OR/Prabhupada 0347 - ପ୍ରଥମେ ତୁମକୁ ଜନ୍ମ ହେବାକୁ ପଡିବ ଯେଉଁଠାରେ କୃଷ୍ଣ ବର୍ତ୍ତମାନ ଅଛନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0347 - in all Languages Category:OR-Quotes - 1975 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in Mexico]]
[[Category:OR-Quotes - in Mexico]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0345 - କୃଷ୍ଣ ସମସ୍ତଙ୍କ ହୃଦୟରେ ବସିଛନ୍ତି|0345|OR/Prabhupada 0350 - ଆମେ ଲୋକମାନଙ୍କୁ କୃଷ୍ଣଙ୍କୁ ଦେଖିବା ପାଇଁ ଯୋଗ୍ୟ କରୁଛୁ|0350}}
{{1080 videos navigation - All Languages|Oriya|OR/Prabhupada 0346 - ପ୍ରଚାର ବିନା, ତତ୍ତ୍ଵଜ୍ଞାନ ନ ବୁଝି, ତୁମେ ତୁମର ଶକ୍ତି ସୁରକ୍ଷିତ ରଖିପାରିବ ନାହିଁ|0346|OR/Prabhupada 0348 - ଯଦି ଜଣେ ପଚାଶ ବର୍ଷ ପର୍ଯ୍ୟନ୍ତ କେବଳ ହରେ କୃଷ୍ଣ ମନ୍ତ୍ର ଜପ କରେ, ସେ ନିଶ୍ଚିତରେ ପୂର୍ଣ୍ଣ ହୋଇଯିବ|0348}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 17: Line 17:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|j_303G1U8-Q|ପ୍ରଥମେ ତୁମକୁ ଜନ୍ମ ହେବାକୁ ପଡିବ ଯେଉଁଠାରେ କୃଷ୍ଣ ବର୍ତ୍ତମାନ ଅଛନ୍ତି <br/>- Prabhupāda 0347}}
{{youtube_right|csKjatKQlHo|ପ୍ରଥମେ ତୁମକୁ ଜନ୍ମ ହେବାକୁ ପଡିବ ଯେଉଁଠାରେ କୃଷ୍ଣ ବର୍ତ୍ତମାନ ଅଛନ୍ତି <br/>- Prabhupāda 0347}}
<!-- END VIDEO LINK -->
<!-- END VIDEO LINK -->

Line 51: Line 51:
:ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା  
:ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା  
:ବିଶତେ ତଦନନ୍ତରମ୍  
:ବିଶତେ ତଦନନ୍ତରମ୍  
:([[Vanisource:BG 18.55|BG 18.55]])  
:([[Vanisource:BG 18.55 (1972)|BG 18.55]])  

ଏହାକୁ ଖୋଜ, ଭକ୍ତ୍ୟା ମାମଭିଜାନାତି ।  
ଏହାକୁ ଖୋଜ, ଭକ୍ତ୍ୟା ମାମଭିଜାନାତି ।  
Line 61: Line 61:
:ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା  
:ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା  
:ବିଶତେ ତଦନନ୍ତରମ୍  
:ବିଶତେ ତଦନନ୍ତରମ୍  
:([[Vanisource:BG 18.55|BG 18.55]])  
:([[Vanisource:BG 18.55 (1972)|BG 18.55]])  

ପ୍ରଭୁପାଦ: କେହି ମଧ୍ୟ ଭକ୍ତ ନ ହୋଇ ଭଗବାନଙ୍କର ସାମ୍ରାଜ୍ୟରେ ପ୍ରବେଶ କରି ପାରିବେ ନାହିଁ । (ବିରାମ) ଭକ୍ତ ହେବାରେ କୌଣସି ଅସୁବିଧା ହି ନାହିଁ କାରଣ... ଭକ୍ତ ହେବା ପାଇଁ ଚାରୋଟି ନିୟମ । ଗୋଟିଏ କଥା ହେଉଛି ସର୍ବଦା କୃଷ୍ଣଙ୍କୁ ସ୍ମରଣ କରିବା । ମନ୍ମନା ଭବ ମଦ୍ ଭକ୍ତୋ । ସେ ହେଉଛି ଭକ୍ତ । କେବଳ କୃଷ୍ଣଙ୍କୁ ସ୍ମରଣ କର । ତାହା ହେଉଛି ହରେ କୃଷ୍ଣ । ଯେତେବେଳେ ତୁମେ ହରେ କୃଷ୍ଣ ମନ୍ତ୍ର ଜପ କରୁଛ, ତୁମେ କୃଷ୍ଣଙ୍କୁ ସ୍ମରଣ କରୁଛ । ତୁମେ ତୁରନ୍ତ ଭକ୍ତ ହୋଇଯିବ  । ତେବେ ମନ୍ମନା ଭବ ହୋଇଯିବା ପରେ, ମଦଯାତୀ: "ତୁମେ ମୋତେ ପୂଜା କର," ମାଂ ନମସ୍କୁରୁ, ଏବଂ ଦଣ୍ଡବତ ପ୍ରଣାମ କର, " ଏହା ଭାରି ସରଳ । ଯଦି ତୁମେ କୃଷ୍ଣଙ୍କ ବିଷୟରେ ଭାବିବ ଏବଂ ଯଦି ତୁମେ ଦଣ୍ଡବତ ପ୍ରଣାମ କରିବ ଏବଂ ତୁମେ ଯଦି ତାଙ୍କୁ ପୂଜା କରିବ, ଏହି ତିନୋଟି ଜିନିଷ ତୁମକୁ ଭକ୍ତ କରି ଦେବ ଏବଂ ତୁମେ ଘରକୁ ଫେରିଯିବ, ଭଗବଦ୍ ଧାମକୁ । ଆମେ ଏହି କଥାଗୁଡ଼ିକୁ ଶିଖାଉ: ହରେ କୃଷ୍ଣ ମନ୍ତ୍ର ଜପ କର, ବିଗ୍ରହକୁ ଦଣ୍ଡବତ ପ୍ରଣାମ କର ଏବଂ ପୂଜା କର । ସମସ୍ତ କାମ ଶେଷ କର ।  

Latest revision as of 22:40, 1 October 2020

Lecture on BG 2.14 -- Mexico, February 14, 1975

ହୃଦୟାନନ୍ଦ: ଯଦି ଆମେ ନିଜକୁ ପାପମୁକ୍ତ କରିକି ଆମେ ଅନୁଭବ କରିପାରିବା କି ପରମ ପୁରୁଷ ଭଗବାନଙ୍କର ସହ ଆମର ସମ୍ବନ୍ଧକୁ?

ପ୍ରଭୁପାଦ: ହଁ । ତାହା ହେଉଛି ପାପରୁ ମୁକ୍ତ ହେବାର ଉଦ୍ଦେଶ୍ୟ ।

ହୃଦୟାନନ୍ଦ: (ସ୍ପାନିଶରେ)

ହନୁମାନ: ପ୍ରଭୁପାଦ, ମୁଁ ଜାଣିବାକୁ ଚାହୁଁଛି, ଆଧ୍ୟାତ୍ମିକ ଜଗତରେ ଜନ୍ମ ନାହିଁ କି, ଆମେ ଆଧ୍ୟାତ୍ମିକ ଜଗତରେ କିପରି ପୁନଃ ପ୍ରବେଶ କରିପାରିବା?

ପ୍ରଭୁପାଦ:କ'ଣ? ଜନ୍ମ ଅର୍ଥ ପ୍ରଥମେ ତୁମକୁ ଜନ୍ମ ହେବାକୁ ପଡିବ ଯେଉଁଠାରେ କୃଷ୍ଣ ବର୍ତ୍ତମାନ ଅଛନ୍ତି । କୃଷ୍ଣ କୌଣସି ଏକ ବ୍ରହ୍ମାଣ୍ଡରେ ଉପସ୍ଥିତ ଅଛନ୍ତି । ଅସଂଖ୍ୟ ବ୍ରହ୍ମାଣ୍ଡ ଅଛି । ତେଣୁ ତୁମେ ତୁମର ଜନ୍ମ ପରବର୍ତ୍ତୀ ବ୍ରହ୍ମାଣ୍ଡରେ ନିଅ, ବା ଯେଉଁଠାରେ ବର୍ତ୍ତମାନ କୃଷ୍ଣ ଅଛନ୍ତି । ତେବେ ତୁମେ ପ୍ରଶିକ୍ଷିତ ହୋଇଯିବ । ଏବଂ ଯେତେବେଳେ ତୁମେ ପ୍ରଶିକ୍ଷିତ, ହୋଇଯିବ ତେବେ ତୁମେ ବ୍ୟକ୍ତିଗତ ଭାବରେ ବୈକୁଣ୍ଠ ଯାଇ ପାରିବ । ଜନ୍ମ ନାହିଁ, ହମ୍, ତାହା କ'ଣ?

ହୃଦୟାନନ୍ଦ: ଆଉ କିଛି ପ୍ରଶ୍ନ ଏବଂ ଉତ୍ତର?

ପ୍ରଭୁପାଦ: ଯଦି ତୁମେ ଚାହଁ, ମୁଁ କହି ଚାଲିବି ।

ହୃଦୟାନନ୍ଦ: ଅନ୍ୟ କୌଣସି ଉପାୟ ଅଛି କି ଭଗବାନଙ୍କ ପାଖକୁ ଯିବା ପାଇଁ । ଯଦି ଅନ୍ୟ ଉପାୟ ଅଛି ।

ପ୍ରଭୁପାଦ: ନାହିଁ । (ହାସ୍ୟ) କାରଣ ଏହା ଭଗବଦ୍ ଗୀତାରେ କୁହାଯାଇଛି,

ଭକ୍ତ୍ୟା ମାମଭିଜାନାତି
ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ
ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା
ବିଶତେ ତଦନନ୍ତରମ୍
(BG 18.55)

ଏହାକୁ ଖୋଜ, ଭକ୍ତ୍ୟା ମାମଭିଜାନାତି ।

ହୃଦୟାନନ୍ଦ:

ଭକ୍ତ୍ୟା ମାମଭିଜାନାତି
ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ
ତତୋ ମାଂ ତତ୍ତ୍ଵତୋ ଜ୍ଞାତ୍ଵା
ବିଶତେ ତଦନନ୍ତରମ୍
(BG 18.55)

ପ୍ରଭୁପାଦ: କେହି ମଧ୍ୟ ଭକ୍ତ ନ ହୋଇ ଭଗବାନଙ୍କର ସାମ୍ରାଜ୍ୟରେ ପ୍ରବେଶ କରି ପାରିବେ ନାହିଁ । (ବିରାମ) ଭକ୍ତ ହେବାରେ କୌଣସି ଅସୁବିଧା ହି ନାହିଁ କାରଣ... ଭକ୍ତ ହେବା ପାଇଁ ଚାରୋଟି ନିୟମ । ଗୋଟିଏ କଥା ହେଉଛି ସର୍ବଦା କୃଷ୍ଣଙ୍କୁ ସ୍ମରଣ କରିବା । ମନ୍ମନା ଭବ ମଦ୍ ଭକ୍ତୋ । ସେ ହେଉଛି ଭକ୍ତ । କେବଳ କୃଷ୍ଣଙ୍କୁ ସ୍ମରଣ କର । ତାହା ହେଉଛି ହରେ କୃଷ୍ଣ । ଯେତେବେଳେ ତୁମେ ହରେ କୃଷ୍ଣ ମନ୍ତ୍ର ଜପ କରୁଛ, ତୁମେ କୃଷ୍ଣଙ୍କୁ ସ୍ମରଣ କରୁଛ । ତୁମେ ତୁରନ୍ତ ଭକ୍ତ ହୋଇଯିବ । ତେବେ ମନ୍ମନା ଭବ ହୋଇଯିବା ପରେ, ମଦଯାତୀ: "ତୁମେ ମୋତେ ପୂଜା କର," ମାଂ ନମସ୍କୁରୁ, ଏବଂ ଦଣ୍ଡବତ ପ୍ରଣାମ କର, " ଏହା ଭାରି ସରଳ । ଯଦି ତୁମେ କୃଷ୍ଣଙ୍କ ବିଷୟରେ ଭାବିବ ଏବଂ ଯଦି ତୁମେ ଦଣ୍ଡବତ ପ୍ରଣାମ କରିବ ଏବଂ ତୁମେ ଯଦି ତାଙ୍କୁ ପୂଜା କରିବ, ଏହି ତିନୋଟି ଜିନିଷ ତୁମକୁ ଭକ୍ତ କରି ଦେବ ଏବଂ ତୁମେ ଘରକୁ ଫେରିଯିବ, ଭଗବଦ୍ ଧାମକୁ । ଆମେ ଏହି କଥାଗୁଡ଼ିକୁ ଶିଖାଉ: ହରେ କୃଷ୍ଣ ମନ୍ତ୍ର ଜପ କର, ବିଗ୍ରହକୁ ଦଣ୍ଡବତ ପ୍ରଣାମ କର ଏବଂ ପୂଜା କର । ସମସ୍ତ କାମ ଶେଷ କର ।

ହୃଦାୟାନନ୍ଦ: (ସ୍ପେନିଶ)

ପ୍ରଭୁପାଦ: ତେବେ ସେମାନେ କାହିଁକି ଜ୍ଞାନ ପାଥରେ ଯାଉଛନ୍ତି? ଏଥିପାଇଁ ଏତେ ସାରା ଜ୍ଞାନ ଏବଂ ଏତେ ସାରା ବ୍ୟାକରଣର ଆବଶ୍ୟକତା ଅଛି, ଅତ୍ୟଧିକ ନାକ ଚିପିବା, ଏତେ ସାରା ଜିନିଷ । ତୁମେ ଏହି ସମସ୍ତ ଜିନିଷ ପରିହାର କର । କେବଳ ଏହି ତିନୋଟି ଜିନିଷ କର ତୁମେ ଭକ୍ତ ହୋଇଯିବ । କାହିଁକି ତୁମେ ସରଳ ଉପାୟ ଗ୍ରହଣ କରୁ ନାହଁ ଏବଂ ଘରକୁ ଫେରୁ ନାହଁ, ଭଗବଦ୍ ଧାମକୁ? ବହୁତ ବହୁତ ଧନ୍ୟବାଦ ।