OR/Prabhupada 0818 - ସତ୍ଵଗୁଣ ମଞ୍ଚରେ, ତୁମେ ସବୁ ଭଲ ବୁଝିପାରିବ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0818 - in all Languages Category:OR-Quotes - 1968 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Seattle]]
[[Category:OR-Quotes - in USA, Seattle]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0805 - କୃଷ୍ଣ ଚେତନାରେ ସେମାନେ ବନ୍ଧନ କ'ଣ ମୋକ୍ଷ କ'ଣ ଜାଣିଛନ୍ତ|0805|OR/Prabhupada 0829 - ଚାରି କାନ୍ଥ ତୁମକୁ ଶୁଣୁଛନ୍ତି । ତାହା ଯଥେଷ୍ଟ । ନିରାଶ ହୁଅ ନାହିଁ |0829}}
{{1080 videos navigation - All Languages|Oriya|OR/Prabhupada 0805 - କୃଷ୍ଣ ଚେତନାରେ ସେମାନେ ବନ୍ଧନ କ'ଣ ମୋକ୍ଷ କ'ଣ ଜାଣିଛନ୍ତ|0805|OR/Prabhupada 0829 - ଚାରି କାନ୍ଥ ତୁମକୁ ଶୁଣୁଛନ୍ତି । ତାହା ଯଥେଷ୍ଟ । ନିରାଶ ହୁଅ ନାହିଁ|0829}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|Y5ct1Y8RRpM|ସତ୍ଵଗୁଣ ମଞ୍ଚରେ, ତୁମେ ସବୁ ଭଲ ବୁଝିପାରିବ <br/>- Prabhupāda 0818}}
{{youtube_right|wdNi1e7wT2I|ସତ୍ଵଗୁଣ ମଞ୍ଚରେ, ତୁମେ ସବୁ ଭଲ ବୁଝିପାରିବ <br/>- Prabhupāda 0818}}
<!-- END VIDEO LINK -->
<!-- END VIDEO LINK -->


Line 32: Line 32:
ତମାଳକୃଷ୍ଣ: କିପରି ଆମେ ସତ୍ଵ ଗୁଣରେ ପ୍ରବେଶ କରିବା?  
ତମାଳକୃଷ୍ଣ: କିପରି ଆମେ ସତ୍ଵ ଗୁଣରେ ପ୍ରବେଶ କରିବା?  


ପ୍ରଭୁପାଦ: କେବଳ ଚାରୋଟି ନିୟମ ପାଳନ କରିବା ପାଇଁ ଚେଷ୍ଟା କର ଯେପରି କୁହାଯାଇଛି: ନିଶା ଗ୍ରହଣ, ଅବୈଧ ଯୌନ ସମ୍ପର୍କ, ମାଂସ ଅହାର, ଜୁଆ ଖେଳ ଆଦି କର ନାହିଁ । ବାସ ସେତିକି । ଏହା ହେଉଛି ସତ୍ଵଗୁଣ । ଏହା ସତ୍ଵ ଗୁଣ । ଏହି ନିଷେଧସବୁ ଅଛି । କାହିଁକି? କେବଳ ତୁମକୁ ସତ୍ଵଗୁଣରେ ରଖିବା ପାଇଁ । ସବୁ ଧର୍ମରେ... ବର୍ତ୍ତମାନ, ଏହି ଦଶ ନିୟମାବଳୀରେ ମଧ୍ୟ, ମୁଁ ଦେଖିଛି ଯେ "ଜୀବ ହତ୍ୟା କର ନାହିଁ ।" ସେହି ଏକା ଜିନିଷ ସେଥିରେ ଅଛି, କିନ୍ତୁ ଲୋକମାନେ ତାହା ପାଳନ କରୁନାହାଁନ୍ତି । ତାହା ଅନ୍ୟ କଥା । କୌଣସି ଧାର୍ମିକ ବ୍ୟକ୍ତି... କୌଣସି ବ୍ୟକ୍ତି ଧାର୍ମିକ ହୋଇପାରିବ ନାହିଁ ଯେବେ ପର୍ଯ୍ୟନ୍ତ ସେ ସତ୍ଵଗୁଣରେ ରହିବ ନାହିଁ । ଏକ ରାଜସିକ ବ୍ୟକ୍ତି ବା ଏକ ତାମସିକ ବ୍ୟକ୍ତି, ସେମାନେ କେବେ ମଧ୍ୟ ଧାର୍ମିକ ସ୍ତରକୁ ଆସିପାରିବେ ନାହିଁ । ଧାର୍ମିକ ସ୍ତର ମାନେ ସତ୍ଵଗୁଣରେ । ତେବେ ତୁମେ ବୁଝିପାରିବ । ସତ୍ଵଗୁଣ ମଞ୍ଚରେ, ତୁମେ ସବୁ ଭଲ ବୁଝିପାରିବ । ଯଦି ତୁମେ ତାମସିକ ସ୍ତରରେ ଅଛ, ଯଦି ତୁମେ ରାଜସିକ ସ୍ତରରେ ଅଛ, ତେବେ ତୁମେ କିପରି ଭଲ ଜିନିଷ ବୁଝିପାରିବ? ତାହା ସମ୍ଭବ ନୁହେଁ । ତେଣୁ ଜଣେ ନିଜକୁ ସତ୍ଵଗୁଣରେ ରଖିବା ଉଚିତ, ଏବଂ ସେହି ସତ୍ଵଗୁଣ ମାନେ ଜଣକୁ ସବୁ ପ୍ରତିବନ୍ଧନ ସବୁ ପାଳନ କରିବା ଉଚିତ । ତୁମେ ଦଶଟି ନିୟମାବଳିକୁ ଅନୁସରଣ କର କିମ୍ଵା ଏହି ଚାରୋଟି ନିୟମାବଳି ପାଳନ କର, ଏକା କଥା । ତାହା ମାନେ ତୁମେ ନିଜକୁ ସତ୍ଵଗୁଣରେ ରଖିବା ଉଚିତ । ସନ୍ତୁଳନ ସତ୍ଵଗୁଣରେ ଅଛି । ଭଗବଦ୍ ଗୀତାରେ କୁହାଯାଇଛି, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ ([[Vanisource:BG 10.12|BG 10.12]]) । ଅର୍ଜୁନ କୃଷ୍ଣଙ୍କୁ ସର୍ବୋତ୍ତମ ପବିତ୍ର ରୂପେ ସ୍ଵୀକାର କରିଥିଲେ । ତୁମେ କିପରି ନିଜେ ପବିତ୍ର ନ ହୋଇ ସର୍ବୋତ୍ତମ ପବିତ୍ରଙ୍କ ପାଖକୁ ପହଞ୍ଚିପାରିବ? ତେଣୁ ଏହା ହେଉଛି ପ୍ରାରମ୍ଭିକ ପ୍ରୟାସ ପବିତ୍ର ହେବା ପାଇଁ, କାରଣ ଆମେ ପ୍ରଦୁଷିତ । ତେଣୁ ଶୁଦ୍ଧ ହେବା ପାଇଁ...ଏକାଦଶୀ, କାହିଁକି ଆମେ ପାଳନ କରୁ? ଶୁଦ୍ଧ ହେବା ପାଇଁ । ବ୍ରହ୍ମଚର୍ଯ୍ୟ ତପସ୍ୟା, ପ୍ରାୟଶ୍ଚିତ, କଠୋର ନିୟମ, ସର୍ବଦା ମନକୁ କୃଷ୍ଣ ଚେତନାରେ ରଖି, ଶରୀରକୁ ସର୍ବଦା ସଫା ରଖି- ଏହି ଜିନିଷ ଗୁଡିକ ଆମକୁ ସତ୍ଵଗୁଣରେ ରଖିବାକୁ ସାହାଯ୍ୟ କରେ । ବିନା ସତ୍ଵଗୁଣରେ, ଏହା‍ ସମ୍ଭବ ନୁହେଁ । କିନ୍ତୁ କୃଷ୍ଣ ଚେତନା ଏତେ ଭଲ ଯେ ଜଣେ ତାମସିକ ହେଉ ବା ରାଜସିକ ହେଉ, ଏକାଥରେ ସେ ସତ୍ଵଗୁଣର ସ୍ତରକୁ ଉତ୍ତୀର୍ଣ୍ଣ ହୋଇଯିବ, ଯଦି ସେ ନିୟମ ଏବଂ କାୟଦାକୁ ଅନୁସରଣ କରିବ ଏବଂ ହରେ କୃଷ୍ଣ ଜପ କରିବ । ଏହି ହରେ କୃଷ୍ଣ ଜପ କରିଲେ ଏବଂ ନିୟମ କାୟଦା ପାଳନା କରିଲେ ତୁମେ ଅକ୍ଷତ ରୂପରେ ସତ୍ଵଗୁଣରେ ରହିବ । ନିଶ୍ଚିତରେ ରୁହ । ବିନା ଅସଫଳତାରେ । ଏହା କ'ଣ ଏତେ କଷ୍ଟକର? ହୁଁ, ଠିକ ଅଛି ।  
ପ୍ରଭୁପାଦ: କେବଳ ଚାରୋଟି ନିୟମ ପାଳନ କରିବା ପାଇଁ ଚେଷ୍ଟା କର ଯେପରି କୁହାଯାଇଛି: ନିଶା ଗ୍ରହଣ, ଅବୈଧ ଯୌନ ସମ୍ପର୍କ, ମାଂସ ଅହାର, ଜୁଆ ଖେଳ ଆଦି କର ନାହିଁ । ବାସ ସେତିକି । ଏହା ହେଉଛି ସତ୍ଵଗୁଣ । ଏହା ସତ୍ଵ ଗୁଣ । ଏହି ନିଷେଧସବୁ ଅଛି । କାହିଁକି? କେବଳ ତୁମକୁ ସତ୍ଵଗୁଣରେ ରଖିବା ପାଇଁ । ସବୁ ଧର୍ମରେ... ବର୍ତ୍ତମାନ, ଏହି ଦଶ ନିୟମାବଳୀରେ ମଧ୍ୟ, ମୁଁ ଦେଖିଛି ଯେ "ଜୀବ ହତ୍ୟା କର ନାହିଁ ।" ସେହି ଏକା ଜିନିଷ ସେଥିରେ ଅଛି, କିନ୍ତୁ ଲୋକମାନେ ତାହା ପାଳନ କରୁନାହାଁନ୍ତି । ତାହା ଅନ୍ୟ କଥା । କୌଣସି ଧାର୍ମିକ ବ୍ୟକ୍ତି... କୌଣସି ବ୍ୟକ୍ତି ଧାର୍ମିକ ହୋଇପାରିବ ନାହିଁ ଯେବେ ପର୍ଯ୍ୟନ୍ତ ସେ ସତ୍ଵଗୁଣରେ ରହିବ ନାହିଁ । ଏକ ରାଜସିକ ବ୍ୟକ୍ତି ବା ଏକ ତାମସିକ ବ୍ୟକ୍ତି, ସେମାନେ କେବେ ମଧ୍ୟ ଧାର୍ମିକ ସ୍ତରକୁ ଆସିପାରିବେ ନାହିଁ । ଧାର୍ମିକ ସ୍ତର ମାନେ ସତ୍ଵଗୁଣରେ । ତେବେ ତୁମେ ବୁଝିପାରିବ । ସତ୍ଵଗୁଣ ମଞ୍ଚରେ, ତୁମେ ସବୁ ଭଲ ବୁଝିପାରିବ । ଯଦି ତୁମେ ତାମସିକ ସ୍ତରରେ ଅଛ, ଯଦି ତୁମେ ରାଜସିକ ସ୍ତରରେ ଅଛ, ତେବେ ତୁମେ କିପରି ଭଲ ଜିନିଷ ବୁଝିପାରିବ? ତାହା ସମ୍ଭବ ନୁହେଁ । ତେଣୁ ଜଣେ ନିଜକୁ ସତ୍ଵଗୁଣରେ ରଖିବା ଉଚିତ, ଏବଂ ସେହି ସତ୍ଵଗୁଣ ମାନେ ଜଣକୁ ସବୁ ପ୍ରତିବନ୍ଧନ ସବୁ ପାଳନ କରିବା ଉଚିତ । ତୁମେ ଦଶଟି ନିୟମାବଳିକୁ ଅନୁସରଣ କର କିମ୍ଵା ଏହି ଚାରୋଟି ନିୟମାବଳି ପାଳନ କର, ଏକା କଥା । ତାହା ମାନେ ତୁମେ ନିଜକୁ ସତ୍ଵଗୁଣରେ ରଖିବା ଉଚିତ । ସନ୍ତୁଳନ ସତ୍ଵଗୁଣରେ ଅଛି । ଭଗବଦ୍ ଗୀତାରେ କୁହାଯାଇଛି, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ ([[Vanisource:BG 10.12-13 (1972)|BG 10.12]]) । ଅର୍ଜୁନ କୃଷ୍ଣଙ୍କୁ ସର୍ବୋତ୍ତମ ପବିତ୍ର ରୂପେ ସ୍ଵୀକାର କରିଥିଲେ । ତୁମେ କିପରି ନିଜେ ପବିତ୍ର ନ ହୋଇ ସର୍ବୋତ୍ତମ ପବିତ୍ରଙ୍କ ପାଖକୁ ପହଞ୍ଚିପାରିବ? ତେଣୁ ଏହା ହେଉଛି ପ୍ରାରମ୍ଭିକ ପ୍ରୟାସ ପବିତ୍ର ହେବା ପାଇଁ, କାରଣ ଆମେ ପ୍ରଦୁଷିତ । ତେଣୁ ଶୁଦ୍ଧ ହେବା ପାଇଁ...ଏକାଦଶୀ, କାହିଁକି ଆମେ ପାଳନ କରୁ? ଶୁଦ୍ଧ ହେବା ପାଇଁ । ବ୍ରହ୍ମଚର୍ଯ୍ୟ ତପସ୍ୟା, ପ୍ରାୟଶ୍ଚିତ, କଠୋର ନିୟମ, ସର୍ବଦା ମନକୁ କୃଷ୍ଣ ଚେତନାରେ ରଖି, ଶରୀରକୁ ସର୍ବଦା ସଫା ରଖି- ଏହି ଜିନିଷ ଗୁଡିକ ଆମକୁ ସତ୍ଵଗୁଣରେ ରଖିବାକୁ ସାହାଯ୍ୟ କରେ । ବିନା ସତ୍ଵଗୁଣରେ, ଏହା‍ ସମ୍ଭବ ନୁହେଁ । କିନ୍ତୁ କୃଷ୍ଣ ଚେତନା ଏତେ ଭଲ ଯେ ଜଣେ ତାମସିକ ହେଉ ବା ରାଜସିକ ହେଉ, ଏକାଥରେ ସେ ସତ୍ଵଗୁଣର ସ୍ତରକୁ ଉତ୍ତୀର୍ଣ୍ଣ ହୋଇଯିବ, ଯଦି ସେ ନିୟମ ଏବଂ କାୟଦାକୁ ଅନୁସରଣ କରିବ ଏବଂ ହରେ କୃଷ୍ଣ ଜପ କରିବ । ଏହି ହରେ କୃଷ୍ଣ ଜପ କରିଲେ ଏବଂ ନିୟମ କାୟଦା ପାଳନା କରିଲେ ତୁମେ ଅକ୍ଷତ ରୂପରେ ସତ୍ଵଗୁଣରେ ରହିବ । ନିଶ୍ଚିତରେ ରୁହ । ବିନା ଅସଫଳତାରେ । ଏହା କ'ଣ ଏତେ କଷ୍ଟକର? ହୁଁ, ଠିକ ଅଛି ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020



Lecture on SB 7.9.8 -- Seattle, October 21, 1968

ତମାଳକୃଷ୍ଣ: କିପରି ଆମେ ସତ୍ଵ ଗୁଣରେ ପ୍ରବେଶ କରିବା?

ପ୍ରଭୁପାଦ: କେବଳ ଚାରୋଟି ନିୟମ ପାଳନ କରିବା ପାଇଁ ଚେଷ୍ଟା କର ଯେପରି କୁହାଯାଇଛି: ନିଶା ଗ୍ରହଣ, ଅବୈଧ ଯୌନ ସମ୍ପର୍କ, ମାଂସ ଅହାର, ଜୁଆ ଖେଳ ଆଦି କର ନାହିଁ । ବାସ ସେତିକି । ଏହା ହେଉଛି ସତ୍ଵଗୁଣ । ଏହା ସତ୍ଵ ଗୁଣ । ଏହି ନିଷେଧସବୁ ଅଛି । କାହିଁକି? କେବଳ ତୁମକୁ ସତ୍ଵଗୁଣରେ ରଖିବା ପାଇଁ । ସବୁ ଧର୍ମରେ... ବର୍ତ୍ତମାନ, ଏହି ଦଶ ନିୟମାବଳୀରେ ମଧ୍ୟ, ମୁଁ ଦେଖିଛି ଯେ "ଜୀବ ହତ୍ୟା କର ନାହିଁ ।" ସେହି ଏକା ଜିନିଷ ସେଥିରେ ଅଛି, କିନ୍ତୁ ଲୋକମାନେ ତାହା ପାଳନ କରୁନାହାଁନ୍ତି । ତାହା ଅନ୍ୟ କଥା । କୌଣସି ଧାର୍ମିକ ବ୍ୟକ୍ତି... କୌଣସି ବ୍ୟକ୍ତି ଧାର୍ମିକ ହୋଇପାରିବ ନାହିଁ ଯେବେ ପର୍ଯ୍ୟନ୍ତ ସେ ସତ୍ଵଗୁଣରେ ରହିବ ନାହିଁ । ଏକ ରାଜସିକ ବ୍ୟକ୍ତି ବା ଏକ ତାମସିକ ବ୍ୟକ୍ତି, ସେମାନେ କେବେ ମଧ୍ୟ ଧାର୍ମିକ ସ୍ତରକୁ ଆସିପାରିବେ ନାହିଁ । ଧାର୍ମିକ ସ୍ତର ମାନେ ସତ୍ଵଗୁଣରେ । ତେବେ ତୁମେ ବୁଝିପାରିବ । ସତ୍ଵଗୁଣ ମଞ୍ଚରେ, ତୁମେ ସବୁ ଭଲ ବୁଝିପାରିବ । ଯଦି ତୁମେ ତାମସିକ ସ୍ତରରେ ଅଛ, ଯଦି ତୁମେ ରାଜସିକ ସ୍ତରରେ ଅଛ, ତେବେ ତୁମେ କିପରି ଭଲ ଜିନିଷ ବୁଝିପାରିବ? ତାହା ସମ୍ଭବ ନୁହେଁ । ତେଣୁ ଜଣେ ନିଜକୁ ସତ୍ଵଗୁଣରେ ରଖିବା ଉଚିତ, ଏବଂ ସେହି ସତ୍ଵଗୁଣ ମାନେ ଜଣକୁ ସବୁ ପ୍ରତିବନ୍ଧନ ସବୁ ପାଳନ କରିବା ଉଚିତ । ତୁମେ ଦଶଟି ନିୟମାବଳିକୁ ଅନୁସରଣ କର କିମ୍ଵା ଏହି ଚାରୋଟି ନିୟମାବଳି ପାଳନ କର, ଏକା କଥା । ତାହା ମାନେ ତୁମେ ନିଜକୁ ସତ୍ଵଗୁଣରେ ରଖିବା ଉଚିତ । ସନ୍ତୁଳନ ସତ୍ଵଗୁଣରେ ଅଛି । ଭଗବଦ୍ ଗୀତାରେ କୁହାଯାଇଛି, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ (BG 10.12) । ଅର୍ଜୁନ କୃଷ୍ଣଙ୍କୁ ସର୍ବୋତ୍ତମ ପବିତ୍ର ରୂପେ ସ୍ଵୀକାର କରିଥିଲେ । ତୁମେ କିପରି ନିଜେ ପବିତ୍ର ନ ହୋଇ ସର୍ବୋତ୍ତମ ପବିତ୍ରଙ୍କ ପାଖକୁ ପହଞ୍ଚିପାରିବ? ତେଣୁ ଏହା ହେଉଛି ପ୍ରାରମ୍ଭିକ ପ୍ରୟାସ ପବିତ୍ର ହେବା ପାଇଁ, କାରଣ ଆମେ ପ୍ରଦୁଷିତ । ତେଣୁ ଶୁଦ୍ଧ ହେବା ପାଇଁ...ଏକାଦଶୀ, କାହିଁକି ଆମେ ପାଳନ କରୁ? ଶୁଦ୍ଧ ହେବା ପାଇଁ । ବ୍ରହ୍ମଚର୍ଯ୍ୟ ତପସ୍ୟା, ପ୍ରାୟଶ୍ଚିତ, କଠୋର ନିୟମ, ସର୍ବଦା ମନକୁ କୃଷ୍ଣ ଚେତନାରେ ରଖି, ଶରୀରକୁ ସର୍ବଦା ସଫା ରଖି- ଏହି ଜିନିଷ ଗୁଡିକ ଆମକୁ ସତ୍ଵଗୁଣରେ ରଖିବାକୁ ସାହାଯ୍ୟ କରେ । ବିନା ସତ୍ଵଗୁଣରେ, ଏହା‍ ସମ୍ଭବ ନୁହେଁ । କିନ୍ତୁ କୃଷ୍ଣ ଚେତନା ଏତେ ଭଲ ଯେ ଜଣେ ତାମସିକ ହେଉ ବା ରାଜସିକ ହେଉ, ଏକାଥରେ ସେ ସତ୍ଵଗୁଣର ସ୍ତରକୁ ଉତ୍ତୀର୍ଣ୍ଣ ହୋଇଯିବ, ଯଦି ସେ ନିୟମ ଏବଂ କାୟଦାକୁ ଅନୁସରଣ କରିବ ଏବଂ ହରେ କୃଷ୍ଣ ଜପ କରିବ । ଏହି ହରେ କୃଷ୍ଣ ଜପ କରିଲେ ଏବଂ ନିୟମ କାୟଦା ପାଳନା କରିଲେ ତୁମେ ଅକ୍ଷତ ରୂପରେ ସତ୍ଵଗୁଣରେ ରହିବ । ନିଶ୍ଚିତରେ ରୁହ । ବିନା ଅସଫଳତାରେ । ଏହା କ'ଣ ଏତେ କଷ୍ଟକର? ହୁଁ, ଠିକ ଅଛି ।