OR/Prabhupada 0425 - ସେମାନେ କିଛି ପରିବର୍ତ୍ତନ କରି ଥାଇ ପାରନ୍ତି

Revision as of 09:24, 16 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0425 - in all Languages Category:OR-Quotes - 1975 Category:OR-Quotes - Con...")
(diff) ← Older revision | Latest revision (diff) | Newer revision → (diff)


Room Conversation with Carol Cameron -- May 9, 1975, Perth

ଗଣେଶ: ଶ୍ରୀଲା ପ୍ରଭୁପାଦ, ଯଦି ରାଜଋଷିମାନଙ୍କ ଦ୍ଵାରା ଜ୍ଞାନ ବିତରଣ କରାଯାଇଥିଲା, ଏବଂ ପରମ୍ପରାପ୍ରାପ୍ତମଂ (BG 4.2), ଏହା କିପରି ସମ୍ଭବ ଯେ ଜ୍ଞାନ ହଜିଗଲା?

ପ୍ରଭୁପାଦ: ଯେତେବେଳେ ଏହା ଦିଆଗଲା ନାହିଁ । କେବଳ କଳ୍ପନା ଦ୍ଵାରା ବୁଝା ଯାଏ । କିମ୍ଵା ଯଦି ଏହାକୁ ମୌଳିକ ରୂପରେ ନ ଦିଆଯାଏ । ସେମାନେ କିଛି ପରିବର୍ତ୍ତନ କରି ଥାଇ ପାରନ୍ତି । କିମ୍ଵା ସେମାନେ ଏହାକୁ ଦେଇ ନ ଥିବେ । ମନେକର ମୁଁ ଏହାକୁ ତୁମକୁ ଦେଲି, କିନ୍ତୁ ଯଦି ତୁମେ ତାହା କର ନାହିଁ, ତେବେ ଏହା ହଜିଯିବ । ବର୍ତ୍ତମାନ କୃଷ୍ଣ ଚେତନା ଆନ୍ଦୋଳନ ମୋର ଉପସ୍ଥିତିରେ ଚାଲିଛି । ବର୍ତ୍ତମାନ ମୋର ଦେହ ତ୍ୟାଗ ପରେ, ଯଦି ତୁମେ ଏହା କରିବ ନାହିଁ, ତେବେ ଏହା ହଜିଯିବ । ଯଦି ତୁମେ ଏପରି କରି ଚାଲିବ ଯେପରି ବର୍ତ୍ତମାନ କରୁଛ, ତେବେ ଏହା ଚାଲିବ । କିନ୍ତୁ ତୁମେ ଯଦି ବନ୍ଦ କରିଦେବ...