OR/Prabhupada 0492 - ବୁଦ୍ଧଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ତୁମେ ଏହି ଶରୀରକୁ ବିଘଟିତ କର, ନିର୍ବାଣ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0492 - in all Languages Category:OR-Quotes - 1974 Category:OR-Quotes - Lec...")
 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 6: Line 6:
[[Category:OR-Quotes - in Germany]]
[[Category:OR-Quotes - in Germany]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0485 - କୃଷ୍ଣଙ୍କର ଯେ କୌଣସି ଲୀଳା, ତାହା ଭକ୍ତମାନଙ୍କ ଦ୍ଵାରା ଆଡ଼ମ୍ଵରରେ ପାଳନ କରାଯାଏ|0485|OR/Prabhupada 0523 - ଅବତାର ଅର୍ଥାତ୍ ଯିଏ ଉଚ୍ଚସ୍ତରରୁ, ଉଚ୍ଚ ଗ୍ରହରୁ ଆସନ୍ତି|0523}}
{{1080 videos navigation - All Languages|Oriya|OR/Prabhupada 0491 - ମୋର ଇଚ୍ଛା ବିରୁଦ୍ଧରେ ଏତେ କଷ୍ଟ ଅଛି|0491|OR/Prabhupada 0493 - ଯେତେବେଳେ ଏହି ସ୍ତୁଳ ଶରୀର ବିଶ୍ରାମ ନେଉଛି, ସେହି ସମୟରେ ସୂକ୍ଷ୍ମ ଶରୀର କାମ କରୁଛି|0493}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|4liLZTCT_68|ବୁଦ୍ଧଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ତୁମେ ଏହି ଶରୀରକୁ ବିଘଟିତ କର, ନିର୍ବାଣ<br />- Prabhupāda 0492}}
{{youtube_right|Og8fVruKJW4|ବୁଦ୍ଧଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ତୁମେ ଏହି ଶରୀରକୁ ବିଘଟିତ କର, ନିର୍ବାଣ<br />- Prabhupāda 0492}}
<!-- END VIDEO LINK -->
<!-- END VIDEO LINK -->


Line 29: Line 29:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ବର୍ତ୍ତମାନ ଏହି ଶରୀର କ'ଣ? ଏହି ଶରୀର ହେଉଛି ପଦାର୍ଥର ମିଶ୍ରଣ । ପୃଥିବୀ, ଜଳ, ବାୟୁ, ଅଗ୍ନି, ଆକାଶ, ମନ, ବୁଦ୍ଧି, ଅହଂକାରର ସଂଯୋଗ - ଆଠଟି ଭୌତିକ ପଦାର୍ଥ, ପାଞ୍ଚଟି ସ୍ଥୂଳ ଏବଂ ତିନୋଟି ସୂକ୍ଷ୍ମ । ଏହି ଶରୀର ସେଥିରେ ଗଠିତ । ତେଣୁ ବୁଦ୍ଧଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ତୁମେ ଏହି ଶରୀରକୁ ବିଘଟିତ କର, ନିର୍ବାଣ । ଯେପରିକି ଏହି ଘର ପଥର, ଇଟା ଏବଂ କାଠ ଏବଂ ବହୁତ ଅନେକ ଜିନିଷକୁ ନେଇ ତିଆରି ହୋଇଛି । ତେବେ ତୁମେ ଏହାକୁ ଭାଙ୍ଗିଦିଅ, ଏବଂ ଆଉ ପଥର ନାହିଁ କି ଇଟା ନାହିଁ  । ତାହାକୁ ମାଟିରେ ମିଶେଇ ଦିଆଗଲା । ମାଟିରେ ଫିଙ୍ଗି ଦିଆଗଲା । ତେବେ ଘର ଆଉ ରହିଲା ନାହିଁ । ସେହିପରି, ତୁମେ ଯଦି ଶୂନ୍ୟ ହୋଇଯିବ, ଶରୀର ବିହୀନ, ତେବେ ତୁମେ ଯନ୍ତ୍ରଣା ଏବଂ ଆନନ୍ଦରୁ ମୁକ୍ତି ପାଇଯିବ । ଏହା ହେଉଛି ତାଙ୍କର ତତ୍ତ୍ଵଜ୍ଞାନ, ନିର୍ବାଣ ତତ୍ତ୍ଵଜ୍ଞାନ, ଶୂନ୍ୟବାଦୀ: "ଏହାକୁ ଶୂନ୍ୟ କରିଦିଅ ।" କିନ୍ତୁ ତାହା ସମ୍ଭବ ନୁହେଁ । ତାହା ସମ୍ଭବ ନୁହେଁ । ତୁମେ କରିପାରିବ ନାହିଁ । କାରଣ ତୁମେ ହେଉଛ ଜୀବାତ୍ମା । ତହା ବର୍ଣ୍ଣନା କରାଯିବ । ତୁମେ ହେଉଛ ଶାଶ୍ଵତ । ତୁମେ ଶୂନ୍ୟ ହୋଇପାରିବ ନାହିଁ । ତାହା ବର୍ଣ୍ଣନା କରାଯିବ, ନ ହନ୍ୟତେ ହନ୍ୟମାନେ ଶରୀରେ ([[Vanisource:BG 2.20|BG 2.20]]), ଯେ ଆମେ ଏହି ଶରୀର ତ୍ୟାଗ କରୁଛୁ, କିନ୍ତୁ ତୂରନ୍ତ ମୋତେ ଅନ୍ୟ ଏକ ଶରୀର ଗ୍ରହଣ କରିବାକୁ ପଡ଼ିବ, ତୂରନ୍ତ । ତେବେ ବିଘଟନ ହେବାର ପ୍ରଶ୍ନ କେଉଁଠାରେ ରହିଲା? ପ୍ରକୃତିର ନିୟମାନୁଯାୟୀ ତୁମେ ଅନ୍ୟ ଏକ ଶରୀର ପାଇବ । କାରଣ ତୁମେ ଉପଭୋଗ କରିବାକୁ ଚାହୁଁଛ, ତୁମେ ଏଠାକୁ ଏହି ଭୌତିକ ଦୁନିଆକୁ ଆସିଛ । ପଚାରିବାର କୌଣସି ପ୍ରଶ୍ନ ହିଁ ନାହିଁ । ସମସ୍ତେ ଜାଣିଛନ୍ତି ଯେ "ମୁଁ ଏହି ଭୌତିକ ଦୁନିଆରେ ଅଛି । ମୁଁ ପୂର୍ଣ୍ଣ ଭାବରେ ଉପଭୋଗ କରିବା ଉଚିତ୍ ।" ଜଣେ ଯିଏ ଜାଣି ନାହିଁ ଯେ "ମୁଁ ଅନ୍ୟ ଏକ ଜନ୍ମ ନେବାକୁ ଯାଉଛି," ସେ ଭାବୁଛି, "ଏହା ଭୌତିକ ପଦାର୍ଥର ଏକ ମିଶ୍ରଣ - ପୃଥିବୀ, ଜଳ, ବାୟୁ, ଅଗ୍ନି । ତେଣୁ ଯେତେବେଳେ ଏହା ଭାଙ୍ଗିଯିବ, ତେବେ ସବୁ କିଛି ସମାପ୍ତ ହୋଇଯିବ । ତେଣୁ ଯେ ପର୍ଯ୍ୟନ୍ତ ମୋତେ ଏହି ସୁଯୋଗ ମିଳିଛି, ମୋତେ ପୂର୍ଣ୍ଣତାର ସହିତ ଉପଭୋଗ କରିବାକୁ ଦିଅ ।" ଏହାକୁ ଭୌତିକ ଚିନ୍ତାଧାରା କୁହାଯାଏ, ନାସ୍ତିକ, ନାସ୍ତିକ, ଯିଏ ଜାଣି ନାହିଁ ଯେ ଆମେ ହେଉଛୁ ଶାଶ୍ଵତ ଆତ୍ମା, ଆମେ କେବଳ ଶରୀର ପରିବର୍ତ୍ତନ କରୁ । ନାସ୍ତିକମାନେ ଭାବନ୍ତି ଯେ ନଷ୍ଟ ହୋଇଯିବା ପରେ...
ବର୍ତ୍ତମାନ ଏହି ଶରୀର କ'ଣ? ଏହି ଶରୀର ହେଉଛି ପଦାର୍ଥର ମିଶ୍ରଣ । ପୃଥିବୀ, ଜଳ, ବାୟୁ, ଅଗ୍ନି, ଆକାଶ, ମନ, ବୁଦ୍ଧି, ଅହଂକାରର ସଂଯୋଗ - ଆଠଟି ଭୌତିକ ପଦାର୍ଥ, ପାଞ୍ଚଟି ସ୍ଥୂଳ ଏବଂ ତିନୋଟି ସୂକ୍ଷ୍ମ । ଏହି ଶରୀର ସେଥିରେ ଗଠିତ । ତେଣୁ ବୁଦ୍ଧଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ତୁମେ ଏହି ଶରୀରକୁ ବିଘଟିତ କର, ନିର୍ବାଣ । ଯେପରିକି ଏହି ଘର ପଥର, ଇଟା ଏବଂ କାଠ ଏବଂ ବହୁତ ଅନେକ ଜିନିଷକୁ ନେଇ ତିଆରି ହୋଇଛି । ତେବେ ତୁମେ ଏହାକୁ ଭାଙ୍ଗିଦିଅ, ଏବଂ ଆଉ ପଥର ନାହିଁ କି ଇଟା ନାହିଁ  । ତାହାକୁ ମାଟିରେ ମିଶେଇ ଦିଆଗଲା । ମାଟିରେ ଫିଙ୍ଗି ଦିଆଗଲା । ତେବେ ଘର ଆଉ ରହିଲା ନାହିଁ । ସେହିପରି, ତୁମେ ଯଦି ଶୂନ୍ୟ ହୋଇଯିବ, ଶରୀର ବିହୀନ, ତେବେ ତୁମେ ଯନ୍ତ୍ରଣା ଏବଂ ଆନନ୍ଦରୁ ମୁକ୍ତି ପାଇଯିବ । ଏହା ହେଉଛି ତାଙ୍କର ତତ୍ତ୍ଵଜ୍ଞାନ, ନିର୍ବାଣ ତତ୍ତ୍ଵଜ୍ଞାନ, ଶୂନ୍ୟବାଦୀ: "ଏହାକୁ ଶୂନ୍ୟ କରିଦିଅ ।" କିନ୍ତୁ ତାହା ସମ୍ଭବ ନୁହେଁ । ତାହା ସମ୍ଭବ ନୁହେଁ । ତୁମେ କରିପାରିବ ନାହିଁ । କାରଣ ତୁମେ ହେଉଛ ଜୀବାତ୍ମା । ତହା ବର୍ଣ୍ଣନା କରାଯିବ । ତୁମେ ହେଉଛ ଶାଶ୍ଵତ । ତୁମେ ଶୂନ୍ୟ ହୋଇପାରିବ ନାହିଁ । ତାହା ବର୍ଣ୍ଣନା କରାଯିବ, ନ ହନ୍ୟତେ ହନ୍ୟମାନେ ଶରୀରେ ([[Vanisource:BG 2.20 (1972)|BG 2.20]]), ଯେ ଆମେ ଏହି ଶରୀର ତ୍ୟାଗ କରୁଛୁ, କିନ୍ତୁ ତୂରନ୍ତ ମୋତେ ଅନ୍ୟ ଏକ ଶରୀର ଗ୍ରହଣ କରିବାକୁ ପଡ଼ିବ, ତୂରନ୍ତ । ତେବେ ବିଘଟନ ହେବାର ପ୍ରଶ୍ନ କେଉଁଠାରେ ରହିଲା? ପ୍ରକୃତିର ନିୟମାନୁଯାୟୀ ତୁମେ ଅନ୍ୟ ଏକ ଶରୀର ପାଇବ । କାରଣ ତୁମେ ଉପଭୋଗ କରିବାକୁ ଚାହୁଁଛ, ତୁମେ ଏଠାକୁ ଏହି ଭୌତିକ ଦୁନିଆକୁ ଆସିଛ । ପଚାରିବାର କୌଣସି ପ୍ରଶ୍ନ ହିଁ ନାହିଁ । ସମସ୍ତେ ଜାଣିଛନ୍ତି ଯେ "ମୁଁ ଏହି ଭୌତିକ ଦୁନିଆରେ ଅଛି । ମୁଁ ପୂର୍ଣ୍ଣ ଭାବରେ ଉପଭୋଗ କରିବା ଉଚିତ୍ ।" ଜଣେ ଯିଏ ଜାଣି ନାହିଁ ଯେ "ମୁଁ ଅନ୍ୟ ଏକ ଜନ୍ମ ନେବାକୁ ଯାଉଛି," ସେ ଭାବୁଛି, "ଏହା ଭୌତିକ ପଦାର୍ଥର ଏକ ମିଶ୍ରଣ - ପୃଥିବୀ, ଜଳ, ବାୟୁ, ଅଗ୍ନି । ତେଣୁ ଯେତେବେଳେ ଏହା ଭାଙ୍ଗିଯିବ, ତେବେ ସବୁ କିଛି ସମାପ୍ତ ହୋଇଯିବ । ତେଣୁ ଯେ ପର୍ଯ୍ୟନ୍ତ ମୋତେ ଏହି ସୁଯୋଗ ମିଳିଛି, ମୋତେ ପୂର୍ଣ୍ଣତାର ସହିତ ଉପଭୋଗ କରିବାକୁ ଦିଅ ।" ଏହାକୁ ଭୌତିକ ଚିନ୍ତାଧାରା କୁହାଯାଏ, ନାସ୍ତିକ, ନାସ୍ତିକ, ଯିଏ ଜାଣି ନାହିଁ ଯେ ଆମେ ହେଉଛୁ ଶାଶ୍ଵତ ଆତ୍ମା, ଆମେ କେବଳ ଶରୀର ପରିବର୍ତ୍ତନ କରୁ । ନାସ୍ତିକମାନେ ଭାବନ୍ତି ଯେ ନଷ୍ଟ ହୋଇଯିବା ପରେ...


ଏଠାରେ ଏହି ପାଶ୍ଚାତ୍ୟ ଦେଶରେ, ବଡ଼, ବଡ଼ ଆଧ୍ୟାପକ, ସେମାନେ ମଧ୍ୟ ସେହି ମନୋଭାବରେ ଅଛନ୍ତି, ଯେ ଯେତେବେଳେ ଶରୀର ସମାପ୍ତ ହୋଇଯିବ, ସବୁକିଛି ସମାପ୍ତ ହୋଇଯିବ । ନା । ତାହା ନୁହେଁ । ସେଥିପାଇଁ ତାହା ହେଉଛି ନିର୍ଦ୍ଦେଶର ପ୍ରାରମ୍ଭ । ଦେହିନୋଽସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ([[Vanisource:BG 2.13|BG 2.13]]) । ତୁମେ ବିଭିନ୍ନ ଶରୀର ପରିବର୍ତ୍ତନ କରୁଛ । ଶରୀର ସମାପ୍ତ ହେଲେ, ତୁମେ ସମାପ୍ତ ହୁଅ ନାହିଁ ।  
ଏଠାରେ ଏହି ପାଶ୍ଚାତ୍ୟ ଦେଶରେ, ବଡ଼, ବଡ଼ ଆଧ୍ୟାପକ, ସେମାନେ ମଧ୍ୟ ସେହି ମନୋଭାବରେ ଅଛନ୍ତି, ଯେ ଯେତେବେଳେ ଶରୀର ସମାପ୍ତ ହୋଇଯିବ, ସବୁକିଛି ସମାପ୍ତ ହୋଇଯିବ । ନା । ତାହା ନୁହେଁ । ସେଥିପାଇଁ ତାହା ହେଉଛି ନିର୍ଦ୍ଦେଶର ପ୍ରାରମ୍ଭ । ଦେହିନୋଽସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ([[Vanisource:BG 2.13 (1972)|BG 2.13]]) । ତୁମେ ବିଭିନ୍ନ ଶରୀର ପରିବର୍ତ୍ତନ କରୁଛ । ଶରୀର ସମାପ୍ତ ହେଲେ, ତୁମେ ସମାପ୍ତ ହୁଅ ନାହିଁ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 08:13, 1 March 2021



Lecture on BG 2.14 -- Germany, June 21, 1974

ବର୍ତ୍ତମାନ ଏହି ଶରୀର କ'ଣ? ଏହି ଶରୀର ହେଉଛି ପଦାର୍ଥର ମିଶ୍ରଣ । ପୃଥିବୀ, ଜଳ, ବାୟୁ, ଅଗ୍ନି, ଆକାଶ, ମନ, ବୁଦ୍ଧି, ଅହଂକାରର ସଂଯୋଗ - ଆଠଟି ଭୌତିକ ପଦାର୍ଥ, ପାଞ୍ଚଟି ସ୍ଥୂଳ ଏବଂ ତିନୋଟି ସୂକ୍ଷ୍ମ । ଏହି ଶରୀର ସେଥିରେ ଗଠିତ । ତେଣୁ ବୁଦ୍ଧଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ତୁମେ ଏହି ଶରୀରକୁ ବିଘଟିତ କର, ନିର୍ବାଣ । ଯେପରିକି ଏହି ଘର ପଥର, ଇଟା ଏବଂ କାଠ ଏବଂ ବହୁତ ଅନେକ ଜିନିଷକୁ ନେଇ ତିଆରି ହୋଇଛି । ତେବେ ତୁମେ ଏହାକୁ ଭାଙ୍ଗିଦିଅ, ଏବଂ ଆଉ ପଥର ନାହିଁ କି ଇଟା ନାହିଁ । ତାହାକୁ ମାଟିରେ ମିଶେଇ ଦିଆଗଲା । ମାଟିରେ ଫିଙ୍ଗି ଦିଆଗଲା । ତେବେ ଘର ଆଉ ରହିଲା ନାହିଁ । ସେହିପରି, ତୁମେ ଯଦି ଶୂନ୍ୟ ହୋଇଯିବ, ଶରୀର ବିହୀନ, ତେବେ ତୁମେ ଯନ୍ତ୍ରଣା ଏବଂ ଆନନ୍ଦରୁ ମୁକ୍ତି ପାଇଯିବ । ଏହା ହେଉଛି ତାଙ୍କର ତତ୍ତ୍ଵଜ୍ଞାନ, ନିର୍ବାଣ ତତ୍ତ୍ଵଜ୍ଞାନ, ଶୂନ୍ୟବାଦୀ: "ଏହାକୁ ଶୂନ୍ୟ କରିଦିଅ ।" କିନ୍ତୁ ତାହା ସମ୍ଭବ ନୁହେଁ । ତାହା ସମ୍ଭବ ନୁହେଁ । ତୁମେ କରିପାରିବ ନାହିଁ । କାରଣ ତୁମେ ହେଉଛ ଜୀବାତ୍ମା । ତହା ବର୍ଣ୍ଣନା କରାଯିବ । ତୁମେ ହେଉଛ ଶାଶ୍ଵତ । ତୁମେ ଶୂନ୍ୟ ହୋଇପାରିବ ନାହିଁ । ତାହା ବର୍ଣ୍ଣନା କରାଯିବ, ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20), ଯେ ଆମେ ଏହି ଶରୀର ତ୍ୟାଗ କରୁଛୁ, କିନ୍ତୁ ତୂରନ୍ତ ମୋତେ ଅନ୍ୟ ଏକ ଶରୀର ଗ୍ରହଣ କରିବାକୁ ପଡ଼ିବ, ତୂରନ୍ତ । ତେବେ ବିଘଟନ ହେବାର ପ୍ରଶ୍ନ କେଉଁଠାରେ ରହିଲା? ପ୍ରକୃତିର ନିୟମାନୁଯାୟୀ ତୁମେ ଅନ୍ୟ ଏକ ଶରୀର ପାଇବ । କାରଣ ତୁମେ ଉପଭୋଗ କରିବାକୁ ଚାହୁଁଛ, ତୁମେ ଏଠାକୁ ଏହି ଭୌତିକ ଦୁନିଆକୁ ଆସିଛ । ପଚାରିବାର କୌଣସି ପ୍ରଶ୍ନ ହିଁ ନାହିଁ । ସମସ୍ତେ ଜାଣିଛନ୍ତି ଯେ "ମୁଁ ଏହି ଭୌତିକ ଦୁନିଆରେ ଅଛି । ମୁଁ ପୂର୍ଣ୍ଣ ଭାବରେ ଉପଭୋଗ କରିବା ଉଚିତ୍ ।" ଜଣେ ଯିଏ ଜାଣି ନାହିଁ ଯେ "ମୁଁ ଅନ୍ୟ ଏକ ଜନ୍ମ ନେବାକୁ ଯାଉଛି," ସେ ଭାବୁଛି, "ଏହା ଭୌତିକ ପଦାର୍ଥର ଏକ ମିଶ୍ରଣ - ପୃଥିବୀ, ଜଳ, ବାୟୁ, ଅଗ୍ନି । ତେଣୁ ଯେତେବେଳେ ଏହା ଭାଙ୍ଗିଯିବ, ତେବେ ସବୁ କିଛି ସମାପ୍ତ ହୋଇଯିବ । ତେଣୁ ଯେ ପର୍ଯ୍ୟନ୍ତ ମୋତେ ଏହି ସୁଯୋଗ ମିଳିଛି, ମୋତେ ପୂର୍ଣ୍ଣତାର ସହିତ ଉପଭୋଗ କରିବାକୁ ଦିଅ ।" ଏହାକୁ ଭୌତିକ ଚିନ୍ତାଧାରା କୁହାଯାଏ, ନାସ୍ତିକ, ନାସ୍ତିକ, ଯିଏ ଜାଣି ନାହିଁ ଯେ ଆମେ ହେଉଛୁ ଶାଶ୍ଵତ ଆତ୍ମା, ଆମେ କେବଳ ଶରୀର ପରିବର୍ତ୍ତନ କରୁ । ନାସ୍ତିକମାନେ ଭାବନ୍ତି ଯେ ନଷ୍ଟ ହୋଇଯିବା ପରେ...

ଏଠାରେ ଏହି ପାଶ୍ଚାତ୍ୟ ଦେଶରେ, ବଡ଼, ବଡ଼ ଆଧ୍ୟାପକ, ସେମାନେ ମଧ୍ୟ ସେହି ମନୋଭାବରେ ଅଛନ୍ତି, ଯେ ଯେତେବେଳେ ଶରୀର ସମାପ୍ତ ହୋଇଯିବ, ସବୁକିଛି ସମାପ୍ତ ହୋଇଯିବ । ନା । ତାହା ନୁହେଁ । ସେଥିପାଇଁ ତାହା ହେଉଛି ନିର୍ଦ୍ଦେଶର ପ୍ରାରମ୍ଭ । ଦେହିନୋଽସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା (BG 2.13) । ତୁମେ ବିଭିନ୍ନ ଶରୀର ପରିବର୍ତ୍ତନ କରୁଛ । ଶରୀର ସମାପ୍ତ ହେଲେ, ତୁମେ ସମାପ୍ତ ହୁଅ ନାହିଁ ।