OR/Prabhupada 1035 - ହରେକୃଷ୍ଣ ଜପ ଦ୍ଵାରା ନିଜ ଅସ୍ଥିତ୍ଵର ବାସ୍ତବତାକୁ ବୁଝ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:French Pages - 207 Live Videos Category:Prabhupada 1035 - in all Languages Category:O...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 1: | Line 1: | ||
<!-- BEGIN CATEGORY LIST --> | <!-- BEGIN CATEGORY LIST --> | ||
[[Category:1080 Oriya Pages with Videos]] | [[Category:1080 Oriya Pages with Videos]] | ||
[[Category: | [[Category:Oriya Pages - 207 Live Videos]] | ||
[[Category:Prabhupada 1035 - in all Languages]] | [[Category:Prabhupada 1035 - in all Languages]] | ||
[[Category:OR-Quotes - 1972]] | [[Category:OR-Quotes - 1972]] | ||
[[Category:OR-Quotes - Lectures, Srimad-Bhagavatam]] | [[Category:OR-Quotes - Lectures, Srimad-Bhagavatam]] | ||
[[Category:OR-Quotes - in Australia]] | [[Category:OR-Quotes - in Australia]] | ||
[[Category: | [[Category:Oriya Language]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 1034 - ମୃତ୍ୟୁ ଅର୍ଥାତ୍ ସାତ ମାସ ପାଇଁ ଶୋଇବା । ବାସ୍ । ତାହା ହେଉଛି ମୃତ୍ୟୁ|1034|OR/Prabhupada 1036 - ସାତଟି ଗ୍ରହ ପ୍ରଣାଳୀ ଆମ ଉପରେ ଅଛି ଏବଂ ସାତଟି ଗ୍ରହ ପ୍ରଣାଳୀ ତଳେ ମଧ୍ୟ ଅଛି|1036}} | {{1080 videos navigation - All Languages|Oriya|OR/Prabhupada 1034 - ମୃତ୍ୟୁ ଅର୍ଥାତ୍ ସାତ ମାସ ପାଇଁ ଶୋଇବା । ବାସ୍ । ତାହା ହେଉଛି ମୃତ୍ୟୁ|1034|OR/Prabhupada 1036 - ସାତଟି ଗ୍ରହ ପ୍ରଣାଳୀ ଆମ ଉପରେ ଅଛି ଏବଂ ସାତଟି ଗ୍ରହ ପ୍ରଣାଳୀ ତଳେ ମଧ୍ୟ ଅଛି|1036}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 19: | Line 19: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|3XYCWG5fnDg|ହରେକୃଷ୍ଣ ଜପ ଦ୍ଵାରା ନିଜ ଅସ୍ଥିତ୍ଵର ବାସ୍ତବତାକୁ ବୁଝ <br/>- Prabhupāda 1035 }} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 22:41, 1 October 2020
720403 - Lecture SB 01.02.05 - Melbourne
ମୁଁ କାହିଁକି ଦୁର୍ଦ୍ଦଶାରେ ଅଛି ? ମୋତେ କାହିଁକି ଜନ୍ମ ଗ୍ରହଣ କରିବାକୁ ପଡ଼ୁଛି? କାହିଁକି ମୋତେ ମୃତ୍ୟକୁ ସ୍ଵୀକାର କରିବାକୁ ପଡ଼ୁଛି? କାହିଁକି ମୋତେ ରୋଗକୁ ସ୍ଵୀକାର କରିବାକୁ ପଡ଼ୁଛି? କାହିଁକି ମୋତେ ବୃଦ୍ଧାବସ୍ଥା ସ୍ଵୀକାର କରିବାକୁ ପଡ଼ୁଛି?" ଏଗୁଡ଼ିକ ହେଉଛି ଅସୁବିଧା । ଏଗୁଡ଼ିକ ହେଉଛି ଅସୁବିଧା, ଏବଂ ଏହି ଅସୁବିଧା ଗୁଡ଼ିକୁ କେବଳ ମନୁଷ୍ୟ ଜୀବନରେ ହିଁ ସମାଧାନ କରି ହେବ, ନା କି କୁକୁର ଏବଂ ବିଲେଇ ଜନ୍ମରେ । ସେମାନେ କରି ପାରିବେ ନାହିଁ । ତେଣୁ ଆମର ଅନୁରୋଧ ହେଉଛି ଯେ ତୁମେ ତୁମର ଜୀବନ ସଫଳ କର । ତୁମର ଅସ୍ତିତ୍ଵର ବାସ୍ତବତାକୁ ବୁଝିବା ଅବସ୍ଥାକୁ ଆସ । ଏବଂ ଏହା କେବଳ ଜପ ଦ୍ଵାରା ସମ୍ଭବ । ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ / ହରେ ରାମ, ହରେ ରାମ, ରାମ ରାମ, ହରେ ହରେ...
ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ ।