OR/Prabhupada 0664 - ଶୂନ୍ୟର ତତ୍ତ୍ଵଜ୍ଞାନ ଆଉ ଏକ ଭ୍ରମ । ଶୂନ୍ୟ ହୋଇପାରିବ ନାହିଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0664 - in all Languages Category:OR-Quotes - 1969 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in USA]]
[[Category:OR-Quotes - in USA]]
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
[[Category:French Pages - Yoga System]]
[[Category:Oriya Pages - Yoga System]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0661 - ଏହି ବାଳକମାନଙ୍କ ଠାରୁ କେହି ଭଲ ଧ୍ୟାନୀ ନାହାଁନ୍ତି । ସେମାନେ କେବଳ କୃଷ୍ଣଙ୍କ ଉପରେ ଧ୍ୟାନ କରନ୍ତି|0661|OR/Prabhupada 0666 - ଯଦି ସୂର୍ଯ୍ୟ ତୁମ କକ୍ଷ ମଧ୍ୟକୁ ଆସିପାରନ୍ତି, କୃଷ୍ଣ ତୁମ ହୃଦୟ ମଧ୍ୟକୁ ଆସିପାରିବେ|0666}}
{{1080 videos navigation - All Languages|Oriya|OR/Prabhupada 0661 - ଏହି ବାଳକମାନଙ୍କ ଠାରୁ କେହି ଭଲ ଧ୍ୟାନୀ ନାହାଁନ୍ତି । ସେମାନେ କେବଳ କୃଷ୍ଣଙ୍କ ଉପରେ ଧ୍ୟାନ କରନ୍ତି|0661|OR/Prabhupada 0666 - ଯଦି ସୂର୍ଯ୍ୟ ତୁମ କକ୍ଷ ମଧ୍ୟକୁ ଆସିପାରନ୍ତି, କୃଷ୍ଣ ତୁମ ହୃଦୟ ମଧ୍ୟକୁ ଆସିପାରିବେ|0666}}
<!-- END NAVIGATION BAR -->
<!-- END NAVIGATION BAR -->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|lPUD8eYZ2CE|ଶୂନ୍ୟର ତତ୍ତ୍ଵଜ୍ଞାନ ଆଉ ଏକ ଭ୍ରମ । ଶୂନ୍ୟ ହୋଇପାରିବ ନାହିଁ<br />- Prabhupāda 0664}}
{{youtube_right|dUucYShJOYg|ଶୂନ୍ୟର ତତ୍ତ୍ଵଜ୍ଞାନ ଆଉ ଏକ ଭ୍ରମ । ଶୂନ୍ୟ ହୋଇପାରିବ ନାହିଁ<br />- Prabhupāda 0664}}
<!-- END VIDEO LINK -->
<!-- END VIDEO LINK -->


Line 33: Line 33:
ତମାଳ କୃଷ୍ଣ: ଭଗବଦ... ଭୌତିକ ଅସ୍ତିତ୍ଵକୁ ବନ୍ଦ କରିବାର ଅର୍ଥ ନୁହେଁ ଶୂନ୍ୟର ଅସ୍ତୁତ୍ଵ ମଧ୍ୟରେ ପ୍ରବେଶ କରିବା, ଯାହା କେବଳ ଏକ କଳ୍ପନା ।"  
ତମାଳ କୃଷ୍ଣ: ଭଗବଦ... ଭୌତିକ ଅସ୍ତିତ୍ଵକୁ ବନ୍ଦ କରିବାର ଅର୍ଥ ନୁହେଁ ଶୂନ୍ୟର ଅସ୍ତୁତ୍ଵ ମଧ୍ୟରେ ପ୍ରବେଶ କରିବା, ଯାହା କେବଳ ଏକ କଳ୍ପନା ।"  


ପ୍ରଭୁପାଦ: ହଁ । ଭୌତିକ ଅସ୍ତିତ୍ଵକୁ ବନ୍ଦ କରିବା ମାନେ ଶୂନ୍ୟ ନୁହେଁ । କାରଣ ମୁଁ ଶୂନ୍ୟ ନୁହେଁ । ମୁଁ ହୋଉଛି ଜୀବାତ୍ମା । ଯଦି ମୁଁ ଶୂନ୍ୟ, ତ କିପରି ମୋର ଏହି ଶରୀରର ବିକାଶ ହୋଉଛି? ମୁଁ ଶୂନ୍ୟ ନୁହେଁ । ମୁଁ ହେଉଛି ବୀଜ । ଠିକ ଯେପରି ତୁମେ ଏକ ବୀଜ ମାଟିରେ ଲଗାଉଛ, ଏହା ବଡ ବୃକ୍ଷ ବା ଗଛରେ ପରିଣତ ହୁଏ । ପିତାଙ୍କ ଦ୍ଵାରା ବୀଜ ମାଙ୍କ ଗର୍ଭ ମଧ୍ୟକୁ ଯାଏ ଏବଂ ଏହା ଏକ ବୃକ୍ଷ ଭଳିଆ ବଢେ । ଏବଂ ଏହି ଶରୀର ଆସେ । ଶୂନ୍ୟତା କାହିଁ? ଅହଂ ବୀଜପ୍ରଦଃ ପିତା ([[Vanisource:BG 14.4|BG 14.4]]) ଚତୂର୍ଦଶ ଅଧ୍ୟାୟରେ ତୁମେ ପାଇବ, ଯେ ମୂଳ ବୀଜ କୃଷ୍ଣଙ୍କଦ୍ଵାରା ଦିଆଯାଇଛି ଏହି ଭୌତିକ ପ୍ରକୃତିର ଗର୍ଭରେ, ଏବଂ ଏତେସାରା ଜୀବ ବାହାରକୁ ଆସନ୍ତି । ତୁମେ ଏହା ବିରୁଦ୍ଧରେ ଯୁକ୍ତି କରିପାରିବ ନାହିଁ, କାରଣ ଜନ୍ମ କରିବା ପ୍ରକ୍ରିୟା ତାହା ହିଁ ଯାହା ଆମେ ଆମର ବ୍ୟବହାରୀକ ଜୀବନରେ ଦେଖୁ । ଆମେ ଦେଖୁ ଯେ ପିତା ମାତୃଙ୍କ ଗର୍ଭରେ ବୀଜ ଦିଅନ୍ତି, ଏବଂ ମା, ମୁଁ କହିବାକୁ ଚାହୁଁଛି, ଶରୀରକୁ ବିକସିତ କରିବା ପାଇଁ ଛୁଆର ପୋଷଣ କରନ୍ତି । ତେଣୁ ଶୂନ୍ୟର କୌଣସି ପ୍ରଶ୍ନ ହିଁ ନାହିଁ । ଯଦି ବୀଜଟି ଶୂନ୍ୟ ହୋଇଥାନ୍ତା, ତେବେ କିପରି ଏହି ସୁନ୍ଦର ଶରୀରଟି ବିକସିତ ହେଲା?  
ପ୍ରଭୁପାଦ: ହଁ । ଭୌତିକ ଅସ୍ତିତ୍ଵକୁ ବନ୍ଦ କରିବା ମାନେ ଶୂନ୍ୟ ନୁହେଁ । କାରଣ ମୁଁ ଶୂନ୍ୟ ନୁହେଁ । ମୁଁ ହୋଉଛି ଜୀବାତ୍ମା । ଯଦି ମୁଁ ଶୂନ୍ୟ, ତ କିପରି ମୋର ଏହି ଶରୀରର ବିକାଶ ହୋଉଛି? ମୁଁ ଶୂନ୍ୟ ନୁହେଁ । ମୁଁ ହେଉଛି ବୀଜ । ଠିକ ଯେପରି ତୁମେ ଏକ ବୀଜ ମାଟିରେ ଲଗାଉଛ, ଏହା ବଡ ବୃକ୍ଷ ବା ଗଛରେ ପରିଣତ ହୁଏ । ପିତାଙ୍କ ଦ୍ଵାରା ବୀଜ ମାଙ୍କ ଗର୍ଭ ମଧ୍ୟକୁ ଯାଏ ଏବଂ ଏହା ଏକ ବୃକ୍ଷ ଭଳିଆ ବଢେ । ଏବଂ ଏହି ଶରୀର ଆସେ । ଶୂନ୍ୟତା କାହିଁ? ଅହଂ ବୀଜପ୍ରଦଃ ପିତା ([[Vanisource:BG 14.4 (1972)|BG 14.4]]) ଚତୂର୍ଦଶ ଅଧ୍ୟାୟରେ ତୁମେ ପାଇବ, ଯେ ମୂଳ ବୀଜ କୃଷ୍ଣଙ୍କଦ୍ଵାରା ଦିଆଯାଇଛି ଏହି ଭୌତିକ ପ୍ରକୃତିର ଗର୍ଭରେ, ଏବଂ ଏତେସାରା ଜୀବ ବାହାରକୁ ଆସନ୍ତି । ତୁମେ ଏହା ବିରୁଦ୍ଧରେ ଯୁକ୍ତି କରିପାରିବ ନାହିଁ, କାରଣ ଜନ୍ମ କରିବା ପ୍ରକ୍ରିୟା ତାହା ହିଁ ଯାହା ଆମେ ଆମର ବ୍ୟବହାରୀକ ଜୀବନରେ ଦେଖୁ । ଆମେ ଦେଖୁ ଯେ ପିତା ମାତୃଙ୍କ ଗର୍ଭରେ ବୀଜ ଦିଅନ୍ତି, ଏବଂ ମା, ମୁଁ କହିବାକୁ ଚାହୁଁଛି, ଶରୀରକୁ ବିକସିତ କରିବା ପାଇଁ ଛୁଆର ପୋଷଣ କରନ୍ତି । ତେଣୁ ଶୂନ୍ୟର କୌଣସି ପ୍ରଶ୍ନ ହିଁ ନାହିଁ । ଯଦି ବୀଜଟି ଶୂନ୍ୟ ହୋଇଥାନ୍ତା, ତେବେ କିପରି ଏହି ସୁନ୍ଦର ଶରୀରଟି ବିକସିତ ହେଲା?  


ତେଣୁ ନିର୍ବାଣ ମାନେ ଅନ୍ୟ କୌଣସି ଭୌତିକ ଶରୀରକୁ ଗ୍ରହଣ ନ କରିବା । ତୁମେ ଏହାକୁ ଶୂନ୍ୟ କରିବାକୁ ଚେଷ୍ଟା କର ନାହିଁ । ତାହା ଅନ୍ୟ ଏକ ବକବାସ ଅଟେ । ଶୂନ୍ୟ, ତୁମେ ଶୂନ୍ୟ ନୁହଁ । ଶୂନ୍ୟ ମାନେ ଏହି ଭୌତିକ ଶରୀରକୁ ଶୂନ୍ୟ କରିବା । ଏହି ଦୟନୀୟରେ ପୂର୍ଣ୍ଣ ଶରୀର । କେବଳ ଆଧ୍ୟାତ୍ମିକ ଶରୀରକୁ ବୃଦ୍ଧିକରିବାରେ ଚେଷ୍ଟା କର । ତାହା ସମ୍ଭବ । ଯଦ୍ ଗତ୍ଵା  ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ([[Vanisource:BG 15.6|BG 15.6]]) । ଏହି ସବୁ ଜିନିଷ ଆଗରୁ ଅଛି । ତ ଆମକୁ ଅତ୍ୟଧିକ ବୁଦ୍ଧିମାନ ହେବାକୁ ପଡିବ ଏହାକୁ ବୁଝିବା ପାଇଁ, ଜୀବନର ଅସୁବିଧା କ'ଣ, କ'ଣ, କିପରି ଆମେ ମୂଲ୍ୟବାନ ମନୁଷ୍ୟ ଜୀବନକୁ କାମରେ ଲଗାଇବା । ଦୁର୍ଭାଗ୍ୟବଶତଃ ଏହି ଶିକ୍ଷା ବ୍ୟବହାରିକ ରୂପରେ ସମଗ୍ର ବିଶ୍ଵରେ ନଥିବା ଭଳି । ବୋଧେ ଏହା ଏକମାତ୍ର ସଂସ୍ଥା ଯାହା ଜୀବନର ବାସ୍ତବିକ ସମସ୍ୟାକୁ ପ୍ରସ୍ତୁତ କରୁଛି, ଏବଂ ଜୀବନର ବାସ୍ତବିକ ମୂଲ୍ୟ । ଏହି କୃଷ୍ଣ ଚେତନା ଅନ୍ଦୋଳନ । ଆଗକୁ ବଢୁ ।  
ତେଣୁ ନିର୍ବାଣ ମାନେ ଅନ୍ୟ କୌଣସି ଭୌତିକ ଶରୀରକୁ ଗ୍ରହଣ ନ କରିବା । ତୁମେ ଏହାକୁ ଶୂନ୍ୟ କରିବାକୁ ଚେଷ୍ଟା କର ନାହିଁ । ତାହା ଅନ୍ୟ ଏକ ବକବାସ ଅଟେ । ଶୂନ୍ୟ, ତୁମେ ଶୂନ୍ୟ ନୁହଁ । ଶୂନ୍ୟ ମାନେ ଏହି ଭୌତିକ ଶରୀରକୁ ଶୂନ୍ୟ କରିବା । ଏହି ଦୟନୀୟରେ ପୂର୍ଣ୍ଣ ଶରୀର । କେବଳ ଆଧ୍ୟାତ୍ମିକ ଶରୀରକୁ ବୃଦ୍ଧିକରିବାରେ ଚେଷ୍ଟା କର । ତାହା ସମ୍ଭବ । ଯଦ୍ ଗତ୍ଵା  ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ([[Vanisource:BG 15.6 (1972)|BG 15.6]]) । ଏହି ସବୁ ଜିନିଷ ଆଗରୁ ଅଛି । ତ ଆମକୁ ଅତ୍ୟଧିକ ବୁଦ୍ଧିମାନ ହେବାକୁ ପଡିବ ଏହାକୁ ବୁଝିବା ପାଇଁ, ଜୀବନର ଅସୁବିଧା କ'ଣ, କ'ଣ, କିପରି ଆମେ ମୂଲ୍ୟବାନ ମନୁଷ୍ୟ ଜୀବନକୁ କାମରେ ଲଗାଇବା । ଦୁର୍ଭାଗ୍ୟବଶତଃ ଏହି ଶିକ୍ଷା ବ୍ୟବହାରିକ ରୂପରେ ସମଗ୍ର ବିଶ୍ଵରେ ନଥିବା ଭଳି । ବୋଧେ ଏହା ଏକମାତ୍ର ସଂସ୍ଥା ଯାହା ଜୀବନର ବାସ୍ତବିକ ସମସ୍ୟାକୁ ପ୍ରସ୍ତୁତ କରୁଛି, ଏବଂ ଜୀବନର ବାସ୍ତବିକ ମୂଲ୍ୟ । ଏହି କୃଷ୍ଣ ଚେତନା ଅନ୍ଦୋଳନ । ଆଗକୁ ବଢୁ ।  


ତମାଳକୃଷ୍ଣ: ଭଗବାନଙ୍କ ସୃଷ୍ଟିରେ କୌଣସି ଶୂନ୍ୟ ନାହିଁ । ଓଲଟା ଭୌତିକ ଅସ୍ତୁତ୍ଵର ସମାପ୍ତି ।  
ତମାଳକୃଷ୍ଣ: ଭଗବାନଙ୍କ ସୃଷ୍ଟିରେ କୌଣସି ଶୂନ୍ୟ ନାହିଁ । ଓଲଟା ଭୌତିକ ଅସ୍ତୁତ୍ଵର ସମାପ୍ତି ।  

Latest revision as of 22:41, 1 October 2020



Lecture on BG 6.13-15 -- Los Angeles, February 16, 1969

ତମାଳ କୃଷ୍ଣ: ଭଗବଦ... ଭୌତିକ ଅସ୍ତିତ୍ଵକୁ ବନ୍ଦ କରିବାର ଅର୍ଥ ନୁହେଁ ଶୂନ୍ୟର ଅସ୍ତୁତ୍ଵ ମଧ୍ୟରେ ପ୍ରବେଶ କରିବା, ଯାହା କେବଳ ଏକ କଳ୍ପନା ।"

ପ୍ରଭୁପାଦ: ହଁ । ଭୌତିକ ଅସ୍ତିତ୍ଵକୁ ବନ୍ଦ କରିବା ମାନେ ଶୂନ୍ୟ ନୁହେଁ । କାରଣ ମୁଁ ଶୂନ୍ୟ ନୁହେଁ । ମୁଁ ହୋଉଛି ଜୀବାତ୍ମା । ଯଦି ମୁଁ ଶୂନ୍ୟ, ତ କିପରି ମୋର ଏହି ଶରୀରର ବିକାଶ ହୋଉଛି? ମୁଁ ଶୂନ୍ୟ ନୁହେଁ । ମୁଁ ହେଉଛି ବୀଜ । ଠିକ ଯେପରି ତୁମେ ଏକ ବୀଜ ମାଟିରେ ଲଗାଉଛ, ଏହା ବଡ ବୃକ୍ଷ ବା ଗଛରେ ପରିଣତ ହୁଏ । ପିତାଙ୍କ ଦ୍ଵାରା ବୀଜ ମାଙ୍କ ଗର୍ଭ ମଧ୍ୟକୁ ଯାଏ ଏବଂ ଏହା ଏକ ବୃକ୍ଷ ଭଳିଆ ବଢେ । ଏବଂ ଏହି ଶରୀର ଆସେ । ଶୂନ୍ୟତା କାହିଁ? ଅହଂ ବୀଜପ୍ରଦଃ ପିତା (BG 14.4) ଚତୂର୍ଦଶ ଅଧ୍ୟାୟରେ ତୁମେ ପାଇବ, ଯେ ମୂଳ ବୀଜ କୃଷ୍ଣଙ୍କଦ୍ଵାରା ଦିଆଯାଇଛି ଏହି ଭୌତିକ ପ୍ରକୃତିର ଗର୍ଭରେ, ଏବଂ ଏତେସାରା ଜୀବ ବାହାରକୁ ଆସନ୍ତି । ତୁମେ ଏହା ବିରୁଦ୍ଧରେ ଯୁକ୍ତି କରିପାରିବ ନାହିଁ, କାରଣ ଜନ୍ମ କରିବା ପ୍ରକ୍ରିୟା ତାହା ହିଁ ଯାହା ଆମେ ଆମର ବ୍ୟବହାରୀକ ଜୀବନରେ ଦେଖୁ । ଆମେ ଦେଖୁ ଯେ ପିତା ମାତୃଙ୍କ ଗର୍ଭରେ ବୀଜ ଦିଅନ୍ତି, ଏବଂ ମା, ମୁଁ କହିବାକୁ ଚାହୁଁଛି, ଶରୀରକୁ ବିକସିତ କରିବା ପାଇଁ ଛୁଆର ପୋଷଣ କରନ୍ତି । ତେଣୁ ଶୂନ୍ୟର କୌଣସି ପ୍ରଶ୍ନ ହିଁ ନାହିଁ । ଯଦି ବୀଜଟି ଶୂନ୍ୟ ହୋଇଥାନ୍ତା, ତେବେ କିପରି ଏହି ସୁନ୍ଦର ଶରୀରଟି ବିକସିତ ହେଲା?

ତେଣୁ ନିର୍ବାଣ ମାନେ ଅନ୍ୟ କୌଣସି ଭୌତିକ ଶରୀରକୁ ଗ୍ରହଣ ନ କରିବା । ତୁମେ ଏହାକୁ ଶୂନ୍ୟ କରିବାକୁ ଚେଷ୍ଟା କର ନାହିଁ । ତାହା ଅନ୍ୟ ଏକ ବକବାସ ଅଟେ । ଶୂନ୍ୟ, ତୁମେ ଶୂନ୍ୟ ନୁହଁ । ଶୂନ୍ୟ ମାନେ ଏହି ଭୌତିକ ଶରୀରକୁ ଶୂନ୍ୟ କରିବା । ଏହି ଦୟନୀୟରେ ପୂର୍ଣ୍ଣ ଶରୀର । କେବଳ ଆଧ୍ୟାତ୍ମିକ ଶରୀରକୁ ବୃଦ୍ଧିକରିବାରେ ଚେଷ୍ଟା କର । ତାହା ସମ୍ଭବ । ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6) । ଏହି ସବୁ ଜିନିଷ ଆଗରୁ ଅଛି । ତ ଆମକୁ ଅତ୍ୟଧିକ ବୁଦ୍ଧିମାନ ହେବାକୁ ପଡିବ ଏହାକୁ ବୁଝିବା ପାଇଁ, ଜୀବନର ଅସୁବିଧା କ'ଣ, କ'ଣ, କିପରି ଆମେ ମୂଲ୍ୟବାନ ମନୁଷ୍ୟ ଜୀବନକୁ କାମରେ ଲଗାଇବା । ଦୁର୍ଭାଗ୍ୟବଶତଃ ଏହି ଶିକ୍ଷା ବ୍ୟବହାରିକ ରୂପରେ ସମଗ୍ର ବିଶ୍ଵରେ ନଥିବା ଭଳି । ବୋଧେ ଏହା ଏକମାତ୍ର ସଂସ୍ଥା ଯାହା ଜୀବନର ବାସ୍ତବିକ ସମସ୍ୟାକୁ ପ୍ରସ୍ତୁତ କରୁଛି, ଏବଂ ଜୀବନର ବାସ୍ତବିକ ମୂଲ୍ୟ । ଏହି କୃଷ୍ଣ ଚେତନା ଅନ୍ଦୋଳନ । ଆଗକୁ ବଢୁ ।

ତମାଳକୃଷ୍ଣ: ଭଗବାନଙ୍କ ସୃଷ୍ଟିରେ କୌଣସି ଶୂନ୍ୟ ନାହିଁ । ଓଲଟା ଭୌତିକ ଅସ୍ତୁତ୍ଵର ସମାପ୍ତି ।

ପ୍ରଭୁପାଦ: ଶୂନ୍ୟ, ତୁମେ କେଉଁଠି ଦେଖିଛ କି, ପୃଥିବୀରେ ମଧ୍ୟ, ମାଟିରେ ମଧ୍ୟ, ତୁମେ ଶୂନ୍ୟ କିଛି ଦେଖାଯିବ ନାହିଁ । ପୃଥିବୀରେ, ଶୂନ୍ୟ ନାହିଁ, ଆକାଶରେ, ଶୂନ୍ୟ ନାହିଁ; ବାୟୁରେ, ଶୂନ୍ୟ ନାହିଁ, ଜଳରେ, ଶୂନ୍ୟ ନାହିଁ; ଅଗ୍ନିରେ, ଶୂନ୍ୟ ନାହିଁ- ତେବେ ତୁମେ ଶୂନ୍ୟ କେଉଁଠି ପାଇବ? ତୁମେ ଶୂନ୍ୟ କେଉଁଠି ପାଇବ? ଏହି ଶୂନ୍ୟର ତତ୍ତ୍ଵଜ୍ଞାନ ଆଉ ଏକ ଭ୍ରମ । ଶୂନ୍ୟ ହୋଇପାରିବ ନାହିଁ ।