ଅର୍ଥାତ୍...ଏହି ଇନ୍ଦ୍ରିୟଗୁଡିକ, ଅର୍ଥାତ୍ ଆବରଣ । ଯେପରି ମୁଁ ଏହି ଶରୀର । ବାସ୍ତବରେ ମୁଁ ଏହି ଶରୀର ନୁହେଁ । ମୁଁ ହେଉଛି ଆତ୍ମା । କିନ୍ତୁ ଏହା ମୋର ପ୍ରକୃତ ଶରୀରର ଆବରଣ, ଆଧ୍ୟାତ୍ମିକ ଶରୀର । ସେହିପରି, ଆଧ୍ୟାତ୍ମିକ ଶରୀରର ଆଧ୍ୟାତ୍ମିକ ଇନ୍ଦ୍ରିୟମାନ ଅଛନ୍ତି । ଏହା ନୁହେଁ ଯେ ନିରାକାର । ନିରାକାର କାହିଁକି? ଏହା ଏକ ସାଧାରଣ ଜ୍ଞାନ । ଯେପରି ତୁମେ ଗୋଟିଏ କିମ୍ଵା ଦୁଇଟି ହାତ ପାଇଛ, ତୁମେ ଦୁଇଟି ହାତ ପାଇଛ । ସେଥିପାଇଁ ଯେତେବେଳେ ହାତକୁ ଯେତେବେଳେ କିଛି ବସ୍ତ୍ର ଦ୍ଵାରା ଆଛାଦିତ କରାଯାଏ, ବସ୍ତ୍ରକୁ ମଧ୍ୟ ହାତ ମିଳିଯାଏ । କାରଣ ମୋର ହାତ ଅଛି, ସେଥିପାଇଁ ମୋର ପୋଷାକର ହାତ ଅଛି । କାରଣ ମୋର ଗୋଡ ଅଛି, ସେଥିପାଇଁ ମୋର ଆବରଣ, ପୋଷାକର ଗୋଡ ଅଛି, ପ୍ୟାଣ୍ଟ । ଏହା ସାଧାରଣ ଜ୍ଞାନ । ଏହି ଶରୀର କେଉଁଠାରୁ ଆସିଲା ? ଏହି ଶରୀର ବର୍ଣ୍ଣିତ ଅଛି: ବାସାସ୍ମୀ, ବସ୍ତ୍ର । ତେଣୁ ବସ୍ତ୍ର ଅର୍ଥାତ୍ ଶରୀର ଅନୁସାରେ କଟା ହୁଏ । ତାହା ହେଉଛି ବସ୍ତ୍ର । ଏହା ନୁହେଁ ଯେ ମୋର ଶରୀର ବସ୍ତ୍ର ହିସାବରେ ତିଆରି ହୋଇଛି । ଏହା ହେଉଛି ସାଧାରଣ ଜ୍ଞାନ । ତେଣୁ ଯେତେବେଳେ ମୋର ସାର୍ଟର ହାତ ଅଛି, ଏହା ହେଉଛି ମୋର ସୂକ୍ଷ୍ମ ଶରୀର କିମ୍ଵା ସ୍ଥୂଳ ଶରୀର, ସେଥିପାଇଁ ମୂଳ, ଆଧ୍ୟାତ୍ମିକ ଭାବରେ, ମୋର ହାତ ଏବଂ ଗୋଡ ଅଛି । ଅନ୍ୟଥା, ଏହା କିପରି ଆସିଲା? କିପରି ତୁମେ ବିକସିତ ହୁଅ?