OR/Prabhupada 0659 - କେବଳ ନିଷ୍ଠାବାନ ଏବଂ ବିନମ୍ରତାର ସହିତ ଶୁଣ, ତେବେ ତୁମେ କୃଷ୍ଣଙ୍କୁ ବୁଝିପାରିବ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0659 - in all Languages Category:OR-Quotes - 1969 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in USA]]
[[Category:OR-Quotes - in USA]]
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
[[Category:French Pages - Yoga System]]
[[Category:Oriya Pages - Yoga System]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0645 - ଜଣେ ଯିଏ କୃଷ୍ଣଙ୍କୁ ଅନୁଭବ କରି ପାରିଛି, ତେବେ ସେ ସର୍ବଦା ବୃନ୍ଦାବନରେ ରହୁଛି|0645|OR/Prabhupada 0661 - ଏହି ବାଳକମାନଙ୍କ ଠାରୁ କେହି ଭଲ ଧ୍ୟାନୀ ନାହାଁନ୍ତି । ସେମାନେ କେବଳ କୃଷ୍ଣଙ୍କ ଉପରେ ଧ୍ୟାନ କରନ୍ତି|0661}}
{{1080 videos navigation - All Languages|Oriya|OR/Prabhupada 0645 - ଜଣେ ଯିଏ କୃଷ୍ଣଙ୍କୁ ଅନୁଭବ କରି ପାରିଛି, ତେବେ ସେ ସର୍ବଦା ବୃନ୍ଦାବନରେ ରହୁଛି|0645|OR/Prabhupada 0661 - ଏହି ବାଳକମାନଙ୍କ ଠାରୁ କେହି ଭଲ ଧ୍ୟାନୀ ନାହାଁନ୍ତି । ସେମାନେ କେବଳ କୃଷ୍ଣଙ୍କ ଉପରେ ଧ୍ୟାନ କରନ୍ତି|0661}}
<!-- END NAVIGATION BAR -->
<!-- END NAVIGATION BAR -->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|992_cbtLvss|କେବଳ ନିଷ୍ଠାବାନ ଏବଂ ବିନମ୍ରତାର ସହିତ ଶୁଣ, ତେବେ ତୁମେ କୃଷ୍ଣଙ୍କୁ ବୁଝିପାରିବ<br />- Prabhupāda 0659}}
{{youtube_right|zumdIBkLrtA|କେବଳ ନିଷ୍ଠାବାନ ଏବଂ ବିନମ୍ରତାର ସହିତ ଶୁଣ, ତେବେ ତୁମେ କୃଷ୍ଣଙ୍କୁ ବୁଝିପାରିବ<br />- Prabhupāda 0659}}
<!-- END VIDEO LINK -->
<!-- END VIDEO LINK -->


Line 39: Line 39:
:ତେଶାମେବାନୁ କମ୍ପାର୍ଥମହମଜ୍ଞାନଜଂ ତମଃ  
:ତେଶାମେବାନୁ କମ୍ପାର୍ଥମହମଜ୍ଞାନଜଂ ତମଃ  
:ନାଶୟାମ୍ୟାତ୍ମଭାବତ୍ସୋ ଜ୍ଞାନଦୀପେନ ଭାସ୍ଵତା  
:ନାଶୟାମ୍ୟାତ୍ମଭାବତ୍ସୋ ଜ୍ଞାନଦୀପେନ ଭାସ୍ଵତା  
:([[Vanisource:BG 10.11|BG 10.11]])  
:([[Vanisource:BG 10.11 (1972)|BG 10.11]])  


"ଯେଉଁମାନେ ସର୍ବଦା ମୋର ସେବାରେ ନିଯୁକ୍ତ, ସେମାନଙ୍କୁ ଏକ ବିଶେଷ କୃପା ଦେଖେଇବା ପାଇଁ," ତେଶାମେବାନୁ କମ୍ପାର୍ଥମହମଜ୍ଞାନଜଂ ତମଃ ନାଶୟାମି । "ମୁଁ ସମସ୍ତ ପ୍ରକାରର ଅଜ୍ଞାନତାର ଅନ୍ଧକାରକୁ ମୋର ଜ୍ଞାନର ଆଲୋକରେ ଦୂର କରି ଦେବି ।" ତେବେ କୃଷ୍ଣ ତୁମ ଭିତରେ ଅଛନ୍ତି । ଏବଂ ଯେତେବେଳେ ତୁମେ ନିଷ୍ଠାବାନ ଭାବରେ ଭକ୍ତି ଯୋଗ ଦ୍ଵାରା କୃଷ୍ଣଙ୍କୁ ଖୋଜିବ, ଏହା ଭଗବଦ୍ ଗୀତାରେ କୁହାଯାଇଛି, ତୁମେ ଅଷ୍ଟାଦଶ ଅଧ୍ୟାୟରେ ପାଇବ, ଭକ୍ତ୍ୟା ମାମଭିଜାନାତି ([[Vanisource:BG 18.55|BG 18.55]]) । "ଜଣେ ମୋତେ କେବଳ ଭକ୍ତି ପ୍ରକ୍ରିୟା ଦ୍ଵାରା ବୁଝି ପାରିବ ।" ଭକ୍ତ୍ୟା । ଏବଂ ଭକ୍ତ କ'ଣ? ଭକ୍ତି ହେଉଛି: ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ([[Vanisource:SB 7.5.23|SB 7.5.23]]) । କେବଳ ବିଷ୍ଣୁଙ୍କ ବିଷୟରେ ଶୁଣ ଏବଂ ଜପ କର । ଏହା ହେଉଛି ଭକ୍ତିର ପ୍ରାରମ୍ଭ ।  
"ଯେଉଁମାନେ ସର୍ବଦା ମୋର ସେବାରେ ନିଯୁକ୍ତ, ସେମାନଙ୍କୁ ଏକ ବିଶେଷ କୃପା ଦେଖେଇବା ପାଇଁ," ତେଶାମେବାନୁ କମ୍ପାର୍ଥମହମଜ୍ଞାନଜଂ ତମଃ ନାଶୟାମି । "ମୁଁ ସମସ୍ତ ପ୍ରକାରର ଅଜ୍ଞାନତାର ଅନ୍ଧକାରକୁ ମୋର ଜ୍ଞାନର ଆଲୋକରେ ଦୂର କରି ଦେବି ।" ତେବେ କୃଷ୍ଣ ତୁମ ଭିତରେ ଅଛନ୍ତି । ଏବଂ ଯେତେବେଳେ ତୁମେ ନିଷ୍ଠାବାନ ଭାବରେ ଭକ୍ତି ଯୋଗ ଦ୍ଵାରା କୃଷ୍ଣଙ୍କୁ ଖୋଜିବ, ଏହା ଭଗବଦ୍ ଗୀତାରେ କୁହାଯାଇଛି, ତୁମେ ଅଷ୍ଟାଦଶ ଅଧ୍ୟାୟରେ ପାଇବ, ଭକ୍ତ୍ୟା ମାମଭିଜାନାତି ([[Vanisource:BG 18.55 (1972)|BG 18.55]]) । "ଜଣେ ମୋତେ କେବଳ ଭକ୍ତି ପ୍ରକ୍ରିୟା ଦ୍ଵାରା ବୁଝି ପାରିବ ।" ଭକ୍ତ୍ୟା । ଏବଂ ଭକ୍ତ କ'ଣ? ଭକ୍ତି ହେଉଛି: ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ([[Vanisource:SB 7.5.23-24|SB 7.5.23]]) । କେବଳ ବିଷ୍ଣୁଙ୍କ ବିଷୟରେ ଶୁଣ ଏବଂ ଜପ କର । ଏହା ହେଉଛି ଭକ୍ତିର ପ୍ରାରମ୍ଭ ।  


ତେଣୁ ଯଦି ତୁମେ ନିଷ୍ଠାବାନ ଏବଂ ବିନମ୍ରତାର ସହିତ କେବଳ ଶୁଣିବ, ତେବେ ତୁମେ କୃଷ୍ଣଙ୍କୁ ବୁଝିପାରିବ । କୃଷ୍ଣ ତୁମ ଆଗରେ ପ୍ରକାଶିତ କରିବେ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ସ୍ମରଣଂ ପାଦସେବନମ୍ ଅର୍ଚନଂ ବନ୍ଦନଂ ଦାସ୍ୟଂ, ନଅଟି ଭିନ୍ନ ଭିନ୍ନ ପ୍ରକାରର ଅଛି । ତେଣୁ ବନ୍ଦନଂ, ପ୍ରାର୍ଥନା କରିବା, ତାହା ମଧ୍ୟ ହେଉଛି ଭକ୍ତି । ଶ୍ରବଣଂ, ତାଙ୍କ ବିଷୟରେ ଶୁଣିବା । ଯେପରି ଆମେ ଭଗବଦ୍ ଗୀତାରୁ କୃଷ୍ଣଙ୍କ ବିଷୟରେ ଶୁଣୁଛୁ । ତାଙ୍କର ଖ୍ୟାତି ଜପ କରିବା, ହରେ କୃଷ୍ଣ । ଏହା ହେଉଛି ପ୍ରାରମ୍ଭ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ([[Vanisource:SB 7.5.23|SB 7.5.23]]) । ବିଷ୍ଣୁ ଅର୍ଥାତ୍, ଏହି...ସବୁକିଛି ହେଉଛନ୍ତି ବିଷ୍ଣୁ । ଧ୍ୟାନ ହେଉଛନ୍ତି ବିଷ୍ଣୁ । ଭକ୍ତି ହେଉଛି ବିଷ୍ଣୁ । ବିଷ୍ଣିଙ୍କ ବିନା ନୁହେଁ । ଏବଂ କୃଷ୍ଣ ହେଉଛନ୍ତି ବିଷ୍ଣୁଙ୍କର ମୂଳ ରୂପ । କୃଷ୍ଣସ୍ ତୁ ଭଗବାନ ସ୍ଵୟଂ ([[Vanisource:SB 1.3.28|SB 1.3.28]]) । ପରମ ପୁରୁଷ ଭଗବାନଙ୍କର ମୂଳ ରୂପ । ତେଣୁ ଯଦି ଆମେ ପ୍ରକ୍ରିୟା ଅନୁସରଣ କରିବା ତେବେ ଆମେ ବୁଝି ପାରିବା କୌଣସି ସନ୍ଦେହ ବିନା ।  
ତେଣୁ ଯଦି ତୁମେ ନିଷ୍ଠାବାନ ଏବଂ ବିନମ୍ରତାର ସହିତ କେବଳ ଶୁଣିବ, ତେବେ ତୁମେ କୃଷ୍ଣଙ୍କୁ ବୁଝିପାରିବ । କୃଷ୍ଣ ତୁମ ଆଗରେ ପ୍ରକାଶିତ କରିବେ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ସ୍ମରଣଂ ପାଦସେବନମ୍ ଅର୍ଚନଂ ବନ୍ଦନଂ ଦାସ୍ୟଂ, ନଅଟି ଭିନ୍ନ ଭିନ୍ନ ପ୍ରକାରର ଅଛି । ତେଣୁ ବନ୍ଦନଂ, ପ୍ରାର୍ଥନା କରିବା, ତାହା ମଧ୍ୟ ହେଉଛି ଭକ୍ତି । ଶ୍ରବଣଂ, ତାଙ୍କ ବିଷୟରେ ଶୁଣିବା । ଯେପରି ଆମେ ଭଗବଦ୍ ଗୀତାରୁ କୃଷ୍ଣଙ୍କ ବିଷୟରେ ଶୁଣୁଛୁ । ତାଙ୍କର ଖ୍ୟାତି ଜପ କରିବା, ହରେ କୃଷ୍ଣ । ଏହା ହେଉଛି ପ୍ରାରମ୍ଭ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ([[Vanisource:SB 7.5.23-24|SB 7.5.23]]) । ବିଷ୍ଣୁ ଅର୍ଥାତ୍, ଏହି...ସବୁକିଛି ହେଉଛନ୍ତି ବିଷ୍ଣୁ । ଧ୍ୟାନ ହେଉଛନ୍ତି ବିଷ୍ଣୁ । ଭକ୍ତି ହେଉଛି ବିଷ୍ଣୁ । ବିଷ୍ଣିଙ୍କ ବିନା ନୁହେଁ । ଏବଂ କୃଷ୍ଣ ହେଉଛନ୍ତି ବିଷ୍ଣୁଙ୍କର ମୂଳ ରୂପ । କୃଷ୍ଣସ୍ ତୁ ଭଗବାନ ସ୍ଵୟଂ ([[Vanisource:SB 1.3.28|SB 1.3.28]]) । ପରମ ପୁରୁଷ ଭଗବାନଙ୍କର ମୂଳ ରୂପ । ତେଣୁ ଯଦି ଆମେ ପ୍ରକ୍ରିୟା ଅନୁସରଣ କରିବା ତେବେ ଆମେ ବୁଝି ପାରିବା କୌଣସି ସନ୍ଦେହ ବିନା ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020



Lecture on BG 6.13-15 -- Los Angeles, February 16, 1969

ପ୍ରଭୁପାଦ: ହଁ?

ଭକ୍ତ:ପ୍ରଭୁପାଦ, ଆପଣ କହିଲେ ଯେ କୃଷ୍ଣଙ୍କର କୌଣସି ଅଙ୍ଗ ନାହିଁ, ଆଖି ନାହିଁ, ରୂପ ନାହିଁ ଯାହା ଆମେ ବୁଝି ପାରିବା । ତେବେ କିପରି ଆମେ କୃଷ୍ଣଙ୍କୁ ଆମେ ବୁଝି ପାରିବୁ ଯାହା ଛବି ଏବଂ ମୂର୍ତ୍ତୀ ରୂପରେ ଆମକୁ ଦିଆଯାଇଛି?

ପ୍ରଭୁପାଦ: ହଁ, ତାହା ମୁଁ ବୁଝେଇଛି । ଯେ ତୁମକୁ କେବଳ ତାଙ୍କର ସେବା କରିବାକୁ ହେବ, ତାପରେ ସେ ପ୍ରକାଶିତ କରିବେ । ତୁମେ ତୁମର ଆରୋହୀ ପ୍ରକ୍ରିୟା ଦ୍ଵାରା କୃଷ୍ଣଙ୍କୁ ବୁଝିପାରିବ ନାହିଁ । ତୁମକୁ କୃଷ୍ଣଙ୍କର ସେବା କରିବାକୁ ହେବ ଏବଂ କୃଷ୍ଣ ତୁମକୁ ପ୍ରକାଶିତ କରିବେ । ତାହା ଭଗବଦ୍ ଗୀତାରେ କୁହାଯାଇଛି, ତୁମେ ଦଶମ ଅଧ୍ୟାୟରେ ପାଇବ ।

ତେଶାମେବାନୁ କମ୍ପାର୍ଥମହମଜ୍ଞାନଜଂ ତମଃ
ନାଶୟାମ୍ୟାତ୍ମଭାବତ୍ସୋ ଜ୍ଞାନଦୀପେନ ଭାସ୍ଵତା
(BG 10.11)

"ଯେଉଁମାନେ ସର୍ବଦା ମୋର ସେବାରେ ନିଯୁକ୍ତ, ସେମାନଙ୍କୁ ଏକ ବିଶେଷ କୃପା ଦେଖେଇବା ପାଇଁ," ତେଶାମେବାନୁ କମ୍ପାର୍ଥମହମଜ୍ଞାନଜଂ ତମଃ ନାଶୟାମି । "ମୁଁ ସମସ୍ତ ପ୍ରକାରର ଅଜ୍ଞାନତାର ଅନ୍ଧକାରକୁ ମୋର ଜ୍ଞାନର ଆଲୋକରେ ଦୂର କରି ଦେବି ।" ତେବେ କୃଷ୍ଣ ତୁମ ଭିତରେ ଅଛନ୍ତି । ଏବଂ ଯେତେବେଳେ ତୁମେ ନିଷ୍ଠାବାନ ଭାବରେ ଭକ୍ତି ଯୋଗ ଦ୍ଵାରା କୃଷ୍ଣଙ୍କୁ ଖୋଜିବ, ଏହା ଭଗବଦ୍ ଗୀତାରେ କୁହାଯାଇଛି, ତୁମେ ଅଷ୍ଟାଦଶ ଅଧ୍ୟାୟରେ ପାଇବ, ଭକ୍ତ୍ୟା ମାମଭିଜାନାତି (BG 18.55) । "ଜଣେ ମୋତେ କେବଳ ଭକ୍ତି ପ୍ରକ୍ରିୟା ଦ୍ଵାରା ବୁଝି ପାରିବ ।" ଭକ୍ତ୍ୟା । ଏବଂ ଭକ୍ତ କ'ଣ? ଭକ୍ତି ହେଉଛି: ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ (SB 7.5.23) । କେବଳ ବିଷ୍ଣୁଙ୍କ ବିଷୟରେ ଶୁଣ ଏବଂ ଜପ କର । ଏହା ହେଉଛି ଭକ୍ତିର ପ୍ରାରମ୍ଭ ।

ତେଣୁ ଯଦି ତୁମେ ନିଷ୍ଠାବାନ ଏବଂ ବିନମ୍ରତାର ସହିତ କେବଳ ଶୁଣିବ, ତେବେ ତୁମେ କୃଷ୍ଣଙ୍କୁ ବୁଝିପାରିବ । କୃଷ୍ଣ ତୁମ ଆଗରେ ପ୍ରକାଶିତ କରିବେ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ସ୍ମରଣଂ ପାଦସେବନମ୍ ଅର୍ଚନଂ ବନ୍ଦନଂ ଦାସ୍ୟଂ, ନଅଟି ଭିନ୍ନ ଭିନ୍ନ ପ୍ରକାରର ଅଛି । ତେଣୁ ବନ୍ଦନଂ, ପ୍ରାର୍ଥନା କରିବା, ତାହା ମଧ୍ୟ ହେଉଛି ଭକ୍ତି । ଶ୍ରବଣଂ, ତାଙ୍କ ବିଷୟରେ ଶୁଣିବା । ଯେପରି ଆମେ ଭଗବଦ୍ ଗୀତାରୁ କୃଷ୍ଣଙ୍କ ବିଷୟରେ ଶୁଣୁଛୁ । ତାଙ୍କର ଖ୍ୟାତି ଜପ କରିବା, ହରେ କୃଷ୍ଣ । ଏହା ହେଉଛି ପ୍ରାରମ୍ଭ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ (SB 7.5.23) । ବିଷ୍ଣୁ ଅର୍ଥାତ୍, ଏହି...ସବୁକିଛି ହେଉଛନ୍ତି ବିଷ୍ଣୁ । ଧ୍ୟାନ ହେଉଛନ୍ତି ବିଷ୍ଣୁ । ଭକ୍ତି ହେଉଛି ବିଷ୍ଣୁ । ବିଷ୍ଣିଙ୍କ ବିନା ନୁହେଁ । ଏବଂ କୃଷ୍ଣ ହେଉଛନ୍ତି ବିଷ୍ଣୁଙ୍କର ମୂଳ ରୂପ । କୃଷ୍ଣସ୍ ତୁ ଭଗବାନ ସ୍ଵୟଂ (SB 1.3.28) । ପରମ ପୁରୁଷ ଭଗବାନଙ୍କର ମୂଳ ରୂପ । ତେଣୁ ଯଦି ଆମେ ପ୍ରକ୍ରିୟା ଅନୁସରଣ କରିବା ତେବେ ଆମେ ବୁଝି ପାରିବା କୌଣସି ସନ୍ଦେହ ବିନା ।