OR/Prabhupada 0572 - ତୁମେ କାହିଁକି କହୁଛ? ‘ଓ, ମୁଁ ତୁମକୁ ମୋର ଚର୍ଚ୍ଚରେ କହିବା ପାଇଁ ଅନୁମତି ଦେବି ନାହିଁ‘: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0572 - in all Languages Category:OR-Quotes - 1968 Category:OR-Quotes - Int...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0526 - ଆମେ ଯଦି କୃଷ୍ଣଙ୍କୁ ଦୃଢ଼ତାର ସହିତ ଧରିବା, ମାୟା କିଛି କରି ପାରିବ ନାହିଁ|0526|OR/Prabhupada 0587 - ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଆଧ୍ୟାତ୍ମିକତା ଭାବରେ ଭୋକିଲା ଅଛନ୍ତି|0587}}
{{1080 videos navigation - All Languages|Oriya|OR/Prabhupada 0570 - ଏପରିକି ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ଅସମ୍ମତି ହେଲେ ମଧ୍ୟ - ଛାଡ଼ପତ୍ରର ପ୍ରଶ୍ନ ନ ଥିଲା|0570|OR/Prabhupada 0578 - ଯାହା କୃଷ୍ଣ କହିଛନ୍ତି କେବଳ ତାହା କୁହ|0578}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|UqBxexvTEYk|ତୁମେ କାହିଁକି କହୁଛ? ‘ଓ, ମୁଁ ତୁମକୁ ମୋର ଚର୍ଚ୍ଚରେ କହିବା ପାଇଁ ଅନୁମତି ଦେବି ନାହିଁ‘<br />- Prabhupāda 0572}}
{{youtube_right|OeTFCtuFdv8|ତୁମେ କାହିଁକି କହୁଛ? ‘ଓ, ମୁଁ ତୁମକୁ ମୋର ଚର୍ଚ୍ଚରେ କହିବା ପାଇଁ ଅନୁମତି ଦେବି ନାହିଁ‘<br />- Prabhupāda 0572}}
<!-- END VIDEO LINK -->
<!-- END VIDEO LINK -->


<!-- BEGIN AUDIO LINK (from English page -->
<!-- BEGIN AUDIO LINK (from English page -->
<mp3player>https://s3.amazonaws.com/vanipedia/clip/681230IV-LA_part14_clip.mp3</mp3player>
<mp3player>https://s3.amazonaws.com/vanipedia/clip/681230IV-LA_part13_clip.mp3</mp3player>
<!-- END AUDIO LINK -->
<!-- END AUDIO LINK -->



Latest revision as of 22:51, 1 October 2020



Press Interview -- December 30, 1968, Los Angeles

ପତ୍ରକାର: ଆପଣ ଭାବୁଛନ୍ତି କି, ବାସ୍ତବରେ, ଏକ ବହୁତ ବ୍ୟବହରିକ ଦୃଷ୍ଟି କୋଣରୁ, ଆପଣ ଭାବୁଛନ୍ତି କି ଆପଣଙ୍କର ଆନ୍ଦୋଳନ ଆମେରିକାରେ ସଫଳ ହେବା ପାଇଁ ସୁଯୋଗ ଅଛି?

ପ୍ରଭୁପାଦ: ଏବେ ପର୍ଯ୍ୟନ୍ତ ମୁଁ ଦେଖିଛି ସଫଳ ହେବା ପାଇଁ ଭଲ ସୁଯୋଗ ଅଛି । [ବିରାମ...]

ପତ୍ରକାର: ତେବେ ଆପଣଙ୍କର ସନ୍ଦେଶ ବାସ୍ତବରେ ମୂସା କିମ୍ଵା ଖ୍ରୀଷ୍ଟ କିମ୍ଵା ଅନ୍ୟ ଧାର୍ମିକ ନେତାମାନଙ୍କ ଠାରୁ ଭିନ୍ନ ନୁହେଁ । ଯଦି ଲୋକମାନେ ଦଶଟି ନିୟମର ନୈତିକ ପାଳନ କରିବେ, ଏବଂ ଏହାକୁ ଅନୁସରଣ କରିବେ, ତେବେ ଏହା ଅଛି ।

ପ୍ରଭୁପାଦ: ଆମେ ଲୋକମାନଙ୍କୁ ପଚାରୁ...ଆମେ କହୁ ନାହିଁ ଯେ "ତୁମେ ତୁମର ଧର୍ମ ତ୍ୟାଗ କର । ତୁମେ ଆମ ପାଖକୁ ଆସ ।" କିନ୍ତୁ ଅତି କମରେ ତୁମେ ତୁମର ସିଦ୍ଧାନ୍ତ ପାଳନ କର । ଏବଂ...ଏକ ଛାତ୍ର ପରି । ଶେଷ କରି ସାରିବା ପରେ... ବେଳେ ବେଳେ ଭାରତରେ ଏହା ହୁଏ ଯେ ଯଦିଓ ସେମାନେ ଭାରତୀୟ ବିଶ୍ଵବିଦ୍ୟାଳୟରେ ଏମ.ଏ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ବିଦେଶୀ ବିଶ୍ଵବିଦ୍ୟାଳୟକୁ ଅଧିକ ପଢ଼ିବା ପାଇଁ ଆସନ୍ତି । ତେବେ ସେମାନେ କାହିଁକି ଆସନ୍ତି? ଅଧିକ ଜ୍ଞାନ ପ୍ରାପ୍ତ କରିବା ପାଇଁ । ସେହିପରି ଯେ କୌଣସି ଧାର୍ମିକ ଶାସ୍ତ୍ର ତୁମେ ଅନୁସରଣ କରିପାର, କିନ୍ତୁ ତୁମେ ଯଦି ଏଠାରେ ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଅଧିକ ଜ୍ଞାନ ପାଉଛ, କାହିଁକି ତୁମେ ଏହାକୁ ଗ୍ରହଣ କରୁ ନାହଁ ଯଦି ତୁମେ ଭଗବାନଙ୍କ ବିଷୟରେ ଗମ୍ଭୀର ଅଛ? ତୁମେ କାହିଁକି କହୁଛ, "ଓ, ମୁଁ ଖ୍ରୀଷ୍ଟିୟାନ୍ । ମୁଁ ହିବ୍ରୁ । ମୁଁ ତୁମର ବୈଠକରେ ଯୋଗ ଦେଇ ପାରିବି ନାହିଁ ।" ତୁମେ କାହିଁକି କହୁଛ, "ଓ, ମୁଁ ତୁମକୁ ମୋର ଚର୍ଚ୍ଚରେ କହିବା ପାଇଁ ଅନୁମତି ଦେବି ନାହିଁ ।" ଯଦି ମୁଁ ଭଗବାନଙ୍କ ବିଷୟରେ କହୁଛି, ତୁମର କ'ଣ ଆପତ୍ତି ଅଛି?

ପତ୍ରକାର: ଠିକ୍ ଅଛି, ମୁଁ ଆପଣଙ୍କ ସହିତ ସହମତ ନୁହେଁ । ମୁଁ ନିଶ୍ଚିତ ଆପଣ ଜାଣିଛନ୍ତି ଏବଂ ମୁଁ ଅବଶ୍ୟ ଅବଗତ କିଛି ଦିନ ପୂର୍ବରୁ, ଉଦାହରଣ ସ୍ଵରୂପ, ଜଣେ କ୍ୟାଥୋଲିକ ଏଠାକୁ ଆସିପାରିବ ନାହିଁ ଅନ୍ୟ ଚର୍ଚ୍ଚମାନଙ୍କ ଯୋଗୁଁ । ଏହା ବଦଳି ଯାଇଛି ।