OR/Prabhupada 0523 - ଅବତାର ଅର୍ଥାତ୍ ଯିଏ ଉଚ୍ଚସ୍ତରରୁ, ଉଚ୍ଚ ଗ୍ରହରୁ ଆସନ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0523 - in all Languages Category:OR-Quotes - 1968 Category:OR-Quotes - Lec...")
 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0492 - ବୁଦ୍ଧଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ତୁମେ ଏହି ଶରୀରକୁ ବିଘଟିତ କର, ନିର୍ବାଣ|0492|OR/Prabhupada 0524 - ଅର୍ଜୁନ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସଖା । ସେ କଦାପି ଭ୍ରମରେ ରହିବେ ନାହିଁ|0524}}
{{1080 videos navigation - All Languages|Oriya|OR/Prabhupada 0522 - ଯଦି ତୁମେ ଆନ୍ତରିକତାର ସହିତ ଏହି ମନ୍ତ୍ର ଜପ କର, ସବୁକିଛି ସ୍ପଷ୍ଟ ହୋଇଯିବ|0522|OR/Prabhupada 0524 - ଅର୍ଜୁନ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସଖା । ସେ କଦାପି ଭ୍ରମରେ ରହିବେ ନାହିଁ|0524}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|3J91NgvsosU|ଅବତାର ଅର୍ଥାତ୍ ଯିଏ ଉଚ୍ଚସ୍ତରରୁ, ଉଚ୍ଚ ଗ୍ରହରୁ ଆସନ୍ତି<br />- Prabhupāda 0523}}
{{youtube_right|x_kNaWodW0s|ଅବତାର ଅର୍ଥାତ୍ ଯିଏ ଉଚ୍ଚସ୍ତରରୁ, ଉଚ୍ଚ ଗ୍ରହରୁ ଆସନ୍ତି<br />- Prabhupāda 0523}}
<!-- END VIDEO LINK -->
<!-- END VIDEO LINK -->



Latest revision as of 07:45, 28 June 2021



Lecture on BG 7.1 -- Los Angeles, December 2, 1968

ମଧୁଦ୍ଵିଶ: ପ୍ରଭୁପାଦ, ଇନ୍କାରନେଶନ ଏବଂ ଅବତାର ମଧ୍ୟରେ ଅନ୍ତର କ'ଣ?

ପ୍ରଭୁପାଦ: ଅବତାର ହେଉଛି ଇନ୍କାରନେଶନ । ଅବତାର ଅର୍ଥାତ୍ ଇନ୍କାରନେଶନ । ଇନ୍କାରନେଶନ, ତୁମର ଶଦ୍ଦକୋଷରେ, ହେଉଛି "କୌଣସି ଶରୀର ଗ୍ରହଣ କରିବା"? ତାହା ନୁହେଁ କି...? କିନ୍ତୁ ଅବତାର...ଅବଶ୍ୟ ବିଭିନ୍ନ ଶ୍ରେଣୀର ଅବତାର ଅଛି । ଅବତାର ଅର୍ଥାତ୍ ଜଣେ ଯିଏ ଆସନ୍ତି...ପ୍ରକୃତ ଶଦ୍ଦ ହେଉଛି 'ଅବତରଣ', ତଳକୁ ଆସିବା । ଅବତାର ଅର୍ଥାତ୍ ଯିଏ ଉଚ୍ଚସ୍ତରରୁ, ଉଚ୍ଚ ଗ୍ରହରୁ ଆସନ୍ତି । ସେମାନେ ଏହି ଦୁନିଆର ଜୀବ ନୁହଁନ୍ତି, ଏହି ଭୌତିକ ଦୁନିଆର । ସେମାନେ ଆଧ୍ୟାତ୍ମିକ ଦୁନିଆରୁ ଆସନ୍ତି । ସେମାନଙ୍କୁ ଅବତାର କୁହାଯାଏ । ତେବେ ଏହି ଅବତାରମାନଙ୍କର ବିଭିନ୍ନ ଶ୍ରେଣୀ ଅଛି । ଶାକ୍ତ୍ୟାବେଶାବତାର, ଗୁଣାବତାର, ଲୀଳାବତାର, ଯୁଗାବତାର, ବହୁତ ସାରା ଅବତାର । ତେବେ ଅବତାର ଅର୍ଥାତ୍ ଜଣେ ଯିଏ ପ୍ରତ୍ୟକ୍ଷ ଭାବରେ ଆଧ୍ୟାତ୍ମିକ ଦୁନିଆରୁ ଆସନ୍ତି । ଏବଂ ଇନ୍କାରନେଶନ, ଅବଶ୍ୟ ଏହି ଶଦ୍ଦ ଅବତାରର ଅନୁବାଦ ହୋଇଛି ଇନ୍କାରନେଶନ ଶଦ୍ଦ ସହିତ, କିନ୍ତୁ ମୁଁ ଭାବୁଛି ଇନ୍କାରନେଶନର ପ୍ରକୃତ ଅର୍ଥ ହେଉଛି "ଯିଏ ଏକ ଶରୀର ଗ୍ରହଣ କରେ ।" ତାହା ନୁହେଁ କି? ତେଣୁ ସେହି ଇନ୍କାରନେଶନ, ସମସ୍ତେ ଭୌତିକ ଶରୀର ଗ୍ରହଣ କରନ୍ତି । କିନ୍ତୁ ଅବତାର...ବିଷ୍ଣୁଙ୍କର ଅବତାର ଅଛନ୍ତି ଏବଂ ଭକ୍ତମାନଙ୍କର ମଧ୍ୟ ଅବତାର ଅଛନ୍ତି । ବିଭିନ୍ନ ଶ୍ରେଣୀର ଅବତାର ଅଛନ୍ତି । ତୁମେ ଏହାକୁ ଭଗବାନ ଚୈତନ୍ୟଙ୍କର ଶିକ୍ଷା ପୁସ୍ତକରେ ପଢ଼, ଯାହା ପ୍ରକାଶିତ ହେଉଛି ।