OR/Prabhupada 0766 - କେବଳ ଶ୍ରୀମଦ୍ ଭାଗବତ ପଢି, ତୁମେ ଖୁସି ହୋଇଯିବ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0766 - in all Languages Category:OR-Quotes - 1974 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in Switzerland]]
[[Category:OR-Quotes - in Switzerland]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0765 - ପୂର୍ଣ୍ଣ ଚେତନାଶୀଳ ହୁଅ, ଯେ 'ସବୁକିଛି କୃଷ୍ଣଙ୍କର ଏବଂ ଆମର କିଛି ନାହିଁ'|0765|OR/Prabhupada 0804 - ଆମେ ଆମ ଗୁରୁ ମହାରାଜଙ୍କ ଠାରୁ ଶିଖିଛୁ ଯେ ପ୍ରଚାର କରିବା ହେଉଛି ଅତ୍ୟନ୍ତ ମହତ୍ଵପୂର୍ଣ୍ଣ|0804}}

<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|WsKuUQ711Zw|କେବଳ ଶ୍ରୀମଦ୍ ଭାଗବତ ପଢି, ତୁମେ ଖୁସି ହୋଇଯିବ <br/>- Prabhupāda 0766}}
{{youtube_right|znTn61Ob8tw|କେବଳ ଶ୍ରୀମଦ୍ ଭାଗବତ ପଢି, ତୁମେ ଖୁସି ହୋଇଯିବ <br/>- Prabhupāda 0766}}
<!-- END VIDEO LINK -->
<!-- END VIDEO LINK -->

Line 31: Line 31:
ପ୍ରଭୁପାଦ: (ପଢୁଛନ୍ତି) "ଯୁଦ୍ଧିଷ୍ଟିରଙ୍କ ପାଖରେ ଏହା ଉଚିତ୍ ଥିଲା ଯେ ସେ ତାଙ୍କ ଦାଦାଙ୍କର ଭରଣ ପୋଷଣ ସମ୍ମାନପୂର୍ବକ କରିବା, କିନ୍ତୁ ଧ୍ରୁତରାଷ୍ଟଙ୍କୁ ଏପରି ଉଦାର ଆତିଥ୍ୟର ସ୍ଵୀକୃତି କଦାପି ବାଞ୍ଛନୀୟ ନ ଥିଲା । ସେ ଗ୍ରହଣ କରିଥିଲେ କାରଣ ସେ ଭାବିଥିଲେ ତାହା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ । ବିଷେଶତଃ, ବିଦୁର ଧ୍ରୁତରାଷ୍ଟ୍ରଙ୍କୁ ବୁଝାଇବା ପାଇଁ ଏବଂ ଆଧ୍ୟାତ୍ମିକ ଅନୁଭବର ଉଚ୍ଚ ସ୍ତରକୁ ନେବା ପାଇଁ ସେ ଆସିଥିଲେ । ଏହା ପ୍ରବୁଦ୍ଧ ଆତ୍ମାଙ୍କର କର୍ତ୍ତବ୍ୟ ବଦ୍ଧଜୀବିଙ୍କୁ ଉଦ୍ଧାର କରିବାର, ଏବଂ ବିଦୁର ସେହି କାରଣରୁ ଆସିଥିଲେ । କିନ୍ତୁ ଆଧ୍ୟାତ୍ମିକ ଜ୍ଞାନ ବିଷୟର କଥନ ଏତେ ସ୍ଫୁର୍ତିଦାୟକ ଯେ, ଧ୍ରୁତରାଷ୍ଟ୍ରଙ୍କୁ ନିର୍ଦ୍ଦେଶ ଦେବା ସମୟରେ, ବିଦୁର ପରିବାର ପ୍ରତ୍ୟେକ ସଦସ୍ୟଙ୍କର ଧ୍ୟାନ ଆକର୍ଷିତ କରିଥିଲେ, ଏବଂ ପ୍ରତ୍ୟେକେ ତାଙ୍କ କଥା ଶୁଣି ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିଥିଲେ । ଏହା ହେଉଛି ଆଧ୍ୟାତ୍ମିକ ଅନୁଭୁତିର ପନ୍ଥା। ଏହି ଉପଦେଶ ବହୁ ଧ୍ୟାନପୂର୍ବକ ଶୁଣିବା ଉଚିତ୍, ଯଦି ତାହା ଭଗବଦ୍-ତତ୍ତ୍ଵଦର୍ଶୀ କୁହନ୍ତି, ଏହା ଭ୍ରମିତ ଜୀବର ନିଷ୍କ୍ରିୟ ହୃଦୟ ଉପରେ ଅସର କରିବ । ଏବଂ ବାରମ୍ବାର ଶୁଣିବା ଦ୍ଵାରା, ଜଣେ ଆତ୍ମାନୁଭୁତିର ଉତ୍ତମ ସ୍ଥିତିକୁ ପ୍ରାପ୍ତ କରିପାରିବ ।"  

ସେଥିପାଇଁ ଶ୍ରବଣଂ ଅତି ମଦତ୍ତ୍ଵପୂର୍ଣ୍ଣ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁଃ ସ୍ମରଣଂ ପାଦ ସେବନମ୍ ([[Vanisource:SB 7.5.23|SB 7.5.23]]) । ତେଣୁ ଆମର ସମସ୍ତ କେନ୍ଦ୍ରମାନଙ୍କରେ, ଏହି ପ୍ରକ୍ରିୟାକୁ ଗ୍ରହଣ କରିବା ଆବଶ୍ୟକ । ବର୍ତ୍ତମାନ ଆମ ପାଖରେ ଅନେକଗୁଡିଏ ପୁସ୍ତକ ଅଛି । କେବଳ ଯଦି ଆମେ ପୁସ୍ତକ ପଢିବା... ଆମର ଯୋଗେଶ୍ଵର ପ୍ରଭୁ ପୁସ୍ତକ ପଢିବା ପାଇଁ ଅତ୍ୟନ୍ତ ଉତ୍ସାହିତ । ଏବଂ ସମସ୍ତେ ବହି ପଢିବା ଉଚିତ ଏବଂ ଅନ୍ୟମାନେ ଶୁଣିବା ଉଚିତ । ତାହା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ, ଶ୍ରବଣଂ । ଯେତେ ଅଧିକ ତୁମେ ଶୁଣିବ... ଆମ ପାଖରେ ଅନେକ ଗୁଡିଏ ପୁସ୍ତକ ଅଛି । ଯାହାକିଛି ପୂର୍ବରୁ ପ୍ରକାଶିତ ହୋଇଛି... ଠିକ ଯେପରି ଆମେ ଯେମିତି ଆମର ପ୍ରତିଦିନିଆ ଶ୍ଳୋକରେ କହୁଛୁ । ତ ଅତି କମରେ... ପୂର୍ବରୁ ଆମପାଖରେ ଅନେକ ଗୁଡିଏ ଶ୍ଳୋକର ଢେର ଅଛି, ତୁମେ ତାହା ପଚାଶ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚା କରିପାରିବ । ଏହି ପୁସ୍ତକଗୁଡିକ ପୂର୍ବରୁ ପ୍ରକାଶିତ ହୋଇଛି, ତାହାକୁ ଅନୁସରଣ କରି ଆଗକୁ ଯାଇପାର । ଭଣ୍ଡାରର ଅଭାବ ରହିଵ ନାହିଁ  ।  
ସେଥିପାଇଁ ଶ୍ରବଣଂ ଅତି ମଦତ୍ତ୍ଵପୂର୍ଣ୍ଣ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁଃ ସ୍ମରଣଂ ପାଦ ସେବନମ୍ ([[Vanisource:SB 7.5.23-24|SB 7.5.23]]) । ତେଣୁ ଆମର ସମସ୍ତ କେନ୍ଦ୍ରମାନଙ୍କରେ, ଏହି ପ୍ରକ୍ରିୟାକୁ ଗ୍ରହଣ କରିବା ଆବଶ୍ୟକ । ବର୍ତ୍ତମାନ ଆମ ପାଖରେ ଅନେକଗୁଡିଏ ପୁସ୍ତକ ଅଛି । କେବଳ ଯଦି ଆମେ ପୁସ୍ତକ ପଢିବା... ଆମର ଯୋଗେଶ୍ଵର ପ୍ରଭୁ ପୁସ୍ତକ ପଢିବା ପାଇଁ ଅତ୍ୟନ୍ତ ଉତ୍ସାହିତ । ଏବଂ ସମସ୍ତେ ବହି ପଢିବା ଉଚିତ ଏବଂ ଅନ୍ୟମାନେ ଶୁଣିବା ଉଚିତ । ତାହା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ, ଶ୍ରବଣଂ । ଯେତେ ଅଧିକ ତୁମେ ଶୁଣିବ... ଆମ ପାଖରେ ଅନେକ ଗୁଡିଏ ପୁସ୍ତକ ଅଛି । ଯାହାକିଛି ପୂର୍ବରୁ ପ୍ରକାଶିତ ହୋଇଛି... ଠିକ ଯେପରି ଆମେ ଯେମିତି ଆମର ପ୍ରତିଦିନିଆ ଶ୍ଳୋକରେ କହୁଛୁ । ତ ଅତି କମରେ... ପୂର୍ବରୁ ଆମପାଖରେ ଅନେକ ଗୁଡିଏ ଶ୍ଳୋକର ଢେର ଅଛି, ତୁମେ ତାହା ପଚାଶ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚା କରିପାରିବ । ଏହି ପୁସ୍ତକଗୁଡିକ ପୂର୍ବରୁ ପ୍ରକାଶିତ ହୋଇଛି, ତାହାକୁ ଅନୁସରଣ କରି ଆଗକୁ ଯାଇପାର । ଭଣ୍ଡାରର ଅଭାବ ରହିଵ ନାହିଁ  ।  

ତେଣୁ ଏହି ଅଭ୍ୟାସକୁ ଅନୁସରଣ କରିବା ଦରକାର । ସମୟ ନଷ୍ଟ କରନାହିଁ । ଯେପର୍ଯ୍ୟନ୍ତ ସମ୍ଭବ, ଏହି ଦିବ୍ୟ ବିଷୟବସ୍ତୁ ଶୁଣିବାକୁ ଚେଷ୍ଟାକର, ଭାଗବତ । ଯଦ ବୈଷ୍ଣବାନାଂ ପ୍ରିୟଂ ([[Vanisource:SB 12.13.18|SB 12.13.18]]) । ଏହା କୁହାଯାଇଛି ଯେ "ଶ୍ରୀମଦ୍ ଭାଗବତ ବୈଷ୍ଣବମାନଙ୍କର ଅତି ପ୍ରିୟ, ଭକ୍ତମାନଙ୍କର ।" ବୃନ୍ଦାବନରେ ତୁମେ ପାଇବ, ସେମାନେ ସବୁବେଳେ ଭାଗବତ ପଢନ୍ତି । ତାହା ହେଉଛି ତାଙ୍କ ଜୀବନର ଜୀବନ ଏବଂ ଆତ୍ମା । ତେଣୁ ଆମ ପାଖରେ ଛଅ ଖଣ୍ଡ ଅଛି, ଏବଂ ଆଗକୁ ... କେତେ ଗୁଡାଏ? ଆଠ ଖଣ୍ଡ ଆସୁଛି? ତେଣୁ ତୁମ ପାଖରେ ଯଥେଷ୍ଟ ଭଣ୍ଡାର ରହିବ । ତେଣୁ ତୁମେ ତାହାକୁ ପଢ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁଃ ([[Vanisource:SB 7.5.23|SB 7.5.23]]) । ତାହା ହେଉଛି ମୁଖ୍ୟ କାମ । ତାହା ପ୍ରକୃତ ଭକ୍ତି ଯୋଗ । କାରଣ ଆମେ ଚବିଶି ଘଣ୍ଟା ଶ୍ରବଣ ଏବଂ କୀର୍ତ୍ତନ କରିପାରିବା ନାହିଁ; ସେଥିପାଇଁ ଆମେ ଆମର ଗତିବିଧିକୁ ବିସ୍ତାର କରିଛୁ, କାର୍ଯ୍ୟକ୍ରମର ଗତିବିଧିଗୁଡିକ, ବହୁପ୍ରକାରରେ । ଅନ୍ୟଥା ଶ୍ରୀମଦ୍ ଭାଗବତ ଅତ୍ୟନ୍ତ ଉତ୍ତମ, ଯଦି ତୁମେ କେଉଁଠାରେ ମଧ୍ୟ ଅଭ୍ୟାସ କର, କୌଣସି ପରିସ୍ଥିତିରେ, କେବଳ ଶ୍ରୀମଦ୍ ଭାଗବତ ପଢି, ତୁମେ ଖୁସି ହୋଇଯିବ । ତେଣୁ ଅଭ୍ୟାସକୁ ଅନୁସରଣ କର ଏବଂ  ତୁମର ଆଧ୍ୟାତ୍ମିକ ଜୀବନକୁ ଅଧିକରୁ ଅଧିକ ଉନ୍ନତ କର ।  
ତେଣୁ ଏହି ଅଭ୍ୟାସକୁ ଅନୁସରଣ କରିବା ଦରକାର । ସମୟ ନଷ୍ଟ କରନାହିଁ । ଯେପର୍ଯ୍ୟନ୍ତ ସମ୍ଭବ, ଏହି ଦିବ୍ୟ ବିଷୟବସ୍ତୁ ଶୁଣିବାକୁ ଚେଷ୍ଟାକର, ଭାଗବତ । ଯଦ ବୈଷ୍ଣବାନାଂ ପ୍ରିୟଂ ([[Vanisource:SB 12.13.18|SB 12.13.18]]) । ଏହା କୁହାଯାଇଛି ଯେ "ଶ୍ରୀମଦ୍ ଭାଗବତ ବୈଷ୍ଣବମାନଙ୍କର ଅତି ପ୍ରିୟ, ଭକ୍ତମାନଙ୍କର ।" ବୃନ୍ଦାବନରେ ତୁମେ ପାଇବ, ସେମାନେ ସବୁବେଳେ ଭାଗବତ ପଢନ୍ତି । ତାହା ହେଉଛି ତାଙ୍କ ଜୀବନର ଜୀବନ ଏବଂ ଆତ୍ମା । ତେଣୁ ଆମ ପାଖରେ ଛଅ ଖଣ୍ଡ ଅଛି, ଏବଂ ଆଗକୁ ... କେତେ ଗୁଡାଏ? ଆଠ ଖଣ୍ଡ ଆସୁଛି? ତେଣୁ ତୁମ ପାଖରେ ଯଥେଷ୍ଟ ଭଣ୍ଡାର ରହିବ । ତେଣୁ ତୁମେ ତାହାକୁ ପଢ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁଃ ([[Vanisource:SB 7.5.23-24|SB 7.5.23]]) । ତାହା ହେଉଛି ମୁଖ୍ୟ କାମ । ତାହା ପ୍ରକୃତ ଭକ୍ତି ଯୋଗ । କାରଣ ଆମେ ଚବିଶି ଘଣ୍ଟା ଶ୍ରବଣ ଏବଂ କୀର୍ତ୍ତନ କରିପାରିବା ନାହିଁ; ସେଥିପାଇଁ ଆମେ ଆମର ଗତିବିଧିକୁ ବିସ୍ତାର କରିଛୁ, କାର୍ଯ୍ୟକ୍ରମର ଗତିବିଧିଗୁଡିକ, ବହୁପ୍ରକାରରେ । ଅନ୍ୟଥା ଶ୍ରୀମଦ୍ ଭାଗବତ ଅତ୍ୟନ୍ତ ଉତ୍ତମ, ଯଦି ତୁମେ କେଉଁଠାରେ ମଧ୍ୟ ଅଭ୍ୟାସ କର, କୌଣସି ପରିସ୍ଥିତିରେ, କେବଳ ଶ୍ରୀମଦ୍ ଭାଗବତ ପଢି, ତୁମେ ଖୁସି ହୋଇଯିବ । ତେଣୁ ଅଭ୍ୟାସକୁ ଅନୁସରଣ କର ଏବଂ  ତୁମର ଆଧ୍ୟାତ୍ମିକ ଜୀବନକୁ ଅଧିକରୁ ଅଧିକ ଉନ୍ନତ କର ।  

ବହୁତ ବହୁତ ଧନ୍ୟବାଦ ।  
ବହୁତ ବହୁତ ଧନ୍ୟବାଦ ।  

Latest revision as of 22:41, 1 October 2020

Lecture on SB 1.13.12 -- Geneva, June 3, 1974

ପ୍ରଭୁପାଦ: (ପଢୁଛନ୍ତି) "ଯୁଦ୍ଧିଷ୍ଟିରଙ୍କ ପାଖରେ ଏହା ଉଚିତ୍ ଥିଲା ଯେ ସେ ତାଙ୍କ ଦାଦାଙ୍କର ଭରଣ ପୋଷଣ ସମ୍ମାନପୂର୍ବକ କରିବା, କିନ୍ତୁ ଧ୍ରୁତରାଷ୍ଟଙ୍କୁ ଏପରି ଉଦାର ଆତିଥ୍ୟର ସ୍ଵୀକୃତି କଦାପି ବାଞ୍ଛନୀୟ ନ ଥିଲା । ସେ ଗ୍ରହଣ କରିଥିଲେ କାରଣ ସେ ଭାବିଥିଲେ ତାହା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ । ବିଷେଶତଃ, ବିଦୁର ଧ୍ରୁତରାଷ୍ଟ୍ରଙ୍କୁ ବୁଝାଇବା ପାଇଁ ଏବଂ ଆଧ୍ୟାତ୍ମିକ ଅନୁଭବର ଉଚ୍ଚ ସ୍ତରକୁ ନେବା ପାଇଁ ସେ ଆସିଥିଲେ । ଏହା ପ୍ରବୁଦ୍ଧ ଆତ୍ମାଙ୍କର କର୍ତ୍ତବ୍ୟ ବଦ୍ଧଜୀବିଙ୍କୁ ଉଦ୍ଧାର କରିବାର, ଏବଂ ବିଦୁର ସେହି କାରଣରୁ ଆସିଥିଲେ । କିନ୍ତୁ ଆଧ୍ୟାତ୍ମିକ ଜ୍ଞାନ ବିଷୟର କଥନ ଏତେ ସ୍ଫୁର୍ତିଦାୟକ ଯେ, ଧ୍ରୁତରାଷ୍ଟ୍ରଙ୍କୁ ନିର୍ଦ୍ଦେଶ ଦେବା ସମୟରେ, ବିଦୁର ପରିବାର ପ୍ରତ୍ୟେକ ସଦସ୍ୟଙ୍କର ଧ୍ୟାନ ଆକର୍ଷିତ କରିଥିଲେ, ଏବଂ ପ୍ରତ୍ୟେକେ ତାଙ୍କ କଥା ଶୁଣି ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିଥିଲେ । ଏହା ହେଉଛି ଆଧ୍ୟାତ୍ମିକ ଅନୁଭୁତିର ପନ୍ଥା। ଏହି ଉପଦେଶ ବହୁ ଧ୍ୟାନପୂର୍ବକ ଶୁଣିବା ଉଚିତ୍, ଯଦି ତାହା ଭଗବଦ୍-ତତ୍ତ୍ଵଦର୍ଶୀ କୁହନ୍ତି, ଏହା ଭ୍ରମିତ ଜୀବର ନିଷ୍କ୍ରିୟ ହୃଦୟ ଉପରେ ଅସର କରିବ । ଏବଂ ବାରମ୍ବାର ଶୁଣିବା ଦ୍ଵାରା, ଜଣେ ଆତ୍ମାନୁଭୁତିର ଉତ୍ତମ ସ୍ଥିତିକୁ ପ୍ରାପ୍ତ କରିପାରିବ ।"

ସେଥିପାଇଁ ଶ୍ରବଣଂ ଅତି ମଦତ୍ତ୍ଵପୂର୍ଣ୍ଣ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁଃ ସ୍ମରଣଂ ପାଦ ସେବନମ୍ (SB 7.5.23) । ତେଣୁ ଆମର ସମସ୍ତ କେନ୍ଦ୍ରମାନଙ୍କରେ, ଏହି ପ୍ରକ୍ରିୟାକୁ ଗ୍ରହଣ କରିବା ଆବଶ୍ୟକ । ବର୍ତ୍ତମାନ ଆମ ପାଖରେ ଅନେକଗୁଡିଏ ପୁସ୍ତକ ଅଛି । କେବଳ ଯଦି ଆମେ ପୁସ୍ତକ ପଢିବା... ଆମର ଯୋଗେଶ୍ଵର ପ୍ରଭୁ ପୁସ୍ତକ ପଢିବା ପାଇଁ ଅତ୍ୟନ୍ତ ଉତ୍ସାହିତ । ଏବଂ ସମସ୍ତେ ବହି ପଢିବା ଉଚିତ ଏବଂ ଅନ୍ୟମାନେ ଶୁଣିବା ଉଚିତ । ତାହା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ, ଶ୍ରବଣଂ । ଯେତେ ଅଧିକ ତୁମେ ଶୁଣିବ... ଆମ ପାଖରେ ଅନେକ ଗୁଡିଏ ପୁସ୍ତକ ଅଛି । ଯାହାକିଛି ପୂର୍ବରୁ ପ୍ରକାଶିତ ହୋଇଛି... ଠିକ ଯେପରି ଆମେ ଯେମିତି ଆମର ପ୍ରତିଦିନିଆ ଶ୍ଳୋକରେ କହୁଛୁ । ତ ଅତି କମରେ... ପୂର୍ବରୁ ଆମପାଖରେ ଅନେକ ଗୁଡିଏ ଶ୍ଳୋକର ଢେର ଅଛି, ତୁମେ ତାହା ପଚାଶ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚା କରିପାରିବ । ଏହି ପୁସ୍ତକଗୁଡିକ ପୂର୍ବରୁ ପ୍ରକାଶିତ ହୋଇଛି, ତାହାକୁ ଅନୁସରଣ କରି ଆଗକୁ ଯାଇପାର । ଭଣ୍ଡାରର ଅଭାବ ରହିଵ ନାହିଁ ।

ତେଣୁ ଏହି ଅଭ୍ୟାସକୁ ଅନୁସରଣ କରିବା ଦରକାର । ସମୟ ନଷ୍ଟ କରନାହିଁ । ଯେପର୍ଯ୍ୟନ୍ତ ସମ୍ଭବ, ଏହି ଦିବ୍ୟ ବିଷୟବସ୍ତୁ ଶୁଣିବାକୁ ଚେଷ୍ଟାକର, ଭାଗବତ । ଯଦ ବୈଷ୍ଣବାନାଂ ପ୍ରିୟଂ (SB 12.13.18) । ଏହା କୁହାଯାଇଛି ଯେ "ଶ୍ରୀମଦ୍ ଭାଗବତ ବୈଷ୍ଣବମାନଙ୍କର ଅତି ପ୍ରିୟ, ଭକ୍ତମାନଙ୍କର ।" ବୃନ୍ଦାବନରେ ତୁମେ ପାଇବ, ସେମାନେ ସବୁବେଳେ ଭାଗବତ ପଢନ୍ତି । ତାହା ହେଉଛି ତାଙ୍କ ଜୀବନର ଜୀବନ ଏବଂ ଆତ୍ମା । ତେଣୁ ଆମ ପାଖରେ ଛଅ ଖଣ୍ଡ ଅଛି, ଏବଂ ଆଗକୁ ... କେତେ ଗୁଡାଏ? ଆଠ ଖଣ୍ଡ ଆସୁଛି? ତେଣୁ ତୁମ ପାଖରେ ଯଥେଷ୍ଟ ଭଣ୍ଡାର ରହିବ । ତେଣୁ ତୁମେ ତାହାକୁ ପଢ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁଃ (SB 7.5.23) । ତାହା ହେଉଛି ମୁଖ୍ୟ କାମ । ତାହା ପ୍ରକୃତ ଭକ୍ତି ଯୋଗ । କାରଣ ଆମେ ଚବିଶି ଘଣ୍ଟା ଶ୍ରବଣ ଏବଂ କୀର୍ତ୍ତନ କରିପାରିବା ନାହିଁ; ସେଥିପାଇଁ ଆମେ ଆମର ଗତିବିଧିକୁ ବିସ୍ତାର କରିଛୁ, କାର୍ଯ୍ୟକ୍ରମର ଗତିବିଧିଗୁଡିକ, ବହୁପ୍ରକାରରେ । ଅନ୍ୟଥା ଶ୍ରୀମଦ୍ ଭାଗବତ ଅତ୍ୟନ୍ତ ଉତ୍ତମ, ଯଦି ତୁମେ କେଉଁଠାରେ ମଧ୍ୟ ଅଭ୍ୟାସ କର, କୌଣସି ପରିସ୍ଥିତିରେ, କେବଳ ଶ୍ରୀମଦ୍ ଭାଗବତ ପଢି, ତୁମେ ଖୁସି ହୋଇଯିବ । ତେଣୁ ଅଭ୍ୟାସକୁ ଅନୁସରଣ କର ଏବଂ ତୁମର ଆଧ୍ୟାତ୍ମିକ ଜୀବନକୁ ଅଧିକରୁ ଅଧିକ ଉନ୍ନତ କର ।

ବହୁତ ବହୁତ ଧନ୍ୟବାଦ ।

ଭକ୍ତଗଣ: ଜୟ ଶ୍ରୀଲା ପ୍ରଭୁପାଦ ।