OR/Prabhupada 0271 - କୃଷ୍ଣଙ୍କର ନାମ ହେଉଛି ଅଚ୍ୟୁତ । ସେ କଦାପି ପତୀତ ହୁଅନ୍ତି ନାହିଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0271 - in all Languages Category:OR-Quotes - 1973 Category:OR-Quotes - Lec...")
 
Line 6: Line 6:
[[Category:OR-Quotes - in United Kingdom]]
[[Category:OR-Quotes - in United Kingdom]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0270 - ସମସ୍ତଙ୍କର ପ୍ରାକୃତିକ ପ୍ରବୃତ୍ତି ଅଛି|0270|OR/Prabhupada 0272 - ଭକ୍ତି ହେଉଛି ଦିବ୍ୟ|0272}}
{{1080 videos navigation - All Languages|Oriya|OR/Prabhupada 0270 - ସମସ୍ତଙ୍କର ପ୍ରାକୃତିକ ପ୍ରବୃତ୍ତି ଅଛି|0270|OR/Prabhupada 0272 - ଭକ୍ତି ହେଉଛି ଦିବ୍ୟ|0272}}
<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|vs3Qwy0eqUY|କୃଷ୍ଣଙ୍କର ନାମ ହେଉଛି ଅଚ୍ୟୁତ । ସେ କଦାପି ପତୀତ ହୁଅନ୍ତି ନାହିଁ<br />- Prabhupāda 0271}}
{{youtube_right|FGZSc0cymI0|କୃଷ୍ଣଙ୍କର ନାମ ହେଉଛି ଅଚ୍ୟୁତ । ସେ କଦାପି ପତୀତ ହୁଅନ୍ତି ନାହିଁ<br />- Prabhupāda 0271}}
<!-- END VIDEO LINK -->
<!-- END VIDEO LINK -->

Line 25: Line 25:

<!-- BEGIN VANISOURCE LINK -->
<!-- BEGIN VANISOURCE LINK -->
'''[[Vanisource:Lecture on BG 2.10 -- London, August 16, 1973|Lecture on BG 2.10 -- London, August 16, 1973]]'''
'''[[Vanisource:730807 - Lecture BG 02.07 - London|Lecture on BG 2.7 -- London, August 7, 1973]]'''
<!-- END VANISOURCE LINK -->
<!-- END VANISOURCE LINK -->

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ତେବେ ଗୁଣ ସମାନ, କିନ୍ତୁ ମାତ୍ରା ଭିନ୍ନ । ତେଣୁ କାରଣ ଗୁଣ ସମାନ, ସେଥିପାଇଁ ଆମେ ଭଗବାନ, କୃଷ୍ଣଙ୍କ ପରି ସମସ୍ତ ପ୍ରବୃତ୍ତି ଆମର ଅଛି । କୃଷ୍ଣଙ୍କର ପ୍ରେମର ପ୍ରବୃତ୍ତି ତାଙ୍କର ଆନନ୍ଦର ଶକ୍ତି, ଶ୍ରୀମତି ରାଧାରାଣୀଙ୍କର ସହିତ ଅଛି । ସେହିପରି, କାରଣ ଆମେ କୃଷ୍ଣଙ୍କର ଅଂଶ ବିଶେଷ, ଆମର ମଧ୍ୟ ଏହି ଭଲ ପାଇବାର ପ୍ରବୃତ୍ତି ଅଛି । ତେଣୁ ଏହା ହେଉଛି ସ୍ଵଭାବ । କିନ୍ତୁ ଆମେ ଯେତେବେଳେ ଏହି ଭୌତିକ ପ୍ରକୃତିର ସଂସ୍ପର୍ଶରେ ଆସୁ... କୃଷ୍ଣ ଭୌତିକ ପ୍ରକୃତିର ସଂସ୍ପର୍ଶରେ ଆସନ୍ତି ନାହିଁ । ସେଥିପାଇଁ, କୃଷ୍ଣଙ୍କର ନାମ ହେଉଛି ଅଚ୍ୟୁତ । ସେ କଦାପି ପତୀତ ହୁଅନ୍ତି ନାହିଁ । କିନ୍ତୁ ପତୀତ ହେବାରେ ଆମେ ପ୍ରବଣ, କାହାର ଅଧିନରେ...ପ୍ରକୃତେଃ କ୍ରିୟମାଣାନି । ବର୍ତ୍ତମାନ ଆମେ ପ୍ରକୃତିର ପ୍ରଭାବ ଅଧିନରେ ଅଛୁ । ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ ([[Vanisource:BG 3.27|BG 3.27]]) । ଯଥାଶିଘ୍ର ଆମେ ପ୍ରକୃତିର ଜାଲରେ ପଡ଼ିବା, ଭୌତିକ ପ୍ରକୃତି, ଯାହାର ଅର୍ଥ ହେଉଛି... ପ୍ରକୃତି ତିନୋଟି ଜିନିଷକୁ ନେଇ ଗଢ଼ା, ସତ୍ଵ, ରଜ ଏବଂ ତମ । ତେବେ ଆମେ ଏକ ଗୁଣ ଅଭିଗ୍ରହଣ କରୁ । ତାହା ହେଉଛି କାରଣ, କାରଣଂ ଗୁଣସଙ୍ଗ ([[Vanisource:BG 13.22|BG 13.22]]) । ଗୁଣସଙ୍ଗ । ଅର୍ଥାତ୍ ଭିନ୍ନ ଗୁଣ ସାଙ୍ଗରେ ସଂଯୁକ୍ତ ହେବା । ଗୁଣ ସଙ୍ଗ ଅସ୍ୟ ଜୀବସ୍ୟ, ଜୀବର । ତାହା ହେଉଛି କାରଣ । ଜଣେ ପଚାରି ପାରେ: "ଯଦି ଜୀବ ଭଗବାନଙ୍କ ପରି ଭଲ, କାହିଁକି ଏକ ଜୀବ କୁକୁର ହେଉଛି, ଏବଂ ଏକ ଜୀବ ଭଗବାନ, ଦେବତା, ବ୍ରହ୍ମା ହେଉଛି?" ବର୍ତ୍ତମାନ ଉତ୍ତର ହେଉଛି କାରଣଂ । କାରଣ ହେଉଛି ଗୁଣସଙ୍ଗୋ ଽସ୍ୟ । ଅସ୍ୟ ଜୀବସ୍ୟ ଗୁଣ ସଙ୍ଗ । କାରଣ ସେ ଏକ ବିଶେଷ ଗୁଣ ସହିତ ସଂଯୁକ୍ତ ହେଉଛି । ସତ୍ଵଗୁଣ, ରଜୋଗୁଣ, ତମୋଗୁଣ ।  
ତେବେ ଗୁଣ ସମାନ, କିନ୍ତୁ ମାତ୍ରା ଭିନ୍ନ । ତେଣୁ କାରଣ ଗୁଣ ସମାନ, ସେଥିପାଇଁ ଆମେ ଭଗବାନ, କୃଷ୍ଣଙ୍କ ପରି ସମସ୍ତ ପ୍ରବୃତ୍ତି ଆମର ଅଛି । କୃଷ୍ଣଙ୍କର ପ୍ରେମର ପ୍ରବୃତ୍ତି ତାଙ୍କର ଆନନ୍ଦର ଶକ୍ତି, ଶ୍ରୀମତି ରାଧାରାଣୀଙ୍କର ସହିତ ଅଛି । ସେହିପରି, କାରଣ ଆମେ କୃଷ୍ଣଙ୍କର ଅଂଶ ବିଶେଷ, ଆମର ମଧ୍ୟ ଏହି ଭଲ ପାଇବାର ପ୍ରବୃତ୍ତି ଅଛି । ତେଣୁ ଏହା ହେଉଛି ସ୍ଵଭାବ । କିନ୍ତୁ ଆମେ ଯେତେବେଳେ ଏହି ଭୌତିକ ପ୍ରକୃତିର ସଂସ୍ପର୍ଶରେ ଆସୁ... କୃଷ୍ଣ ଭୌତିକ ପ୍ରକୃତିର ସଂସ୍ପର୍ଶରେ ଆସନ୍ତି ନାହିଁ । ସେଥିପାଇଁ, କୃଷ୍ଣଙ୍କର ନାମ ହେଉଛି ଅଚ୍ୟୁତ । ସେ କଦାପି ପତୀତ ହୁଅନ୍ତି ନାହିଁ । କିନ୍ତୁ ପତୀତ ହେବାରେ ଆମେ ପ୍ରବଣ, କାହାର ଅଧିନରେ...ପ୍ରକୃତେଃ କ୍ରିୟମାଣାନି । ବର୍ତ୍ତମାନ ଆମେ ପ୍ରକୃତିର ପ୍ରଭାବ ଅଧିନରେ ଅଛୁ । ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ ([[Vanisource:BG 3.27 (1972)|BG 3.27]]) । ଯଥାଶିଘ୍ର ଆମେ ପ୍ରକୃତିର ଜାଲରେ ପଡ଼ିବା, ଭୌତିକ ପ୍ରକୃତି, ଯାହାର ଅର୍ଥ ହେଉଛି... ପ୍ରକୃତି ତିନୋଟି ଜିନିଷକୁ ନେଇ ଗଢ଼ା, ସତ୍ଵ, ରଜ ଏବଂ ତମ । ତେବେ ଆମେ ଏକ ଗୁଣ ଅଭିଗ୍ରହଣ କରୁ । ତାହା ହେଉଛି କାରଣ, କାରଣଂ ଗୁଣସଙ୍ଗ ([[Vanisource:BG 13.22 (1972)|BG 13.22]]) । ଗୁଣସଙ୍ଗ । ଅର୍ଥାତ୍ ଭିନ୍ନ ଗୁଣ ସାଙ୍ଗରେ ସଂଯୁକ୍ତ ହେବା । ଗୁଣ ସଙ୍ଗ ଅସ୍ୟ ଜୀବସ୍ୟ, ଜୀବର । ତାହା ହେଉଛି କାରଣ । ଜଣେ ପଚାରି ପାରେ: "ଯଦି ଜୀବ ଭଗବାନଙ୍କ ପରି ଭଲ, କାହିଁକି ଏକ ଜୀବ କୁକୁର ହେଉଛି, ଏବଂ ଏକ ଜୀବ ଭଗବାନ, ଦେବତା, ବ୍ରହ୍ମା ହେଉଛି?" ବର୍ତ୍ତମାନ ଉତ୍ତର ହେଉଛି କାରଣଂ । କାରଣ ହେଉଛି ଗୁଣସଙ୍ଗୋ ଽସ୍ୟ । ଅସ୍ୟ ଜୀବସ୍ୟ ଗୁଣ ସଙ୍ଗ । କାରଣ ସେ ଏକ ବିଶେଷ ଗୁଣ ସହିତ ସଂଯୁକ୍ତ ହେଉଛି । ସତ୍ଵଗୁଣ, ରଜୋଗୁଣ, ତମୋଗୁଣ ।  

ତେବେ ଏହି ଗୁଣଗୁଡ଼ିକ ଅତି ବିସ୍ତାରରେ ଉପନିଷେଦରେ ବର୍ଣ୍ଣନା କରାଯାଇଛି, କିପରି ଗୁଣ ସଙ୍ଗ କାର୍ଯ୍ୟ କରୁଛି । ଯେପରି ଅଗ୍ନି । ଏଗୁଡ଼ିକ ହେଉଛି ଅଗ୍ନିକଣିକା । ବେଳେ ବେଳେ ଅଗ୍ନି କଣିକା ଅଗ୍ନିରୁ ବାହାରି ତଳେ ପଡ଼ିଯାଏ । ବର୍ତ୍ତମାନ ଅଗ୍ନିକଣିକା ତଳେ ପଡ଼ିବାର ତିନୋଟି ସର୍ତ୍ତ ଅଛି । ଯଦି ଅଗ୍ନିକଣିକା ଶୁଖିଲା ଘାସ ଉପରେ ପଡ଼େ, ତେବେ ଏହା ତୂରନ୍ତ ଘାସକୁ ପ୍ରଜ୍ଵଳିତ କରେ, ଶୁଖିଲା ଘାସକୁ । ଯଦି ଅଗ୍ନିକଣିକା ସାଧାରଣ ଘାସ ଉପରେ ପଡ଼େ, ତେବେ ଏହା କିଛି ସମୟ ପାଇଁ ଜଳେ, ତାପରେ ଏହା ଲିଭି ଯାଏ । କିନ୍ତୁ ଯଦି ଅଗ୍ନିକଣିକା ପାଣିରେ ପଡ଼େ, ତୂରନ୍ତ ଲିଭି ଯାଏ, ଉଗ୍ର ଗୁଣ । ତେଣୁ ଯେଉଁମାନେ ସତ୍ଵଗୁଣର ଅଭିଗ୍ରହଣରେ ଅଛନ୍ତି, ସତ୍ଵଗୁଣ, ସେମାନେ ବୁଦ୍ଧିମାନ । ସେମାନଙ୍କର ଜ୍ଞାନ ଅଛି । ଯେପରି ବ୍ରାହ୍ମଣ । ଏବଂ ଯେଉଁମାନେ ରଜୋଗୁଣର ଅଭିଗ୍ରହଣରେ ଅଛନ୍ତି, ସେମାନେ ଭୌତିକ କାର୍ଯ୍ୟରେ ବ୍ୟସ୍ତ । ଏବଂ ଯେଉଁମାନେ ତମୋଗୁଣ ଅଧିନରେ ଅଛନ୍ତି, ସେମାନେ ହେଉଛନ୍ତି ଅଳସୁଆ ଏବଂ ନିଦ୍ରାଳୁ । ବାସ୍ । ଏଗୁଡ଼ିକ ହେଉଛି ଲକ୍ଷଣ । ତମୋ ଗୁଣ ଅର୍ଥାତ୍ ସେମାନେ ଭାରୀ ଅଳସୁଆ ଏବଂ ନିଦ୍ରାଳୁ । ରଜୋ ଗୁଣ ଅର୍ଥାତ୍ ଅତି ସକ୍ରିୟ, କିନ୍ତୁ ମାଙ୍କଡ଼ ପରି ସକ୍ରିୟ । ଠିକ୍ ଯେପରି ମାଙ୍କଡ଼ ଅତି ସକ୍ରିୟ, କିନ୍ତୁ ସେମାନେ ବହୁତ ହାନିକାରକ ଅଟନ୍ତି । ଯଥା ଶିଘ୍ର...ମାଙ୍କଡ଼, ତୁମେ ନିଷ୍କ୍ରିୟତା କଦାପି ଦେଖିବ ନାହିଁ । ଯେତେବେଳେ ଏହା ବସେ, "ଏହା ଗଟ୍ ଗଟ୍ ଗଟ୍ କରେ ।"  

<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 12:36, 12 August 2021

Lecture on BG 2.7 -- London, August 7, 1973

ତେବେ ଗୁଣ ସମାନ, କିନ୍ତୁ ମାତ୍ରା ଭିନ୍ନ । ତେଣୁ କାରଣ ଗୁଣ ସମାନ, ସେଥିପାଇଁ ଆମେ ଭଗବାନ, କୃଷ୍ଣଙ୍କ ପରି ସମସ୍ତ ପ୍ରବୃତ୍ତି ଆମର ଅଛି । କୃଷ୍ଣଙ୍କର ପ୍ରେମର ପ୍ରବୃତ୍ତି ତାଙ୍କର ଆନନ୍ଦର ଶକ୍ତି, ଶ୍ରୀମତି ରାଧାରାଣୀଙ୍କର ସହିତ ଅଛି । ସେହିପରି, କାରଣ ଆମେ କୃଷ୍ଣଙ୍କର ଅଂଶ ବିଶେଷ, ଆମର ମଧ୍ୟ ଏହି ଭଲ ପାଇବାର ପ୍ରବୃତ୍ତି ଅଛି । ତେଣୁ ଏହା ହେଉଛି ସ୍ଵଭାବ । କିନ୍ତୁ ଆମେ ଯେତେବେଳେ ଏହି ଭୌତିକ ପ୍ରକୃତିର ସଂସ୍ପର୍ଶରେ ଆସୁ... କୃଷ୍ଣ ଭୌତିକ ପ୍ରକୃତିର ସଂସ୍ପର୍ଶରେ ଆସନ୍ତି ନାହିଁ । ସେଥିପାଇଁ, କୃଷ୍ଣଙ୍କର ନାମ ହେଉଛି ଅଚ୍ୟୁତ । ସେ କଦାପି ପତୀତ ହୁଅନ୍ତି ନାହିଁ । କିନ୍ତୁ ପତୀତ ହେବାରେ ଆମେ ପ୍ରବଣ, କାହାର ଅଧିନରେ...ପ୍ରକୃତେଃ କ୍ରିୟମାଣାନି । ବର୍ତ୍ତମାନ ଆମେ ପ୍ରକୃତିର ପ୍ରଭାବ ଅଧିନରେ ଅଛୁ । ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ (BG 3.27) । ଯଥାଶିଘ୍ର ଆମେ ପ୍ରକୃତିର ଜାଲରେ ପଡ଼ିବା, ଭୌତିକ ପ୍ରକୃତି, ଯାହାର ଅର୍ଥ ହେଉଛି... ପ୍ରକୃତି ତିନୋଟି ଜିନିଷକୁ ନେଇ ଗଢ଼ା, ସତ୍ଵ, ରଜ ଏବଂ ତମ । ତେବେ ଆମେ ଏକ ଗୁଣ ଅଭିଗ୍ରହଣ କରୁ । ତାହା ହେଉଛି କାରଣ, କାରଣଂ ଗୁଣସଙ୍ଗ (BG 13.22) । ଗୁଣସଙ୍ଗ । ଅର୍ଥାତ୍ ଭିନ୍ନ ଗୁଣ ସାଙ୍ଗରେ ସଂଯୁକ୍ତ ହେବା । ଗୁଣ ସଙ୍ଗ ଅସ୍ୟ ଜୀବସ୍ୟ, ଜୀବର । ତାହା ହେଉଛି କାରଣ । ଜଣେ ପଚାରି ପାରେ: "ଯଦି ଜୀବ ଭଗବାନଙ୍କ ପରି ଭଲ, କାହିଁକି ଏକ ଜୀବ କୁକୁର ହେଉଛି, ଏବଂ ଏକ ଜୀବ ଭଗବାନ, ଦେବତା, ବ୍ରହ୍ମା ହେଉଛି?" ବର୍ତ୍ତମାନ ଉତ୍ତର ହେଉଛି କାରଣଂ । କାରଣ ହେଉଛି ଗୁଣସଙ୍ଗୋ ଽସ୍ୟ । ଅସ୍ୟ ଜୀବସ୍ୟ ଗୁଣ ସଙ୍ଗ । କାରଣ ସେ ଏକ ବିଶେଷ ଗୁଣ ସହିତ ସଂଯୁକ୍ତ ହେଉଛି । ସତ୍ଵଗୁଣ, ରଜୋଗୁଣ, ତମୋଗୁଣ ।