OR/Prabhupada 0458 - ହରେ କୃଷ୍ଣ ଜପ କରିବା - କୃଷ୍ଣଙ୍କୁ ତୁମ ଜିଭରେ ସ୍ପର୍ଶ କରିବା: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0458 - in all Languages Category:OR-Quotes - 1977 Category:OR-Quotes - Lec...")
 
No edit summary
 
Line 7: Line 7:
[[Category:OR-Quotes - in India, Mayapur]]
[[Category:OR-Quotes - in India, Mayapur]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0444 - ଗୋପୀମାନେ ବଦ୍ଧଜୀବି ନୁହଁନ୍ତି । ସେମାନେ ମୁକ୍ତ ଆତ୍ମା|0444|OR/Prabhupada 0462 - ବୈଷ୍ଣବ ଅପରାଧ ହେଉଛି ଏକ ମାହାନ ଅପରାଧ|0462}}
{{1080 videos navigation - All Languages|Oriya|OR/Prabhupada 0457 - କେବଳ ଅଭାବ ହେଉଛି କୃଷ୍ଣ ଚେତନାର|0457|OR/Prabhupada 0459 - ପ୍ରହଲ୍ଲାଦ ମାହାରାଜ ହେଉଛନ୍ତି ମାହାଜନମାନଙ୍କ ମଧ୍ୟରୁ ଜଣେ, ଅଧିକୃତ ବ୍ୟକ୍ତି|0459}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|QHSwCbYbGbk|ହରେ କୃଷ୍ଣ ଜପ କରିବା - କୃଷ୍ଣଙ୍କୁ ତୁମ ଜିଭରେ ସ୍ପର୍ଶ କରିବା<br />- Prabhupāda 0458}}
{{youtube_right|wtiViWHBbxs|ହରେ କୃଷ୍ଣ ଜପ କରିବା - କୃଷ୍ଣଙ୍କୁ ତୁମ ଜିଭରେ ସ୍ପର୍ଶ କରିବା<br />- Prabhupāda 0458}}
<!-- END VIDEO LINK -->
<!-- END VIDEO LINK -->



Latest revision as of 11:51, 2 July 2021



Lecture on SB 7.9.6 -- Mayapur, February 26, 1977

ପ୍ରଭୁପାଦ: ତେବେ ଯେତେବେଳେ ନୃସିଂହ ଦେବ ପ୍ରହଲ୍ଲାଦ ମାହାରାଜାଙ୍କର ମୁଣ୍ଡ ଛୁଇଁଥିଲେ, ତତ୍କାଳ ତୁମେ ମଧ୍ୟ ସେହି ସୁଯୋଗ ପାଇପାରିବ । "ସେହି ସୁବିଧା କ'ଣ? ନୃସିଂହ ଦେବ ଏଠାରେ ନାହାଁନ୍ତି । କୃଷ୍ଣ ଏଠାରେ ନାହାଁନ୍ତି ।" ନା । ସେ ଏଠାରେ ଅଛନ୍ତି । "ତାହା କ'ଣ?" ନାମ ରୂପ କଳି କାଳେ କୃଷ୍ଣ ଅବତାର (CC Adi 17.22) । କୃଷ୍ଣ ତାଙ୍କ ନାମ ଦ୍ଵାରା ଉପସ୍ଥିତ, କୃଷ୍ଣ । ଭାବ ନାହିଁ ଯେ ଏହି କୃଷ୍ଣ, ହରେ କୃଷ୍ଣ, ଏହି ନାମ, କୃଷ୍ଣଙ୍କ ଠାରୁ ଭିନ୍ନ । ପୂର୍ଣ୍ଣ । କୃଷ୍ଣ, କୃଷ୍ଣଙ୍କର ବିଗ୍ରହ, କୃଷ୍ଣଙ୍କର ନାମ, ବ୍ୟକ୍ତି କୃଷ୍ଣ - ସବୁକିଛି, ସେହି ପରମ ସତ୍ୟ । କୌଣସି ଅନ୍ତର ନାହିଁ । ତେଣୁ ଏହି ଯୁଗରେ କେବଳ ଜପ କରିବା ଦ୍ଵାରା: କୀର୍ତ୍ତନାଦ ଏବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ ବ୍ରଜେତ (SB 12.3.51) । କେବଳ କୃଷ୍ଣଙ୍କର ପବିତ୍ର ନାମ ଜପ କରିବା ଦ୍ଵାରା... ନାମ ଚିନ୍ତାମଣି କୃଷଃ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣଃ ଶୁଦ୍ଧୋ ନିତ୍ୟ ମୁକ୍ତଃ (CC Madhya 17.133) ଭାବ ନାହିଁ ଯେ କୃଷ୍ଣଙ୍କର ପବିତ୍ର ନାମ କୃଷ୍ଣଙ୍କ ଠାରୁ ଭିନ୍ନ । ଏହା ହେଉଛି ପୂର୍ଣ୍ଣତା । ପୂର୍ଣ୍ଣଃ ପୂର୍ଣ୍ଣମ ଅଦଃ ପୂର୍ଣ୍ଣମ ଇଦମ (Īśopaniṣad, Invocation) । ସବୁକିଛି ପୂର୍ଣ୍ଣ । ପୂର୍ଣ୍ଣ ଅର୍ଥାତ୍ "ପୁରା ।" ଆମେ ଆମର ଈଷୋପନିଷଦରେ ଏହି ପୂର୍ଣ୍ଣତାକୁ ବର୍ଣ୍ଣନା କରିବା ପାଇଁ ଚେଷ୍ଟା କରିଛୁ । ତୁମେ ପଢ଼ିଥିବ । ତେଣୁ କୃଷ୍ଣଙ୍କର ପବିତ୍ର ନାମ ସହିତ ଲାଗି ରୁହ । ତୁମେ ସେହି ଲାଭ ପାଇବ ଯାହା ପ୍ରହଲ୍ଲାଦ ମାହାରାଜା ପାଇଥିଲେ ନୃସିଂହ ଦେବଙ୍କର କମଳ ହାତର ପ୍ରତ୍ୟକ୍ଷ ସ୍ପର୍ଶ ଦ୍ଵାରା । କୌଣସି ଭିନ୍ନତା ନାହିଁ । ସର୍ବଦା ସେପରି ଭାବ, ଯେ ଯଥା ଶିଘ୍ର ତୁମେ ହରେ କୃଷ୍ଣ ମନ୍ତ୍ର ଜପ କରିବ, ତୁମେ ଜାଣିବା ଉଚିତ୍ ଯେ ତୁମେ କୃଷ୍ଣଙ୍କୁ ତୁମର ଜିଭ ଦ୍ଵାରା ସ୍ପର୍ଶ କରୁଛ । ତେବେ ତୁମେ ପ୍ରହଲ୍ଲାଦ ମାହାରାଜାଙ୍କ ପରି ସମାନ ଲାଭ ପାଇବ । ବହୁତ ବହୁତ ଧନ୍ୟବାଦ ।

ଭକ୍ତ: ଜୟ!