OR/Prabhupada 1040 - ମାନବ ଜୀବନର ଆମର ଲକ୍ଷ ସମଗ୍ର ଦୁନିଆରେ ଅସଫଳ: Difference between revisions

 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 1040 - in all Languages]]
[[Category:Prabhupada 1040 - in all Languages]]
[[Category:OR-Quotes - 1975]]
[[Category:OR-Quotes - 1975]]
[[Category:OR-Quotes - Arrival Addresses]]
[[Category:OR-Quotes - Arrival Addresses]]
[[Category:OR-Quotes - in Mauritius]]
[[Category:OR-Quotes - in Mauritius]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1036 - ସାତଟି ଗ୍ରହ ପ୍ରଣାଳୀ ଆମ ଉପରେ ଅଛି ଏବଂ ସାତଟି ଗ୍ରହ ପ୍ରଣାଳୀ ତଳେ ମଧ୍ୟ ଅଛି|1036|OR/Prabhupada 1041 - କେବଳ ଲକ୍ଷଣାତ୍ମକ ଉପଚାର ଦ୍ଵାରା ତୁମେ ମନୁଷ୍ୟକୁ ସୁସ୍ଥ କରି ପାରିବ ନାହିଁ|1041}}
{{1080 videos navigation - All Languages|Oriya|OR/Prabhupada 1039 - ଗାଈ ହେଉଛି ମା କାରଣ ଆମେ ଗାଈର କ୍ଷୀର ପିଉ । ମୁଁ କିପରି ଅସ୍ୱୀକାର କରିପାରିବି ଯେ ସେ ମାତା ନୁହଁନ୍ତି?|1039|OR/Prabhupada 1041 - କେବଳ ଲକ୍ଷଣାତ୍ମକ ଉପଚାର ଦ୍ଵାରା ତୁମେ ମନୁଷ୍ୟକୁ ସୁସ୍ଥ କରି ପାରିବ ନାହିଁ|1041}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|RCR61nvCCow|ମାନବ ଜୀବନର ଆମର ଲକ୍ଷ ସମଗ୍ର ଦୁନିଆରେ ଅସଫଳ <br/>- Prabhupāda 1040}}
{{youtube_right|V_hr7MGbrp4|ମାନବ ଜୀବନର ଆମର ଲକ୍ଷ ସମଗ୍ର ଦୁନିଆରେ ଅସଫଳ <br/>- Prabhupāda 1040}}
<!-- END VIDEO LINK -->
<!-- END VIDEO LINK -->


Line 54: Line 54:
ଭାରତୀୟ ଅଧିକାରୀ: ଆମକୁ ମିଶିବାର ଅବସର ମିଳିବ ।  
ଭାରତୀୟ ଅଧିକାରୀ: ଆମକୁ ମିଶିବାର ଅବସର ମିଳିବ ।  


ପ୍ରଭୁପାଦ: ହଁ । ଯଦ ଯଦ ଆଚରତି ଶ୍ରିଶ୍ଠାଃ ତଦ୍ ତଦ୍ ଏବତରୋ ଜନଃ । ([[Vanisource:BG 3.21|BG 3.21]]) ଭଗବଦ୍ ଗୀତାରେ କୁହାଯାଇଛି: ନେତାମାନେ, ସେମାନେ ଯାହକିଛି କରନ୍ତି, ସାଧାରଣ ଲୋକ ତାହା ଅନୁସରଣ କରନ୍ତି ।  
ପ୍ରଭୁପାଦ: ହଁ । ଯଦ ଯଦ ଆଚରତି ଶ୍ରିଶ୍ଠାଃ ତଦ୍ ତଦ୍ ଏବତରୋ ଜନଃ । ([[Vanisource:BG 3.21 (1972)|BG 3.21]]) ଭଗବଦ୍ ଗୀତାରେ କୁହାଯାଇଛି: ନେତାମାନେ, ସେମାନେ ଯାହକିଛି କରନ୍ତି, ସାଧାରଣ ଲୋକ ତାହା ଅନୁସରଣ କରନ୍ତି ।  


ଭାରତୀୟ ଅଧିକାରୀ: ଅନୁସରଣ । ତାହା ଭଲ । ହଁ ।  
ଭାରତୀୟ ଅଧିକାରୀ: ଅନୁସରଣ । ତାହା ଭଲ । ହଁ ।  

Latest revision as of 07:16, 25 April 2021



751001 - Arrival Reception - Mauritius

ଭାରତୀୟ ଅଧିକାରୀ: ...ଆମେ ଅତ୍ୟନ୍ତ ପ୍ରସନ୍ନ ଅଛୁ ଆପଣଙ୍କୁ ଆମ ମଧ୍ୟରେ ପାଇକି । ଏବଂ ଆମେ ଏହି ମରିସିୟସ ଦ୍ଵୀପର ଲୋକମାନଙ୍କ ତରଫରୁ ଆପଣଙ୍କୁ ସ୍ଵାଗତ ଜଣାଉଛୁ, ଏବଂ ବିଶ୍ଵାସ କରୁଛୁ ଯେ ଆପଣ ଏଠି ଆପଣଙ୍କର ଛୋଟ ପ୍ରବାସର ଆନନ୍ଦ ନେବେ.. ଏବଂ ସ୍ଵାମୀଜୀ, ଆପଣ କେତେ ଦିନ ଏଠି ରହିବେ?

ପ୍ରଭୁପାଦ: କାର୍ଯ୍ୟକ୍ରମ ଏକ ସପ୍ତାହର ଅଛି ।

ଭାରତୀୟ ଅଧିକାରୀ: ଏକ ସପ୍ତାହ । କ'ଣ ଆପଣଙ୍କର କିଛି ବିଶେଷ କାର୍ଯ୍ୟକ୍ରମ ଅଛି? ଆପଣ ପ୍ରଚାର କରିବାକୁ ଯାଉଛନ୍ତି କିମ୍ଵା...

ପ୍ରଭୁପାଦ: ମୁଁ ଜାଣିନାହିଁ ସେମାନେ କ'ଣ ବ୍ୟବସ୍ଥା କରିଛନ୍ତି, କିନ୍ତୁ ମୋ ସଚିବ କହୁଥିଲା ଏହା ଏକ ସପ୍ତାହ ପାଇଁ ହେବ ।

ଭାରତୀୟ ଅଧିକାରୀ: ଆପଣ ଏଠି ଆସିବା ପୂର୍ବରୁ ମରିଶସ ବିଷୟରେ କିଛି ଧାରଣା ଥିଲା କି? ଆପଣ କିଛି ଜାଣିଛନ୍ତି...

ପ୍ରଭୁପାଦ: (ହାସ୍ୟ) ମୋର ଉଦ୍ଦେଶ୍ୟ କୃଷ୍ଣ ଚେତନାକୁ ପ୍ରଚାର କରିବା । ଏହି ଜ୍ଞାନର ଅଭାବର କାରଣରୁ, ମାନବ ଜୀବନର ଆମର ଲକ୍ଷ ସମଗ୍ର ଦୁନିଆରେ ଅସଫଳ । ସେଥିପାଇଁ, ମୁଁ ଏହି କୃଷ୍ଣ ଚେତନା ସମଗ୍ର ବିଶ୍ଵରେ ଆରମ୍ଭ କରିବାକୁ ଚାହୁଁଛି, ଜାତି, ଧର୍ମ, ରଙ୍ଗର କୌଣସି ଭେଦଭାବ ବିନା । ଭଗବାନ ହେଉଛନ୍ତି ସମସ୍ତଙ୍କ ପାଇଁ, ଏବଂ ଆମେ ଆମର ଭଗବାନଙ୍କ ସହ ସମ୍ପର୍କକୁ ଭୁଲିଯାଇଛୁ । ସେଥିପାଇଁ, ତୁମେ ଅନେକ ସମସ୍ୟାରେ ପିଡିତ । ଏବଂ ତାର ଶିକ୍ଷା ଭଗବଦ୍ ଗୀତାରେ ଅଛି । ଯଦି ଆମେ ଅନୁସରଣ କରିବା, ତେବେ ଆମେ ସୁଖୀ ହୋଇଯିବା, ଆମର ଜୀବନ ସଫଳ ହୋଇଯିବ । ଏହା ହେଉଛି ଆମର ଲକ୍ଷ । ଭାରତୀୟ ଅଧିକାରୀ: ଆଛା । ସଂକ୍ଷେପରେ ଆପଣ ଆପଣଙ୍କ ଯାତ୍ରାର ଉଦ୍ଦେଶ୍ୟ ବିଷୟରେ କହିଲେ । ପ୍ରଭୁପାଦ: ହଁ । ଭାରତୀୟ ଅଧିକାରୀ: ଏବଂ, ଅବଶ୍ୟ, ଯେପରି ଆପଣ ଜାଣିଛନ୍ତି, ଆମର... ବର୍ତ୍ତମାନ ଆମେ ଜାଣିଛୁ ଯେ ଏହା ଏକ ବିଶ୍ଵବ୍ୟାପି ଆନ୍ଦୋଳନ, ଏବଂ ଆମେ ଅତ୍ୟନ୍ତ ଖୁସି ଯେ ଏହା ପରିଶେଷରେ ମରିଶସରେ ଆସିଛି । ଏବଂ ଆମକୁ ବିଶ୍ଵାସ ଅଛି ଯେ ଏହି ଆନ୍ଦୋଳନ ବିସ୍ତାର ହେବ, ଏବଂ ଆପଣଙ୍କର ଆଶୀର୍ବାଦର ସହିତ ।

ପ୍ରଭୁପାଦ: ଯଦି ଆପଣ ଦୟାକରି ମୋତେ ଅବକାଶ ଦେଲେ, ତେବେ ମୁଁ ତୁମକୁ ବୁଝାଇପାରିବି, କେତେ ମହତ୍ତ୍ଵପୂର୍ଣ୍ଣ ଏହି ଆନ୍ଦୋଳନ ଏବଂ ସମସ୍ତେ କିପରି ଏହାକୁ ଗ୍ରହଣ କରିପାରିବେ । ଯଦିଓ ଏହା ଅତ୍ୟନ୍ତ ସରଳ, କିନ୍ତୁ ଲୋକମାନେ ପ୍ରଶିକ୍ଷିତ ନୁହଁନ୍ତି । ତେଣୁ ଆମେ ମିଶିକି ଚେଷ୍ଟା କରିବା । ଲୋକମାନେ ଏହାକୁ ଗ୍ରହଣ କରନ୍ତୁ ଏବଂ ସୁଖୀ ରୁହନ୍ତୁ ।

ଭାରତୀୟ ଅଧିକାରୀ: ତ ବହୁତ ବହୁତ ଧନ୍ୟବାଦ ସ୍ଵାମୀଜି, ଏବଂ ବିଶ୍ଵାସ କରୁ ଯେ ଆପଣଙ୍କର ପ୍ରବାସ ଲାଭଦାୟକ ହେବ ଦୁନିଆ ସାରା ଆପଣଙ୍କର ଲମ୍ଵା ଏବଂ କଠିନ ପରିଶ୍ରମ ପରେ ଆମେ ଆଶା କରୁଛୁ ଯେ ଆପଣ...

ପ୍ରଭୁପାଦ: ମୁଁ ଏହି ଜାଗାର ଅଗ୍ରଣୀ ପୁରୁଷମାନଙ୍କୁ ମିଶିବାକୁ ଚାହେଁ ।

ଭାରତୀୟ ଅଧିକାରୀ: ହଁ । ନିଶ୍ଚୟ । ପ୍ରଭୁପାଦ: କାରଣ ଯଦି ସେମାନେ ଏହି ଆନ୍ଦୋଳନର ମହତ୍ତ୍ଵପୂର୍ଣ୍ଣକୁ ବୁଝିପାରିବେ ତେବେ ମୋର କାର୍ଯ୍ୟ ସଫଳ ହେବ ।

ଭାରତୀୟ ଅଧିକାରୀ: ଆମକୁ ମିଶିବାର ଅବସର ମିଳିବ ।

ପ୍ରଭୁପାଦ: ହଁ । ଯଦ ଯଦ ଆଚରତି ଶ୍ରିଶ୍ଠାଃ ତଦ୍ ତଦ୍ ଏବତରୋ ଜନଃ । (BG 3.21) ଭଗବଦ୍ ଗୀତାରେ କୁହାଯାଇଛି: ନେତାମାନେ, ସେମାନେ ଯାହକିଛି କରନ୍ତି, ସାଧାରଣ ଲୋକ ତାହା ଅନୁସରଣ କରନ୍ତି ।

ଭାରତୀୟ ଅଧିକାରୀ: ଅନୁସରଣ । ତାହା ଭଲ । ହଁ ।

ପ୍ରଭୁପାଦ: ତ ମରିଶସର ଅଗ୍ରଣୀ ପୁରୁଷ, ଯଦି ସେମାନେ ଏହି ଆନ୍ଦୋଳନର ମହତ୍ତ୍ଵକୁ ଜାଣିପାରିବେ, ତେବେ ମୁଁ ନିଶ୍ଚିତ ଯେ ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।

ଭାରତୀୟ ଅଧିକାରୀ: ସମସ୍ତଙ୍କ ପାଇଁ । ହଁ । ତ ବହୁତ ବହୁତ ଧନ୍ୟବାଦ ସ୍ଵମୀଜୀ, ମରିଶସର ଲୋକଙ୍କ ତରଫରୁ ଏବଂ ଆମର ସମସ୍ତ ବନ୍ଧୁଙ୍କ ତରଫରୁ, ଏବଂ ଏନ.ବି.ସି ଟିଭି ତରଫରୁ ଯିଏ ଅତ୍ୟନ୍ତ ଦୟବାନ ଅଛନ୍ତି । ଏଠାରେ ଅଧ୍ୟକ୍ଷ ଅଛନ୍ତି । ଆମେ ଆପଣଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ ।

ପ୍ରଭୁପାଦ: ଧନ୍ୟବାଦ ।