OR/Prabhupada 1035 - ହରେକୃଷ୍ଣ ଜପ ଦ୍ଵାରା ନିଜ ଅସ୍ଥିତ୍ଵର ବାସ୍ତବତାକୁ ବୁଝ: Difference between revisions

 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 1035 - in all Languages]]
[[Category:Prabhupada 1035 - in all Languages]]
[[Category:OR-Quotes - 1972]]
[[Category:OR-Quotes - 1972]]
[[Category:OR-Quotes - Lectures, Srimad-Bhagavatam]]
[[Category:OR-Quotes - Lectures, Srimad-Bhagavatam]]
[[Category:OR-Quotes - in Australia]]
[[Category:OR-Quotes - in Australia]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1034 - ମୃତ୍ୟୁ ଅର୍ଥାତ୍ ସାତ ମାସ ପାଇଁ ଶୋଇବା । ବାସ୍ । ତାହା ହେଉଛି ମୃତ୍ୟୁ|1034|OR/Prabhupada 1036 - ସାତଟି ଗ୍ରହ ପ୍ରଣାଳୀ ଆମ ଉପରେ ଅଛି ଏବଂ ସାତଟି ଗ୍ରହ ପ୍ରଣାଳୀ ତଳେ ମଧ୍ୟ ଅଛି|1036}}
{{1080 videos navigation - All Languages|Oriya|OR/Prabhupada 1034 - ମୃତ୍ୟୁ ଅର୍ଥାତ୍ ସାତ ମାସ ପାଇଁ ଶୋଇବା । ବାସ୍ । ତାହା ହେଉଛି ମୃତ୍ୟୁ|1034|OR/Prabhupada 1036 - ସାତଟି ଗ୍ରହ ପ୍ରଣାଳୀ ଆମ ଉପରେ ଅଛି ଏବଂ ସାତଟି ଗ୍ରହ ପ୍ରଣାଳୀ ତଳେ ମଧ୍ୟ ଅଛି|1036}}
<!-- END NAVIGATION BAR -->
<!-- END NAVIGATION BAR -->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|xgWmsT4h6Ow|ହରେକୃଷ୍ଣ ଜପ ଦ୍ଵାରା ନିଜ ଅସ୍ଥିତ୍ଵର ବାସ୍ତବତାକୁ ବୁଝ <br/>- Prabhupāda 1035 }}
{{youtube_right|3XYCWG5fnDg|ହରେକୃଷ୍ଣ ଜପ ଦ୍ଵାରା ନିଜ ଅସ୍ଥିତ୍ଵର ବାସ୍ତବତାକୁ ବୁଝ <br/>- Prabhupāda 1035 }}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:41, 1 October 2020



720403 - Lecture SB 01.02.05 - Melbourne

ମୁଁ କାହିଁକି ଦୁର୍ଦ୍ଦଶାରେ ଅଛି ? ମୋତେ କାହିଁକି ଜନ୍ମ ଗ୍ରହଣ କରିବାକୁ ପଡ଼ୁଛି? କାହିଁକି ମୋତେ ମୃତ୍ୟକୁ ସ୍ଵୀକାର କରିବାକୁ ପଡ଼ୁଛି? କାହିଁକି ମୋତେ ରୋଗକୁ ସ୍ଵୀକାର କରିବାକୁ ପଡ଼ୁଛି? କାହିଁକି ମୋତେ ବୃଦ୍ଧାବସ୍ଥା ସ୍ଵୀକାର କରିବାକୁ ପଡ଼ୁଛି?" ଏଗୁଡ଼ିକ ହେଉଛି ଅସୁବିଧା । ଏଗୁଡ଼ିକ ହେଉଛି ଅସୁବିଧା, ଏବଂ ଏହି ଅସୁବିଧା ଗୁଡ଼ିକୁ କେବଳ ମନୁଷ୍ୟ ଜୀବନରେ ହିଁ ସମାଧାନ କରି ହେବ, ନା କି କୁକୁର ଏବଂ ବିଲେଇ ଜନ୍ମରେ । ସେମାନେ କରି ପାରିବେ ନାହିଁ । ତେଣୁ ଆମର ଅନୁରୋଧ ହେଉଛି ଯେ ତୁମେ ତୁମର ଜୀବନ ସଫଳ କର । ତୁମର ଅସ୍ତିତ୍ଵର ବାସ୍ତବତାକୁ ବୁଝିବା ଅବସ୍ଥାକୁ ଆସ । ଏବଂ ଏହା କେବଳ ଜପ ଦ୍ଵାରା ସମ୍ଭବ । ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ / ହରେ ରାମ, ହରେ ରାମ, ରାମ ରାମ, ହରେ ହରେ...

ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ ।