OR/Prabhupada 0401 - ଶ୍ରୀ ଶ୍ରୀ ଶିକ୍ଷାଷ୍ଟକମ ଅଂଶର ଭାବାର୍ଥ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0401 - in all Languages Category:OR-Quotes - 1968 Category:OR-Quotes - Pur...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0396 - ରାଜା କୂଳଶେଖରଙ୍କର ପ୍ରାର୍ଥନାର ଭାବାର୍ଥ|0396|OR/Prabhupada 0405 - ଅସୁରମାନେ ବୁଝି ପାରନ୍ତି ନାହିଁ ଯେ ଭଗବାନ ହେଉଛନ୍ତି ଏକ ବ୍ୟକ୍ତି । ତାହା ହେଉଛି ଆସୁରିକ|0405}}
{{1080 videos navigation - All Languages|Oriya|OR/Prabhupada 0400 - ଶ୍ରୀ ଶ୍ରୀ ଶିକ୍ଷାଷ୍ଟକମର ଭାବାର୍ଥ|0400|OR/Prabhupada 0402 - ବିଭାବରି ଶେଷର ଭାବାର୍ଥ|0402}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|qkwxenlSxpw|ଶ୍ରୀ ଶ୍ରୀ ଶିକ୍ଷାଷ୍ଟକମ ଅଂଶର ଭାବାର୍ଥ <br/>- Prabhupāda 0401 }}
{{youtube_right|FFvtaeKxvtI|ଶ୍ରୀ ଶ୍ରୀ ଶିକ୍ଷାଷ୍ଟକମ ଅଂଶର ଭାବାର୍ଥ <br/>- Prabhupāda 0401 }}
<!-- END VIDEO LINK -->
<!-- END VIDEO LINK -->


<!-- BEGIN AUDIO LINK -->
<!-- BEGIN AUDIO LINK -->
<mp3player>https://s3.amazonaws.com/vanipedia/clip/V14-6_681228PU_LA_sri_sri_siksastakam_purport.mp3</mp3player>
<mp3player>https://s3.amazonaws.com/vanipedia/purports_and_songs/V14-6_681228PU_LA_sri_sri_siksastakam_purport.mp3</mp3player>
<!-- END AUDIO LINK -->
<!-- END AUDIO LINK -->



Latest revision as of 22:51, 1 October 2020



Purport Excerpt to Sri Sri Siksastakam -- Los Angeles, December 28, 1968

ଭଗବାନ ଚୈତନ୍ୟ ମହାପ୍ରଭୁ ତାଙ୍କର ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ କୃଷ୍ଣ ଚେତନାର ବିଜ୍ଞାନ ଉପରେ ପୁସ୍ତକ ଲେଖିବା ପାଇଁ । ଏକ କାର୍ଯ୍ୟ ଯାହାଦ୍ଵାରା ଯେଉଁମାନେ ତାଙ୍କୁ ଅନୁସରଣ କରନ୍ତି ଆଜି ପର୍ଯ୍ୟନ୍ତ ପାଳନ କରିବାକୁ ଜାରି ରଖିଛନ୍ତି । ଭଗବାନ ଚୈତନ୍ୟଙ୍କ ଦ୍ଵାରା ଶିକ୍ଷା ଦିଆଯାଇଥିବା ତତ୍ତ୍ଵଜ୍ଞାନର ବିସ୍ତାର ଏବଂ ବ୍ୟାଖ୍ୟା, ବାସ୍ତବରେ ବହୁତ ଅଧିକ, ଏବଂ ତର୍କଯୁକ୍ତ ଅଟେ, କାରଣ ଦୁନିଆର କୌଣସି ଧାର୍ମିକ ସଂସ୍କୃତିର ଗୁରୁ-ଶିଷ୍ୟ ପରମ୍ପରାର ଅଖଣ୍ଡ ବ୍ୟବସ୍ଥା ଯୋଗୁଁ । ହେଲେ ମଧ୍ୟ ଚୈତନ୍ୟ ମହାପ୍ରଭୁ, ତାଙ୍କ ଯୁବାବସ୍ଥାରେ ଏକ ବିଦ୍ଵାନ ରୂପରେ ଦୂର ଦୂର ପର୍ଯ୍ୟନ୍ତ ପ୍ରସିଦ୍ଧ ଥିଲେ, କେବଳ ଆଠଟି ଉକ୍ତି ଛାଡିଥିଲେ ଯାହାକୁ ଶିକ୍ଷାଷ୍ଟକମ୍ କୁହାଯାଏ ।

ଶ୍ରୀକୃଷ୍ଣଙ୍କର ସଂକୀର୍ତ୍ତନର ଜୟ, ଯାହା ହୃଦୟରେ ବର୍ଷ ବର୍ଷ ଧରି ଜମାହୋଇଥିବା ଧୂଳିକୁ ପରିଷୋଧ କରିଦିଏ । ଏହିପରି ବଦ୍ଧଜୀବିଙ୍କର, ଜନ୍ମ ମୃତ୍ୟୁର ପୁନରାବୃତ୍ତିର ଅଗ୍ନିକୁ ଲିଭାଇଦେବ । ଦ୍ଵିତୀୟ ଉକ୍ତି । ହେ ପ୍ରଭୁ, କେବଳ ଆପଣଙ୍କର ପବିତ୍ର ନାମ ଜୀବମାନଙ୍କୁ ସମସ୍ତ ଆର୍ଶୀବାଦ ପ୍ରଦାନ କରି ପାରିବ, ଏବଂ ସେଥିପାଇଁ ତୁମର ଲକ୍ଷ ଲକ୍ଷ ନାମ ଅଛି ଯେପରି କୃଷ୍ଣ, ଗୋବିନ୍ଦ, ଇତ୍ୟାଦି । ଏହି ଦିବ୍ୟ ନାମ ଗୁଡିକରେ ଆପଣ ଆପଣଙ୍କର ସମସ୍ତ ଦିବ୍ୟ ଶକ୍ତି ପ୍ରଦାନ କରିଛନ୍ତି, ଏବଂ ଏହି ପବିତ୍ର ନାମ ଗୁଡୁକୁ ଜପ କରିବା ପାଇଁ କୌଣସି କଠୋର ନିୟମ ନାହିଁ । ହେ ପ୍ରଭୁ, ଆପଣ ଏତେ ଦୟାଶୀଳ ଭାବରେ ଆପଣଙ୍କର ପବିତ୍ର ନାମ ଦ୍ଵାରା ଆପଣଙ୍କ ପାଖକୁ ଯିବା ସହଜ କରିଦେଲେ, କିନ୍ତୁ ମୁଁ କେତେ ହତଭାଗା, ସେଗୁଡିକ ପ୍ରତି ମୋର ଆକର୍ଷଣ ନାହିଁ । ତିନି । ଜଣେ ମନର ବିନମ୍ର ଅବସ୍ଥାରେ ଭଗବାନଙ୍କର ପବିତ୍ର ନାମ ଜପ କରିପାରିବ, ନିଜକୁ ରାସ୍ତାର କୁଟା ଠାରୁ ନୀଚ ବୋଲି ଭାବିବ, ବୃକ୍ଷଠାରୁ ଅଧିକ ସହିଷ୍ନୁ, ସମସ୍ତ ମିଥ୍ୟା ଖ୍ୟାତିରୁ ନିବୃତ ହେବ, ଏବଂ ଅନ୍ୟମାନଙ୍କୁ ସମସ୍ତ ସମ୍ମାନ ଦେବାକୁ ପ୍ରସ୍ତୁତ ରହିବ । ମନର ଏହି ସ୍ଥିତିରେ ଜଣେ ଭଗବାନଙ୍କର ପବିତ୍ର ନାମ ନିରନ୍ତର ଜପ କରିପାରିବ ।