OR/Prabhupada 0915 - ସଧୁ ହେଉଛି ମୋର ହୃଦୟ, ଏବଂ ମୁଁ ମଧ୍ୟ ସାଧୁଙ୍କର ହୃଦୟ: Difference between revisions

 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 0915 - in all Languages]]
[[Category:Prabhupada 0915 - in all Languages]]
[[Category:OR-Quotes - 1973]]
[[Category:OR-Quotes - 1973]]
Line 7: Line 7:
[[Category:OR-Quotes - in USA]]
[[Category:OR-Quotes - in USA]]
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0897 - ଯଦି ତୁମେ କୃଷ୍ଣ ଚେତନାରେ ରୁହ, ଏହା ତୁମର ଲାଭ|0897|OR/Prabhupada 0973 - ଯଦି ସେ ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବ, ସେ ନିଶ୍ଚିତ ଘରକୁ ଫେରିବ, ଭଗବଦ୍ ଧାମକୁ|0973}}
{{1080 videos navigation - All Languages|Oriya|OR/Prabhupada 0897 - ଯଦି ତୁମେ କୃଷ୍ଣ ଚେତନାରେ ରୁହ, ଏହା ତୁମର ଲାଭ|0897|OR/Prabhupada 0919 - କୃଷ୍ଣଙ୍କର କେହି ବିରୋଧି ନାହାଁନ୍ତି । କେହି ସାଙ୍ଗ ନାହାଁନ୍ତି । ସେ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର|0919}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 20: Line 20:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|BPVFczWmOfM|ସଧୁ ହେଉଛି ମୋର ହୃଦୟ, ଏବଂ ମୁଁ ମଧ୍ୟ ସାଧୁଙ୍କର ହୃଦୟ <br/>- Prabhupāda 0915}}
{{youtube_right|EuCRlr9OSVE|ସଧୁ ହେଉଛି ମୋର ହୃଦୟ, ଏବଂ ମୁଁ ମଧ୍ୟ ସାଧୁଙ୍କର ହୃଦୟ <br/>- Prabhupāda 0915}}
<!-- END VIDEO LINK -->
<!-- END VIDEO LINK -->


Line 34: Line 34:
ଭକ୍ତ: ଅନୁବାଦ: "ହେ ଭଗବାନ, କେହି ଆପଣଙ୍କର ଦିବ୍ୟ ଲୀଳାଗୁଡ଼ିକୁ ବୁଝିପାରିବେ ନାହିଁ ଯାହା ମାନବୀୟ ଦେଖାଯାଉଛି, ଏବଂ ଭ୍ରମିତ କରାଏ । ଆପଣଙ୍କର କାହା ପ୍ରତି ପକ୍ଷପାତ ନାହିଁ, ନା କାହା ପ୍ରତି ଶତୃ ମନୋଭାବ ଅଛି । ଲୋକମାନେ କେବଳ କଳ୍ପନା କରନ୍ତି ଯେ ଆପଣ ପକ୍ଷପାତପୂର୍ଣ୍ଣ ।"  
ଭକ୍ତ: ଅନୁବାଦ: "ହେ ଭଗବାନ, କେହି ଆପଣଙ୍କର ଦିବ୍ୟ ଲୀଳାଗୁଡ଼ିକୁ ବୁଝିପାରିବେ ନାହିଁ ଯାହା ମାନବୀୟ ଦେଖାଯାଉଛି, ଏବଂ ଭ୍ରମିତ କରାଏ । ଆପଣଙ୍କର କାହା ପ୍ରତି ପକ୍ଷପାତ ନାହିଁ, ନା କାହା ପ୍ରତି ଶତୃ ମନୋଭାବ ଅଛି । ଲୋକମାନେ କେବଳ କଳ୍ପନା କରନ୍ତି ଯେ ଆପଣ ପକ୍ଷପାତପୂର୍ଣ୍ଣ ।"  


ପ୍ରଭୁପାଦ: ତେଣୁ ଭଗବାନ ଭଗବଦ୍ ଗୀତାରେ କହୁଛନ୍ତି: ପରିତ୍ରଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ ([[Vanisource:BG 4.8|BG 4.8]]) । ତେଣୁ ଦୁଇଟି ଉଦ୍ଦେଶ୍ୟ । ଯେତେବେଳେ ଭଗବାନ ଅବତରିତ ହୁଅନ୍ତି, ତାଙ୍କର ଦୁଇଟି ଉଦ୍ଦେଶ୍ୟ ଥାଏ । ଗୋଟିଏ ଉଦ୍ଦେଶ୍ୟ ହେଉଛି ପରିତ୍ରାଣାୟ ସାଧୁନାଂ, ଏବଂ ବିନାଶାୟ... ଗୋଟିଏ ଉଦ୍ଦେଶ୍ୟ ହେଉଛି ବିଶ୍ଵସ୍ଥ ଭକ୍ତମାନଙ୍କୁ ଉଦ୍ଧାର କରିବା, ସାଧୁ । ସାଧୁ ଅର୍ଥାତ୍ ପୁଣ୍ୟାତ୍ମା ।  
ପ୍ରଭୁପାଦ: ତେଣୁ ଭଗବାନ ଭଗବଦ୍ ଗୀତାରେ କହୁଛନ୍ତି: ପରିତ୍ରଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ ([[Vanisource:BG 4.8 (1972)|BG 4.8]]) । ତେଣୁ ଦୁଇଟି ଉଦ୍ଦେଶ୍ୟ । ଯେତେବେଳେ ଭଗବାନ ଅବତରିତ ହୁଅନ୍ତି, ତାଙ୍କର ଦୁଇଟି ଉଦ୍ଦେଶ୍ୟ ଥାଏ । ଗୋଟିଏ ଉଦ୍ଦେଶ୍ୟ ହେଉଛି ପରିତ୍ରାଣାୟ ସାଧୁନାଂ, ଏବଂ ବିନାଶାୟ... ଗୋଟିଏ ଉଦ୍ଦେଶ୍ୟ ହେଉଛି ବିଶ୍ଵସ୍ଥ ଭକ୍ତମାନଙ୍କୁ ଉଦ୍ଧାର କରିବା, ସାଧୁ । ସାଧୁ ଅର୍ଥାତ୍ ପୁଣ୍ୟାତ୍ମା ।  


ସାଧୁ... ମୁଁ ଅନେକ ଥର ବର୍ଣ୍ଣନା କରିଛି । ସାଧୁର ଅର୍ଥ ହେଉଛି ଭକ୍ତ । ସାଧୁର ମାନେ ନୁହେଁ ଯେ ଭୌତିକ ସତ୍ୟବାଦୀ କିମ୍ଵା ଅସତ୍ୟବାଦୀ, ନୈତିକତା କିମ୍ଵା ଅନୈତିକତା । ଏହାର ଭୌତିକ କାର୍ଯ୍ୟକଳାପ ସହିତ କୌଣସି ସମ୍ପର୍କ ନାହିଁ । ଏହା କେବଳ ଅଧ୍ୟାତ୍ମିକ, ସାଧୁ । କିନ୍ତୁ ବେଳେ ବେଳେ ଆମେ ସୃଷ୍ଟି କରୁ, "ସାଧୁ," ଏକ ବ୍ୟକ୍ତିର ଭୌତିକ ଭଲ ଗୁଣ, ନୈତିକତା । କିନ୍ତୁ ବାସ୍ତବରେ "ସାଧୁ" ଅର୍ଥାତ୍ ଦିବ୍ୟ ସ୍ତରରେ । ଯେଉଁମାନେ ଭକ୍ତି ଯୋଗରେ ନିଯୁକ୍ତ । ସ ଗୁଣାନ୍ ସମତୀତ୍ୟୈତାନ୍ ([[Vanisource:BG 14.26|BG 14.26]]) । ସାଧୁ ଭୌତିକ ଗୁଣଠାରୁ ବହୁ ଉର୍ଦ୍ଧ୍ଵରେ । ତେଣୁ ପରିତ୍ରାଣାୟ ସାଧୁନାଂ ([[Vanisource:BG 4.8|BG 4.8]]) । ପରିତ୍ରାଣାୟ ଅର୍ଥାତ୍ ଉଦ୍ଧାର କରିବା ପାଇଁ ।  
ସାଧୁ... ମୁଁ ଅନେକ ଥର ବର୍ଣ୍ଣନା କରିଛି । ସାଧୁର ଅର୍ଥ ହେଉଛି ଭକ୍ତ । ସାଧୁର ମାନେ ନୁହେଁ ଯେ ଭୌତିକ ସତ୍ୟବାଦୀ କିମ୍ଵା ଅସତ୍ୟବାଦୀ, ନୈତିକତା କିମ୍ଵା ଅନୈତିକତା । ଏହାର ଭୌତିକ କାର୍ଯ୍ୟକଳାପ ସହିତ କୌଣସି ସମ୍ପର୍କ ନାହିଁ । ଏହା କେବଳ ଅଧ୍ୟାତ୍ମିକ, ସାଧୁ । କିନ୍ତୁ ବେଳେ ବେଳେ ଆମେ ସୃଷ୍ଟି କରୁ, "ସାଧୁ," ଏକ ବ୍ୟକ୍ତିର ଭୌତିକ ଭଲ ଗୁଣ, ନୈତିକତା । କିନ୍ତୁ ବାସ୍ତବରେ "ସାଧୁ" ଅର୍ଥାତ୍ ଦିବ୍ୟ ସ୍ତରରେ । ଯେଉଁମାନେ ଭକ୍ତି ଯୋଗରେ ନିଯୁକ୍ତ । ସ ଗୁଣାନ୍ ସମତୀତ୍ୟୈତାନ୍ ([[Vanisource:BG 14.26 (1972)|BG 14.26]]) । ସାଧୁ ଭୌତିକ ଗୁଣଠାରୁ ବହୁ ଉର୍ଦ୍ଧ୍ଵରେ । ତେଣୁ ପରିତ୍ରାଣାୟ ସାଧୁନାଂ ([[Vanisource:BG 4.8 (1972)|BG 4.8]]) । ପରିତ୍ରାଣାୟ ଅର୍ଥାତ୍ ଉଦ୍ଧାର କରିବା ପାଇଁ ।  


ବର୍ତ୍ତମାନ ଯଦି ଏକ ସାଧୁର ପୂର୍ବରୁ ଉଦ୍ଧାର ହୋଇସାରିଛି, ସେ ଦିବ୍ୟ ସ୍ତରରେ ଅଛନ୍ତି, ତେବେ ତାଙ୍କୁ ଉଦ୍ଧାର କରିବାର ଆବଶ୍ୟକତା କେଉଁଠାରେ ରହିଲା? ଏହା ହେଉଛି ପ୍ରଶ୍ନ । ସେଥିପାଇଁ ଏହି ଶଦ୍ଦ ବ୍ୟବହାର କରାଯାଇଛି, ବିଡମ୍ଵନମ । ଏହା ବିସ୍ମୟ କରୁଛି । ଏହା ପରସ୍ପର ବିରୋଧି । ଏହା ପରସ୍ପର ବିରୋଧି ପରି ଦେଖାଯାଏ । ଯଦି ଏକ ସାଧୁଙ୍କର ପୂର୍ବରୁ ଉଦ୍ଧାର ହୋଇ ଯାଇଛି... ଦିବ୍ୟ ସ୍ଥିତି ଅର୍ଥାତ୍ ସେ ଆଉ ନିୟନ୍ତ୍ରଣରେ ନାହାଁନ୍ତି ଭୌତିକ ପ୍ରକୃତିର ତିନି ଗୁଣର, ସତ୍ଵ, ତମ ଏବଂ ରଜ । କାରଣ ଏହା ଭଗବଦ୍ ଗୀତାରେ ସ୍ପଷ୍ଟ ଭାବରେ କୁହାଯାଇଛି: ସ ଗୁଣାନ୍ ସମତୀତ୍ୟୈତାନ୍ ([[Vanisource:BG 14.26|BG 14.26]]) । ସେ ଭୌତିକ ଗୁଣଗୁଡ଼ିକର ଉର୍ଦ୍ଧ୍ଵକୁ ଚାଲିଯାଏ । ଏକ ସାଧୁ, ଭକ୍ତ । ତେବେ ଉଦ୍ଧାର କରିବାର ପ୍ରଶ୍ନ କେଉଁଠାରେ ରହିଲା? ଉଦ୍ଧାର କରିବା...ତାକୁ ଉଦ୍ଧାର କରିବାର ଆବଶ୍ୟକତା ନାହିଁ, ଏକ ସାଧୁ, କିନ୍ତୁ କାରଣ ସେ ଭାରି ଉତ୍ସୁକ ପରମ ପୁରୁଷଙ୍କୁ ନିଜ ସାମ୍ନାରେ ଦେଖିବା ପାଇଁ, ତାହା ହେଉଛି ତାର ଆନ୍ତରିକ ଇଛା, ସେଥିପାଇଁ କୃଷ୍ଣ ଆସନ୍ତି । ଉଦ୍ଧାର କରିବା ପାଇଁ ନୁହେଁ । ତାଙ୍କର ଉଦ୍ଧାର ପୂର୍ବରୁ ହୋଇସାରିଛି । ମାୟାର ଜାଲରୁ ତାଙ୍କର ପୂର୍ବରୁ ଉଦ୍ଧାର ହୋଇସାରିଛି । କିନ୍ତୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ, କୃଷ୍ଣ ସର୍ବଦା... ଯେପରି ଏକ ଭକ୍ତ ସବୁ ପ୍ରକାରରେ ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହେଁ, ସେହିପରି, ଭକ୍ତ ଠାରୁ ଅଧିକ, ଭଗବାନ ଭକ୍ତକୁ ସନ୍ତୁଷ୍ଟ କରିବାକୁ ଚାହାଁନ୍ତି । ଏହା ହେଉଛି ପ୍ରେମର ଆଦାନ ପ୍ରଦାନ । ଯେପରି ତୁମର, ଆମର ସାଧାରଣ ବ୍ୟବହାରରେ ମଧ୍ୟ, ଯଦି ତୁମେ କାହାକୁ ଭଲ ପାଅ, ତୁମେ ତାକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କର । ସେହିପରି, ସେ ମଧ୍ୟ ବିନିମୟ କରିବାକୁ ଚାହିଁବ । ତେବେ ଯଦି ପ୍ରେମର ସେହି ବିନିମୟ ଭୌତିକ ଦୁନିଆରେ ଅଛି, ତେବେ ଏହା କେତେ ଉନ୍ନତ ହେବ ଆଧ୍ୟାତ୍ମିକ ଦୁନିଆରେ? ତେଣୁ ଏକ ଶ୍ଳୋକ ଅଛି: "ସଧୁ ହେଉଛି ମୋର ହୃଦୟ, ଏବଂ ମୁଁ ମଧ୍ୟ ସାଧୁଙ୍କର ହୃଦୟ ।" ସାଧୁ ସର୍ବଦା କୃଷ୍ଣଙ୍କର ବିଷୟରେ ଭାବେ ଏବଂ କୃଷ୍ଣ ସର୍ବଦା ତାଙ୍କ ଭକ୍ତମାନଙ୍କ ବିଷୟରେ ଭାବନ୍ତି, ସାଧୁ ।  
ବର୍ତ୍ତମାନ ଯଦି ଏକ ସାଧୁର ପୂର୍ବରୁ ଉଦ୍ଧାର ହୋଇସାରିଛି, ସେ ଦିବ୍ୟ ସ୍ତରରେ ଅଛନ୍ତି, ତେବେ ତାଙ୍କୁ ଉଦ୍ଧାର କରିବାର ଆବଶ୍ୟକତା କେଉଁଠାରେ ରହିଲା? ଏହା ହେଉଛି ପ୍ରଶ୍ନ । ସେଥିପାଇଁ ଏହି ଶଦ୍ଦ ବ୍ୟବହାର କରାଯାଇଛି, ବିଡମ୍ଵନମ । ଏହା ବିସ୍ମୟ କରୁଛି । ଏହା ପରସ୍ପର ବିରୋଧି । ଏହା ପରସ୍ପର ବିରୋଧି ପରି ଦେଖାଯାଏ । ଯଦି ଏକ ସାଧୁଙ୍କର ପୂର୍ବରୁ ଉଦ୍ଧାର ହୋଇ ଯାଇଛି... ଦିବ୍ୟ ସ୍ଥିତି ଅର୍ଥାତ୍ ସେ ଆଉ ନିୟନ୍ତ୍ରଣରେ ନାହାଁନ୍ତି ଭୌତିକ ପ୍ରକୃତିର ତିନି ଗୁଣର, ସତ୍ଵ, ତମ ଏବଂ ରଜ । କାରଣ ଏହା ଭଗବଦ୍ ଗୀତାରେ ସ୍ପଷ୍ଟ ଭାବରେ କୁହାଯାଇଛି: ସ ଗୁଣାନ୍ ସମତୀତ୍ୟୈତାନ୍ ([[Vanisource:BG 14.26 (1972)|BG 14.26]]) । ସେ ଭୌତିକ ଗୁଣଗୁଡ଼ିକର ଉର୍ଦ୍ଧ୍ଵକୁ ଚାଲିଯାଏ । ଏକ ସାଧୁ, ଭକ୍ତ । ତେବେ ଉଦ୍ଧାର କରିବାର ପ୍ରଶ୍ନ କେଉଁଠାରେ ରହିଲା? ଉଦ୍ଧାର କରିବା...ତାକୁ ଉଦ୍ଧାର କରିବାର ଆବଶ୍ୟକତା ନାହିଁ, ଏକ ସାଧୁ, କିନ୍ତୁ କାରଣ ସେ ଭାରି ଉତ୍ସୁକ ପରମ ପୁରୁଷଙ୍କୁ ନିଜ ସାମ୍ନାରେ ଦେଖିବା ପାଇଁ, ତାହା ହେଉଛି ତାର ଆନ୍ତରିକ ଇଛା, ସେଥିପାଇଁ କୃଷ୍ଣ ଆସନ୍ତି । ଉଦ୍ଧାର କରିବା ପାଇଁ ନୁହେଁ । ତାଙ୍କର ଉଦ୍ଧାର ପୂର୍ବରୁ ହୋଇସାରିଛି । ମାୟାର ଜାଲରୁ ତାଙ୍କର ପୂର୍ବରୁ ଉଦ୍ଧାର ହୋଇସାରିଛି । କିନ୍ତୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ, କୃଷ୍ଣ ସର୍ବଦା... ଯେପରି ଏକ ଭକ୍ତ ସବୁ ପ୍ରକାରରେ ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହେଁ, ସେହିପରି, ଭକ୍ତ ଠାରୁ ଅଧିକ, ଭଗବାନ ଭକ୍ତକୁ ସନ୍ତୁଷ୍ଟ କରିବାକୁ ଚାହାଁନ୍ତି । ଏହା ହେଉଛି ପ୍ରେମର ଆଦାନ ପ୍ରଦାନ । ଯେପରି ତୁମର, ଆମର ସାଧାରଣ ବ୍ୟବହାରରେ ମଧ୍ୟ, ଯଦି ତୁମେ କାହାକୁ ଭଲ ପାଅ, ତୁମେ ତାକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କର । ସେହିପରି, ସେ ମଧ୍ୟ ବିନିମୟ କରିବାକୁ ଚାହିଁବ । ତେବେ ଯଦି ପ୍ରେମର ସେହି ବିନିମୟ ଭୌତିକ ଦୁନିଆରେ ଅଛି, ତେବେ ଏହା କେତେ ଉନ୍ନତ ହେବ ଆଧ୍ୟାତ୍ମିକ ଦୁନିଆରେ? ତେଣୁ ଏକ ଶ୍ଳୋକ ଅଛି: "ସଧୁ ହେଉଛି ମୋର ହୃଦୟ, ଏବଂ ମୁଁ ମଧ୍ୟ ସାଧୁଙ୍କର ହୃଦୟ ।" ସାଧୁ ସର୍ବଦା କୃଷ୍ଣଙ୍କର ବିଷୟରେ ଭାବେ ଏବଂ କୃଷ୍ଣ ସର୍ବଦା ତାଙ୍କ ଭକ୍ତମାନଙ୍କ ବିଷୟରେ ଭାବନ୍ତି, ସାଧୁ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020



730421 - Lecture SB 01.08.29 - Los Angeles

ଭକ୍ତ: ଅନୁବାଦ: "ହେ ଭଗବାନ, କେହି ଆପଣଙ୍କର ଦିବ୍ୟ ଲୀଳାଗୁଡ଼ିକୁ ବୁଝିପାରିବେ ନାହିଁ ଯାହା ମାନବୀୟ ଦେଖାଯାଉଛି, ଏବଂ ଭ୍ରମିତ କରାଏ । ଆପଣଙ୍କର କାହା ପ୍ରତି ପକ୍ଷପାତ ନାହିଁ, ନା କାହା ପ୍ରତି ଶତୃ ମନୋଭାବ ଅଛି । ଲୋକମାନେ କେବଳ କଳ୍ପନା କରନ୍ତି ଯେ ଆପଣ ପକ୍ଷପାତପୂର୍ଣ୍ଣ ।"

ପ୍ରଭୁପାଦ: ତେଣୁ ଭଗବାନ ଭଗବଦ୍ ଗୀତାରେ କହୁଛନ୍ତି: ପରିତ୍ରଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ (BG 4.8) । ତେଣୁ ଦୁଇଟି ଉଦ୍ଦେଶ୍ୟ । ଯେତେବେଳେ ଭଗବାନ ଅବତରିତ ହୁଅନ୍ତି, ତାଙ୍କର ଦୁଇଟି ଉଦ୍ଦେଶ୍ୟ ଥାଏ । ଗୋଟିଏ ଉଦ୍ଦେଶ୍ୟ ହେଉଛି ପରିତ୍ରାଣାୟ ସାଧୁନାଂ, ଏବଂ ବିନାଶାୟ... ଗୋଟିଏ ଉଦ୍ଦେଶ୍ୟ ହେଉଛି ବିଶ୍ଵସ୍ଥ ଭକ୍ତମାନଙ୍କୁ ଉଦ୍ଧାର କରିବା, ସାଧୁ । ସାଧୁ ଅର୍ଥାତ୍ ପୁଣ୍ୟାତ୍ମା ।

ସାଧୁ... ମୁଁ ଅନେକ ଥର ବର୍ଣ୍ଣନା କରିଛି । ସାଧୁର ଅର୍ଥ ହେଉଛି ଭକ୍ତ । ସାଧୁର ମାନେ ନୁହେଁ ଯେ ଭୌତିକ ସତ୍ୟବାଦୀ କିମ୍ଵା ଅସତ୍ୟବାଦୀ, ନୈତିକତା କିମ୍ଵା ଅନୈତିକତା । ଏହାର ଭୌତିକ କାର୍ଯ୍ୟକଳାପ ସହିତ କୌଣସି ସମ୍ପର୍କ ନାହିଁ । ଏହା କେବଳ ଅଧ୍ୟାତ୍ମିକ, ସାଧୁ । କିନ୍ତୁ ବେଳେ ବେଳେ ଆମେ ସୃଷ୍ଟି କରୁ, "ସାଧୁ," ଏକ ବ୍ୟକ୍ତିର ଭୌତିକ ଭଲ ଗୁଣ, ନୈତିକତା । କିନ୍ତୁ ବାସ୍ତବରେ "ସାଧୁ" ଅର୍ଥାତ୍ ଦିବ୍ୟ ସ୍ତରରେ । ଯେଉଁମାନେ ଭକ୍ତି ଯୋଗରେ ନିଯୁକ୍ତ । ସ ଗୁଣାନ୍ ସମତୀତ୍ୟୈତାନ୍ (BG 14.26) । ସାଧୁ ଭୌତିକ ଗୁଣଠାରୁ ବହୁ ଉର୍ଦ୍ଧ୍ଵରେ । ତେଣୁ ପରିତ୍ରାଣାୟ ସାଧୁନାଂ (BG 4.8) । ପରିତ୍ରାଣାୟ ଅର୍ଥାତ୍ ଉଦ୍ଧାର କରିବା ପାଇଁ ।

ବର୍ତ୍ତମାନ ଯଦି ଏକ ସାଧୁର ପୂର୍ବରୁ ଉଦ୍ଧାର ହୋଇସାରିଛି, ସେ ଦିବ୍ୟ ସ୍ତରରେ ଅଛନ୍ତି, ତେବେ ତାଙ୍କୁ ଉଦ୍ଧାର କରିବାର ଆବଶ୍ୟକତା କେଉଁଠାରେ ରହିଲା? ଏହା ହେଉଛି ପ୍ରଶ୍ନ । ସେଥିପାଇଁ ଏହି ଶଦ୍ଦ ବ୍ୟବହାର କରାଯାଇଛି, ବିଡମ୍ଵନମ । ଏହା ବିସ୍ମୟ କରୁଛି । ଏହା ପରସ୍ପର ବିରୋଧି । ଏହା ପରସ୍ପର ବିରୋଧି ପରି ଦେଖାଯାଏ । ଯଦି ଏକ ସାଧୁଙ୍କର ପୂର୍ବରୁ ଉଦ୍ଧାର ହୋଇ ଯାଇଛି... ଦିବ୍ୟ ସ୍ଥିତି ଅର୍ଥାତ୍ ସେ ଆଉ ନିୟନ୍ତ୍ରଣରେ ନାହାଁନ୍ତି ଭୌତିକ ପ୍ରକୃତିର ତିନି ଗୁଣର, ସତ୍ଵ, ତମ ଏବଂ ରଜ । କାରଣ ଏହା ଭଗବଦ୍ ଗୀତାରେ ସ୍ପଷ୍ଟ ଭାବରେ କୁହାଯାଇଛି: ସ ଗୁଣାନ୍ ସମତୀତ୍ୟୈତାନ୍ (BG 14.26) । ସେ ଭୌତିକ ଗୁଣଗୁଡ଼ିକର ଉର୍ଦ୍ଧ୍ଵକୁ ଚାଲିଯାଏ । ଏକ ସାଧୁ, ଭକ୍ତ । ତେବେ ଉଦ୍ଧାର କରିବାର ପ୍ରଶ୍ନ କେଉଁଠାରେ ରହିଲା? ଉଦ୍ଧାର କରିବା...ତାକୁ ଉଦ୍ଧାର କରିବାର ଆବଶ୍ୟକତା ନାହିଁ, ଏକ ସାଧୁ, କିନ୍ତୁ କାରଣ ସେ ଭାରି ଉତ୍ସୁକ ପରମ ପୁରୁଷଙ୍କୁ ନିଜ ସାମ୍ନାରେ ଦେଖିବା ପାଇଁ, ତାହା ହେଉଛି ତାର ଆନ୍ତରିକ ଇଛା, ସେଥିପାଇଁ କୃଷ୍ଣ ଆସନ୍ତି । ଉଦ୍ଧାର କରିବା ପାଇଁ ନୁହେଁ । ତାଙ୍କର ଉଦ୍ଧାର ପୂର୍ବରୁ ହୋଇସାରିଛି । ମାୟାର ଜାଲରୁ ତାଙ୍କର ପୂର୍ବରୁ ଉଦ୍ଧାର ହୋଇସାରିଛି । କିନ୍ତୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ, କୃଷ୍ଣ ସର୍ବଦା... ଯେପରି ଏକ ଭକ୍ତ ସବୁ ପ୍ରକାରରେ ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହେଁ, ସେହିପରି, ଭକ୍ତ ଠାରୁ ଅଧିକ, ଭଗବାନ ଭକ୍ତକୁ ସନ୍ତୁଷ୍ଟ କରିବାକୁ ଚାହାଁନ୍ତି । ଏହା ହେଉଛି ପ୍ରେମର ଆଦାନ ପ୍ରଦାନ । ଯେପରି ତୁମର, ଆମର ସାଧାରଣ ବ୍ୟବହାରରେ ମଧ୍ୟ, ଯଦି ତୁମେ କାହାକୁ ଭଲ ପାଅ, ତୁମେ ତାକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କର । ସେହିପରି, ସେ ମଧ୍ୟ ବିନିମୟ କରିବାକୁ ଚାହିଁବ । ତେବେ ଯଦି ପ୍ରେମର ସେହି ବିନିମୟ ଭୌତିକ ଦୁନିଆରେ ଅଛି, ତେବେ ଏହା କେତେ ଉନ୍ନତ ହେବ ଆଧ୍ୟାତ୍ମିକ ଦୁନିଆରେ? ତେଣୁ ଏକ ଶ୍ଳୋକ ଅଛି: "ସଧୁ ହେଉଛି ମୋର ହୃଦୟ, ଏବଂ ମୁଁ ମଧ୍ୟ ସାଧୁଙ୍କର ହୃଦୟ ।" ସାଧୁ ସର୍ବଦା କୃଷ୍ଣଙ୍କର ବିଷୟରେ ଭାବେ ଏବଂ କୃଷ୍ଣ ସର୍ବଦା ତାଙ୍କ ଭକ୍ତମାନଙ୍କ ବିଷୟରେ ଭାବନ୍ତି, ସାଧୁ ।