OR/Prabhupada 0268 - କୃଷ୍ଣଙ୍କର ଶୁଦ୍ଧ ଭକ୍ତ ନ ହୋଇ କେହି କୃଷ୍ଣଙ୍କୁ ବୁଝିପାରିବେ ନାହିଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0268 - in all Languages Category:OR-Quotes - 1973 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in United Kingdom]]
[[Category:OR-Quotes - in United Kingdom]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0267 - ବ୍ୟାସଦେବ ବର୍ଣ୍ଣନା କରିଛନ୍ତି କୃଷ୍ଣ କ'ଣ|0267|OR/Prabhupada 0269 - ଦୁର୍ଜନମାନଙ୍କର ବ୍ୟାଖ୍ୟା ଦ୍ଵାରା ତୁମେ ଭଗବାଦ୍ ଗୀତା ବୁଝିପାରିବ ନାହିଁ|0269}}
{{1080 videos navigation - All Languages|Oriya|OR/Prabhupada 0267 - ବ୍ୟାସଦେବ ବର୍ଣ୍ଣନା କରିଛନ୍ତି କୃଷ୍ଣ କ'ଣ|0267|OR/Prabhupada 0269 - ଦୁର୍ଜନମାନଙ୍କର ବ୍ୟାଖ୍ୟା ଦ୍ଵାରା ତୁମେ ଭଗବଦ୍ ଗୀତା ବୁଝିପାରିବ ନାହିଁ|0269}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|0qoQ3wW3yqY|କୃଷ୍ଣଙ୍କର ଶୁଦ୍ଧ ଭକ୍ତ ନ ହୋଇ କେହି କୃଷ୍ଣଙ୍କୁ ବୁଝିପାରିବେ ନାହିଁ<br />- Prabhupāda 0268}}
{{youtube_right|EAXvZ0UKBVs|କୃଷ୍ଣଙ୍କର ଶୁଦ୍ଧ ଭକ୍ତ ନ ହୋଇ କେହି କୃଷ୍ଣଙ୍କୁ ବୁଝିପାରିବେ ନାହିଁ<br />- Prabhupāda 0268}}
<!-- END VIDEO LINK -->
<!-- END VIDEO LINK -->


Line 29: Line 29:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ତେବେ ଏହା ଅତ୍ୟନ୍ତ କଷ୍ଟକର । କୃଷ୍ଣଙ୍କର ଶୁଦ୍ଧ ଭକ୍ତ ନ ହୋଇ କେହି କୃଷ୍ଣଙ୍କୁ ବୁଝିପାରିବେ ନାହିଁ । କାରଣ କୃଷ୍ଣ କୁହଁନ୍ତି, ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ ([[Vanisource:BG 18.55|BG 18.55]]) । ତତ୍ତ୍ଵତଃ, ସତରେ । ତତ୍ତ୍ଵତଃ ଅର୍ଥାତ୍ ସତ । ଯଦି ଜଣେ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରେ ଯେପରି ସେ ଅଛନ୍ତି, ତେବେ ତାକୁ ଏହି ଭକ୍ତି ଯୋଗର ପ୍ରକ୍ରିୟା ଗ୍ରହଣ କରିବାକୁ ହେବ, ଭକ୍ତ, ଭକ୍ତି । ହୃଷୀକେଣ ହୃଷୀକେଶ ସେବନମ ଭକ୍ତିର ଉଚ୍ୟତେ ([[Vanisource:CC Madhya 19.170|CC Madhya 19.170]]) । ଯେତେବେଳେ ଜଣେ ହୃଷୀକେଶଙ୍କର ସେବକ ରୂପରେ ନିଯୁକ୍ତ ହୁଏ, ଇନ୍ଦ୍ରିୟମାନଙ୍କର ମାଲିକ । ମାଲିକ, ଏବଂ ହୃଷୀକେଣ, ଯେତେବେଳେ ତୁମର ଇନ୍ଦରୀୟଗୁଡ଼ିକ ମଧ୍ୟ ଇନ୍ଦ୍ରିୟମାନଙ୍କର ମାଲିକଙ୍କର ସେବାରେ ନୁଯୁକ୍ତ ହୁଅନ୍ତି, ତେବେ ତୁମେ ମଧ୍ୟ ଇନ୍ଦ୍ରିୟମାନଙ୍କର ମାଲିକ ହୋଇଯାଅ । ତୁମେ ମଧ୍ୟ । କାରଣ ତୁମର ଇନ୍ଦ୍ରିୟଗୁଡିକ ହୃଷୀକେଶଙ୍କର ସେବାରେ ନିଯୁକ୍ତ, ଇନ୍ଦ୍ରିୟମାନଙ୍କ ପାଖରେ ଅନ୍ୟ କୌଣସି ସୁଯୋଗ ନାହିଁ ନିଯୁକ୍ତ ହେବା ପାଇଁ । ବନ୍ଦ ହେବା ପାଇଁ । ସ ବୈ ମନଃ କୃଷ୍ଣ ପଦାରବିନ୍ଦ୍ୟୋଃ ([[Vanisource:SB 9.4.18|SB 9.4.18]]) । ତେଣୁ ଏହା ହେଉଛି ଭକ୍ତି ଯୋଗର ପ୍ରକ୍ରିୟା । ଯଦି ତୁମେ ଇନ୍ଦ୍ରିୟମାନଙ୍କର ମାଲିକ ହେବା ପାଇଁ ଚାହୁଁଛ, ଗୋସ୍ଵାମୀ, ସ୍ଵାମୀ, ତେବେ ତୁମକୁ ସର୍ବଦା ତୁମର ଇନ୍ଦ୍ରିୟମାନଙ୍କୁ ହୃଷୀକେଶଙ୍କ ସେବାରେ ନିଯୁକ୍ତ କରିବାକୁ ହେବ । ତାହା ହେଉଛି ଏକମାତ୍ର ପ୍ରକ୍ରିୟା । ଅନ୍ୟଥା ଏହା ସମ୍ଭବ ନୁହେଁ । ଯଥା ଶିଘ୍ର ତୁମେ ନିଜର ଇନ୍ଦ୍ରିୟଗୁଡିକୁ ଇନ୍ଦ୍ରିୟମାନଙ୍କର ମାଲିକଙ୍କର ସେବାରେ ନିଯୁକ୍ତ କରିବା ପାଇଁ ଟିକିଏ ଢ଼ିଲା ହୋଇଯାଅ, ତୂରନ୍ତ ମାୟା ଅଛି,  "ଦୟାକରି, ଚାଲ ।" ଏହା ହେଉଛି ପ୍ରକ୍ରିୟା । କୃଷ୍ଣ ଭୁଲିୟା ଜୀବ ଭୋଗ ବାଞ୍ଛା କରେ, ପାଶେତେ ମାୟା ତାରେ ଜାପଟିୟା ଧରେ । ଯଥା ଶିଘ୍ର ତୁମେ କୃଷ୍ଣଙ୍କୁ ଭୁଲି ଯାଅ, ଏପରିକି ଏକ କ୍ଷଣ ପାଇଁ ମଧ୍ୟ, ତୂରନ୍ତ ମାୟା ଅଛି: "ମୋର ପ୍ରିୟ ବନ୍ଧୁ, ଦୟାକରି, ଏଠାକୁ ଆସ ।" ସେଥିପାଇଁ ଆମକୁ ବହୁତ ସତର୍କ ରହିବାକୁ ହେବ । ଆମେ କୃଷ୍ଣଙ୍କୁ ମୂର୍ତ୍ତକ ପାଇଁ ମଧ୍ୟ ଭୁଲି ପାରିବା ନାହିଁ । ସେଥିପାଇଁ ଜପ କରିବା କାର୍ଯ୍ୟକ୍ରମ, ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ, ହରେ ରାମ, ହରେ ରାମ, ରାମ... ସର୍ବଦା କୃଷ୍ଣଙ୍କୁ ମନେ ରଖ । ତେବେ ମାୟା ତୁମକୁ ସ୍ପର୍ଶ କରିବା ପାଇଁ ସକ୍ଷମ ହେବ ନାହିଁ । ମାମ ଏବ ଯେ ପ୍ରପଦ୍ୟନ୍ତେ ମାୟାମ ଏତାନ ତରନ୍ତି । ମାୟା ସ୍ପର୍ଶ କରି ପାରିବ ନାହିଁ । ଠିକ୍ ଯେପରି ହରିଦାସ ଠାକୁର । ସେ ହୃଷୀକେଶଙ୍କର ସେବାରେ ନିଯୁକ୍ତ । ମାୟା ପୂର୍ଣ୍ଣ ଶକ୍ତି ସହିତ ଆସିଲା । ତଥାପି, ସେ ପରାଜିତ ହେଲା; ହରିଦାସ ଠାକୁର ପରାଜିତ ହୋଇ ନ ଥିଲେ ।  
ତେବେ ଏହା ଅତ୍ୟନ୍ତ କଷ୍ଟକର । କୃଷ୍ଣଙ୍କର ଶୁଦ୍ଧ ଭକ୍ତ ନ ହୋଇ କେହି କୃଷ୍ଣଙ୍କୁ ବୁଝିପାରିବେ ନାହିଁ । କାରଣ କୃଷ୍ଣ କୁହଁନ୍ତି, ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ ([[Vanisource:BG 18.55 (1972)|BG 18.55]]) । ତତ୍ତ୍ଵତଃ, ସତରେ । ତତ୍ତ୍ଵତଃ ଅର୍ଥାତ୍ ସତ । ଯଦି ଜଣେ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରେ ଯେପରି ସେ ଅଛନ୍ତି, ତେବେ ତାକୁ ଏହି ଭକ୍ତି ଯୋଗର ପ୍ରକ୍ରିୟା ଗ୍ରହଣ କରିବାକୁ ହେବ, ଭକ୍ତ, ଭକ୍ତି । ହୃଷୀକେଣ ହୃଷୀକେଶ ସେବନମ ଭକ୍ତିର ଉଚ୍ୟତେ ([[Vanisource:CC Madhya 19.170|CC Madhya 19.170]]) । ଯେତେବେଳେ ଜଣେ ହୃଷୀକେଶଙ୍କର ସେବକ ରୂପରେ ନିଯୁକ୍ତ ହୁଏ, ଇନ୍ଦ୍ରିୟମାନଙ୍କର ମାଲିକ । ମାଲିକ, ଏବଂ ହୃଷୀକେଣ, ଯେତେବେଳେ ତୁମର ଇନ୍ଦରୀୟଗୁଡ଼ିକ ମଧ୍ୟ ଇନ୍ଦ୍ରିୟମାନଙ୍କର ମାଲିକଙ୍କର ସେବାରେ ନୁଯୁକ୍ତ ହୁଅନ୍ତି, ତେବେ ତୁମେ ମଧ୍ୟ ଇନ୍ଦ୍ରିୟମାନଙ୍କର ମାଲିକ ହୋଇଯାଅ । ତୁମେ ମଧ୍ୟ । କାରଣ ତୁମର ଇନ୍ଦ୍ରିୟଗୁଡିକ ହୃଷୀକେଶଙ୍କର ସେବାରେ ନିଯୁକ୍ତ, ଇନ୍ଦ୍ରିୟମାନଙ୍କ ପାଖରେ ଅନ୍ୟ କୌଣସି ସୁଯୋଗ ନାହିଁ ନିଯୁକ୍ତ ହେବା ପାଇଁ । ବନ୍ଦ ହେବା ପାଇଁ । ସ ବୈ ମନଃ କୃଷ୍ଣ ପଦାରବିନ୍ଦ୍ୟୋଃ ([[Vanisource:SB 9.4.18-20|SB 9.4.18]]) । ତେଣୁ ଏହା ହେଉଛି ଭକ୍ତି ଯୋଗର ପ୍ରକ୍ରିୟା । ଯଦି ତୁମେ ଇନ୍ଦ୍ରିୟମାନଙ୍କର ମାଲିକ ହେବା ପାଇଁ ଚାହୁଁଛ, ଗୋସ୍ଵାମୀ, ସ୍ଵାମୀ, ତେବେ ତୁମକୁ ସର୍ବଦା ତୁମର ଇନ୍ଦ୍ରିୟମାନଙ୍କୁ ହୃଷୀକେଶଙ୍କ ସେବାରେ ନିଯୁକ୍ତ କରିବାକୁ ହେବ । ତାହା ହେଉଛି ଏକମାତ୍ର ପ୍ରକ୍ରିୟା । ଅନ୍ୟଥା ଏହା ସମ୍ଭବ ନୁହେଁ । ଯଥା ଶିଘ୍ର ତୁମେ ନିଜର ଇନ୍ଦ୍ରିୟଗୁଡିକୁ ଇନ୍ଦ୍ରିୟମାନଙ୍କର ମାଲିକଙ୍କର ସେବାରେ ନିଯୁକ୍ତ କରିବା ପାଇଁ ଟିକିଏ ଢ଼ିଲା ହୋଇଯାଅ, ତୂରନ୍ତ ମାୟା ଅଛି,  "ଦୟାକରି, ଚାଲ ।" ଏହା ହେଉଛି ପ୍ରକ୍ରିୟା । କୃଷ୍ଣ ଭୁଲିୟା ଜୀବ ଭୋଗ ବାଞ୍ଛା କରେ, ପାଶେତେ ମାୟା ତାରେ ଜାପଟିୟା ଧରେ । ଯଥା ଶିଘ୍ର ତୁମେ କୃଷ୍ଣଙ୍କୁ ଭୁଲି ଯାଅ, ଏପରିକି ଏକ କ୍ଷଣ ପାଇଁ ମଧ୍ୟ, ତୂରନ୍ତ ମାୟା ଅଛି: "ମୋର ପ୍ରିୟ ବନ୍ଧୁ, ଦୟାକରି, ଏଠାକୁ ଆସ ।" ସେଥିପାଇଁ ଆମକୁ ବହୁତ ସତର୍କ ରହିବାକୁ ହେବ । ଆମେ କୃଷ୍ଣଙ୍କୁ ମୂର୍ତ୍ତକ ପାଇଁ ମଧ୍ୟ ଭୁଲି ପାରିବା ନାହିଁ । ସେଥିପାଇଁ ଜପ କରିବା କାର୍ଯ୍ୟକ୍ରମ, ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ, ହରେ ରାମ, ହରେ ରାମ, ରାମ... ସର୍ବଦା କୃଷ୍ଣଙ୍କୁ ମନେ ରଖ । ତେବେ ମାୟା ତୁମକୁ ସ୍ପର୍ଶ କରିବା ପାଇଁ ସକ୍ଷମ ହେବ ନାହିଁ । ମାମ ଏବ ଯେ ପ୍ରପଦ୍ୟନ୍ତେ ମାୟାମ ଏତାନ ତରନ୍ତି । ମାୟା ସ୍ପର୍ଶ କରି ପାରିବ ନାହିଁ । ଠିକ୍ ଯେପରି ହରିଦାସ ଠାକୁର । ସେ ହୃଷୀକେଶଙ୍କର ସେବାରେ ନିଯୁକ୍ତ । ମାୟା ପୂର୍ଣ୍ଣ ଶକ୍ତି ସହିତ ଆସିଲା । ତଥାପି, ସେ ପରାଜିତ ହେଲା; ହରିଦାସ ଠାକୁର ପରାଜିତ ହୋଇ ନ ଥିଲେ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020



Lecture on BG 2.10 -- London, August 16, 1973

ତେବେ ଏହା ଅତ୍ୟନ୍ତ କଷ୍ଟକର । କୃଷ୍ଣଙ୍କର ଶୁଦ୍ଧ ଭକ୍ତ ନ ହୋଇ କେହି କୃଷ୍ଣଙ୍କୁ ବୁଝିପାରିବେ ନାହିଁ । କାରଣ କୃଷ୍ଣ କୁହଁନ୍ତି, ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ (BG 18.55) । ତତ୍ତ୍ଵତଃ, ସତରେ । ତତ୍ତ୍ଵତଃ ଅର୍ଥାତ୍ ସତ । ଯଦି ଜଣେ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରେ ଯେପରି ସେ ଅଛନ୍ତି, ତେବେ ତାକୁ ଏହି ଭକ୍ତି ଯୋଗର ପ୍ରକ୍ରିୟା ଗ୍ରହଣ କରିବାକୁ ହେବ, ଭକ୍ତ, ଭକ୍ତି । ହୃଷୀକେଣ ହୃଷୀକେଶ ସେବନମ ଭକ୍ତିର ଉଚ୍ୟତେ (CC Madhya 19.170) । ଯେତେବେଳେ ଜଣେ ହୃଷୀକେଶଙ୍କର ସେବକ ରୂପରେ ନିଯୁକ୍ତ ହୁଏ, ଇନ୍ଦ୍ରିୟମାନଙ୍କର ମାଲିକ । ମାଲିକ, ଏବଂ ହୃଷୀକେଣ, ଯେତେବେଳେ ତୁମର ଇନ୍ଦରୀୟଗୁଡ଼ିକ ମଧ୍ୟ ଇନ୍ଦ୍ରିୟମାନଙ୍କର ମାଲିକଙ୍କର ସେବାରେ ନୁଯୁକ୍ତ ହୁଅନ୍ତି, ତେବେ ତୁମେ ମଧ୍ୟ ଇନ୍ଦ୍ରିୟମାନଙ୍କର ମାଲିକ ହୋଇଯାଅ । ତୁମେ ମଧ୍ୟ । କାରଣ ତୁମର ଇନ୍ଦ୍ରିୟଗୁଡିକ ହୃଷୀକେଶଙ୍କର ସେବାରେ ନିଯୁକ୍ତ, ଇନ୍ଦ୍ରିୟମାନଙ୍କ ପାଖରେ ଅନ୍ୟ କୌଣସି ସୁଯୋଗ ନାହିଁ ନିଯୁକ୍ତ ହେବା ପାଇଁ । ବନ୍ଦ ହେବା ପାଇଁ । ସ ବୈ ମନଃ କୃଷ୍ଣ ପଦାରବିନ୍ଦ୍ୟୋଃ (SB 9.4.18) । ତେଣୁ ଏହା ହେଉଛି ଭକ୍ତି ଯୋଗର ପ୍ରକ୍ରିୟା । ଯଦି ତୁମେ ଇନ୍ଦ୍ରିୟମାନଙ୍କର ମାଲିକ ହେବା ପାଇଁ ଚାହୁଁଛ, ଗୋସ୍ଵାମୀ, ସ୍ଵାମୀ, ତେବେ ତୁମକୁ ସର୍ବଦା ତୁମର ଇନ୍ଦ୍ରିୟମାନଙ୍କୁ ହୃଷୀକେଶଙ୍କ ସେବାରେ ନିଯୁକ୍ତ କରିବାକୁ ହେବ । ତାହା ହେଉଛି ଏକମାତ୍ର ପ୍ରକ୍ରିୟା । ଅନ୍ୟଥା ଏହା ସମ୍ଭବ ନୁହେଁ । ଯଥା ଶିଘ୍ର ତୁମେ ନିଜର ଇନ୍ଦ୍ରିୟଗୁଡିକୁ ଇନ୍ଦ୍ରିୟମାନଙ୍କର ମାଲିକଙ୍କର ସେବାରେ ନିଯୁକ୍ତ କରିବା ପାଇଁ ଟିକିଏ ଢ଼ିଲା ହୋଇଯାଅ, ତୂରନ୍ତ ମାୟା ଅଛି, "ଦୟାକରି, ଚାଲ ।" ଏହା ହେଉଛି ପ୍ରକ୍ରିୟା । କୃଷ୍ଣ ଭୁଲିୟା ଜୀବ ଭୋଗ ବାଞ୍ଛା କରେ, ପାଶେତେ ମାୟା ତାରେ ଜାପଟିୟା ଧରେ । ଯଥା ଶିଘ୍ର ତୁମେ କୃଷ୍ଣଙ୍କୁ ଭୁଲି ଯାଅ, ଏପରିକି ଏକ କ୍ଷଣ ପାଇଁ ମଧ୍ୟ, ତୂରନ୍ତ ମାୟା ଅଛି: "ମୋର ପ୍ରିୟ ବନ୍ଧୁ, ଦୟାକରି, ଏଠାକୁ ଆସ ।" ସେଥିପାଇଁ ଆମକୁ ବହୁତ ସତର୍କ ରହିବାକୁ ହେବ । ଆମେ କୃଷ୍ଣଙ୍କୁ ମୂର୍ତ୍ତକ ପାଇଁ ମଧ୍ୟ ଭୁଲି ପାରିବା ନାହିଁ । ସେଥିପାଇଁ ଜପ କରିବା କାର୍ଯ୍ୟକ୍ରମ, ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ, ହରେ ରାମ, ହରେ ରାମ, ରାମ... ସର୍ବଦା କୃଷ୍ଣଙ୍କୁ ମନେ ରଖ । ତେବେ ମାୟା ତୁମକୁ ସ୍ପର୍ଶ କରିବା ପାଇଁ ସକ୍ଷମ ହେବ ନାହିଁ । ମାମ ଏବ ଯେ ପ୍ରପଦ୍ୟନ୍ତେ ମାୟାମ ଏତାନ ତରନ୍ତି । ମାୟା ସ୍ପର୍ଶ କରି ପାରିବ ନାହିଁ । ଠିକ୍ ଯେପରି ହରିଦାସ ଠାକୁର । ସେ ହୃଷୀକେଶଙ୍କର ସେବାରେ ନିଯୁକ୍ତ । ମାୟା ପୂର୍ଣ୍ଣ ଶକ୍ତି ସହିତ ଆସିଲା । ତଥାପି, ସେ ପରାଜିତ ହେଲା; ହରିଦାସ ଠାକୁର ପରାଜିତ ହୋଇ ନ ଥିଲେ ।