OR/Prabhupada 0592 - ତୁମକୁ କେବଳ କୃଷ୍ଣଙ୍କ ବିଷୟରେ ଭାବିବାର ଅଛି, ତାହା ହେଉଛି ପୂର୍ଣ୍ଣତା: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0592 - in all Languages Category:OR-Quotes - 1972 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in India, Hyderabad]]
[[Category:OR-Quotes - in India, Hyderabad]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0588 - ତୁମେ ଯାହା କିଛି ଚାହଁ କୃଷ୍ଣ ତୁମକୁ ଦେବେ|0588|OR/Prabhupada 0599 - କୃଷ୍ଣ ଚେତନା ସରଳ ନୁହେଁ । ତୁମେ ଏହା ପାଇପାରିବ ନାହିଁ ଯେପର୍ଯ୍ୟନ୍ତ ତୁମେ ନିଜକୁ ସମର୍ପଣ କରି ନାହଁ|0599}}
{{1080 videos navigation - All Languages|Oriya|OR/Prabhupada 0588 - ତୁମେ ଯାହା କିଛି ଚାହଁ କୃଷ୍ଣ ତୁମକୁ ଦେବେ|0588|OR/Prabhupada 0599 - କୃଷ୍ଣ ଚେତନା ସରଳ ନୁହେଁ । ତୁମେ ଏହା ପାଇପାରିବ ନାହିଁ ଯେପର୍ଯ୍ୟନ୍ତ ତୁମେ ନିଜକୁ ସମର୍ପଣ କରି ନାହଁ|0599}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|R6W098bjXKo|ତୁମକୁ କେବଳ କୃଷ୍ଣଙ୍କ ବିଷୟରେ ଭାବିବାର ଅଛି, ତାହା ହେଉଛି ପୂର୍ଣ୍ଣତା<br />- Prabhupāda 0592}}
{{youtube_right|UZS-VmXHfxc|ତୁମକୁ କେବଳ କୃଷ୍ଣଙ୍କ ବିଷୟରେ ଭାବିବାର ଅଛି, ତାହା ହେଉଛି ପୂର୍ଣ୍ଣତା<br />- Prabhupāda 0592}}
<!-- END VIDEO LINK -->
<!-- END VIDEO LINK -->


Line 34: Line 34:
ଭାରତୀୟ: ମାହାରାଜ, ଆପଣ କାହିଁକି...?  
ଭାରତୀୟ: ମାହାରାଜ, ଆପଣ କାହିଁକି...?  


ପ୍ରଭୁପାଦ: ଯଂ ଯଂ ବାପି ସ୍ମରନ୍ ଲୋକେ ତ୍ୟଜତ୍ୟନ୍ତେ କଳେବରମ୍ ([[Vanisource:BG 8.6|BG 8.6]]) । ତୁମର, ମୃତ୍ୟୁ ସମୟରେ, ତୁମେ ଯାହା କିଛି ଇଛା କର, ତୁମେ ପରବର୍ତ୍ତୀ ଶରୀର ମିଳେ । ତାହା ହେଉଛି ପ୍ରକୃତିର ନିୟମ । (ବିରାମ) ...ରୁଷିୟାରେ, ମସ୍କୋରେ, ଅନେକ ଯୁବକ ଅଛନ୍ତି, ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ସ୍ଵୀକାର କରିବା ପାଇଁ ଅତି ଉତ୍ସାହିତ । ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ ମୋ ଦ୍ଵାରା ଦୀକ୍ଷା ପ୍ରାପ୍ତ କରିଛନ୍ତି । ଏବଂ ସେମାନେ କରୁଛନ୍ତି । ଯେପରି ଏହି ବାଳକମାନେ କରୁଛନ୍ତି । ତେବେ ଏହା... ତେବେ ଯେ ପର୍ଯ୍ୟନ୍ତ ମୋର ଅନୁଭବର ପ୍ରଶ୍ନ ଅଛି, ସବୁଆଡ଼େ ମୁଁ ଯାଉଛି, ସେହି ଲୋକ ଅଛନ୍ତି । ଏହା ଅପ୍ରାକୃତିକ ରୂପରେ, ମୋର କହିବାର ଅର୍ଥ ହେଲା, ଅର୍ଥାତ୍, ସେମାନେ ସାମ୍ୟବାଦୀ କିମ୍ଵା ଏହା କିମ୍ଵା ତାହା ନାମରେ ନାମିତ । (ବିରାମ) ...ଲୋକମାନେ, ସେମାନେ ସମାନ । ଯଥାଶୀଘ୍ର ଅମେ କୃଷ୍ଣ ଚେତନା ବିଷୟରେ କହୁ, ସେମାନେ ତୂରନ୍ତ ଉତ୍ତର ଦିଅନ୍ତି । ତାହା ହେଉଛି ମୋର ଅନୁଭବ । ବାସ୍ତବରେ ତାହା ହେଉଛି ତଥ୍ୟ । ଚୈତନ୍ୟ ଚରିତାମୃତରେ, ଏହା କୁହାଯାଇଛି, ନିତ୍ୟ ସିଦ୍ଧ କୃଷ୍ଣ ପ୍ରେମ ସାଧ୍ୟ କଭୁ ନୟ, ଶ୍ରବଣାଦି ଶୁଦ୍ଧ ଚିତ୍ତେ କରୟେ ଉଦୟ ([[Vanisource:CC Madhya 22.107|CC Madhya 22.107]]) । କୃଷ୍ଣ ଚେତନା ସମସ୍ତଙ୍କର ହୃଦୟରେ ଅଛି । ଏହା ନିଷ୍କ୍ରିୟ ଅଟେ । କିନ୍ତୁ ଏହା ଦୂଷିତ ଏବଂ ଭୌତିକ ଖରାପ ବସ୍ତୁ ଦ୍ଵାରା ଆଛାଦିତ । ତେଣୁ ଶ୍ରବଣାଦି, ଶୁଦ୍ଧ ଚିତ୍ତେ । ଏହାର ଅର୍ଥ ହେଉଛି, ଯେପରି ତୁମେ ଶୁଣୁଛ... ଯେପରି ଏହି ବାଳକମାନେ, ଏହି ଆମେରିକୀୟ ଏବଂ ଇଉରୋପିୟ ବାଳକମାନେ, ସେମାନେ ଆସିଥିଲେ, ସର୍ବପ୍ରଥମେ, ମୋତେ ଶୁଣିବା ପାଇଁ । ଶୁଣିବା ଦ୍ଵାରା, ଶୁଣିବା, ବର୍ତ୍ତମାନ ସେମାନଙ୍କର କୃଷ୍ଣ ଚେତନା ଜାଗୃତ ହୋଇଛି, ଏବଂ ସେମାନେ କୃଷ୍ଣ ଭକ୍ତିକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି (ବିରାମ) ସମସ୍ତଙ୍କର ଭିତରେ କୃଷ୍ଣ ଚେତନା ଅଛି । ଆମର ପ୍ରକ୍ରିୟା, ସଂକୀର୍ତ୍ତନ ଅନ୍ଦୋଳନ, ହେଉଛି ସେହି ଚେତନାକୁ ଜାଗୃତ କରିବା ପାଇଁ ହୋଇଛି । ବାସ୍ । ଯେପରି ଏକ ବ୍ୟକ୍ତି ଶୋଇଛି । ତାକୁ ଉଠେଇବା ପାଇଁ: "ଉଠ! ଉଠ!" ଉତିଷ୍ଠ ଜାଗ୍ରତ ପ୍ରାୟ ବରାନ ନୌବୌଧତ । ତେବେ ଏହା ହେଉଛି ଆମର ପ୍ରକ୍ରିୟା । ଏହା ନୁହେଁ ଯେ ଆମେ କୃତ୍ରିମଭାବରେ ଜଣକୁ କୃଷ୍ଣ ଚେତନାଶୀଳ କରୁଛୁ । କୃଷ୍ଣ ଚେତନା ପୂର୍ବରୁ ଅଛି । ତାହା ହେଉଛି ସମସ୍ତ ଜୀବଙ୍କର ଜନ୍ମ ଗତ ଅଧିକାର । କୃଷ୍ଣ କୁହଁନ୍ତି, ମମୈବାଂଶୋ ଜୀଭବୂତଃ ([[Vanisource:BG 15.7|BG 15.7]]) । ଯେପରି ପିତା ଏବଂ ପୁତ୍ର । ଅଲଗା କରାଯାଇ ପାରିବ ନାହିଁ । କିନ୍ତୁ ବେଳେ ବେଳେ ଏହା ଘଟୁଛି ଯେ ପୁତ୍ର ଘର ବାହାରକୁ ଯାଉଛି, କିଛି ସୁଯୋଗ ଦ୍ଵାରା, କିମ୍ଵା ପିଲାଦିନୁ । ସେ ଭୁଲିଯାଉଛି ତାର ପିତା କିଏ । କିନ୍ତୁ ତାହା ହେଉଛି ଭିନ୍ନ କଥା । କିନ୍ତୁ ପିତା ଏବଂ ପୁତ୍ର ମଧ୍ୟରେ ଥିବା ସମ୍ଵନ୍ଧ କେବେ ଭାଙ୍ଗେ ନାହିଁ ।  
ପ୍ରଭୁପାଦ: ଯଂ ଯଂ ବାପି ସ୍ମରନ୍ ଲୋକେ ତ୍ୟଜତ୍ୟନ୍ତେ କଳେବରମ୍ ([[Vanisource:BG 8.6 (1972)|BG 8.6]]) । ତୁମର, ମୃତ୍ୟୁ ସମୟରେ, ତୁମେ ଯାହା କିଛି ଇଛା କର, ତୁମେ ପରବର୍ତ୍ତୀ ଶରୀର ମିଳେ । ତାହା ହେଉଛି ପ୍ରକୃତିର ନିୟମ । (ବିରାମ) ...ରୁଷିୟାରେ, ମସ୍କୋରେ, ଅନେକ ଯୁବକ ଅଛନ୍ତି, ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ସ୍ଵୀକାର କରିବା ପାଇଁ ଅତି ଉତ୍ସାହିତ । ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ ମୋ ଦ୍ଵାରା ଦୀକ୍ଷା ପ୍ରାପ୍ତ କରିଛନ୍ତି । ଏବଂ ସେମାନେ କରୁଛନ୍ତି । ଯେପରି ଏହି ବାଳକମାନେ କରୁଛନ୍ତି । ତେବେ ଏହା... ତେବେ ଯେ ପର୍ଯ୍ୟନ୍ତ ମୋର ଅନୁଭବର ପ୍ରଶ୍ନ ଅଛି, ସବୁଆଡ଼େ ମୁଁ ଯାଉଛି, ସେହି ଲୋକ ଅଛନ୍ତି । ଏହା ଅପ୍ରାକୃତିକ ରୂପରେ, ମୋର କହିବାର ଅର୍ଥ ହେଲା, ଅର୍ଥାତ୍, ସେମାନେ ସାମ୍ୟବାଦୀ କିମ୍ଵା ଏହା କିମ୍ଵା ତାହା ନାମରେ ନାମିତ । (ବିରାମ) ...ଲୋକମାନେ, ସେମାନେ ସମାନ । ଯଥାଶୀଘ୍ର ଅମେ କୃଷ୍ଣ ଚେତନା ବିଷୟରେ କହୁ, ସେମାନେ ତୂରନ୍ତ ଉତ୍ତର ଦିଅନ୍ତି । ତାହା ହେଉଛି ମୋର ଅନୁଭବ । ବାସ୍ତବରେ ତାହା ହେଉଛି ତଥ୍ୟ । ଚୈତନ୍ୟ ଚରିତାମୃତରେ, ଏହା କୁହାଯାଇଛି, ନିତ୍ୟ ସିଦ୍ଧ କୃଷ୍ଣ ପ୍ରେମ ସାଧ୍ୟ କଭୁ ନୟ, ଶ୍ରବଣାଦି ଶୁଦ୍ଧ ଚିତ୍ତେ କରୟେ ଉଦୟ ([[Vanisource:CC Madhya 22.107|CC Madhya 22.107]]) । କୃଷ୍ଣ ଚେତନା ସମସ୍ତଙ୍କର ହୃଦୟରେ ଅଛି । ଏହା ନିଷ୍କ୍ରିୟ ଅଟେ । କିନ୍ତୁ ଏହା ଦୂଷିତ ଏବଂ ଭୌତିକ ଖରାପ ବସ୍ତୁ ଦ୍ଵାରା ଆଛାଦିତ । ତେଣୁ ଶ୍ରବଣାଦି, ଶୁଦ୍ଧ ଚିତ୍ତେ । ଏହାର ଅର୍ଥ ହେଉଛି, ଯେପରି ତୁମେ ଶୁଣୁଛ... ଯେପରି ଏହି ବାଳକମାନେ, ଏହି ଆମେରିକୀୟ ଏବଂ ଇଉରୋପିୟ ବାଳକମାନେ, ସେମାନେ ଆସିଥିଲେ, ସର୍ବପ୍ରଥମେ, ମୋତେ ଶୁଣିବା ପାଇଁ । ଶୁଣିବା ଦ୍ଵାରା, ଶୁଣିବା, ବର୍ତ୍ତମାନ ସେମାନଙ୍କର କୃଷ୍ଣ ଚେତନା ଜାଗୃତ ହୋଇଛି, ଏବଂ ସେମାନେ କୃଷ୍ଣ ଭକ୍ତିକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି (ବିରାମ) ସମସ୍ତଙ୍କର ଭିତରେ କୃଷ୍ଣ ଚେତନା ଅଛି । ଆମର ପ୍ରକ୍ରିୟା, ସଂକୀର୍ତ୍ତନ ଅନ୍ଦୋଳନ, ହେଉଛି ସେହି ଚେତନାକୁ ଜାଗୃତ କରିବା ପାଇଁ ହୋଇଛି । ବାସ୍ । ଯେପରି ଏକ ବ୍ୟକ୍ତି ଶୋଇଛି । ତାକୁ ଉଠେଇବା ପାଇଁ: "ଉଠ! ଉଠ!" ଉତିଷ୍ଠ ଜାଗ୍ରତ ପ୍ରାୟ ବରାନ ନୌବୌଧତ । ତେବେ ଏହା ହେଉଛି ଆମର ପ୍ରକ୍ରିୟା । ଏହା ନୁହେଁ ଯେ ଆମେ କୃତ୍ରିମଭାବରେ ଜଣକୁ କୃଷ୍ଣ ଚେତନାଶୀଳ କରୁଛୁ । କୃଷ୍ଣ ଚେତନା ପୂର୍ବରୁ ଅଛି । ତାହା ହେଉଛି ସମସ୍ତ ଜୀବଙ୍କର ଜନ୍ମ ଗତ ଅଧିକାର । କୃଷ୍ଣ କୁହଁନ୍ତି, ମମୈବାଂଶୋ ଜୀଭବୂତଃ ([[Vanisource:BG 15.7 (1972)|BG 15.7]]) । ଯେପରି ପିତା ଏବଂ ପୁତ୍ର । ଅଲଗା କରାଯାଇ ପାରିବ ନାହିଁ । କିନ୍ତୁ ବେଳେ ବେଳେ ଏହା ଘଟୁଛି ଯେ ପୁତ୍ର ଘର ବାହାରକୁ ଯାଉଛି, କିଛି ସୁଯୋଗ ଦ୍ଵାରା, କିମ୍ଵା ପିଲାଦିନୁ । ସେ ଭୁଲିଯାଉଛି ତାର ପିତା କିଏ । କିନ୍ତୁ ତାହା ହେଉଛି ଭିନ୍ନ କଥା । କିନ୍ତୁ ପିତା ଏବଂ ପୁତ୍ର ମଧ୍ୟରେ ଥିବା ସମ୍ଵନ୍ଧ କେବେ ଭାଙ୍ଗେ ନାହିଁ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020



Lecture on BG 2.20 -- Hyderabad, November 25, 1972

ପ୍ରଭୁପାଦ: ତେବେ ତାହା ହେଉଛି ଅଭ୍ୟାସ । ତୁମକୁ କେବଳ କୃଷ୍ଣଙ୍କ ବିଷୟରେ ଭାବିବାର ଅଛି । ତାହା ହେଉଛି ପୂର୍ଣ୍ଣତା । ଏବଂ ତୁମେ ଯଦି ଏତେ ସାରା ଜିନିଷ ସହିତ ଲଜ୍ଜିତ ହେଉଛ, ତେବେ ବିଲେଇ, କୁକୁର, ହରିଣ, କିମ୍ଵା ଦେବତା, କିଛି ବି ହେବାର ବିପଦ ଅଛି ।

ଭାରତୀୟ: ମାହାରାଜ, ଆପଣ କାହିଁକି...?

ପ୍ରଭୁପାଦ: ଯଂ ଯଂ ବାପି ସ୍ମରନ୍ ଲୋକେ ତ୍ୟଜତ୍ୟନ୍ତେ କଳେବରମ୍ (BG 8.6) । ତୁମର, ମୃତ୍ୟୁ ସମୟରେ, ତୁମେ ଯାହା କିଛି ଇଛା କର, ତୁମେ ପରବର୍ତ୍ତୀ ଶରୀର ମିଳେ । ତାହା ହେଉଛି ପ୍ରକୃତିର ନିୟମ । (ବିରାମ) ...ରୁଷିୟାରେ, ମସ୍କୋରେ, ଅନେକ ଯୁବକ ଅଛନ୍ତି, ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ସ୍ଵୀକାର କରିବା ପାଇଁ ଅତି ଉତ୍ସାହିତ । ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ ମୋ ଦ୍ଵାରା ଦୀକ୍ଷା ପ୍ରାପ୍ତ କରିଛନ୍ତି । ଏବଂ ସେମାନେ କରୁଛନ୍ତି । ଯେପରି ଏହି ବାଳକମାନେ କରୁଛନ୍ତି । ତେବେ ଏହା... ତେବେ ଯେ ପର୍ଯ୍ୟନ୍ତ ମୋର ଅନୁଭବର ପ୍ରଶ୍ନ ଅଛି, ସବୁଆଡ଼େ ମୁଁ ଯାଉଛି, ସେହି ଲୋକ ଅଛନ୍ତି । ଏହା ଅପ୍ରାକୃତିକ ରୂପରେ, ମୋର କହିବାର ଅର୍ଥ ହେଲା, ଅର୍ଥାତ୍, ସେମାନେ ସାମ୍ୟବାଦୀ କିମ୍ଵା ଏହା କିମ୍ଵା ତାହା ନାମରେ ନାମିତ । (ବିରାମ) ...ଲୋକମାନେ, ସେମାନେ ସମାନ । ଯଥାଶୀଘ୍ର ଅମେ କୃଷ୍ଣ ଚେତନା ବିଷୟରେ କହୁ, ସେମାନେ ତୂରନ୍ତ ଉତ୍ତର ଦିଅନ୍ତି । ତାହା ହେଉଛି ମୋର ଅନୁଭବ । ବାସ୍ତବରେ ତାହା ହେଉଛି ତଥ୍ୟ । ଚୈତନ୍ୟ ଚରିତାମୃତରେ, ଏହା କୁହାଯାଇଛି, ନିତ୍ୟ ସିଦ୍ଧ କୃଷ୍ଣ ପ୍ରେମ ସାଧ୍ୟ କଭୁ ନୟ, ଶ୍ରବଣାଦି ଶୁଦ୍ଧ ଚିତ୍ତେ କରୟେ ଉଦୟ (CC Madhya 22.107) । କୃଷ୍ଣ ଚେତନା ସମସ୍ତଙ୍କର ହୃଦୟରେ ଅଛି । ଏହା ନିଷ୍କ୍ରିୟ ଅଟେ । କିନ୍ତୁ ଏହା ଦୂଷିତ ଏବଂ ଭୌତିକ ଖରାପ ବସ୍ତୁ ଦ୍ଵାରା ଆଛାଦିତ । ତେଣୁ ଶ୍ରବଣାଦି, ଶୁଦ୍ଧ ଚିତ୍ତେ । ଏହାର ଅର୍ଥ ହେଉଛି, ଯେପରି ତୁମେ ଶୁଣୁଛ... ଯେପରି ଏହି ବାଳକମାନେ, ଏହି ଆମେରିକୀୟ ଏବଂ ଇଉରୋପିୟ ବାଳକମାନେ, ସେମାନେ ଆସିଥିଲେ, ସର୍ବପ୍ରଥମେ, ମୋତେ ଶୁଣିବା ପାଇଁ । ଶୁଣିବା ଦ୍ଵାରା, ଶୁଣିବା, ବର୍ତ୍ତମାନ ସେମାନଙ୍କର କୃଷ୍ଣ ଚେତନା ଜାଗୃତ ହୋଇଛି, ଏବଂ ସେମାନେ କୃଷ୍ଣ ଭକ୍ତିକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି (ବିରାମ) ସମସ୍ତଙ୍କର ଭିତରେ କୃଷ୍ଣ ଚେତନା ଅଛି । ଆମର ପ୍ରକ୍ରିୟା, ସଂକୀର୍ତ୍ତନ ଅନ୍ଦୋଳନ, ହେଉଛି ସେହି ଚେତନାକୁ ଜାଗୃତ କରିବା ପାଇଁ ହୋଇଛି । ବାସ୍ । ଯେପରି ଏକ ବ୍ୟକ୍ତି ଶୋଇଛି । ତାକୁ ଉଠେଇବା ପାଇଁ: "ଉଠ! ଉଠ!" ଉତିଷ୍ଠ ଜାଗ୍ରତ ପ୍ରାୟ ବରାନ ନୌବୌଧତ । ତେବେ ଏହା ହେଉଛି ଆମର ପ୍ରକ୍ରିୟା । ଏହା ନୁହେଁ ଯେ ଆମେ କୃତ୍ରିମଭାବରେ ଜଣକୁ କୃଷ୍ଣ ଚେତନାଶୀଳ କରୁଛୁ । କୃଷ୍ଣ ଚେତନା ପୂର୍ବରୁ ଅଛି । ତାହା ହେଉଛି ସମସ୍ତ ଜୀବଙ୍କର ଜନ୍ମ ଗତ ଅଧିକାର । କୃଷ୍ଣ କୁହଁନ୍ତି, ମମୈବାଂଶୋ ଜୀଭବୂତଃ (BG 15.7) । ଯେପରି ପିତା ଏବଂ ପୁତ୍ର । ଅଲଗା କରାଯାଇ ପାରିବ ନାହିଁ । କିନ୍ତୁ ବେଳେ ବେଳେ ଏହା ଘଟୁଛି ଯେ ପୁତ୍ର ଘର ବାହାରକୁ ଯାଉଛି, କିଛି ସୁଯୋଗ ଦ୍ଵାରା, କିମ୍ଵା ପିଲାଦିନୁ । ସେ ଭୁଲିଯାଉଛି ତାର ପିତା କିଏ । କିନ୍ତୁ ତାହା ହେଉଛି ଭିନ୍ନ କଥା । କିନ୍ତୁ ପିତା ଏବଂ ପୁତ୍ର ମଧ୍ୟରେ ଥିବା ସମ୍ଵନ୍ଧ କେବେ ଭାଙ୍ଗେ ନାହିଁ ।