OR/Prabhupada 0302 - ଲୋକମାନେ ଅତ୍ମସମର୍ପଣ କରିବା ପାଇଁ ଇଛୁକ ନୁହଁନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0302 - in all Languages Category:OR-Quotes - 1968 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Seattle]]
[[Category:OR-Quotes - in USA, Seattle]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0301 - ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି - ସେମାନେ ନୃତ୍ୟ କରୁଛନ୍ତି|0301|OR/Prabhupada 0303 - ଦିବ୍ୟ । ତୁମେ ଉର୍ଦ୍ଧ୍ଵରେ|0303}}
{{1080 videos navigation - All Languages|Oriya|OR/Prabhupada 0301 - ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି - ସେମାନେ ନୃତ୍ୟ କରୁଛନ୍ତି|0301|OR/Prabhupada 0303 - ଦିବ୍ୟ । ତୁମେ ଉର୍ଦ୍ଧ୍ଵରେ|0303}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|renP2FAKkrs|ଲୋକମାନେ ଅତ୍ମସମର୍ପଣ କରିବା ପାଇଁ ଇଛୁକ ନୁହଁନ୍ତି<br />- Prabhupāda 0302}}
{{youtube_right|fnCBxU_5RiI|ଲୋକମାନେ ଅତ୍ମସମର୍ପଣ କରିବା ପାଇଁ ଇଛୁକ ନୁହଁନ୍ତି<br />- Prabhupāda 0302}}
<!-- END VIDEO LINK -->
<!-- END VIDEO LINK -->


Line 38: Line 38:
ତମାଳ କୃଷ୍ଣ: ଠିକ ଅଛି । "ଭଗବଦ୍ ଗୀତାରେ ଆମକୁ ସୂଚନା ଦିଆଯାଏ ଯେ ପ୍ରାକୃତିକ ସ୍ଵଭାବ ଏକ ଜୀବର ହେଉଛି ଜୀବାତ୍ମା । ସେ ପଦାର୍ଥ ନୁହେଁ । ସେଥିପାଇଁ ଜୀବାତ୍ମା ରୂପେ ସେ ପରମାତ୍ମାଙ୍କର ଅଂଶ ବିଶେଷ, ପରମ ସତ୍ୟ, ପରମ ପୁରୁଷ ଭଗବାନ । ଆମେ ମଧ୍ୟ ଏହା ଶିଖୁ ଯେ ଆତ୍ମାର କର୍ତ୍ତବ୍ୟ ହେଉଛି ଆତ୍ମସମର୍ପଣ କରିବା, କେବଳ ତାପରେ ସେ ଖୁସୀ ହୋଇପାରିବ । ଭଗବଦ୍ ଗୀତାର ଶେଷ ନିର୍ଦ୍ଦେଶ ହେଉଛି ଯେ ଆତ୍ମାକୁ ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରିବାକୁ ହେବ, ପରମାତ୍ମାଙ୍କୁ, କୃଷ୍ଣ, ଏବଂ ଏହିପରି ଭାବରେ ଖୁସୀ ଅନୁଭବ କରିବାକୁ ହେବ । ଏଠାରେ ମଧ୍ୟ ଭଗବାନ ଚୈତନ୍ୟ ସନାତନଙ୍କର ପ୍ରଶ୍ନର ଉତ୍ତର ଦେଉଛନ୍ତି, ସେହି ଏକା ସତ୍ୟକୁ ପୁନରାବୃତ୍ତି କରୁଛନ୍ତି, କିନ୍ତୁ ତାଙ୍କୁ ଜୀବାତ୍ମା ବିଷୟରେ ସୂଚନା ନ ଦେଇ ଯାହା ଭଗବଦ୍ ଗୀତାରେ ପୂର୍ବରୁ ବର୍ଣ୍ଣନା କରାଯାଇଛି ।"  
ତମାଳ କୃଷ୍ଣ: ଠିକ ଅଛି । "ଭଗବଦ୍ ଗୀତାରେ ଆମକୁ ସୂଚନା ଦିଆଯାଏ ଯେ ପ୍ରାକୃତିକ ସ୍ଵଭାବ ଏକ ଜୀବର ହେଉଛି ଜୀବାତ୍ମା । ସେ ପଦାର୍ଥ ନୁହେଁ । ସେଥିପାଇଁ ଜୀବାତ୍ମା ରୂପେ ସେ ପରମାତ୍ମାଙ୍କର ଅଂଶ ବିଶେଷ, ପରମ ସତ୍ୟ, ପରମ ପୁରୁଷ ଭଗବାନ । ଆମେ ମଧ୍ୟ ଏହା ଶିଖୁ ଯେ ଆତ୍ମାର କର୍ତ୍ତବ୍ୟ ହେଉଛି ଆତ୍ମସମର୍ପଣ କରିବା, କେବଳ ତାପରେ ସେ ଖୁସୀ ହୋଇପାରିବ । ଭଗବଦ୍ ଗୀତାର ଶେଷ ନିର୍ଦ୍ଦେଶ ହେଉଛି ଯେ ଆତ୍ମାକୁ ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରିବାକୁ ହେବ, ପରମାତ୍ମାଙ୍କୁ, କୃଷ୍ଣ, ଏବଂ ଏହିପରି ଭାବରେ ଖୁସୀ ଅନୁଭବ କରିବାକୁ ହେବ । ଏଠାରେ ମଧ୍ୟ ଭଗବାନ ଚୈତନ୍ୟ ସନାତନଙ୍କର ପ୍ରଶ୍ନର ଉତ୍ତର ଦେଉଛନ୍ତି, ସେହି ଏକା ସତ୍ୟକୁ ପୁନରାବୃତ୍ତି କରୁଛନ୍ତି, କିନ୍ତୁ ତାଙ୍କୁ ଜୀବାତ୍ମା ବିଷୟରେ ସୂଚନା ନ ଦେଇ ଯାହା ଭଗବଦ୍ ଗୀତାରେ ପୂର୍ବରୁ ବର୍ଣ୍ଣନା କରାଯାଇଛି ।"  


ପ୍ରଭୁପାଦ: ହଁ । ପ୍ରସଙ୍ଗ ହେଉଛି, ଯେ ଜୀବାତ୍ମାର ପ୍ରକୃତ ସ୍ଥିତି କ'ଣ, ତାହା ଶ୍ରୀମଦ୍ ଭାଗବତରେ ବିସ୍ତାରରେ ଆଲୋଚନା କରାଯାଇଛି । ବର୍ତ୍ତମାନ ଭଗବଦ୍ ଗୀତାର ଶେଷ ନିର୍ଦ୍ଦେଶ, ଯେପରି କୃଷ୍ଣ କୁହଁନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ([[Vanisource:BG 18.66|BG 18.66]])। ସେ ଅର୍ଜୁନଙ୍କୁ ସମସ୍ତ ପ୍ରକାରର ଯୋଗ ପ୍ରଣାଳୀର ନିର୍ଦ୍ଦେଶ ଦେଲେ, ସମସ୍ତ ପ୍ରକାରର ଧାର୍ମିକ ବିଧିବିଧାନ ପ୍ରକ୍ରିୟା, ଯଜ୍ଞ, ଏବଂ କାଳ୍ପନିକ ତତ୍ତ୍ଵଜ୍ଞାନ, ଶରୀରର ପ୍ରାକୃତିକ ସ୍ଥିତି, ଜୀବାତ୍ମାର ପ୍ରାକୃତିକ ସ୍ଥିତି । ସବୁକିଛି ସେ ଭଗବଦ୍ ଗୀତାରେ ବର୍ଣ୍ଣନା କରିଛନ୍ତି । ଏବଂ ପରିଶେଷରେ ସେ ଅର୍ଜୁନଙ୍କୁ କହୁଛନ୍ତି, "ମୋର ପ୍ରିୟ ଅର୍ଜୁନ, କାରଣ ତୁମେ ହେଉଛ ମୋର ଅନ୍ତରଙ୍ଗ ଏବଂ ପ୍ରିୟ ମିତ୍ର, ସେଥିପାଇଁ ମୁଁ ବୈଦିକ ଜ୍ଞାନର ସବୁଠାରୁ ଗୋପନୀୟ ଭାଗ କହୁଛି ।" ଏବଂ ତାହା କ'ଣ? "ତୁମେ କେବଳ ମୋତେ ଆତ୍ମସମର୍ପଣ କର ।" ବାସ୍ । ଲୋକମାନେ ଅତ୍ମସମର୍ପଣ କରିବା ପାଇଁ ଇଛୁକ ନୁହଁନ୍ତି, ସେଥିପାଇଁ ତାଙ୍କୁ ଏତେସାରା ଜିନିଷ ଶିଖିବାକୁ ହୁଏ । ଯେପରି ଏକ ଶିଶୁ, ତାର କେବଳ ମାତାପିତାଙ୍କୁ ଆତ୍ମସମର୍ପଣ କରିବାର ଭାବନା ଅଛି, ସେ ଖୁସୀ । ତତ୍ତ୍ଵଜ୍ଞାନ ଶିଖିବାର ଆବଶ୍ୟକତା ନାହିଁ, କିପରି ଅତି ଖୁସୀରେ ରହିବ । ଶିଶୁ ମାତାପିତାଙ୍କର ଯତ୍ନ ଉପରେ ପୂର୍ଣ୍ଣ ଭାବରେ ନିର୍ଭରଶୀଳ ଏବଂ ସେ ଖୁସୀ । କେବଳ ତତ୍ତ୍ଵଜ୍ଞାନ । କିନ୍ତୁ କାରଣ ଆମେ ସଭ୍ୟତାରେ ଉନ୍ନତ, ଜ୍ଞାନରେ, ସେଥିପାଇଁ ଆମକୁ ଏହି ସରଳ ତତ୍ତ୍ଵଜ୍ଞାନକୁ ବୁଝିବାକୁ ଚାହୁଁଛୁ ଶଦ୍ଦର ଏତେସାରା ଜାଦୁଗରୀରେ । ବାସ୍ । ତେଣୁ ତୁମେ ଯଦି ଶଦ୍ଦର ଜାଦୁଗରୀରେ ଶିଖିବାକୁ ଚାହୁଁଛ, ତେବେ ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଏହାର ଅଭାବ ନାହିଁ । ଆମ ପାଖରେ ତତ୍ତ୍ଵଜ୍ଞାନର ବହୁତ ପୁସ୍ତକ ଅଛି । କିନ୍ତୁ ତୁମେ ଯଦି ଏହି ସରଳ ପ୍ରକ୍ରିୟା ଗ୍ରହଣ କରିବ, ଯେ ଅାମକୁ...ଭଗବାନ ହେଉଛନ୍ତି ମାହାନ ଏବଂ ଆମେ ହେଉଛି ଅଂଶ ବିଶେଷ; ସେଥିପାଇଁ ମୋର କର୍ତ୍ତବ୍ୟ ହେଉଛି ସେବା କରିବା ଏବଂ ଭଗବାନଙ୍କୁ ଆତ୍ମସମର୍ପଣ କରିବା । ବାସ୍ । ତେଣୁ ଚୈତନ୍ୟ ମହାପ୍ରଭୁ ଏହି ସମସ୍ତ ପ୍ରାକୃତିକ ସ୍ଥିତି ଆଲୋଚନା ନ କରି, ତତ୍ତ୍ଵଜ୍ଞାନ, ଜ୍ଞାନ, ଏବଂ ବହୁତସାରା ଅନ୍ୟକଥା, ଯୋଗପ୍ରଣାଳୀ, ସେ ତୂରନ୍ତ ଆରମ୍ଭ କରିଲେ ଯେ ଜୀବାତ୍ମାର ପ୍ରାକୃତିକ ସ୍ଥିତି ହେଉଛି ପରମଙ୍କର ସେବା କରିବା । ତାହା ହେଉଛି...ତାହା ହେଉଛି ଚୈତନ୍ୟ ମାହାପ୍ରଭୁଙ୍କର ଶିକ୍ଷାର ପ୍ରାରମ୍ଭ । ତାହାର ଅର୍ଥ ହେଉଛି ଯେଉଁଠାରେ ଭଗବଦ୍ ଗୀତାର ଶିକ୍ଷା ସମାପ୍ତ ହୁଏ, ଚୈତନ୍ୟ ମାହାପ୍ରଭୁ ସେହି ସ୍ଥାନରୁ ଆରମ୍ଭ କରିଛନ୍ତି ।  
ପ୍ରଭୁପାଦ: ହଁ । ପ୍ରସଙ୍ଗ ହେଉଛି, ଯେ ଜୀବାତ୍ମାର ପ୍ରକୃତ ସ୍ଥିତି କ'ଣ, ତାହା ଶ୍ରୀମଦ୍ ଭାଗବତରେ ବିସ୍ତାରରେ ଆଲୋଚନା କରାଯାଇଛି । ବର୍ତ୍ତମାନ ଭଗବଦ୍ ଗୀତାର ଶେଷ ନିର୍ଦ୍ଦେଶ, ଯେପରି କୃଷ୍ଣ କୁହଁନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ([[Vanisource:BG 18.66 (1972)|BG 18.66]])। ସେ ଅର୍ଜୁନଙ୍କୁ ସମସ୍ତ ପ୍ରକାରର ଯୋଗ ପ୍ରଣାଳୀର ନିର୍ଦ୍ଦେଶ ଦେଲେ, ସମସ୍ତ ପ୍ରକାରର ଧାର୍ମିକ ବିଧିବିଧାନ ପ୍ରକ୍ରିୟା, ଯଜ୍ଞ, ଏବଂ କାଳ୍ପନିକ ତତ୍ତ୍ଵଜ୍ଞାନ, ଶରୀରର ପ୍ରାକୃତିକ ସ୍ଥିତି, ଜୀବାତ୍ମାର ପ୍ରାକୃତିକ ସ୍ଥିତି । ସବୁକିଛି ସେ ଭଗବଦ୍ ଗୀତାରେ ବର୍ଣ୍ଣନା କରିଛନ୍ତି । ଏବଂ ପରିଶେଷରେ ସେ ଅର୍ଜୁନଙ୍କୁ କହୁଛନ୍ତି, "ମୋର ପ୍ରିୟ ଅର୍ଜୁନ, କାରଣ ତୁମେ ହେଉଛ ମୋର ଅନ୍ତରଙ୍ଗ ଏବଂ ପ୍ରିୟ ମିତ୍ର, ସେଥିପାଇଁ ମୁଁ ବୈଦିକ ଜ୍ଞାନର ସବୁଠାରୁ ଗୋପନୀୟ ଭାଗ କହୁଛି ।" ଏବଂ ତାହା କ'ଣ? "ତୁମେ କେବଳ ମୋତେ ଆତ୍ମସମର୍ପଣ କର ।" ବାସ୍ । ଲୋକମାନେ ଅତ୍ମସମର୍ପଣ କରିବା ପାଇଁ ଇଛୁକ ନୁହଁନ୍ତି, ସେଥିପାଇଁ ତାଙ୍କୁ ଏତେସାରା ଜିନିଷ ଶିଖିବାକୁ ହୁଏ । ଯେପରି ଏକ ଶିଶୁ, ତାର କେବଳ ମାତାପିତାଙ୍କୁ ଆତ୍ମସମର୍ପଣ କରିବାର ଭାବନା ଅଛି, ସେ ଖୁସୀ । ତତ୍ତ୍ଵଜ୍ଞାନ ଶିଖିବାର ଆବଶ୍ୟକତା ନାହିଁ, କିପରି ଅତି ଖୁସୀରେ ରହିବ । ଶିଶୁ ମାତାପିତାଙ୍କର ଯତ୍ନ ଉପରେ ପୂର୍ଣ୍ଣ ଭାବରେ ନିର୍ଭରଶୀଳ ଏବଂ ସେ ଖୁସୀ । କେବଳ ତତ୍ତ୍ଵଜ୍ଞାନ । କିନ୍ତୁ କାରଣ ଆମେ ସଭ୍ୟତାରେ ଉନ୍ନତ, ଜ୍ଞାନରେ, ସେଥିପାଇଁ ଆମକୁ ଏହି ସରଳ ତତ୍ତ୍ଵଜ୍ଞାନକୁ ବୁଝିବାକୁ ଚାହୁଁଛୁ ଶଦ୍ଦର ଏତେସାରା ଜାଦୁଗରୀରେ । ବାସ୍ । ତେଣୁ ତୁମେ ଯଦି ଶଦ୍ଦର ଜାଦୁଗରୀରେ ଶିଖିବାକୁ ଚାହୁଁଛ, ତେବେ ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଏହାର ଅଭାବ ନାହିଁ । ଆମ ପାଖରେ ତତ୍ତ୍ଵଜ୍ଞାନର ବହୁତ ପୁସ୍ତକ ଅଛି । କିନ୍ତୁ ତୁମେ ଯଦି ଏହି ସରଳ ପ୍ରକ୍ରିୟା ଗ୍ରହଣ କରିବ, ଯେ ଅାମକୁ...ଭଗବାନ ହେଉଛନ୍ତି ମାହାନ ଏବଂ ଆମେ ହେଉଛି ଅଂଶ ବିଶେଷ; ସେଥିପାଇଁ ମୋର କର୍ତ୍ତବ୍ୟ ହେଉଛି ସେବା କରିବା ଏବଂ ଭଗବାନଙ୍କୁ ଆତ୍ମସମର୍ପଣ କରିବା । ବାସ୍ । ତେଣୁ ଚୈତନ୍ୟ ମହାପ୍ରଭୁ ଏହି ସମସ୍ତ ପ୍ରାକୃତିକ ସ୍ଥିତି ଆଲୋଚନା ନ କରି, ତତ୍ତ୍ଵଜ୍ଞାନ, ଜ୍ଞାନ, ଏବଂ ବହୁତସାରା ଅନ୍ୟକଥା, ଯୋଗପ୍ରଣାଳୀ, ସେ ତୂରନ୍ତ ଆରମ୍ଭ କରିଲେ ଯେ ଜୀବାତ୍ମାର ପ୍ରାକୃତିକ ସ୍ଥିତି ହେଉଛି ପରମଙ୍କର ସେବା କରିବା । ତାହା ହେଉଛି...ତାହା ହେଉଛି ଚୈତନ୍ୟ ମାହାପ୍ରଭୁଙ୍କର ଶିକ୍ଷାର ପ୍ରାରମ୍ଭ । ତାହାର ଅର୍ଥ ହେଉଛି ଯେଉଁଠାରେ ଭଗବଦ୍ ଗୀତାର ଶିକ୍ଷା ସମାପ୍ତ ହୁଏ, ଚୈତନ୍ୟ ମାହାପ୍ରଭୁ ସେହି ସ୍ଥାନରୁ ଆରମ୍ଭ କରିଛନ୍ତି ।  


ପ୍ରଭୁପାଦ: ହଁ । ପଢ଼ି ଚାଲ ।  
ପ୍ରଭୁପାଦ: ହଁ । ପଢ଼ି ଚାଲ ।  

Latest revision as of 22:41, 1 October 2020



Lecture -- Seattle, October 2, 1968

ପ୍ରଭୁପାଦ: ତେବେ ଆମେ ଭଗବାନ ଚୈତନ୍ୟଙ୍କର ଶିକ୍ଷା ପଢ଼ୁଛୁ । ଆମେ ଆମର ଗତ ବୈଠକରୁ ଆରମ୍ଭ କରିଥିଲୁ, ଏବଂ ଆମେ ଏହାକୁ ପୁଣି ଥରେ ପଢ଼ିବା । ତୁମେ ଏହାକୁ ପଢ଼? ହଁ ।

ତମାଳ କୃଷ୍ଣ: ପୃଷ୍ଠା ଅଣତିରିଶି, କିନ୍ତୁ କେଉଁଠାରେ ଆପଣ ପଢ଼ା ଶେଷ କରିଥିଲେ?

ପ୍ରଭୁପାଦ: ଏହାକୁ ଯେଉଁଠାରୁ ବି ପଢ଼, ବାସ୍ । ହଁ ।

ତମାଳ କୃଷ୍ଣ: ଠିକ ଅଛି । "ଭଗବଦ୍ ଗୀତାରେ ଆମକୁ ସୂଚନା ଦିଆଯାଏ ଯେ ପ୍ରାକୃତିକ ସ୍ଵଭାବ ଏକ ଜୀବର ହେଉଛି ଜୀବାତ୍ମା । ସେ ପଦାର୍ଥ ନୁହେଁ । ସେଥିପାଇଁ ଜୀବାତ୍ମା ରୂପେ ସେ ପରମାତ୍ମାଙ୍କର ଅଂଶ ବିଶେଷ, ପରମ ସତ୍ୟ, ପରମ ପୁରୁଷ ଭଗବାନ । ଆମେ ମଧ୍ୟ ଏହା ଶିଖୁ ଯେ ଆତ୍ମାର କର୍ତ୍ତବ୍ୟ ହେଉଛି ଆତ୍ମସମର୍ପଣ କରିବା, କେବଳ ତାପରେ ସେ ଖୁସୀ ହୋଇପାରିବ । ଭଗବଦ୍ ଗୀତାର ଶେଷ ନିର୍ଦ୍ଦେଶ ହେଉଛି ଯେ ଆତ୍ମାକୁ ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରିବାକୁ ହେବ, ପରମାତ୍ମାଙ୍କୁ, କୃଷ୍ଣ, ଏବଂ ଏହିପରି ଭାବରେ ଖୁସୀ ଅନୁଭବ କରିବାକୁ ହେବ । ଏଠାରେ ମଧ୍ୟ ଭଗବାନ ଚୈତନ୍ୟ ସନାତନଙ୍କର ପ୍ରଶ୍ନର ଉତ୍ତର ଦେଉଛନ୍ତି, ସେହି ଏକା ସତ୍ୟକୁ ପୁନରାବୃତ୍ତି କରୁଛନ୍ତି, କିନ୍ତୁ ତାଙ୍କୁ ଜୀବାତ୍ମା ବିଷୟରେ ସୂଚନା ନ ଦେଇ ଯାହା ଭଗବଦ୍ ଗୀତାରେ ପୂର୍ବରୁ ବର୍ଣ୍ଣନା କରାଯାଇଛି ।"

ପ୍ରଭୁପାଦ: ହଁ । ପ୍ରସଙ୍ଗ ହେଉଛି, ଯେ ଜୀବାତ୍ମାର ପ୍ରକୃତ ସ୍ଥିତି କ'ଣ, ତାହା ଶ୍ରୀମଦ୍ ଭାଗବତରେ ବିସ୍ତାରରେ ଆଲୋଚନା କରାଯାଇଛି । ବର୍ତ୍ତମାନ ଭଗବଦ୍ ଗୀତାର ଶେଷ ନିର୍ଦ୍ଦେଶ, ଯେପରି କୃଷ୍ଣ କୁହଁନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66)। ସେ ଅର୍ଜୁନଙ୍କୁ ସମସ୍ତ ପ୍ରକାରର ଯୋଗ ପ୍ରଣାଳୀର ନିର୍ଦ୍ଦେଶ ଦେଲେ, ସମସ୍ତ ପ୍ରକାରର ଧାର୍ମିକ ବିଧିବିଧାନ ପ୍ରକ୍ରିୟା, ଯଜ୍ଞ, ଏବଂ କାଳ୍ପନିକ ତତ୍ତ୍ଵଜ୍ଞାନ, ଶରୀରର ପ୍ରାକୃତିକ ସ୍ଥିତି, ଜୀବାତ୍ମାର ପ୍ରାକୃତିକ ସ୍ଥିତି । ସବୁକିଛି ସେ ଭଗବଦ୍ ଗୀତାରେ ବର୍ଣ୍ଣନା କରିଛନ୍ତି । ଏବଂ ପରିଶେଷରେ ସେ ଅର୍ଜୁନଙ୍କୁ କହୁଛନ୍ତି, "ମୋର ପ୍ରିୟ ଅର୍ଜୁନ, କାରଣ ତୁମେ ହେଉଛ ମୋର ଅନ୍ତରଙ୍ଗ ଏବଂ ପ୍ରିୟ ମିତ୍ର, ସେଥିପାଇଁ ମୁଁ ବୈଦିକ ଜ୍ଞାନର ସବୁଠାରୁ ଗୋପନୀୟ ଭାଗ କହୁଛି ।" ଏବଂ ତାହା କ'ଣ? "ତୁମେ କେବଳ ମୋତେ ଆତ୍ମସମର୍ପଣ କର ।" ବାସ୍ । ଲୋକମାନେ ଅତ୍ମସମର୍ପଣ କରିବା ପାଇଁ ଇଛୁକ ନୁହଁନ୍ତି, ସେଥିପାଇଁ ତାଙ୍କୁ ଏତେସାରା ଜିନିଷ ଶିଖିବାକୁ ହୁଏ । ଯେପରି ଏକ ଶିଶୁ, ତାର କେବଳ ମାତାପିତାଙ୍କୁ ଆତ୍ମସମର୍ପଣ କରିବାର ଭାବନା ଅଛି, ସେ ଖୁସୀ । ତତ୍ତ୍ଵଜ୍ଞାନ ଶିଖିବାର ଆବଶ୍ୟକତା ନାହିଁ, କିପରି ଅତି ଖୁସୀରେ ରହିବ । ଶିଶୁ ମାତାପିତାଙ୍କର ଯତ୍ନ ଉପରେ ପୂର୍ଣ୍ଣ ଭାବରେ ନିର୍ଭରଶୀଳ ଏବଂ ସେ ଖୁସୀ । କେବଳ ତତ୍ତ୍ଵଜ୍ଞାନ । କିନ୍ତୁ କାରଣ ଆମେ ସଭ୍ୟତାରେ ଉନ୍ନତ, ଜ୍ଞାନରେ, ସେଥିପାଇଁ ଆମକୁ ଏହି ସରଳ ତତ୍ତ୍ଵଜ୍ଞାନକୁ ବୁଝିବାକୁ ଚାହୁଁଛୁ ଶଦ୍ଦର ଏତେସାରା ଜାଦୁଗରୀରେ । ବାସ୍ । ତେଣୁ ତୁମେ ଯଦି ଶଦ୍ଦର ଜାଦୁଗରୀରେ ଶିଖିବାକୁ ଚାହୁଁଛ, ତେବେ ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଏହାର ଅଭାବ ନାହିଁ । ଆମ ପାଖରେ ତତ୍ତ୍ଵଜ୍ଞାନର ବହୁତ ପୁସ୍ତକ ଅଛି । କିନ୍ତୁ ତୁମେ ଯଦି ଏହି ସରଳ ପ୍ରକ୍ରିୟା ଗ୍ରହଣ କରିବ, ଯେ ଅାମକୁ...ଭଗବାନ ହେଉଛନ୍ତି ମାହାନ ଏବଂ ଆମେ ହେଉଛି ଅଂଶ ବିଶେଷ; ସେଥିପାଇଁ ମୋର କର୍ତ୍ତବ୍ୟ ହେଉଛି ସେବା କରିବା ଏବଂ ଭଗବାନଙ୍କୁ ଆତ୍ମସମର୍ପଣ କରିବା । ବାସ୍ । ତେଣୁ ଚୈତନ୍ୟ ମହାପ୍ରଭୁ ଏହି ସମସ୍ତ ପ୍ରାକୃତିକ ସ୍ଥିତି ଆଲୋଚନା ନ କରି, ତତ୍ତ୍ଵଜ୍ଞାନ, ଜ୍ଞାନ, ଏବଂ ବହୁତସାରା ଅନ୍ୟକଥା, ଯୋଗପ୍ରଣାଳୀ, ସେ ତୂରନ୍ତ ଆରମ୍ଭ କରିଲେ ଯେ ଜୀବାତ୍ମାର ପ୍ରାକୃତିକ ସ୍ଥିତି ହେଉଛି ପରମଙ୍କର ସେବା କରିବା । ତାହା ହେଉଛି...ତାହା ହେଉଛି ଚୈତନ୍ୟ ମାହାପ୍ରଭୁଙ୍କର ଶିକ୍ଷାର ପ୍ରାରମ୍ଭ । ତାହାର ଅର୍ଥ ହେଉଛି ଯେଉଁଠାରେ ଭଗବଦ୍ ଗୀତାର ଶିକ୍ଷା ସମାପ୍ତ ହୁଏ, ଚୈତନ୍ୟ ମାହାପ୍ରଭୁ ସେହି ସ୍ଥାନରୁ ଆରମ୍ଭ କରିଛନ୍ତି ।

ପ୍ରଭୁପାଦ: ହଁ । ପଢ଼ି ଚାଲ ।

ତମାଳ କୃଷ୍ଣ: "ସେ ସେହି ପ୍ରସଙ୍ଗରୁ ଆରମ୍ଭ କରିଲେ ଯେଉଁଠାରେ କୃଷ୍ଣ ତାଙ୍କର ନିର୍ଦ୍ଦେଶ ଶେଷ କରିଥିଲେ । ଏହା ମାହାନ ଭକ୍ତମାନଙ୍କ ଦ୍ଵାରା ଗ୍ରହଣ କରାଯାଏ ଯେ ଭଗବାନ ଚୈତନ୍ୟ ହେଉଛନ୍ତି ସ୍ଵୟଂ କୃଷ୍ଣ, ଏବଂ ଗୀତାରେ ଯେଉଁ ପ୍ରସଙ୍ଗରେ ସେ ଶେଷ କରିଥିଲେ, ବର୍ତ୍ତମାନ ସେଠାରୁ ସେ ପୁଣି ତାଙ୍କର ନିର୍ଦ୍ଦେଶ ସନାତନଙ୍କୁ ତାଙ୍କର ଶିକ୍ଷା ଆରମ୍ଭ କରୁଛନ୍ତି । ଭଗବାନ ସନାତନଙ୍କୁ କହିଲେ, 'ତୁମର ପ୍ରକୃତ ସ୍ଥିତି ହେଉଛି ତୁମେ ଶୁଦ୍ଧ ଜୀବାତ୍ମା । ଏହି ଭୌତିକ ଶରୀର ତୁମର ପ୍ରକୃତ ପରିଚୟ ନୁହେଁ , ନା କି ତୁମର ମନ ତୁମର ପ୍ରକୃତ ପରିଚୟ, ନା ତୁମର ବୁଦ୍ଧି, ନା ତୁମର ମିଥ୍ୟା ଅହଂକାର ତୁମର ପ୍ରକୃତ ପରିଚୟ । ତୁମର ପ୍ରକୃତ ପରିଚୟ ହେଉଛି ତୁମେ ହେଉଛ ପରମ ଭଗବାନ କୃଷ୍ଣଙ୍କର ଶାଶ୍ଵତ ସେବକ ।"

ପ୍ରଭୁପାଦ: ବର୍ତ୍ତମାନ ଏଠାରେ କିଛି ମହତ୍ଵପୂର୍ଣ୍ଣ କଥା ଅଛି, ଯେ ଆମର ଆତ୍ମାନୁଭୂତିରେ, ଯେଉଁମାନେ ସ୍ଥୂଳ ଭାବରେ ଭୌତିକ ମଞ୍ଚରେ ଅଛନ୍ତି, ସେମାନେ ଭାବନ୍ତି ଯେ, ଏହି ଶରୀର, "ମୁଁ ହେଉଛି ଏହି ଶରୀର ।" ମୁଁ ହେଉଛି ଏହି ଶରୀର, ଶରୀର ଅର୍ଥାତ୍ ଚେତନା । ସେଥିପାଇଁ ମୋର ସନ୍ତୁଷ୍ଟି ଅର୍ଥାତ୍ ଇନ୍ଦ୍ରିୟମାନଙ୍କର ସନ୍ତୁଷ୍ଟି - ଇନ୍ଦ୍ରିୟ ସନ୍ତୁଷ୍ଟି । ଏହା ଆତ୍ମାନୁଭୂତିର ସ୍ଥୂଳତମ ରୂପ । ଏହି ଶରୀର ମଧ୍ୟ ସ୍ଵୟଂ । ଶରୀର ହେଉଛି ସ୍ଵୟଂ, ମନ ହେଉଛି ସ୍ଵୟଂ, ଏବଂ ଆତ୍ମା ମଧ୍ୟ ହେଉଛି ସ୍ଵୟଂ । ସ୍ଵୟଂ, ଉପଶଦ୍ଦ । ଶରୀର ଏବଂ ମନ ଏବଂ ଆତ୍ମା, ଉଦ୍ଭୟ ହେଉଛନ୍ତି...ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସ୍ଵୟଂ କୁହାଯାଏ । ବର୍ତ୍ତମାନ ଜୀବନର ସ୍ଥୂଳତମ ସ୍ଥିତିରେ, ଆମେ ଭାବୁଛୁ ଯେ ଏହି ଶରୀର ହେଉଛି ସ୍ଵୟଂ । ଏବଂ ଏକ ସୂକ୍ଷ୍ମ ସ୍ଥିତିରେ ଆମେ ଭାବୁ ଯେ ମନ ଏବଂ ବୁଦ୍ଧି ହେଉଛନ୍ତି ସ୍ଵୟଂ । କିନ୍ତୁ ବାସ୍ତବରେ, ସ୍ଵୟଂ ହେଉଛି ଏହି ଶରୀରରୁ ଉର୍ଦ୍ଧ୍ଵରେ, ମନରୁ ଉର୍ଦ୍ଧ୍ଵରେ, ଏହି ବୁଦ୍ଧିରୁ ଉର୍ଦ୍ଧ୍ଵରେ । ତାହା ହେଉଛି ସ୍ଥିତି । ଯେଉଁମାନେ ଆତ୍ମାନୁଭୂତିର ଶାରୀରିକ ସଂକଳ୍ପନାରେ ସ୍ଥୂଳ ଭାବରେ ଅଛନ୍ତି ସେମାନେ ହେଉଛନ୍ତି ଭୌତିକବାଦୀ । ଏବଂ ଯେଉଁମାନେ ମନ ଏବଂ ବୁଦ୍ଧିର ସଂକଳ୍ପନାରେ ଅଛନ୍ତି ସେମାନେ ହେଉଛନ୍ତି ଦାର୍ଶନିକ ଏବଂ କବି । ସେମାନେ ଦାର୍ଶନିକ କଥା କୁହଁନ୍ତି, କିମ୍ବା ଆମକୁ କବିତାରେ କିଛି ବିଚାର ଦିଅନ୍ତି, କିନ୍ତୁ ସେମାନଙ୍କର ଧାରଣା ତଥାପି ଭୁଲ । ଯେତେବେଳେ ତୁମେ ଆଧ୍ୟାତ୍ମିକ ସ୍ତରରେ ଆସ, ତେବେ ଏହାକୁ ଭକ୍ତିଯୋଗ କୁହାଯାଏ । ତାହା ଚୈତନ୍ୟ ମାହାପ୍ରଭୁଙ୍କ ଦ୍ଵାରା ବର୍ଣ୍ଣନା କରାଯାଇଛି ।